Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଟିକା ନେବାର ଦୁଇ ଦିନ ପରେ କରୋନା ସଂକ୍ରମିତ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କରୋନାରେ ସଂକ୍ରମିତ ହୋଇଛନ୍ତି। କରୋନା ଟିକା ନେବାର ମାତ୍ର ଦୁଇ ଦିନ ପରେ ପାକିସ୍ତାନ ପିଏମ କରୋନା ସଂକ୍ରମିତ ହୋଇଛନ୍ତି। ସେ ଘରେ ସଙ୍ଗରୋଧରେ ଅଛନ୍ତି। ସ୍ୱାସ୍ଥ୍ୟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହକାରୀ ଡାକ୍ତର…

ଜାପାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ; ଉତ୍ତର-ପୂର୍ବ ଉପକୂଳରେ ସୁନାମି ଚେତାବନୀ

ଟୋକିଓ: ଶନିବାର ଜାପାନରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି ଯାହା ରାଜଧାନୀ ଟୋକିଓରେ ଥିବା ବଡ଼ ବଡ଼ ଅଟ୍ଟାଳିକାକୁ ଥରାଇ ଦେଇଛି। ଏ ନେଇ ଦେଶର ଉତ୍ତର-ପୂର୍ବ ଉପକୂଳରେ ସୁନାମି ଚେତାବନୀ ଦିଆଯାଇଛି। ଏହି ଶକ୍ତିଶାଳୀ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୨ ରହିଛି। USGS କହିଛି ଯେ…

ସ୍ପାଇସ୍‌ଜେଟ୍‌ ପକ୍ଷରୁ ସୋନୁ ସୁଦଙ୍କୁ ମିଳିଲା ଏହି ସ୍ୱତନ୍ତ୍ର ସମ୍ମାନ

ନୂଆଦିଲ୍ଲୀ: ଅଭିନେତା ସୋନୁ ସୁଦଙ୍କୁ ମିଳିଲା ସ୍ବତନ୍ତ୍ର ସମ୍ମାନ। କରୋନା ମହାମାରୀ ସମୟରେ ତାଙ୍କ ଉଦ୍ୟମ ପାଇଁ ସ୍ପାଇସଜେଟ ଦ୍ୱାରା ସ୍ୱତନ୍ତ୍ର ବିମାନରେ ତାଙ୍କ ପ୍ରତିଛବି ଅଙ୍କାଯାଇ ତାଙ୍କୁ ସମ୍ମାନିତ କରାଯାଇଛି। ସ୍ପାଇସଜେଟ୍ ଏହାର ବୋଇଙ୍ଗ ୭୩୭ ବିମାନରେ ଆବୃତ ସୋନୁ ସୁଦଙ୍କ…

ଏଣିକି ମେଟ୍ରୋ କୋଚ୍‌ରେ ବି କରିପାରିବେ ବାର୍ଥ ଡେ ସେଲିବ୍ରେସନ୍‌

ଜୟପୁର: ଜୟପୁର ମେଟ୍ରୋ ଗୁରୁବାର ଦିନ କହିଛି ଯେ ଲୋକମାନେ ବର୍ତ୍ତମାନ ଜନ୍ମଦିନ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଳନ କରିବା ପାଇଁ ମେଟ୍ରୋ କୋଚ୍ ଭଡାରେ ନେଇପାରିବେ। ତେବେ ଅତିରିକ୍ତ ରାଜସ୍ୱ ଆଦାୟ ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି। ଜୟପୁର ମେଟ୍ରୋ ମଧ୍ୟ ପୂର୍ବରୁ ଛୋଟ…

ୱାର୍ଲ୍ଡ ହାପିନେସ୍‌ ରିପୋର୍ଟ ୨୦୨୧ ତାଲିକାରେ ୧୩୯ତମ ସ୍ଥାନରେ ରହିଛି ଭାରତ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ପ୍ରକାଶିତ ଜାତିସଂଘର ୱାର୍ଲ୍ଡ ହାପିନେସ୍‌ ରିପୋର୍ଟ ୨୦୨୧ ତାଲିକାରେ ୧୪୯ ଟି ଦେଶ ମଧ୍ୟରୁ ୧୩୯ ସ୍ଥାନରେ ରହିଛି ଭାରତ। ଯେଉଁଠି ଶୀର୍ଷରେ ରହିଛି ଫିନଲ୍ୟାଣ୍ଡ। ୱାର୍ଲ୍ଡ ହାପିନେସ୍‌ ରିପୋର୍ଟ ୨୦୨୧ରେ କୋଭିଡ-୧୯ ର ପ୍ରଭାବ ଏବଂ ସାରା ବିଶ୍ୱରେ ଲୋକମାନେ…

କରୋନା ଟିକା ନେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ

ଲଣ୍ଡନ: ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେକା ଟିକା କେତେ ସୁରକ୍ଷିତ ଏହାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଆଜି ଆଷ୍ଟ୍ରା ଜେନେକାର କରୋନା ଟିକାର ପ୍ରଥମ ଡୋଜ ଗ୍ରହଣ କରିଛନ୍ତି। ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଟିକା ନେଇ ଲୋକଙ୍କ ଦ୍ୱନ୍ଦ୍ୱ ଦୂର…

ମାସ୍କ ପିନ୍ଧି ନ ଥିବାରୁ ଜରିମାନା ଦେବାକୁ କହିବାରୁ ବିଏମସି କର୍ମଚାରୀଙ୍କୁ ପିଟିଲେ ମହିଳା

ନୂଆଦିଲ୍ଲୀ:ଗୋଟିଏ ପଟେ କରୋନାର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ସ୍ଥାନରେ ଲକ୍‌ଡାଉନ୍‌ ଏବଂ ରାତ୍ରି କର୍ଫ୍ୟୁ ଲାଗୁ କରାଯାଇଛି। କେନ୍ଦ୍ର ତଥା ରାଜ୍ୟ ସରକାର ଲୋକଙ୍କୁ ଏହି ନିୟମ କଡାକଡି ପାଳନ କରିବାକୁ ସଚେତନ କରାଉଥିବା ବେଳେ ମୁମ୍ବାଇର ଜଣେ ମହିଳା ମାସ୍କ ନ ପିନ୍ଧି…

ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ୪୦,୯୫୩; ୧୮୮ ମୃତ

ନୂଆଦିଲ୍ଲୀ: ବିଗତ ଦିନରେ କରୋନା ମାମଲା ବୃଦ୍ଧି ପାଇବା ସହିତ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦,୯୫୩ ତାଜା କୋଭିଡ-୧୯ ସଂକ୍ରମଣ ମାମଲା ରେକର୍ଡ ହୋଇଥିବାବେଳେ ୧୮୮ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହିତ ମୃତ୍ୟୁ ସଂଖ୍ୟା ୧,୫୯,୫୫୮ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…

ଗୋଟିଏ ଗୋଡ଼ରେ ଏଭରେଷ୍ଟ: ଦୁର୍ଘଟଣା ବଦଳାଇ ଦେଲା ଜୀବନ 

ଉତ୍ତରପ୍ରଦେଶ: ସାହାସୀ ସେହି ବ୍ୟକ୍ତି ଯିଏ ଶାରୀରିକ ଭାବେ ନୁହେଁ ମାନସିକ ସ୍ତରରେ ପ୍ରସ୍ତୁତ ଥାଏ ସବୁ ସ୍ଥିତିର ମୁକାବିଲା କରିବାକୁ । ସେ ଜଣେ ଶାରୀରିକ ଭିନ୍ନକ୍ଷମ ହୋଇଥାଆନ୍ତୁ ନା କାହିଁକି । ଯଦି ମାନସିକ ସ୍ତରରେ ସୁଦୃଢ, ତାଙ୍କୁ କେହି ବି ଲକ୍ଷ୍ୟସ୍ଥଳରୁ ବିଚ୍ୟୁତ କରିପାରିବେ ନାହିଁ…

କୋଭିଡ ମହାମାରୀର ପ୍ରମୁଖ ଉତ୍ସ ହୋଇପାରେ ଦକ୍ଷିଣ ଚାଇନାର ୱାଇଲ୍ଡଲାଇଫ୍‌ ଫାର୍ମ ; ‘ହୁ’ ବିଶେଷଜ୍ଞ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ଜଣେ ବିଶେଷଜ୍ଞ କୋଭିଡ-୧୯ ଉହାନ ଏକ ଲ୍ୟାବରେ ଉଭା ହେବାର ସମ୍ଭାବନାକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ଚାଇନାରେ ୱାଇଲ୍ଡଲାଇଫ୍‌ ଫାର୍ମ କରୋନାଭାଇରସ୍ ମହାମାରୀର ଉତ୍ସ ହୋଇପାରେ। କୋଭିଡ-୧୯ ର ଉତ୍ପତ୍ତିର ଅନୁସନ୍ଧାନ ପାଇଁ ଚୀନ୍…