Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଯୋଗୀଙ୍କ ଜନସଂଖ୍ୟା ହ୍ରାସ ଫର୍ମୂଲା: ଦୁଇରୁ ଅଧିକ ସନ୍ତାନ ଥିଲେ ସରକାରୀ ସୁବିଧାରେ କାଣ୍ଟଛାଣ୍ଟ

ଲକ୍ଷ୍ନୌ: ଜନସଂଖ୍ୟା ହ୍ରାସ ପାଇଁ ଉତ୍ତରପ୍ରଦେଶରେ ଯୋଗୀ ସରକାର ନୂଆ ବିଧେୟକ ଆଣିବାକୁ ଯାଉଛନ୍ତି । ଯେଉଁଥିରେ ଦୁଇରୁ ଅଧିକ ପିଲା ଥିବା ବାପା-ମାଆଙ୍କୁ କିଛି ସରକାରୀ ସୁବିଧାରୁ ବଞ୍ଚିତ ହେବାକୁ ପଡ଼ିପାରେ । ଗୋଟିଏ ପିଲାର ବାମା-ମାଆଙ୍କ ନେକ ସରକାରୀ ସୁବିଧା ଉପଲବ୍ଧ ହେବ । ଉତ୍ତରପ୍ରଦେଶ…

୧୫ଟି ୟୁରୋପୀୟ ଦେଶରେ କୋଭିଶିଲ୍ଡକୁ ମିଳିଲା ସ୍ୱୀକୃତି

ନୂଆଦିଲ୍ଲୀ: ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେକା ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ଉତ୍ପାଦିତ କୋଭିଶିଲ୍ଡ ଟିକାକୁ ସ୍ୱୀକୃତି ଦେବା ପାଇଁ ବେଲଜିୟମ ସର୍ବଶେଷ ୟୁରୋପୀୟ ଦେଶ ହୋଇପାରିଛି। କୋଭିଶିଲ୍ଡ ବର୍ତ୍ତମାନ ୧୫ ୟୁରୋପୀୟ ଦେଶ ଦ୍ୱାରା ସ୍ୱୀକୃତିପ୍ରାପ୍ତ। ସେରମ୍…

ଥମିନି କରୋନା ପ୍ରକୋପ; ‘ହୁ’ ମୁଖ୍ୟ ବୈଜ୍ଞାନିକଙ୍କ ଚେତାବନୀ

ନୂଆଦିଲ୍ଲୀ: ଏଯାଏ ଥମିନି କରୋନା ପ୍ରକୋପ। ସତର୍କ ରହିବାକୁ ପରାମର୍ଶ ଦେଲେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ‌ସୌମ୍ୟା ସ୍ବାମୀନାଥନ୍। ସେ କହିଛନ୍ତି ଯେ କରୋନାଭାଇରସ୍ ମହାମାରୀର ଗତି ମନ୍ଥର ହେଉନି ବରଂ ବଢି ବଢି ଚାଲିଛି। କାରଣ ଡେଲଟା ପ୍ରକାରର ବିସ୍ତାର ଏବଂ ଟିକାକରଣର…

ମହିଳା କ୍ରିକେଟର ହରଲିନଙ୍କ ଜବରଦସ୍ତ କ୍ୟାଚ୍, ଭିଡିଓ ଦେଖିଲେ ଆପଣ ବି କହିବେ କମାଲ୍ ….

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟିରେ ଭାରତୀୟ ମହିଳା କ୍ରିକେଟର ହରଲିନ୍ ଦେଓ୍ୱଲ ଏବେ ସୋସିଆଲ୍ ମିଡିଆରେ ସୁପର ଓ୍ୱିମେନ୍ ପାଲଟିଛନ୍ତି । ବ୍ରାଉଣ୍ଡି ଲାଇନରେ ସେ ଏମିତି ଗୋଟିଏ କ୍ୟାଚ୍ ଧରିଥିଲେ ଯାହାକୁ ଦେଖିଲେ ଆପଣ ବି କହିବେ କି କମାଲ୍ କଲେ ହରଲିନ୍ । ଅସମ୍ଭବ କ୍ୟାଚ୍…

କେରଳରେ ଜିକା ଭାଇରସ ନେଇ ହାଇ ଆଲର୍ଟ, ସମ୍ମୁଖକୁ ଆସିଲାଣି ୧୪ ମାମଲା

ଥିରୁଅନନ୍ତପୁରମ: କେରଳରେ ଜିକା ଭାଇରସ ସଂକ୍ରମଣ ମାମଲା ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି । ଏବେ ସୁଦ୍ଧା ୧୪ଟି ମାମଲା ସମ୍ମୁଖକୁ ଆସିଥିବା ଜାତୀୟ ଭୂତାଣୁବିଜ୍ଞାନ ସଂସ୍ଥାନ ସ୍ପଷ୍ଟ କରିଛି । ଏହାକୁ ଦେଖି ସେଠାରେ ହାଇଆଲର୍ଟ ଜାରୀ କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଶେଷଜ୍ଞ ଏବଂ…

ଏବେ ଲାଗୁ ହେବନି ଅପଡେଟେଡ ପ୍ରାଇଭେସି ପଲିସି : ହ୍ବାଟସଆପ

ନୂଆଦିଲ୍ଲୀ : ଅପଡେଟେଡ ପ୍ରାଇଭାସି ପଲିସି ଏବେ ଲାଗୁ ହେବନି । ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ ଏହା କହିଛି ହ୍ବାଟସଆପ । ପର୍ସନାଲ ଡାଟା ସୁରକ୍ଷା ବିଲ୍ କାର୍ଯ୍ୟକାରୀ ନ ହେବା ଯାଏଁ ନୂଆ ପ୍ରାଇଭେସି ପଲିସି କାର୍ଯ୍ୟକାରୀ କରାଯିବ ନାହିଁ ବୋଲି କହିଛି ହ୍ବାଟସଆପ୍ । ହାଇକୋର୍ଟରେ କମ୍ପାନୀ…

ଡିସେମ୍ବର ଶେଷ ସୁଦ୍ଧା ଦେଶର ସମସ୍ତ ବୟସ୍କଙ୍କୁ ମିଳିବ ଟିକା

ନୂଆଦିଲ୍ଲୀ : ଡିସେମ୍ବର ଶେଷ ସୁଦ୍ଧା ଦେଶର ସମସ୍ତ ବୟସ୍କଙ୍କୁ ମିଳିବ ଟିକା । ଏନେଇ ସୂଚନା ଦେଇଛନ୍ତି ଟିକା ନେଇ ଗଠିତ ଜାତୀୟ ବିଶେଷଜ୍ଞ ଗୋଷ୍ଠୀର ଅଧ୍ୟକ୍ଷ ଡାକ୍ତର ଏନ.କେ ଆରୋରା । ଯେଉଁ ହାରରେ ଦେଶରେ ଟିକାଦାନ ଚାଲିଛି, ତାହା ତ୍ବରାନ୍ବିତ ହୋଇଛି । ଏବଂ ଡିସେମ୍ବର ସୁଦ୍ଧା ଦେଶର…

ରୁଷିଆରେ ତାଲିବାନର ବଡ ଘୋଷଣା, ଆଫଗାନିସ୍ତାନର ୮୫ ପ୍ରତିଶତ ଆମ କବଜାରେ

କାବୁଲ: ଆମେରିକା ସେନା ଆଫଗାନିସ୍ତାନ ଛାଡିବା ତାଲିବାନଙ୍କ ଏକ ବଡ ବିଜୟ ଭାବେ ଘୋଷଣା କରାଯାଇଛି । ଦୀର୍ଘ ୨୦ ବର୍ଷ ଆମେରିକା ଏଠାରେ ଆତଙ୍କବାଦୀଙ୍କୁ ନିୟନ୍ତ୍ରଣ କରିବାକୁ ଚାହିଁଥିଲେ ସଫଳ ହୋଇ ନାହିଁ କହିଲେ ଭୁଲ ହେବନି । ଶୁକ୍ରବାର ରୁଷିଆର ଏହାର ପ୍ରମାଣ ମିଳିଛି । ମସ୍କୋରେ ଆୟୋଜିତ ଏକ…

ଅଶ୍ୱିନୀ କୁମାର ବୈଷ୍ଣବଙ୍କୁ ରେଳ ଦାୟିତ୍ୱ

ଭୁବନେଶ୍ୱର : ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ନୂଆ ମୁହଁ । ରାଜ୍ୟସଭା ସାଂସଦ ଅଶ୍ୱିନୀ କୁମାର ବୈଷ୍ଣବଙ୍କ କ୍ୟାବିନେଟ ପାହ୍ୟା ମନ୍ତ୍ରୀ । କ୍ୟାବିନେଟ ପାହ୍ୟା ପାଇବାରେ ପ୍ରଥମ ଓଡ଼ିଶା ସାଂସଦ ହେଉଛନ୍ତି ଅଶ୍ୱିନୀ । ଦୁଇ ଦୁଇଟି ଦାୟିତ୍ୱ ଗ୍ରହଣ କରିଥିବା ବେଳେ କେନ୍ଦ୍ର ରେଳମନ୍ତ୍ରୀ ଭାବେ…

ମହିଳା ଦୀର୍ଘାୟୁ; ସୁସ୍ଥ ବଞ୍ଚନ୍ତି ପୁରୁଷ

ନୂଆଦିଲ୍ଲୀ: ବଦଳୁଥିବା ସମୟ, ପରିବର୍ତ୍ତିତ ପାଣିପାଗ, ପ୍ରକ୍ରିୟାକରଣ ହୋଇଥିବା ଖାଦ୍ୟ ଓ ମେଡିସିନର ବହୁଳ ବ୍ୟବହାର ମଣିଷର ଆୟୁ କମାଇଦଇଛି। ଓ୍ଵାର୍ଲଡ ହେଲଥ ଷ୍ଟାଟିଷ୍ଟିକ୍ସ ରିପୋର୍ଟ ଅନୁସାରେ ଭାରତରେ ମହିଳାମାନେ ପୁରୁଷଙ୍କ ଅପେକ୍ଷା ହାରାହାରି ୩ ବର୍ଷ ଅଧିକ ବଞ୍ଚନ୍ତି। କିନ୍ତୁ ଉତ୍ତମ…