Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜାଲିଆନୱାଲା ବାଗ ହତ୍ୟାକାଣ୍ଡକୁ ପୂରିଲା ୧୦୨ ବର୍ଷ

ନୂଆଦିଲ୍ଲୀ: ଲୋମହର୍ଷଣକାରୀ ଜାଲିଆନୱାଲା ବାଗ ହତ୍ୟାକାଣ୍ଡକୁ ଆଜି ୧୦୨ ପୂରିଛି। ଉକ୍ତ ସ୍ଥାନରେ ୧୯୧୯ ମସିହାରେ ଔପନିବେଶିକ ବାହିନୀର ଅନୈତିକ ଗୁଳି ବିନିମୟରେ ଶହ ଶହ ଲୋକଙ୍କର ମୃତ୍ୟୁ ଘଟିଥିଲା। ବ୍ରିଟିଶ ଦ୍ବାରା ପ୍ରକାଶିତ ସରକାରୀ ଆକଳନ ଅନୁଯାୟୀ ଏହି ହତ୍ୟାକାଣ୍ଡରେ ୩୫୦ ରୁ ଅଧିକ…

କୁମ୍ଭ ମେଳା; ଶାହୀ ସ୍ନାନରେ ଯୋଗ ଦେଇଥିବା ୧୦୨ ଶ୍ରଦ୍ଧାଳୁ କରୋନା ପଜିଟିଭ

ନୂଆଦିଲ୍ଲୀ: ସାରା ଦେଶରେ କୋଭିଡ୍ ମାମଲା ବୃଦ୍ଧି ହେଉଥିବା ବେଳେ ଏପ୍ରିଲ ୧ରୁ ଆରମ୍ଭ ହୋଇଥିବା କୁମ୍ଭ ମେଳାରେ ସୋମବାର ସନ୍ଧ୍ୟା ସୁଦ୍ଧା ୨୮ ଲକ୍ଷରୁ ଅଧିକ ଭକ୍ତ ଗଙ୍ଗାରେ ଦ୍ୱିତୀୟ ଶାହୀ ସ୍ନାନ (ରାଜ ସ୍ନାନ) ପାଇଁ ଯୋଗ ଦେଇଥିଲେ। ଚିକିତ୍ସା ବିଭାଗର ଅଧିକାରୀଙ୍କ ଅନୁଯାୟୀ, ରବିବାର…

ସୁପ୍ରିମକୋର୍ଟର ଅର୍ଦ୍ଧେକ କର୍ମଚାରୀ କରୋନା ଆକ୍ରାନ୍ତ !

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ କରୋନା ତାର କାୟା ବିସ୍ତାର କରିଛି । ରିପୋର୍ଟ ମୁତାବକ ସୁପ୍ରିମକୋର୍ଟର ୫୦ ପ୍ରତିଶତରୁ ଅଧିକ କର୍ମଚାରୀ କରୋନା ପଜିଟିଭ ଅଛନ୍ତି । କୋର୍ଟର ନ୍ୟାୟିକ ପ୍ରକ୍ରିୟାରେ ଯେପରି ବାଧା ସୃଷ୍ଟି ନ ହେବ ସେଥିନେଇ ପଦକ୍ଷେପ ଗ୍ରହଣ କରାଯାଇଛି । ଅଧିକାଂଶ କାର୍ଯ୍ୟ ଭିଡିଓ…

ମମତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଇସି, ୨୪ ଘଂଟା ପ୍ରଚାର କରି ପାରିବେନି

କୋଲକତା: ନିର୍ବାଚନ କମିଶନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମମତା ଏପ୍ରିଲ ୭ ଏବଂ ୮ ନିର୍ବାଚନ ରାଲୀରେ ମୁସଲିମ ଭୋଟକୁ ନେଇ ଜନତାଙ୍କୁ ଉସୁକାଉଥିବା ଅଭିଯୋଗ ହୋଇଥିଲା । ଏ ନେଇ ଇସିଙ୍କ ମମତାଙ୍କଠାରୁ ଉତର ଚାହିଁଥିଲା । ମାତ୍ର…

ଭାରତରେ ତାଲିମ ନେବେ ଗଗନଯାନ ପାଇଁ ମନୋନୀତ ୪ ମହାକାଶଚାରୀ, ନିକଟରେ ସେମାନେ ରୁଷ୍‌ରୁ ତାଲିମ ନେଇ ଫେରିଛନ୍ତି 

ନୂଆଦିଲ୍ଲୀ: ଭାରତରେ ତାଲିମ ନେବେ ଗଗନଯାନ ପାଇଁ ମନୋନୀତ ୪ ମହାକାଶଚାରୀ । ସେମାନେ ରୁଷ୍‌ରୁ ସଫଳତାର ସହ ତାଲିମ ନେଇ ନିକଟରେ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି । ‘ଇସ୍ରୋ’ର କର୍ମଚାରୀ ଥିବା ଭାରତୀୟ ବାୟୁସେନାର ଏହି ୪ ଜଣ ଟେଷ୍ଟ୍‍ ପାଇଲଟ୍‌ ମହାକାଶଚାରୀଙ୍କ ନିମନ୍ତେ ଥିବା ମୌଳିକ ତାଲିମ ସହ…

ହରିଦ୍ୱାର ‘ହର୍ କି ପୋୖଡି’ରେ ଶାହୀ ସ୍ନାନ ଜାରି, ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ସାଧୁଙ୍କ ସମାଗମ, କରୋନା ନେଇ ସତର୍କ…

ହରିଦ୍ୱାର: ଉତ୍ତରାଖଣ୍ଡ ହରିଦ୍ୱାରରେ ମହାକୁମ୍ଭ ମେଳା ଅବସରରେ ‘ହର୍ କି ପୋୖଡି’ରେ ଶାହୀ ସ୍ନାନ ଜାରି ରହିଛି । ଏଥିପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ କରୋନା ମହାମାରୀକୁ ଖାତିର ନ କରି ହରିଦ୍ୱାରରେ ପହଞ୍ଚିଛନ୍ତି । ଆଜି ହରିଦ୍ୱାର କୁମ୍ଭରେ ସୋମବତୀ ଅମାବାସ୍ୟାର ଦ୍ୱିତୀୟ ଶାହୀ ସ୍ନାନ…

ଅନଲାଇନ ମାଧ୍ୟମରେ ଉତ୍କଳ ଦିବସ ପାଳିତ

ଲଣ୍ଡନ : ଓଡ଼ିଆ ସାଂସ୍କୃତିକ ସଂଘ (ଓକାଲ) ଏବଂ ଓଡ଼ିଆ ସମାଜ ୟୁ.କେ (ଓସୁକା)ର ମିଳିତ ସହଯୋଗରେ ୮୫ତମ ଉତ୍କଳ ଦିବସ ଅନଲାଇନ ମାଧ୍ୟମରେ ପାଳିତ ହୋଇଯାଇଛି। ଏହି  କାର୍ଯ୍ୟକ୍ରମରେ ଆୟୋଜିତ ଭର୍ଚ୍ଚୁଆଲ ସଭାରେ ଅତିଥିମାନେ ଯୋଗଦେଇ ଉତ୍କଳ ଦିବସ ପାଳନର ବିଶେଷତ୍ୱ ଏବଂ ଭବିଷ୍ୟତ ପିଢ଼ୀକୁ ଓଡ଼ିଶାର…

ଆବଶ୍ୟକ ପଡିଲେ ହୋଇପାରେ ଲକ୍‌ଡାଉନ୍‌

କର୍ଣ୍ଣାଟକ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଡିୟୁରପ୍ପା ସୋମବାର କହିଛନ୍ତି ଯେ ଯଦି ଆବଶ୍ୟକ ପଡେ ତେବେ ରାଜ୍ୟରେ ଲକ୍‌ଡାଉନ୍‌ ହୋଇପାରେ। “ରାଜ୍ୟରେ କରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଲୋକମାନେ ନିଜର ସୁରକ୍ଷା ପାଇଁ ଅଧିକ ଯତ୍ନବାନ ହେବା ଉଚିତ। ଯଦି ସେମାନେ ଧ୍ୟାନ…

ଇରାନର ପରମାଣୁ କେନ୍ଦ୍ର ଉପରେ ଇସ୍ରାଏଲର ଗୋଇନ୍ଦା ସଂସ୍ଥା ମୋସାଦର ବୋମା ମାଡ

ତେହେରାନ: ଇରାନର ପରମାଣୁ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରିବାରେ ପୁନର୍ବାର ବ୍ୟାଘାତ ସୃଷ୍ଟି କରିଛି ଇସ୍ରାଏଲ । ରିପୋର୍ଟ ମୁତାବକ ଇସ୍ରାଏଲ ଗୋଇନ୍ଦା ଏଜେନ୍ସି ମୋସାଦ ପରମାଣୁ ଇରାନର ମୂଖ୍ୟ ପରମାଣୁ କେନ୍ଦ୍ର ଉପରେ ବୋମା ମାଡ କରିଛି । ଏହା ଫଳରେ ପରମାଣୁ କେନ୍ଦ୍ରର ବିଦ୍ୟୁତ ସଂଯୋଗ…

‘ସ୍ପୁଟ୍‌ନିକ ଭି’ର ଜରୁରୀକାଳୀନ ବ୍ୟବହାରକୁ କେନ୍ଦ୍ରର ଅନୁମୋଦନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୋମବାର ରୁଷ ଦ୍ୱାରା ବିକଶିତ କରୋନା ବିରୋଧୀ ଟିକା ସ୍ପୁଟ୍‌ନିକ ଭିର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିଛନ୍ତି। କୋଭିଶିଲ୍ଡ ଏବଂ କୋଭାକ୍ସିନ ପରେ ଏହା ଭାରତ ଦ୍ୱାରା ଅନୁମୋଦିତ ତୃତୀୟ ଟିକା। ହାଇଦ୍ରାବାଦ ସ୍ଥିତ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଡ…