Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏହି ରାଜ୍ୟରେ ୨୪ ଯାଏ ବଢିଲା କରୋନା କର୍ଫ୍ୟୁ

ଡେରାଡୁନ୍: ସମ୍ଭାବ୍ୟ ତୃତୀୟ ତରଙ୍ଗକୁ ନେଇ ଚିନ୍ତା ମଧ୍ୟରେ ଉତ୍ତରାଖଣ୍ଡ ସରକାର ସୋମବାର ଦିନ ଅଗଷ୍ଟ ୧୭ ସକାଳ ୬ଟା ରୁ ୨୪ ଅଗଷ୍ଟ ସକାଳ ୬ଟା ପର୍ଯ୍ୟନ୍ତ ରାଜ୍ୟରେ କରୋନା କଟକଣାକୁ ବୃଦ୍ଧି କରିଛନ୍ତି। କର୍ଫ୍ୟୁ ସମୟରେ ଟିକାକରଣ ଅଭିଯାନ ଜାରି ରହିବ ବୋଲି ରାଜ୍ୟ ସରକାର କହିଛନ୍ତି।…

ପ୍ରଧାନମନ୍ତ୍ରୀଙ୍କ ସହ ଅନୁଭୂତି ବାଣ୍ଟିଲେ ଅଲିମ୍ପିଆନ୍

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିଆନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କ ସରକାରୀ ବାସଭବନରେ ଅଲିମ୍ପିଆନଙ୍କ ପାଇଁ ଜଳଖିଆ ପାର୍ଟି ରଖିଥିଲେ । ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ଭେଟି ସେମାନଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ତାଙ୍କ ସହ ଅଲିମ୍ପିକ୍ସ ଅନୁଭୂତି ସେୟାର…

ଟାଇଗର୍‌ଙ୍କୁ ମୋଦୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା। ଟାଇଗର ନୂଆ ଗୀତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ପ୍ରଶଂସା କରିଛନ୍ତି। ଟାଇଗରଙ୍କ ନୂଆ ଗୀତ 'ବନ୍ଦେ ମାତରମ୍‌' ବଡ ସଫଳତା ଲାଭ କରିଛି। ଟାଇଗର୍‌ଙ୍କ ଏହି ଦେଶପ୍ରେମ ଗୀତରେ ପ୍ରଧାନମନ୍ତ୍ରୀ ମୋଦୀ…

କାବୁଲ ଏୟାରପୋର୍ଟରୁ ଆସିଲା ବିକଳ ଚିତ୍ର, ବିମାନରେ ବସିବାକୁ ଠେଲାପେଲା

କାବୁଲ: ଆଫଗାନିସ୍ତାନରେ ସ୍ଥିତି ବିଗିଡ଼ିାରେ ଲାଗିଛି । ତାଲିବାନ ହାତକୁ ଶାସନ କ୍ଷମତା ଚାଲିଯିବା ପରେ ସାଧାରଣ ଲୋକ ଆତଙ୍କିତ । କାବୁଲ ଛାଡ଼ି ପଳାଉଛନ୍ତି ବିଭିନ୍ନ ଦେଶର ଲୋକ । ଏୟାରପୋର୍ଟରେ ଅସମ୍ଭାଳ ଭିଡ଼ । ବିମାନବନ୍ଦର ପରିସରରୁ ଏମିତି ଚିତ୍ର ସାମନାକୁ ଆସିଛି ଯାହା ସାରା ବିଶ୍ୱକୁ…

ପେଗାସସ୍ ମାମଲା ତଦନ୍ତ କରିବ କମିଟି, ସୁପ୍ରିମକୋର୍ଟଙ୍କୁ ଅବଗତ କଲା କେନ୍ଦ୍ର

ନୂଆଦିଲ୍ଲୀ: ପେଗାସସ୍ ମାମଲା ତଦନ୍ତ ପାଇଁ ଗଠନ ହେବ କମିଟି । ଏଥିପାଇଁ ବିଶେଷଜ୍ଞ କମିଟି ଗଠନ କରାଯିବ । ଏନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି କେନ୍ଦ୍ର ସରକାର । ଦୁଇ ପୃଷ୍ଠା ସମ୍ବଳିତ ସତ୍ୟପାଠ ଦାଖଲ କରିଛନ୍ତି । ଗୁପ୍ତରେ ତଥ୍ୟ ସଂଗ୍ରହ କିମ୍ବା କାହା ଉପରେ ନଜର ରଖଯାଇଥିବା…

କରୋନା ଭୟରେ ୨୦ ବର୍ଷ ପରେ ଗୁମ୍ଫାରୁ ବାହାରି ଟିକା ନେଲେ ବ୍ୟକ୍ତି

ନୂଆଦିଲ୍ଲୀ: କରୋନା ଭୂତାଣୁରୁ ସୁରକ୍ଷା ପାଇଁ ଲୋକଙ୍କ ମଧ୍ୟରେ ଟିକାକରଣ ଅଭିଯାନକୁ ନେଇ ସଚେତନତା ପ୍ରସାର କରାଯାଉଛି। ଏସବୁ ମଧ୍ୟରେ ଜଣେ ୭୦ ବର୍ଷ ବୟସ୍କ ବ୍ୟକ୍ତି ଟିକା ନେଇ ସମାଜ ପାଇଁ ଏକ ଉଦାହରଣ ପାଲଟିଛନ୍ତି। ବାସ୍ତବରେ, ଏହି ବ୍ୟକ୍ତି ସାଇବେରିଆର ଏକ ଗୁମ୍ଫାରେ ରହୁଥିଲେ। ପ୍ରାୟ ୨୦…

ଆଫ୍‌ଗାନିସ୍ତାନରେ ତାଲିବାନୀଙ୍କ ରାଜୁତି; ବଦଳିବ ଦେଶର ନାଁ

ନୂଆଦିଲ୍ଲୀ: ତାଲିବାନ ଆଫ୍‌ଗାନିସ୍ତାନର ରାଜଧାନୀ କାବୁଲରେ ପ୍ରବେଶ ପରେ ଆଫଗାନିସ୍ତାନର ରାଷ୍ଟ୍ରପତି ଭବନକୁ ମଧ୍ୟ ନିଜ ନିୟନ୍ତ୍ରଣକୁ ନେଇଛି ତାଲିବାନ। ରିପୋର୍ଟ ଅନୁଯାୟୀ ରାଜଧାନୀ କାବୁଲର ରାଷ୍ଟ୍ରପତି ଭବନ ଭିତରେ ତାଲିବାନ ଯୁଦ୍ଧବିମାନର ଏକ ବଡ଼ ଦଳ ଦେଖିବାକୁ ମିଳିଥିଲା।…

ଆଫଗାନିସ୍ତାନର ଏଭଳି ସଙ୍କଟ ପାଇଁ ବାଇଡେନ୍‌ ଦାୟୀ; ଟ୍ରମ୍ପ୍‌

ୱାଶିଂଟନ୍: ଆଫଗାନିସ୍ତାନ ସରକାର ପତନ ପରେ ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲକୁ ନିଜ ନିୟନ୍ତ୍ରଣକୁ ଆଣିବା ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଫ୍‌ଗାନିସ୍ତାନର ଏଭଳି ସଙ୍କଟ ପାଇଁ ଜୋ ବାଇଡେନ୍‌ଙ୍କୁ ଦାୟୀ କରିଛନ୍ତି ଏବଂ ବାଇଡେନ୍‌ ଇସ୍ତଫା ଦିଅନ୍ତୁ ବୋଲି…

ଭାରତରେ ଆଫଗାନିସ୍ତାନ ଦୂତାବାସଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍

ନୂଆଦିଲ୍ଲୀ: ଭାରତରେ ଆଫଗାନିସ୍ତାନ ଆମ୍ବାସିଙ୍କ ଟ୍ବିଟର୍‌ ଆକାଉଣ୍ଟ ହ୍ୟାକ୍‌ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଭାରତରେ ଆଫଗାନିସ୍ତାନ ଦୂତାବାସ ଅବଦୁଲହକ୍ ଆଜାଦ ତାଙ୍କ ଟ୍ବିଟର୍‌ ଆକାଉଣ୍ଟ ହ୍ୟାକ୍‌ ହୋଇଥିବା କହିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, "ମୋ ଟ୍ବିଟର ଆକାଉଣ୍ଟ…

ହାତ ଛାଡ଼ିଲେ ସୁସ୍ମିତା ଦେବ, ସୋନିଆ ଗାନ୍ଧିଙ୍କ ପାଖକୁ ପଠାଇଲେ ଇସ୍ତଫା

ନୂଆଦିଲ୍ଲୀ: ହାତ ସହ ସମ୍ପର୍କ ଛିନ୍ନ କରିଛନ୍ତି ପୂର୍ବତନ ସାଂସଦ ତଥା ମହିଳା କଂଗ୍ରେସ ସଭାନେତ୍ରୀ ସୁସ୍ମିତା ଦେବ । ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପାଖକୁ ପଠାଇ ଦେଇଛନ୍ତି । ତେବେ ହଠାତ୍ ସେ କାହିଁକି ଦଳ ଛାଡ଼ିଲେ ସେନେଇ ସ୍ପଷ୍ଟ…