Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତର ଚିନ୍ତା ବଢ଼ାଉଛି ୫ ରାଜ୍ୟ, ଟିକା ନେଲେଣି ସାଢ଼େ ୩ କୋଟି ଲୋକ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ୫ଟି ରାଜ୍ୟ ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଓ ତାମିଲନାଡ଼ୁରେ ସଂକ୍ରମଣ ମାମଲା ସର୍ବାଧିକ ରହିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ୨୮ ହଜାର ୯୦୩ ସଂକ୍ରମଣ ମାମଲାରୁ ଏହି ୫ ରାଜ୍ୟରୁ ୭୧.୧୦ ପ୍ରତିଶତ…

ବନ୍ଦ ଘରୁ ବିଜେପି ସାଂସଦଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସଂସଦୀୟ ଦଳ ବୈଠକ ସ୍ଥଗିତ

ନୂଆଦିଲ୍ଲୀ: ବିଜେପି ସାଂସଦଙ୍କ ସନ୍ଦେହଜନକ ମୃତ୍ୟୁ । ବନ୍ଦ ଘରୁ ସନ୍ଦେହଜନକ ଅବସ୍ଥାରେ ବିଜେପି ସାଂସଦଙ୍କ ମୃତଦେହ ମିଳିଛି । ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା କ୍ଷେତ୍ରରୁ ସାଂସଦ ଥିବା ରାମ ସ୍ୱରୂପ ଶର୍ମାଙ୍କ ଦେହାନ୍ତ ହୋଇଛି ।…

୧୨ ବର୍ଷରୁ କମ୍ ବୟସ୍କ ଛୁଆଙ୍କ ଉପରେ ଟିକା ପରୀକ୍ଷଣ ଆରମ୍ଭ କଲା ମଡର୍ଣ୍ଣା

ନ୍ୟୁୟର୍କ: ୬ ମାସରୁ ୧୨ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ କରୋନା ଭ୍ୟାକ୍ସିନ୍ ପରୀକ୍ଷଣ ଆରମ୍ଭ କରିଛି ମଡର୍ଣ୍ଣା । ପ୍ରଥମ ଫାର୍ମା କମ୍ପାନୀ ଭାବେ ଆମେରିକାରେ ମଡର୍ଣ୍ଣା ଛୁଆଙ୍କ ଉପରେ କୋଭିଡ୍ ଭ୍ୟାକ୍ସିନର ପରୀକ୍ଷଣ ଆରମ୍ଭ କରିଛି । ଆମେରିକା ସହ କାନାଡ଼ାରେ ମଧ୍ୟ ମଡର୍ଣ୍ଣା ୬ ହଜାର ୭୫୦ ସୁସ୍ଥ…

ମାଡୁଛି ମହାମାରୀ: ୨୪ ଘଣ୍ଟାରେ ଦେଶରେ ୨୮ହଜାର ପଜିଟିଭ୍, ୧୮୮ ମୃତ

ନୂଆଦିଲ୍ଲୀ: ଦେଶରେ ମହାରୂପ ଦେଖାଇବା ଆରମ୍ଭ କରିଛି ମହାମାରୀ । ପୁଣି ଥରେ କରୋନା ସଂକ୍ରମଣ ଉପରମୁହାଁ ହେଲାଣି । ଗତକାଲି ଅପେକ୍ଷା ଆଜି ଏକାଥରକେ ୪ହଜାର ନୂଆ ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୮ହଜାର ୯୦୩ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା…

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ଦିଲୀପ ଗାନ୍ଧୀଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାରତୀୟ ଜନତା ଦଳର ନେତା ଦିଲୀପ ଗାନ୍ଧୀଙ୍କ ବୁଧବାର ଦେହାନ୍ତ ହୋଇଛି। ସେ କରୋନା ସଂକ୍ରମିତ ହୋଇଥିଲେ। ତାଙ୍କୁ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା। ମଙ୍ଗଳବାର ଦିନ ଦିଲୀପ ଗାନ୍ଧୀ କରୋନାଭାଇରସ୍ ରିପୋର୍ଟ ପଜିଟିଭ୍…

ଆଜିଠାରୁ ଭୋପାଳ, ଇନ୍ଦୋରରେ ରାତ୍ରି କର୍ଫ୍ୟୁ ଲାଗୁ

ଭୋପାଳ: ରାଜ୍ୟରେ କୋଭିଡ ମାମଲା ବୃଦ୍ଧି ପାଉଥିବାରୁ ମଧ୍ୟପ୍ରଦେଶ ସରକାର ମଙ୍ଗଳବାର ଦିନ ଭୋପାଳ ଏବଂ ଇନ୍ଦୋର ମ୍ୟୁନିସିପାଲିଟି ଅଞ୍ଚଳରେ ରାତ୍ରି କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାସହିତ ଅନ୍ୟ ଆଠଟି ସହରରେ ରାତି ୧୦ ଟାରେ ଦୋକାନ ବଜାର ବନ୍ଦ କରିବାକୁ ନିର୍ଦ୍ଦେଶ…

ସ୍ପା’ରେ ସିରିଜ ଗୁଳିମାଡ଼, ୮ ଜଣଙ୍କର ମୃତ୍ୟୁ

ଜର୍ଜିଆ(ଆମେରିକା): ଆମେରିକାର ଜର୍ଜିଆରେ ଗୁଳିକାଣ୍ଡ । ତିନିଟି ପୃଥକ ପୃଥକ ସ୍ପା'ରେ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ । ଏଥିରେ ୮ ଜଣ ପ୍ରାଣ ହରାଇଛନ୍ତି । ଏହି ଘଟଣାରେ ଜଣେ ୨୧ ବର୍ଷୀୟ ଯୁବକଙ୍କୁ ପୋଲିସ ହେପାଜତରେ ନେଇଛି । ତାଙ୍କୁ ପଚରାଉଚରା ଚାଲିଛି । ଗତକାଲି ଜର୍ଜିଆର ତିନିଟି…

ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ନାଲି ଆଖି ଦେଖାଇଛି । ବିଭିନ୍ନ ରାଜ୍ୟରେ ବ୍ୟାପୁଛି ସଂକ୍ରମଣ । ଏଭଳି ସମୟରେ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂରେ ସାଢ଼େ 12ଟାରେ ବୈଠକ ବସିବ । ବିଶେଷ କରି…

ଫ୍ରାନ୍ସରେ କରୋନାର ତୃତୀୟ ଲହରୀ

ପ୍ୟାରିସ୍: ବିଶ୍ୱବ୍ୟାପୀ କରୋନା ଆତଙ୍କ ଲାଗି ରହିଛି । ମଙ୍ଗଳବାର ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଜିନ୍ କାଷ୍ଟେକ୍ସ ସଂସଦରେ କହିଛନ୍ତି- ଫ୍ରାନ୍ସରେ ମହାମାରୀ କରୋନାର ତୃତୀୟ ଲହରୀ ଆରମ୍ଭ ହୋଇଛି । ୨୦୨୦ ନଭେମ୍ବର ପରେ ପ୍ରଥମଥର ପାଇଁ ବିଗତ ସପ୍ତାହେ ହେଲା ଦୈନିକ ୨୫ ହଜାରରୁ ଅଧିକ ସଂକ୍ରମିତ…

ବଟଲରଙ୍କ ବିସ୍ଫୋରକ ବ୍ୟାଟିଂ, ୮ ଓ୍ବିକେଟରେ ଜିତିଲା ଇଂଲଣ୍ଡ

ଅହମ୍ମଦାବାଦ : ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଟି-ଟ୍ବେଣ୍ଟିରେ ଇଂଲଣ୍ଡର ଦମଦାର ବିଜୟ । ବଟଲରଙ୍କ ଲଢୁଆ ବ୍ୟାଟିଂ ବଳରେ ଭାରତକୁ ୮ ଓ୍ବିକେଟରେ ପରାସ୍ତ କରିଛି ଇଂଲଣ୍ଡ । ୫୨ ବଲରୁ ଅପରାଜିତ ୮୩ ରନ ସଂଗ୍ରହ କରିଥିବା ଜୋସ ବଟଲରଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ…