Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୧୨ରୁ ୧୮ ବର୍ଷ ବୟସ୍କଙ୍କ ଲାଗି ଖୁବ୍‌ ଶୀଘ୍ର ଆସୁଛି ଏହି ସ୍ୱଦେଶୀ ଟିକା

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ଆସୁଛି ଭାରତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଜିଡସ୍ କାଡିଲା ଦ୍ବାରା ବିକଶିତ ହୋଇଥିବା ଏକ ନୂଆ କରୋନା ଟିକା। ଏହି ଟିକା ୧୨ରୁ ୧୮ ବର୍ଷ ବୟସ୍କଙ୍କ ଲାଗି ଉପଲବ୍ଧ ହେବ ବୋଲି କେନ୍ଦ୍ର ଗତକାଲି ସୁପ୍ରିମ୍‌କୋର୍ଟଙ୍କୁ ସୂଚନା ଦେଇଛି। ଫାର୍ମାସ୍ୟୁଟିକାଲ୍…

ଚଳନ୍ତା ବିମାନରୁ ଡେଇଁଲେ ଯାତ୍ରୀ

ନୂଆଦିଲ୍ଲୀ: ଚଳନ୍ତା ବିମାନରୁ ତଳକୁ ଡେଇଁଲେ ଯାତ୍ରୀ। ଶୁକ୍ରବାର ରାତିରେ ଲସ ଏଞ୍ଜେଲ୍ସ ଅନ୍ତର୍ଜାତୀୟ ବିମାନବନ୍ଦରରେ ଚଳନ୍ତା ବିମାନରୁ ଜଣେ ଯାତ୍ରୀ ଡେଇଁପଡ଼ିଥିବା ସୂଚନା ମିଳିଛି। ଏହାପରେ ଯାତ୍ରୀ ଜଣଙ୍କୁ ଅଟକାଇବା ସହିତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରିପୋର୍ଟ…

ଡ୍ରୋନ୍ ଯୋଗେ ଜମ୍ମୁ ଏୟାରଫୋର୍ସ ଷ୍ଟେସନରେ ବିସ୍ଫୋରଣ ସନ୍ଦେହ

ଶ୍ରୀନଗର: ଜମ୍ମୁ ଏୟାରପୋର୍ଟ ପରିସରରେ ଥିବା ଏୟାରଫୋର୍ସ ଷ୍ଟେସନରେ ବିସ୍ଫୋରଣ ଘଟଣାକୁ ନେଇ ତନାଘନା ଚାଲିଛି । ହାଇ ସିକ୍ୟୁରିଟି ଜୋନରେ କେମିତି ଦୁଇ ଦୁଇଟି ବିସ୍ଫୋରଣ ହେଲା । ସାମନାକୁ ଆସିଛି ସାଂଘାତିକ ତଥ୍ୟ । ଡ୍ରୋନ୍ ଯୋଗେ ଏହି ବିସ୍ଫୋରକ ସାମଗ୍ରୀ ପକାଯାଇଥିବା ସନ୍ଦେହ କରାଯାଉଛି ।…

୩ ଦିନିଆ ଲଦାଖ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ଦିନ ଲଦାଖ ଅଭିମୁଖେ ଗସ୍ତ କରିଛନ୍ତି। ସୂଚନା ଅନୁଯାୟୀ, ଏହି ଗସ୍ତ ସମୟରେ ସୀମା ସଡକ ସଂଗଠନ (BRO) ଦ୍ୱାରା ନିର୍ମିତ ଇନଫ୍ରାଷ୍ଟ୍ରକ୍ଚର ପ୍ରକଳ୍ପର ଉଦଘାଟନ କରିବେ। ଏଥିସହିତ ସ୍ଥାନୀୟ ଅଞ୍ଚଳରେ ନିୟୋଜିତ ସୈନ୍ୟମାନଙ୍କ ସହ ମଧ୍ୟ…

ସହଯୋଗୀଙ୍କୁ କିସ୍ କରି ବ୍ରିଟେନ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାଙ୍ଗିଲେ କୋଭିଡ୍ ନିୟମ, ପଦରୁ ଦେଲେ ଇସ୍ତଫା

ଲଣ୍ଡନ: ବ୍ରିଟେନରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କୋଭିଡ୍ ନିୟମ ଉଲ୍ଲଂଘନ କରିବା ମହଙ୍ଗା ପଡ଼ିଛି । ଜଣେ ସହଯୋଗୀଙ୍କୁ କିସ୍ କରିବା ଅଭିଯୋଗରେ ତାଙ୍କୁ ପଦ ହରାଇବାକୁ ପଡ଼ିଲା । ବ୍ରିଟେନ୍ ସ୍ୱାସ୍ଥ୍ୟ ମନ୍ତ୍ରୀ ମାଟ୍ ହାନକକ୍ କରୋନା ନିୟମ ଉଲ୍ଲଂଘନ କରି ସହଯୋଗୀଙ୍କୁ ଚୁମ୍ବନ ଦେଇଥିବା ଅଭିଯୋଗରେ…

କେନ୍ଦ୍ରର ଟିକା ପ୍ଲାନ: ଅଗଷ୍ଟରୁ ଡିସେମ୍ବରରେ ମିଳିବ ୧୩୫ କୋଟି ଡୋଜ୍, ମେ’ ଆକଳନ ଅପେକ୍ଷା ୮୧ କୋଟି କମ୍

ନୂଆଦିଲ୍ଲୀ: ଦେଶରେ ଅଗଷ୍ଟରୁ ଡିସେମ୍ବର ଭିତରେ ୧୩୫ କୋଟି ଡୋଜ୍ ଟିକା ଉପଲବ୍ଧ ହେବ । ସୁପ୍ରିମକୋର୍ଟଙ୍କୁ ସତ୍ୟପାଠ ଜରିଆରେ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ସରକାର । ଏଥିରେ କୋଭିସିଲ୍ଡର ୫୦ କୋଟି, କୋଭାକ୍ସିନର ୪୦ କୋଟି, ବାୟୋ ଇ ସବ୍ ୟୁନିଟ୍ ଭ୍ୟାକସିନର ୩୦କୋଟି, ଯାଇଡସ୍…

ଜମ୍ମୁ ଏୟାରଫୋର୍ସ ଷ୍ଟେସନ ପରିସରରେ ୫ ମିନିଟରେ ଦୁଇଟି ବିସ୍ଫୋରଣ

ଶ୍ରୀନଗର: ଜମ୍ମୁ କଶ୍ମୀର ସତଓ୍ୱାରୀରେ ଥିବା ଏୟାରଫୋର୍ସ ଷ୍ଟେସନ ପରିସରରେ ଦୁଇ ଦୁଇଟି ବିସ୍ଫୋରଣ । ପାଞ୍ଚ ମିନିଟ ବ୍ୟବଧାନରେ ଦୁଇଟି ବିସ୍ଫୋରଣ ହୋଇଛି । ଗତକାଲି ବିଳମ୍ବିତ ରାତି ପାଖାପାଖି ୧ଟା ୫୦ ମିନିଟରେ ଏହି ବିସ୍ଫୋରଣ ହୋଇଥିବା କୁହାଯାଉଛି । ଏଥିରେ ଦୁଇ ଜଣ ଆହତ ହୋଇଥିବା ସୂଚନା…

ମା’ ଚଣ୍ଡୀଙ୍କ ଆଶ୍ରାରେ ଜଙ୍ଗଲୀ ଭାଲୁ

ଘୁଂଚାପାଲି : ବଣ ପାହାଡ ଘେରା ଅଞ୍ଚଳ । ମନୋରମ ପରିବେଶ ଭିତରେ ରହିଛନ୍ତି ମା’ଚଣ୍ଡୀ । ଛତିଶଗଡ଼ ଘୁଂଚାପାଲିରେ ରହିଛି ଏହି ମା’ ଚଣ୍ଡୀ ମନ୍ଦିର । ମା’ଙ୍କ ନିକଟରେ ଆଗାଢ ବିଶ୍ୱାସ ଯୋଗୁ ନିତି ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ତେବେ ମନ୍ଦିରରେ ପ୍ରତିଦିନ ଘଟୁଛି ଚମତ୍କାର । ସଂଜ ନଇଁଗଲା ପରେ…

ଗୋଆରେ ଡେଲ୍ଟା ପ୍ଲସ ଭୟ, ଜୁଲାଇ ୫ ପର୍ଯ୍ୟନ୍ତ ବଢ଼ିଲା କୋରୋନା କର୍ଫ୍ୟୁ

ଗୋଆ : ମହାମାରୀ କରୋନାର ଦ୍ବିତୀୟ ଲହରରେ ସୁଧାର ଆସୁଥିବା ବେଳେ ଏବେ ବିଭିନ୍ନ ରାଜ୍ୟରେ ଚିନ୍ତା ବଢ଼ାଇଲାଣି ଡେଲ୍ଟା ପ୍ଲସ ଭ୍ୟାରିଆଣ୍ଟ । ମାମଲା ଧିରେ ଧିରେ ବଢୁଥିବା ବେଳେ ଏବେ ଆଗୁଆ ପଦକ୍ଷେପ ନେବା ଆରମ୍ଭ କଲେଣି ବିଭିନ୍ନ ରାଜ୍ୟ ସରକାର । ଏହି କ୍ରମରେ ଡେଲଟା ପ୍ଲସ ଭ୍ୟାରିଆଣ୍ଟର…

କୃଷ୍ଣକାୟ ଜର୍ଜ ଫ୍ଲଏଡ ହତ୍ୟା ମାମଲା: ଦୋଷୀ ପୋଲିସ ଅଫିସରଙ୍କୁ ୨୨ ବର୍ଷ ୬ ମାସ ଜେଲ

ୱାଶିଂଟନ: ବହୁ ଚର୍ଚ୍ଚିତ ଆମେରିକାର କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲଏଡଙ୍କ ହତ୍ୟା ମାମଲାର ଆଜି ଶୁଣାଣୀ ହୋଇଛି । ଏଥିରେ ଦୋଷୀ ପୋଲିସ ଅଫିସର ଡେରେକ ଚୌଭିନଙ୍କୁ ୨୨ ବର୍ଷ ୬ ମାସ ଜେଲା ଦଣ୍ଡାଦେଶ ଶୁଣାଯାଇଛି । ମିନିଆପୋଲିସର ଏହି ପୂର୍ବତନ ଅଧିକାରୀ ଫ୍ଲଏଡଙ୍କ ନିଜ ଆଂଠୁ ତଳେ ଦବେଇ ରଖିଥିଲେ,…