Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗୁଜରାଟର ଗିର୍ ସୋମନାଥରେ ୪.୫ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ

ଗୁଜରାଟ: ଗୁଜରାଟରେ ସୋମବାର ସକାଳେ ଗିର୍ ସୋମନାଥ ଜିଲ୍ଲାରେ ୪.୫ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଛି ବୋଲି ଅଧିକାରୀମାନେ କହିଛନ୍ତି। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି କିମ୍ବା ଧନ ଜୀବନ ନଷ୍ଟ ହୋଇନଥିବା ସୂଚନା ମିଳିଛି। ଗାନ୍ଧିନଗର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍…

ଆଜିଠୁ ଆଣ୍ଟି କରୋନା ଭାଇରାଲ୍ ଔଷଧ 2DGର ବଣ୍ଟନ

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼ଇରେ ଆଜିଠୁ ସାମିଲ ହେବ ଡିଆରଡିଓ ପ୍ରସ୍ତୁତ ଆଣ୍ଟି ଭାଇରାଲ୍ ଔଷଧ 2DG । ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ୧୦ହଜାର ପ୍ୟାକେଟ୍ ବିତରଣ ହେବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିରେ ବଣ୍ଟନ କରାଯିବ । ନିକଟରେ ଏହାର ଜରୁରୀ ବ୍ୟବହାର ପାଇଁ ଅନୁମତି…

ମାଡ଼ି ଆସୁଛି ତାଉ’ତେ: ଅତି ଭୟଙ୍କର ରୂପ ନେଇ ଗୁଜରାଟ ଉପକୂଳ ମୁହାଁ ବାତ୍ୟା

ନୂଆଦିଲ୍ଲୀ: ପ୍ରଳୟଙ୍କରୀ ରୂପ ଧାରଣ କରି ଆରବ ସାଗରରେ ଆଗକୁ ବଢୁଛି ବାତ୍ୟା ତାଉ’ତେ । ଧୀରେ ଧୀରେ ଉପକୂଳ ମୁହାଁ ହେଉଛି ଭେରି ସିଭିୟର ସାଇକ୍ଲୋନିକ୍ ଷ୍କର୍ମ । ଆଗାମୀ କିଛି ଘଣ୍ଟାରେ ଅଧିକ ଘନୀଭୂତ ହେବ । ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ଆଗକୁ ବଢୁଛି ବାତ୍ୟା ।…

କଂଗ୍ରେସର ପୋଷ୍ଟର ରାଜନୀତି: ରାହୁଲ କହିଲେ ଦମ୍ ଅଛି ତ ମୋତେ ବି ଗିରଫ କର

ନୂଆଦିଲ୍ଲୀ: କରୋନା କବଳରୁ ମୁକଳିବା ପାଇଁ ଅନ୍ୟ ଦେଶଗୁଡିକରେ ସମସ୍ତ ରାଜନୈତିକ ଦଳଗୁଡିକ ଏକ ହେଉଥିବା ବେଳେ ଭାରତରରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ଯାହା ଫଳରେ କରୋନା ଆମକୁ ଗ୍ରାସ କରିବାରେ ଲାଗିଛି । ଭ୍ୟାକ୍ସିନ ନେଇ ଗୁଜବ ସୃଷ୍ଟି କରିବାଠାରୁ ଆରମ୍ଭ କରି ଅକ୍ସିଜେନ କଳାବଜାରୀ…

ଗ୍ରାମାଞ୍ଚଳ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡଲାଇନ୍

ନୂଆଦିଲ୍ଲୀ : ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ନୂଆ ଗାଇଡଲାଇନ୍ ଜାରି କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଦେଶରେ ମହାମାରୀ ସାଂଘାତିକ ରୂପ ନେଉଥିବା ବେଳେ, ଏବେ ସଂକ୍ରମଣ ଗ୍ରାମାଞ୍ଚଳକୁ ବ୍ୟାପଲାଣି । ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳରେ କରୋନା ସଂକ୍ରମଣ ସଂଖ୍ୟା ବଢୁଥିବାରୁ…

ଧିରେ ଧିରେ ଦୁନିଆ ଅନଲକ ହେଉଛି, ଭାରତ ପଛରେ ପଡିଯାଇଛି

ନୂଆଦିଲ୍ଲୀ: ଭାରତ ଏବେ କରୋନା ମହାମାରୀ କବଳରୁ ମୁକୁଳିବା ପାଇଁ ଯଥାସମ୍ଭବ ଉଦ୍ୟମ କରୁଛି । ବୋଧହୁଏ ଏଥିପାଇଁ ଆଉ କିଛି ଦିନ ଲାଗିଯିବ । ଅପରପକ୍ଷରେ ୟୁରୋପରେ ତାଣ୍ଡବ ରଚିଥିବା କରୋନା କିନ୍ତୁ ଚୁପଚାପ ହୋଇଗଲାଣି । ଧିରେ ଧିରେ ଦୁନିଆ ଅନଲକ ହେଉଥିବା ବେଳେ ଭାରତ କିନ୍ତୁ ପଛରେ ପଡିଯାଇଛି ।…

କଙ୍ଗନାଙ୍କ ଉପରେ ରାଗିଗଲେ ଲାଲୁଙ୍କ ଝିଅ !

ପାଟନା: ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ବଲିଉଡ କୁଇନ କଙ୍ଗନା ରାନାୱତଙ୍କ ଭୀଷଣ ରାଗି ଯାଇଛନ୍ତି । ଏପରି କି ସେ ସୋସିଆଲ ସାଇଟରେ ତାଙ୍କୁ ପରୋକ୍ଷରେ ପାଗେଳୀ ଏବଂ ଅନ୍ଧ ବୋଲି କହିଛନ୍ତି । କଙ୍ଗନା ରାଜ୍ୟସଭା ଯିବା ପାଇଁ ସରକାରଙ୍କ ଦଲାଲି କରୁଛନ୍ତି ।…

ଲଦାଖରେ ଆଉ ସପ୍ତାହେ ବଢିଲା କରୋନା କର୍ଫ୍ୟୁ

ଲଦାଖ: କରୋନା ମହାମାରୀର ସଂକ୍ରମଣକୁ ରୋକିବା ଲାଗି ଲଦାଖରେ ଲାଗୁ ହୋଇଥିବା କର୍ଫ୍ୟୁକୁ ଆସନ୍ତା ସପ୍ତାହ ଅର୍ଥାତ୍‌ ମେ ୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ଅଧିକାରୀମାନେ ରବିବାର କହିଛନ୍ତି। ଅଧିକାରୀଙ୍କ ଅନୁଯାୟୀ ରବିବାର ସୁଦ୍ଧା ଲଦାଖର କରୋନା ପଜିଟିଭ କେସ୍‌ ୧୬,୩୩୩ ରହିଥିବା…

ହରିୟାଣାରେ ଆଉ ସପ୍ତାହେ ବଢିଲା ଲକ୍‌ଡାଉନ

ହରିୟାଣା: ହରିୟାଣାରେ ଆଉ ଏକ ସପ୍ତାହ ବଢିଲା ଲକ୍‌ଡାଉନ୍‌। ଏ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହି ଲକ୍‌ଡାଉନ୍‌ ରାଜ୍ୟରେ ମେ ୨୪ ପର୍ଯ୍ୟନ୍ତ ଲାଗୁ ହେବ। ହରିୟାଣା ମନ୍ତ୍ରୀ ଅନିଲ ବିଜୟ ଟୁଇଟ୍ କରି କହିଛନ୍ତି, "ହରିୟାଣାରେ ଲକ୍‌ଡାଉନ୍‌କୁ ୧୭ ମେ ରୁ ୨୪ ମେ ପର୍ଯ୍ୟନ୍ତ ବୃଦ୍ଧି…

୧୦ ଦିନରେ ୯ ବର୍ଷରୁ କମ୍ ବୟସର ୧ହଜାର ପିଲା କରୋନା ସଂକ୍ରମିତ

ଡେରାଡୁନ୍: ଉତ୍ତରାଖଣ୍ଡରେ ଗତ ଦଶ ଦିନ ମଧ୍ୟରେ ୯ ବର୍ଷରୁ କମ୍ ବୟସର ପ୍ରାୟ ୧୦୦୦ ପିଲା କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେଥିରୁ କିଛି ପିଲାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…