Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଜି ଭାରତ ଆସୁଛନ୍ତି ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଅଷ୍ଟିନ: ଚାଇନା, ଆତଙ୍କବାଦ ଉପରେ ହେବ ଆଲୋଚନା, ପ୍ରତିରକ୍ଷା…

ନୂଆଦିଲ୍ଲୀ: ଆଜି ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଅଷ୍ଟିନ । ଏହା ହେଉଛି ତାଙ୍କର ପ୍ରଥମ ବିଦେଶ ଗସ୍ତ । ଗସ୍ତ ସମୟରେ ଅଷ୍ଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବେ । ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟର ପେଣ୍ଟାଗନ୍ ମୁଖପାତ୍ର…

ଟିକାକରଣ ପରେ ୮ ଜଣ ହୋଇଛନ୍ତି କରୋନା ଆକ୍ରାନ୍ତ; ପଞ୍ଜାବ

ନୂଆଦିଲ୍ଲୀ: ଜାନୁଆରୀରେ ଦେଶରେ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ତେବେ ପଞ୍ଜାବରେ ହିତାଧିକାରୀଙ୍କ ଟିକାକରଣ ପରେ ଆଠଟି ନୂଆ ପଜିଟିଭ ମାମଲା ସାମ୍‌ନାକୁ ଆସିଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଟିକାକରଣ ପରେ ପଜିଟିଭ୍ ପରୀକ୍ଷା କରିଥିବା ଆଠ ଜଣ…

ଅପକମିଂ ଫିଲ୍ମକୁ ନେଇ ଚର୍ଚ୍ଚାରେ ପରିଣୀତି, ସାଇନା ନେହୱାଲଙ୍କ ଲୁକରେ ସେୟାର କଲେ ଫଟୋ 

ମୁମ୍ବାଇ: ସାଇନା ନେହୱାଲଙ୍କ ଲୁକରେ ଫଟୋ ସେୟାର କରିଛନ୍ତି ପରିଣୀତି ଚୋପ୍ରା ।  ଏକଦମ୍ ସାଇନାଙ୍କ ଲୁକ୍ ଓ ଷ୍ଟାଇଲରେ ସେ ଫଟୋ ପୋଷ୍ଟ କରିଛନ୍ତି । ପରିଣୀତି ଦୁଇଟି ଫଟୋ ପୋଷ୍ଟ କରିଛନ୍ତି । ଗୋଟିଏ ଫଟୋ ସାଇନାଙ୍କର ଏବଂ ଅନ୍ୟଟି ପରିଣୀତିଙ୍କର । ଟ୍ବିଟର ୟୁଜର୍ସ ଏହି ଫଟୋରେ ପରିଣୀତିଙ୍କ…

ରାତି ୯ ଟାରୁ ସକାଳ ୫ଟା ଯାଏ ଲୁଧିଆନାରେ ରାତ୍ରି କର୍ଫ୍ୟୁ ଲାଗୁ

ଲୁଧିଆନା: କୋଭିଡ୍‌-୧୯ ସଂକ୍ରମଣ ପ୍ରସାରକୁ ରୋକିବା ପାଇଁ ଲୁଧିଆନା ଜିଲ୍ଲା ପ୍ରଶାସନ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାତି ୯ ଟାରୁ ୫ ଟା ମଧ୍ୟରେ ରାତ୍ରି କର୍ଫ୍ୟୁ ଲାଗୁ କରିଛି। ଲୁଧିଆନା ଡେପୁଟି କମିଶନର ଭରିନ୍ଦର ଶର୍ମା ସୂଚନା ଦେଇ କହିଛନ୍ତି, "ଆମେ ରାତି ୯ ଟାରୁ ସକାଳ ୫ ଟା…

ଉତ୍ତରାଖଣ୍ଡ ସିଏମଙ୍କ ‘ରିପ୍‌ଡ ଜିନ୍ସ’ ଉପରେ ମନ୍ତବ୍ୟକୁ ନେଇ କଡା ଜବାବ ଦେଲେ ସାଂସଦ ଜୟା ବଚ୍ଚନ

ନୂଆଦିଲ୍ଲୀ: ଭେଟେରାନ୍ ଅଭିନେତ୍ରୀ ତଥା ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ବର୍ତ୍ତମାନ ସୋସିଆଲ ମିଡିଆରେ ଚାଲିଥିବା 'ରିପ୍‌ଡ ଜିନ୍ସ' ବିବାଦକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି। ନିକଟରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ 'ରିପ୍‌ଡ ଜିନ୍ସ' ପିନ୍ଧିଥିବା ମହିଳାମାନଙ୍କୁ…

ଦକ୍ଷିଣ ଆଫ୍ରିକାରେ ରହିଛି ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ସଡ଼କ; ଚତୁର୍ଥ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଏକ ଅନୁସନ୍ଧାନ ଅଧ୍ୟୟନ ଅନୁଯାୟୀ ଦକ୍ଷିଣ ଆଫ୍ରିକା ଯାତାୟାତ ନିମନ୍ତେ ବିଶ୍ୱର ସବୁଠାରୁ ବିପଜ୍ଜନକ ଦେଶ ଭାବରେ ସ୍ଥାନିତ ହୋଇଛି। ଦକ୍ଷିଣ ଆଫ୍ରିକାରେ ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ରାସ୍ତା ରହିଥିବା ବେଳେ ଚତୁର୍ଥ ସ୍ଥାନରେ ରହିଛି ଭାରତ। ଅଧ୍ୟୟନରେ ୫୬ ଟି ଦେଶର ତାଲିକା…

କୁଆଡ଼େ ଗଲେ ୪ ବାଘ ? ବର୍ଷେ ହେଲାଣି ଖୋଜୁଛି ବନ ବିଭାଗ

ଜୟପୁର: ରାଜସ୍ଥାନର ରଣଥମ୍ବୋର ଜାତୀୟ ପାର୍କରୁ ୪ଗୋଟି ବାଘ ରହସ୍ୟଜନକ ଭାବେ କୁଆଡ଼େ ଗାଏବ ହୋଇଯାଇଛନ୍ତି । ବାଘ ଟି-୬୪, ବାଘ ଟି-୭୩ ସହ ତାର ୨ଟି ଶାବକଙ୍କ ବାବଦରେ ଗତ ଏକ ବର୍ଷ ହେଲା କିଛି ଖବର ମିଳୁନାହିଁ । ସୂତ୍ର ଅନୁସାରେ, ବାଘଗୁଡ଼ିକ ଅଣ-ପର୍ଯ୍ୟଟନ ଅଞ୍ଚଳରୁ ନିଖୋଜ ହୋଇଯାଇଛନ୍ତି ।…

କରୋନାର ଦ୍ୱିତୀୟ ଲହରରେ ଏହି ବୟସ୍କ ଲୋକଙ୍କୁ ରହିଛି ବେଶି ସଂକ୍ରମଣ ବିପଦ

ନୂଆଦିଲ୍ଲୀ: କରୋନାରୁ ସୁସ୍ଥ ହେବା ପରେ ପୁଣି ଦ୍ୱିତୀୟ ଥର ହୋଇପାରେ ସଂକ୍ରମଣ । ତେବେ, ଏମିତି ହେଲେ କାହା ପାଇଁ ରହିଛି ବେଶି ବିପଦ । ଏହି ପ୍ରଶ୍ନର ଉତ୍ତର ଖୋଜିବାରେ ଲାଗି ପଡ଼ିଛନ୍ତି ବିଶେଷଜ୍ଞ । ହୋଇଥିବା ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି ଏଥିରେ ସର୍ବାଧିକ ପ୍ରଭାବିତ ହେବେ ବୟସ୍କ ।…

ଦେଶରେ ବଢୁଛି କରୋନା ମାମଲା, ଦିନକରେ ୩୯ ହଜାର ପଜିଟିଭ

ନୂଆଦିଲ୍ଲୀ: ଦେଶରେ ପୁଣି ଉପର ମୁହାଁ ହେଉଛି କରୋନା ସଂକ୍ରମଣ । ଦେଶରେ କରୋନା ସଂକ୍ରମଣ ହ୍ରାସ୍ ପାଇଥିବା ବେଳେ ଏବେ ପୁଣି ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯ ହଜାର ୭୨୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୫୪…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଥ୍ୟାଙ୍କ ୟୁ କହିଲେ କ୍ରିସ୍ ଗେଲ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଥ୍ୟାଙ୍କ ୟୁ କହିଲେ ଓ୍ୱେଷ୍ଟଇଣ୍ଡିଜର ବିସ୍ଫୋରକ ଓପନର କ୍ରିସ୍ ଗେଲ୍ । ଏହାସହ ଭାରତ ଓ ଭାରତବାସୀଙ୍କୁ ବି ସେ ଧନ୍ୟବାଦ ଜଣାଇଛନ୍ତି । ଏନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି କ୍ରିସ୍ ଗେଲ । ଜାମାଇକାକୁ ଭାରତ ସରକାର କୋଭିଡ୍…