Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୧୦ ଦିନରେ ୯ ବର୍ଷରୁ କମ୍ ବୟସର ୧ହଜାର ପିଲା କରୋନା ସଂକ୍ରମିତ

ଡେରାଡୁନ୍: ଉତ୍ତରାଖଣ୍ଡରେ ଗତ ଦଶ ଦିନ ମଧ୍ୟରେ ୯ ବର୍ଷରୁ କମ୍ ବୟସର ପ୍ରାୟ ୧୦୦୦ ପିଲା କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେଥିରୁ କିଛି ପିଲାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…

ଭେଟେରାନ୍‌ ବଲିଉଡ୍‌ ଆକ୍ଟର କେ.ଡି ଚନ୍ଦ୍ରନ୍‌ଙ୍କ ପରଲୋକ

ନୂଆଦିଲ୍ଲୀ: ଲୋକପ୍ରିୟ ଅଭିନେତ୍ରୀ ସୁଧା ଚନ୍ଦ୍ରନଙ୍କ ପିତା ତଥା ବଲିଉଡ୍‌ର ଭେଟେରାନ୍‌ ଆକ୍ଟର କେ.ଡି ଚନ୍ଦ୍ରନଙ୍କ ଆଜି ସକାଳେ ଦେହାନ୍ତ ହୋଇଛି। ହୃଦଘାତରେ ପୀଡିତ ହେବା ପରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି।ମୃତ୍ୟୁ ବେଳକୁ ତାଙ୍କୁ ୮୬ ବୟସ ହୋଇଥିଲା। ଅଭିନେତା କେ.ଡି ଚନ୍ଦ୍ରନ…

ଦିଲ୍ଲୀରେ ଲକଡାଉନ୍ ଆଉ ସପ୍ତାହେ ବଢ଼ିଲା, ୨୪ ଯାଏ ବଳବତ୍ତର

ନୂଆଦିଲ୍ଲୀ: ଲକଡାଉନ୍ ସଫଳ ହୋଇଛି । ରାଜଧାନୀ ଦିଲ୍ଲୀରେ କାବୁ ପାଉଚି କରୋନା । ଦୈନିକ ସଂକ୍ରମଣ ଖସୁଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଆଉ ସପ୍ତାହେ ଲକଡାଉନ୍ ଅବଧି ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ । ଲକଡାଉନ୍ ବୃଦ୍ଧି ନେଇ ସେ ଆଜି ଘୋଷଣା କରିଛନ୍ତି । ଫଳରେ…

ପାନ୍ନା ଟାଇଗର୍‌ ରିଜର୍ଭ; ୧୦ ଦିନରେ ୪ ବାଘ ମୃତ

ଭୋପାଳ: ମଧ୍ୟପ୍ରଦେଶର ପାନ୍ନା ଟାଇଗର ରିଜର୍ଭରେ ଗୋଟିଏ ରେଡିଓ କୋଲାରେଡ୍‌ ଟାଇଗର୍‌ର ମୃତଦେହ ମିଳିଥିବା ରବିବାର ଦିନ ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହାକୁ ମିଶାଇ ୧୦ ଦିନ ମଧ୍ୟରେ ରାଜ୍ୟରୁ ଏହା ହେଉଛି ଚତୁର୍ଥ ବାଘ ମୃତ୍ୟୁ। ଅଧିକାରୀ କହିଛନ୍ତି ଯେ ଭୋପାଳଠାରୁ…

ଦ୍ୱିତୀୟ ଡୋଜ୍ କରୋନା ଟିକା ନେଲେ ବିଗ୍‌ ବି

ନୂଆଦିଲ୍ଲୀ: ୭୮ ବର୍ଷୀୟ ଅମିତାଭ ବଚ୍ଚନ ତାଙ୍କର ଦ୍ୱିତୀୟ ଡୋଜ୍ କରୋନା ଟିକା ଗ୍ରହଣ କରିଛନ୍ତି। ଏ ନେଇ ବିଗ୍‌ ବି ସୋସିଆଲ ମିଡିଆରେ ଏହି ଖବର ସେୟାର କରିଛନ୍ତି। ରବିବାର ଦିନ ବିଗ୍ ବି ଇନଷ୍ଟାଗ୍ରାମରେ ଟିକାକରଣ କେନ୍ଦ୍ରରୁ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି। ଏ ନେଇ ଅମିତାଭ ବଚ୍ଚନ…

ସ୍ୱାଧୀନତା ପରର ସବୁଠୁ ବଡ଼ ଆହ୍ୱାନ କରୋନା: ରଘୁରାମ ରାଜନ

ନୂଆଦିଲ୍ଲୀ: ମହାମାରୀ କରୋନା ସ୍ୱାଧୀନତା ପରର ଦେଶ ପାଇଁ ସବୁଠୁ ବଡ଼ ଆହ୍ୱାନ । ଦେଶ କରୋନାର ଦ୍ୱିତୀୟ ଲହର ସହ ଲଢ଼ୁଥିବା ବେଳେ ଏମିତି କହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ । ସେ କହିଛନ୍ତି, କେତେକ ସ୍ଥାନରେ ବିଭିନ୍ନ କାରଣକୁ ନେଇ ସରକାର ଲୋକଙ୍କୁ…

ବାତ୍ୟା ତାଉ’ତେ; କର୍ଣ୍ଣାଟକର ୭୩ ଗାଁ ପ୍ରଭାବିତ; ୪ ମୃତ

କର୍ଣ୍ଣାଟକ: ରବିବାର ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ ବାତ୍ୟା ତାଉ'ତେ ଏକ ଭୟଙ୍କର ଘୂର୍ଣ୍ଣି ଝଡ଼ର ରୂପ ନେବାର ସମ୍ଭାବନା ରହିଛି। କର୍ଣ୍ଣାଟକ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (KSDMA) ଅନୁଯାୟୀ ଚାରିଜଣ ଲୋକ ଏପର୍ଯ୍ୟନ୍ତ ପ୍ରାଣ ହରାଇଛନ୍ତି ଏବଂ ୭୩ ଟି ଗାଁ…

ଭାରତ ପହଞ୍ଚିଲା ରୁଷ୍‌ ଟିକା ‘ସ୍ପୁଟ୍‌ନିକ ଭି’ର ଦ୍ୱିତୀୟ ବ୍ୟାଚ୍

ହାଇଦ୍ରାବାଦ: ରୁଷ୍‌ ଟିକା ସ୍ପୁଟ୍‌ନିକ ଭିର ଦ୍ୱିତୀୟ ବ୍ୟାଚ୍ ରବିବାର ଦିନ ତେଲେଙ୍ଗାନାର ହାଇଦ୍ରାବାଦରେ ପହଞ୍ଚିଛି। ଏ ନେଇ ଭାରତରେ ରୁଷିଆର ରାଷ୍ଟ୍ରଦୂତ ନିକୋଲେ କୁଦାଶେଭ୍ କରୋନା ବିରୋଧରେ ରୁଷ୍‌-ଭାରତୀୟ ଲଢେଇକୁ ଏକ ବିଶେଷ ତଥା ସୁବିଧାଜନକ ରଣନୀତିକ ଭାଗିଦାରୀ ଏବଂ ଏକ…

କରୋନାରେ ବରିଷ୍ଠ ସାମ୍ବାଦିକ ସୁନୀଲ ଜୈନଙ୍କ ଦେହାନ୍ତ

ନୂଆଦିଲ୍ଲୀ: ପରଲୋକରେ ବରିଷ୍ଠା ସାମ୍ବାଦିକ ତଥା ଫାଇନାନସିଆଲ୍ ଏକ୍ସପ୍ରେସର ମ୍ୟାନେଜିଂ ଏଡିଟର ସୁନୀଲ ଜୈନ୍ । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା । କରୋନା ସଂକ୍ରମିତ ହୋଇଥିଲେ ସୁନୀଲ ଜୈନ୍ ।…

କଂଗ୍ରେସ ସାଂସଦ ରାଜୀବ ସତାଭଙ୍କର ପରଲୋକ

ନୂଆଦିଲ୍ଲୀ: କରୋନାରେ କଂଗ୍ରେସ ରାଜ୍ୟସଭା ସାଂସଦ ରାଜୀବ ସତାଭଙ୍କର ରବିବାର ଦେହାନ୍ତ ହୋଇଛି। ରାଜୀବ ୨୨ ଏପ୍ରିଲରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ସେ ଅତି ନିକଟତର ଥିଲେ। କଂଗ୍ରେସର ବରିଷ୍ଠ ନେତା…