Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶରେ ବିଳମ୍ବରେ ଆସିବ ତୃତୀୟ ଲହର!

ନୂଆଦିଲ୍ଲୀ: ସେଣ୍ଟର କୋଭିଡ-୧୯ ୱାର୍କିଙ୍ଗ୍‌ ଗ୍ରୁପ୍‌ର ମୁଖ୍ୟ ଡ. ଏନ.କେ ଅରୋରା ରବିବାର କହିଛନ୍ତି ଯେ କରୋନା ଭାଇରସର ତୃତୀୟ ତରଙ୍ଗ ବିଳମ୍ବରେ ଆସିବାର ସମ୍ଭାବନା ରହିଛି। ଡକ୍ଟର ଆରୋରା କହିଛନ୍ତି ଯେ ଆଇସିଏମଆର ଏକ ଅଧ୍ୟୟନ ଅନୁଯାୟୀ ତୃତୀୟ ତରଙ୍ଗ ଦେଶରେ ବିଳମ୍ବରେ ଆସିବ।…

ମିଳିଲା ୧୪୦,୦୦୦ ବର୍ଷ ପୁରୁଣା ପ୍ରାଚୀନ ମାନବ ପ୍ରଜାତିର ପରିଚୟ

ନୂଆଦିଲ୍ଲୀ: ମିଳିଲା ୧,୪୦,୦୦୦ ବର୍ଷ ପୁରୁଣା ପ୍ରାଚୀନ ମାନବ ପ୍ରଜାତିର ପରିଚୟ। ଏହାକୁ ବୈଜ୍ଞାନିକମାନେ ହୋମୋ ଲୋଙ୍ଗି କିମ୍ବା 'ଡ୍ରାଗନ୍ ମ୍ୟାନ୍' ନାମରେ ନାମିତ କରିଛନ୍ତି। ବୈଜ୍ଞାନିକମାନେ ଶୁକ୍ରବାର ଘୋଷଣା କରିଛନ୍ତି ଯେ ଉତ୍ତର-ପୂର୍ବ ଚାଇନାରେ ଏହି ବିରଳ ପ୍ରଜାତିର ପ୍ରାଚୀନ…

ଏହି ରାଜ୍ୟରେ ଜୁଲାଇ ୫ ଯାଏ ବଢିଲା ଲକ୍‌ଡାଉନ

ଚଣ୍ଡୀଗଡ଼: ହରିୟାଣାରେ ପୁଣି ବଢିଲା ଲକ୍‌ଡାଉନ୍‌ ଅବଧି। ରାଜ୍ୟରେ ଜୁଲାଇ ୫ ଯାଏ ଏହି ଅବଧିକୁ ବୃଦ୍ଧି କରିଛନ୍ତି ହରିୟାଣା ସରକାର। ଏଥର କିନ୍ତୁ ଲକ୍‌ଡଡାଉନ୍‌ ଅବଧି ବଢିବା ସହିତ କିଛିଟା କୋହଳ ମଧ୍ୟ କରିଛନ୍ତି ରାଜ୍ୟ ସରକାର। କେତେକ ଜରୁରୀକାଳୀନ ସେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି…

ଦୁନିଆରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ମହିଳା ଡିଜେ: ପ୍ୟାରିସ୍ ହିଲଟନ୍

ଲସ୍ ଆଞ୍ଜେଲସ୍: ସମାଜସେବୀ ତଥା ଉଦ୍ୟୋଗୀ ପ୍ୟାରିସ୍ ହିଲଟନ୍ ହେଉଛନ୍ତି ବିଶ୍ବର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ମହିଳା ଡିଜେ। ସେ କହିଛନ୍ତି ଯେ ଏଥିପାଇଁ ସେ କେବଳ ତାଙ୍କ ଆବେଗକୁ ଅନୁସରଣ କରିଥିଲେ ଏବଂ ସଙ୍ଗୀତ ବଜାଇବା ଏବଂ ଅଭିନୟକୁ ସେ ସବୁବେଳ ପ୍ରାଥମିକତା ଦେଇଆସିଥିଲେ। ସଙ୍ଗୀତ…

କରୋନା ଆକ୍ରାନ୍ତଙ୍କଠାରେ ସମ୍ପୂର୍ଣ୍ଣ ଗନ୍ଧ ଏବଂ ସ୍ୱାଦ ଫେରିବାକୁ ପ୍ରାୟ ଏକ ବର୍ଷ ଲାଗିପାରେ; ରିପୋର୍ଟ

ନୂଆଦିଲ୍ଲୀ: କରୋନା ସଂକ୍ରମିତ ହେବା ପରେ ଗନ୍ଧ ଏବଂ ସ୍ବାଦ ହରାଇବା ଏକ ପ୍ରାରମ୍ଭିକ ସମସ୍ୟା ହୋଇଯାଇଛି। ଅଧିକାଂଶ କରୋନା ଆକ୍ରାନ୍ତଙ୍କଠାରେ ଏହି ଲକ୍ଷଣ ଦେଖିବାକୁ ମିଳୁଛି। ତେବେ ଏକ ଅଧ୍ୟୟନ ଅନୁଯାୟୀ କରୋନା ରୋଗୀଙ୍କଠାରେ ସମ୍ପୂର୍ଣ୍ଣ ଗନ୍ଧ ଏବଂ ସ୍ବାଦ ଫେରିଆସିବାକୁ ପ୍ରାୟ ଏକ…

ମନ୍ କି ବାତରେ ଦିବଂଗତ ଓଡ଼ିଆ IAS ଅଫିସର ଗୁରୁପ୍ରସାଦ ମହାପାତ୍ରଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମନ୍ କି ବାତରେ ଆଜି ଦେଶବାସୀଙ୍କୁ ମନର କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସେ ଦିବଂଗତ ଓଡ଼ିଆ ଆଇଏଏସ୍ ଅଫିସର ଗୁରୁପ୍ରସାଦ ମହାପାତ୍ରଙ୍କୁ ସେ ମନେ ପକାଇଛନ୍ତି । ଗତ ୧୯ ତାରିଖରେ କରୋନା ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟାରେ ସେ ପ୍ରାଣ ହରାଇଥିଲେ ।…

ଏକାକୀ ନିର୍ବାଚନ ଲଢ଼ିବ ବିଏସପି: ମାୟାବତୀ

ଲକ୍ଷ୍ନୌ: ବିଧାନସଭା ନିର୍ବାଚନ ପାଇଁ ଉତ୍ତର ପ୍ରଦେଶ  ପ୍ରସ୍ତୁତ ହେଉଛି। ବିଭିନ୍ନ ଦଳ ବି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ସମୟରେ ଏକାଧିକ ମେଣ୍ଟ ନେଇ ଚର୍ଚ୍ଚା ଚାଲିଛି।  ବିଏସପି ଏଆଇଏମ୍ଆଇଏମ୍ ସହ ମେଣ୍ଟ କରି ନିର୍ବାଚନ ଲଢ଼ିବ ବୋଲି ଆରମ୍ଭ ହୋଇଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି…

ଅଯଥା ଗୁଜବକୁ ବିଶ୍ୱାସ ନକରି ଟିକା ନେବାକୁ କହିଲେ ମୋଦୀ

ନୂଆଦିଲ୍ଲୀ: କେବଳ ଟିକାକରଣ ଦ୍ୱାରା ହିଁ ମାରାତ୍ମକ ମହାମାରୀ କବଳରୁ ନିଜକୁ ରକ୍ଷା କରାଯାଇପାରିବ। ଟିକା ସମ୍ବନ୍ଧୀୟ ଅଯଥା ଗୁଜବକୁ ବିଶ୍ୱାସ ନକରି ଟିକା ନିଅ। ଆଜି ଲୋକ ମଧ୍ୟରେ ଟିକା ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କୀ ବାତ୍‌ରେ ଦେଶବାସୀଙ୍କୁ…

ଡେଲଟା ମ୍ୟୁଟାଣ୍ଟ ବିରୁଦ୍ଧରେ ପ୍ରଭାବଶାଳୀ କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ଟିକା

ନୂଆଦିଲ୍ଲୀ: ଡେଲଟା ପ୍ଲସ୍ ଭାରିଆଣ୍ଟ ଏବେ ଚିନ୍ତା ବଢାଇଥିବା ବେଳେ ଏହା ଭିତରେ ଏକ ଆଶ୍ବସ୍ତିକର ଖବର ଜାଣିବାକୁ ମିଳିଛି। କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ଟିକା କରୋନା ଭୂତାଣୁର ନୂଆ ପ୍ରକାର ତଥା ଆଲଫା, ବିଟା, ଗାମା ଏବଂ ଡେଲଟା ବିରୁଦ୍ଧରେ ପ୍ରଭାବଶାଳୀ। ତେବେ ଏହି ଦୁଇଟି ଟିକା ଡେଲଟା…

୧୨ରୁ ୧୮ ବର୍ଷ ବୟସ୍କଙ୍କ ଲାଗି ଖୁବ୍‌ ଶୀଘ୍ର ଆସୁଛି ଏହି ସ୍ୱଦେଶୀ ଟିକା

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ଆସୁଛି ଭାରତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଜିଡସ୍ କାଡିଲା ଦ୍ବାରା ବିକଶିତ ହୋଇଥିବା ଏକ ନୂଆ କରୋନା ଟିକା। ଏହି ଟିକା ୧୨ରୁ ୧୮ ବର୍ଷ ବୟସ୍କଙ୍କ ଲାଗି ଉପଲବ୍ଧ ହେବ ବୋଲି କେନ୍ଦ୍ର ଗତକାଲି ସୁପ୍ରିମ୍‌କୋର୍ଟଙ୍କୁ ସୂଚନା ଦେଇଛି। ଫାର୍ମାସ୍ୟୁଟିକାଲ୍…