Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସିଜଫାୟର ନେଇ ରାଜି ହେଲେ ଇସ୍ରାଏଲ-ହମାସ, ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ

ତେଲ ଅଭିଭ: ୧୨ ଦିନ ପରେ ଇସ୍ରାଏଲ ଏବଂ ହମାସ ସିଜଫାୟାର ପାଇଁ ରାଜି ହୋଇଛନ୍ତି । ମିଳିତ ଜାତିସଂଘ ସମେତ ଅନେକ ଦେଶ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଆମେରିକା ଚାପ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନେହୁ ସାମରିକ କାର୍ଯ୍ୟକୁ ବନ୍ଦ କରିବା ପାଇଁ କହିଥିଲେ । ଆମ ଉପରେ…

ଟୁଲକିଟ ମାମଲା: ମେନିପ୍ୟୁଲେଟଡ ଟ୍ୟାଗ ହଟାଇବାକୁ ଟ୍ୱିଟରକୁ କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଟୁଲକିଟ ମାମଲାରେ ଟ୍ୱିଟରର ପଦକ୍ଷେପ ନେଇ କେନ୍ଦ୍ର ସରକାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଘଟଣାର ତଦନ୍ତ ଚାଲିଥିବା ବେଳେ ବିଜେପି ନେତାଙ୍କ ଟ୍ୱିଟକୁ ଟ୍ୱିଟର ମେନିପ୍ୟୁଲେଟଡ ମିଡିଆ ଭାବେ ବ୍ୟବହାର କରିଛି । ଯାହାକୁ ତୁରନ୍ତ ହଟାଇବା ପାଇଁ ସରକାର ଟ୍ୱିଟରକୁ କହିଛନ୍ତି । ତଦନ୍ତ…

କରୋନା ରୋଗୀଙ୍କ ସହାୟତା ଲାଗି ‘କୋଭିଡ୍‌-୧୯ ପରାମର୍ଶ’ ହେଲ୍ପଲାଇନ୍‌ ଆରମ୍ଭ କଲା ଆୟୁଷ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କରୋନା ରେଗୀଙ୍କ ଲାଗି ସମସ୍ୟାର ସମାଧାନ ପ୍ରଦାନ କରିବାକୁ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଏକ ସହାୟତା ହେଲ୍ପଲାଇନ ଆରମ୍ଭ ହୋଇଛି। ଟୋଲ ଫ୍ରି ହେଲ୍ପଲାଇନ ନମ୍ବର ୧୪୪୪୩ ବୋଲି ମନ୍ତ୍ରଣାଳୟ ଶୁକ୍ରବାର ଦିନ କହିଛି। ଏହି ହେଲ୍ପଲାଇନ ସପ୍ତାହର ସମସ୍ତ ଦିନରେ ସକାଳ ୬ ଟାରୁ…

ଫଟୋସୁଟ୍‌ ପାଇଁ ୧୮ ମିନିଟ ମହୁମାଛିଙ୍କ ମେଳରେ ବସିଲେ ହଲିଉଡ୍‌ ଅଭିନେତ୍ରୀ ଆଞ୍ଜେଲିନା ଜୋଲି

ନୂଆଦିଲ୍ଲୀ: ହଲିଉଡ୍‌ ଅଭିନେତ୍ରୀ ଆଞ୍ଜେଲିନା ଜୋଲି ନିକଟରେ ଏକ ମାଗାଜିନ କଭର ପାଇଁ ସୁଟିଂ କରିଥିଲେ। ସେଥିପାଇଁ ତାଙ୍କୁ ପ୍ରାୟ ୧୮ ମିନିଟ ଧରି ଦେହରେ ମହୁମାଛି ଘୋଡାଇ ବସିବାକୁ ପଡ଼ିଥିଲା। ବିଶ୍ୱ ମହୁମାଛି ଦିବସରେ ମହୁମାଛି ସଂରକ୍ଷଣର ପଦକ୍ଷେପକୁ ପ୍ରୋତ୍ସାହିତ କରିବା ପାଇଁ ସେ…

ଇସ୍ତଫା ଦେଲେ ଟିଏମ୍‌ସି ବିଧାୟକ ସୋଭନଦେବ ଚଟ୍ଟୋପାଧ୍ୟାୟ

ପଶ୍ଚିମବଙ୍ଗ: ଟିଏମସି ନେତା ସୋଭନଦେବ ଚଟ୍ଟୋପାଧ୍ୟାୟ ଆଜି ଭବାନୀପୁର ନିର୍ବାଚନମଣ୍ଡଳୀରୁ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଠିକ୍ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭବାନୀପୁରରୁ ସୋଭନଦେବ ବିଜେତା ପ୍ରତିଦ୍ୱନ୍ଦ୍ୱୀ ରୁଦ୍ରନିଲ ଘୋଷଙ୍କୁ ପ୍ରାୟ ୨୮,୦୦୦ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି।…

କରୋନାରେ ପ୍ରାଣ ହରାଇଥିବା ଲୋକଙ୍କୁ ମନେ ପକାଇ ଭାବପ୍ରବଣ ହୋଇପଡ଼ିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ କୋଭିଡ-୧୯ ରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ମନେ ପକାଇ ଭାବପ୍ରବଣ ହୋଇଯାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ଏହି ଭାଇରସ ଏତେ ସଂଖ୍ୟକ ଲୋକଙ୍କୁ ନେଇଗଲା ଯେଉଁମାନେ ଆମ ନିକଟତର ଥିଲେ। ସେମାନଙ୍କ ପରିବାର ପ୍ରତି ମୋର…

କରୋନାରେ ପରିବେଶବିତ୍ ସୁନ୍ଦରଲାଲ ବହୁଗୁଣାଙ୍କ ପରଲୋକ

ଉତ୍ତରାଖଣ୍ଡ: ପରିବେଶବିତ୍ ତଥା ଚିପ୍‌କୋ ଆନ୍ଦୋଳନର ଅଗ୍ରଗାମୀ ସୁନ୍ଦରଲାଲ ବହୁଗୁଣାଙ୍କ ପରଲୋକ ହୋଇଛି। ସେ କିଛି ଦିନ ଧରି କରୋନାରେ ଆକ୍ରାନ୍ତ ଥିଲେ। ଆଜି ଏମ୍‌ସଠାରେ ତାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା। ଭାରତର ଅନ୍ୟତମ ଜଣାଶୁଣା…

୧୦ ଲକ୍ଷରେ ନିଲାମ ହେଲା ୬ଟି କେଶ

ଆମେରିକା : ରକଷ୍ଟାର କର୍ଟ କୋବେନଙ୍କ ୬ଟି କେଶ ନିଲାମ ହୋଇଛି ୧୪୧୪୫ ଡଲାରରେ ; ଯାହାର ଭାରତୀୟ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ। ନିକଟରେ ଆମେରିକାରେ ଏହି ନିଲାମ ହୋଇଥିଲା । ବିଶ୍ୱର ସବୁଠାରୁ ଲୋକପ୍ରିୟ ରକଷ୍ଟାର ଥିଲେ କର୍ଟ କୋବେନ। ସେ ଏକାଧାରରେ ଥିଲେ ଜଣେ  ଗୀତିକାର , ଗାୟକ ଏବଂ…

ନାରଦା ଷ୍ଟିଙ୍ଗ୍‌ ମାମଲା; ଗୃହବନ୍ଦୀ ହୋଇ ରହିବେ ଗିରଫ ଟିଏମ୍‌ସି ନେତା

କୋଲକାତା: ନାରଦା ଷ୍ଟିଙ୍ଗ ମାମଲାରେ ଦୁଇ ବଙ୍ଗୀୟ କ୍ୟାବିନେଟ ମନ୍ତ୍ରୀ ଫିରହାଦ୍ ହାକିମ ଏବଂ ସୁବ୍ରତ ମୁଖାର୍ଜୀ ଏବଂ ଦୁଇ ପୂର୍ବତନ ମନ୍ତ୍ରୀ ମଦନ ମିତ୍ର ଏବଂ ସୋଭାନ ଚାଟାର୍ଜୀଙ୍କୁ ଶୁକ୍ରବାର ଦିନ କଲିକତା ହାଇକୋର୍ଟ ଗୃହ ବନ୍ଦୀ କରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ଦିନ ହାଇ…

କୋଭିଶିଲ୍ଡର ପ୍ରଥମ ଡୋଜ କୋଭାକ୍ସିନ ଅପେକ୍ଷା ଅଧିକ ପ୍ରଭାବଶାଳୀ; ଆଇସିଏମ୍‌ଆର ମୁଖ୍ୟ

ନୂଆଦିଲ୍ଲୀ: କୋଭିଶିଲ୍ଡ ଟିକା ର ଦୁଇ ଡୋଜ ମଧ୍ୟରେ ବ୍ୟବଧାନକୁ ୬ରୁ ୮ ସପ୍ତାହରୁ ୧୨ରୁ ୧୬ ସପ୍ତାହକୁ ବୃଦ୍ଧି କରିବାକୁ ସରକାର ନିକଟରେ କୋଭିଡ-୧୯ ୱାର୍କିଂ ଗ୍ରୁପ୍‌ର ସୁପାରିଶକୁ ଗ୍ରହଣ କରିଛନ୍ତି। ଅବଶ୍ୟ, କୋଭାକ୍ସିନ ପାଇଁ ଡୋଜ୍ ବ୍ୟବଧାନରେ କୌଣସି ପରିବର୍ତ୍ତନ ହୋଇନାହିଁ।…