Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲଭ ୟୁ ଜିନ୍ଦେଗୀ ଗୀତ ଶୁଣି ଚର୍ଚ୍ଚାକୁ ଆସିଥିବା ସାହାସୀ ଯୁବତୀଙ୍କୁ ବି ନେଇଗଲା କରୋନା

ନୂଆଦିଲ୍ଲୀ: କିଛି ଦିନ ତଳେ କରୋନା ସଂକ୍ରମିତ ଜଣେ ଯୁବତୀ ଏହାକୁ ଭୟ ନ କରି ମୁକାବିଲା କରିବା ସହ ଲଭ ୟୁ ଜିନ୍ଦେଗୀ ଗୀତ ଶୁଣି ମଜା ଉଠାଉଥିଲା । ଏହି ଭିଡିଓ ସୋସିଆଲ ସାଇଟରେ ଭାଇରାଲ ହୋଇଥିଲା । ମାତ୍ର ଦୁଃଖର କଥା ଏହି ୩୦ ବର୍ଷୀୟ ଯୁବତୀଜଣଙ୍କୁ କିନ୍ତୁ ବଂଚା ଯାଇ ପାରି ନ ଥିଲା ।…

ବିଶ୍ୱାସମତ ହାରିବା ୩ ଦିନ ପରେ ପୁନର୍ବାର ପ୍ରଧାନମନ୍ତ୍ରୀ ହେଲେ କେପି ଶର୍ମା ଓଲୀ

କାଠମାଣ୍ଡୁ: ନେପାଳର ରାଜନୈତିକ ଅସ୍ଥିରତା ଲଗି ରହିଥିବା ବେଳେ ଅନେକ ଥର ନୂଆ ଡ୍ରାମା ଦେଖିବାକୁ ମିଳୁଛି । ୩ ଦିନ ତଳେ ବିଶ୍ୱାସବତ ହାରିବା ପରେ କେପି ଶର୍ମା ଓଲୀ ପୁନର୍ବାର ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି । ନେପାଳ ସମ୍ବିଧାନ ଧାରା ୭୬(୩) ଅନୁସାରେ ଏହି ନିଷ୍ପତି…

ଭାରତରେ ୨୪ ଘଣ୍ଟାରେ ୩ ଲକ୍ଷ ୪୩ ହଜାରରୁ ଉର୍ଦ୍ଧ୍ୱ କରୋନା ପଜିଟିଭ, ୪ ହଜାର ମୃତ

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶୁକ୍ରବାର ଦିନ ଏହି ସଂଖ୍ୟା ୨,୪୦,୪୬,୮୦୯କୁ ଛୁଇଁଥିବା ନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି। କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା…

ଦ୍ୱାରକାଧୀଶଙ୍କ ଭବ୍ୟ ମନ୍ଦିର

ଗୁଜୁରାଟ: ୪ ଧାମରୁ ମୁଖ୍ୟ ପଶ୍ଚିମର ଦ୍ୱାରକା ଧାମ । ଯେଉଁଠି ଲୀଳା କରନ୍ତି ବିଷ୍ଣୁ । ସମୁଦ୍ରକୂଳରେ ପ୍ରାଚୀନ ନଗରୀ । ଯେଉଁଠି ଲୁଚି ରହିଛି ରହସ୍ୟ । ହେଲେ ସେଠି ରହିଛି ଏକ ଭବ୍ୟ ମନ୍ଦିର । ଯେଉଁଠି ବିଷ୍ଣୁଙ୍କ ଅବତାର ପୂଜା ପାଉଛନ୍ତି । ସେହି ଦେବ ସ୍ଥାନରେ ରହିଛି ଲୋକଙ୍କର ଆସ୍ଥା ଓ…

୧୬ ସ୍ତ୍ରୀରୁ ୧୫୧ ଛୁଆ, ତଥାପି ଆଉ ଏକ ବିବାହକୁ ଅପେକ୍ଷା

ଭୁବନେଶ୍ୱର: ପଢିବାକୁ କିମ୍ବା ଶୁଣିବାକୁ ଅଜବ ଲାଗୁଥିବ ନିଶ୍ଚୟ । ହେଲେ ଜଣେ ବ୍ୟକ୍ତିଙ୍କର ୧୬ଜଣ ସ୍ତ୍ରୀ ଥିବାବେଳେ ୧୫୧ ଜଣ ପିଲାଛୁଆଙ୍କ ସେ ଅଧିକାରୀ । ତଥାପି ସେ ୧୭ତମ ସ୍ତ୍ରୀକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଜିମ୍ବାୱେ ହରାରେର ୬୬ ବର୍ଷୀୟ ଅବସରପ୍ରାପ୍ତ…

ମେ ଶେଷ ଯାଏଁ ପୂର୍ବତଟ ରେଳପଥ ମଧ୍ୟରୁ ୪ ଏକ୍ସପ୍ରେସ ବିଶେଷ ଟ୍ରେନ ବାତିଲ୍

ଭୁବନେଶ୍ୱର: କମ ପୃଷ୍ଠପୋଷକତା ଏବଂ କୋଭିଡ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ଚାରି ଯୋଡ଼ା ବିଶେଷ ଏକ୍ସପ୍ରେସ ଟ୍ରେନକୁ ଉଭୟ ପାର୍ଶ୍ୱରୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ୦୧ . ୦୨୮୬୬/୦୨୮୬୫ ପୁରୀ-ଏଲଟିଟି- ପୁରୀ ସାପ୍ତାହିକ…

ଗୋଟିଏ ଫୁସ୍‌ଫୁସ୍‌ ସତ୍ତ୍ୱେ କରୋନାଠୁ ଜିତିଗଲେ ମହିଳା

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଜଣେ ନର୍ସ କେବଳ ଗୋଟିଏ ଫୁସଫୁସ ସତ୍ତ୍ୱେ କରୋନା ସହ ସଫଳ ମୁକାବିଲା କରି ଏଥରୁ ରକ୍ଷା ପାଇପାରିଛନ୍ତି। କେବଳ ୧୪ ଦିନ ମଧ୍ୟରେ ସେ ସୁସ୍ଥ ହୋଇଛନ୍ତି। ମଧ୍ୟପ୍ରଦେଶର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୩୯ ବର୍ଷୀୟ ଏହି ନର୍ସ ଜଣକ ପିଲାଦିନେ ଗୋଟିଏ ଫୁସଫୁସ…

କୋଭିଶିଲ୍ଡ ଡୋଜ୍ ମଧ୍ୟରେ ବ୍ୟବଧାନ ୧୨ରୁ ୧୬ ସପ୍ତାହ ବୃଦ୍ଧିକୁ କେନ୍ଦ୍ରର ଅନୁମୋଦନ

ନୂଆଦିଲ୍ଲୀ: କୋଭିଶିଲ୍ଡ ଡୋଜ୍ ମଧ୍ୟରେ ବଢିଲା ବ୍ୟବଧାନ । କୋଭିଶିଲ୍ଡ ଟିକା ର ପ୍ରଥମ ଏବଂ ଦ୍ୱିତୀୟ ଡୋଜ ମଧ୍ୟରେ ବ୍ୟବଧାନକୁ ୧୨ରୁ ୧୬ ସପ୍ତାହକୁ ବୃଦ୍ଧି କରିବାକୁ କେନ୍ଦ୍ର ଗୁରୁବାର ଅନୁମୋଦନ କରିଛି। ଏନେଇ ନୀତି ଆୟୋଗ ସଦସ୍ୟ ଭିକେ ପଲ୍‌ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଥିଲେ ।…

ଆସନ୍ତା ସପ୍ତାହରୁ ଭାରତୀୟ ବଜାରରେ ମିଳିବ ସ୍ପୁଟ୍‌ନିକ ଭି ଟିକା

ନୂଆଦିଲ୍ଲୀ: ରୁଷିଆ ଟିକା ସ୍ପୁଟ୍‌ନିକ ଭି କୋଭିଡ୍ ଟିକା ଭାରତରେ ପହଞ୍ଚିସାରିଛି। ଆସନ୍ତା ସପ୍ତାହରୁ ଏହା ବଜାରରେ ଉପଲବ୍ଧ ହେବ ବୋଲି ଏନଆଇଟିଆଇ ଆୟୋଗ ସଦସ୍ୟ ଡ. ଭି.କେ ପଲ୍‌ କହିଛନ୍ତି। ସ୍ପୁଟ୍‌ନିକ ଭିର  ପ୍ରଥମ ବ୍ୟାଚ୍ ଭାରତରେ ପହଞ୍ଚିସାରିଛି ଏବଂ ବଳକା ଡୋଜ୍‌ ଖୁବ୍‌ ଶୀଘ୍ର ଭାରତ…

“ଆତ୍ମନିର୍ଭର ବର” ନିଜ ବିବାହରେ ସାଜିଲା ବ୍ୟାଣ୍ଡବାଲା

ଭୁବନେଶ୍ୱର: ବ୍ୟାଣ୍ଡବାଜା ବିନା ବାହାଘର ଅଧୁରା । କରୋନା ମହାମାରୀ ସମୟରେ ଧୁମ୍‌ଧାମ୍‌ରେ ବିବାହ ବି ଏକ ସ୍ୱପ୍ନ କିମ୍ବା କଳ୍ପନା ସଦୃଶ । ଅନେକ ଲୋକ ବିବାହକୁ ସ୍ଥଗିତ ରଖିଥିଲାବେଳେ କିଛି କୋର୍ଟ ମ୍ୟାରେଜ ଓ ଭର୍ଚୁଆଲ୍ ମ୍ୟାରେଜକୁ ବାଧ୍ୟ ହୋଇ ଚୟନ କରୁଛନ୍ତି । ଏପରିକି କିଛି ଲୋକ ପିପିଇ…