Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଧୂମଧାମରେ ଜନ୍ମଦିନ ପାଳନ କଲେ ପୁତିନଙ୍କ ରହସ୍ୟମୟ କନ୍ୟା

ମସ୍କୋ: ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କ ସିକ୍ରେଟ କନ୍ୟା ଲୁଇଜା ରୋଜାୱେ ନିଜର ୧୮ତମ ଜନ୍ମ ଦିବସ ଧୂମଧାମରେ ପାଳନ କରିଛନ୍ତି । ରବିବାର ବିଳମ୍ବିତ ରାତିରେ ନିକଟତମ ବନ୍ଧୁଙ୍କ ସହ ଲୁଇଜା ଏକ ନାଇଟ କ୍ଲବରେ ଏହାକୁ ପାଳନ କରିଥିଲେ । କ୍ଲବର ଚାରିପଟେ ସୁରକ୍ଷା ବ୍ୟବସ୍ଥା କଡା କଡି…

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆସାମ ‘ଗାମୁଛା’ଏବଂ ନାଗାଲାଣ୍ଡ ‘ଶାଲ୍‌’ କିଣିଲେ…

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍‌ଲାଇନ୍‌ ସପିଂ ଜରିଆରେ ଆସାମରୁ ଏକ 'ଗାମୁଛା', ନାଗାଲାଣ୍ଡର ଶାଲ୍‌ କିଣିଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳା ଉଦ୍ୟୋଗୀଙ୍କ ଦ୍ୱାରା ହସ୍ତତନ୍ତ ଗୋଣ୍ଡ ପେପର ପେଣ୍ଟିଂ କିଣିଛନ୍ତି। ମହିଳା ଉଦ୍ୟୋଗୀମାନଙ୍କଠାରୁ କିଣିଥିବା…

୨୦୦୮ ବାଟଲା ହାଉସ୍ ଏନକାଉଣ୍ଟର ମାମଲା; ଦୋଷୀ ସାବ୍ୟସ୍ତ ହେଲେ ଅରିଜ୍‌ ଖାନ

ନୂଆଦିଲ୍ଲୀ: ୨୦୦୮ ବାଟଲା ହାଉସ୍ ଏନକାଉଣ୍ଟର ମାମଲାରେ ଦିଲ୍ଲୀ ପୋଲିସ୍ ଇନ୍ସପେକ୍ଟର ମୋହନ ଚାନ୍ଦ ଶର୍ମାଙ୍କୁ ହତ୍ୟା କରିଥିବା ଦିଲ୍ଲୀ କୋର୍ଟ ଅରିଜ ଖାନ ଛଦ୍ମନାମ ଜୁନାଦଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଭାରତୀୟ ମୁଜାହିଦ୍ଦିନର ଅନ୍ୟତମ ଆତଙ୍କବାଦୀ ଅରିଜ ଖାନ ୨୦୦୮ ମସିହାରେ ବାଟଲା…

ବୁନ୍ଦାଏ ପାଣି ବି ନଷ୍ଟ କରୁନାହାନ୍ତି ଆବିଦ୍, ଘର ଘର ବୁଲି ଫ୍ରିରେ କରୁଛନ୍ତି ଲୋକଙ୍କ ଲିକ୍ କରୁଥିବା ପାଣି ଟ୍ୟାପ୍ 

ପ୍ରତ୍ୟେକ ଦିନ ଭାରତରେ କୋଟି କୋଟି ଲିଟର ପାଣି ବର୍ବାଦ ହୁଏ । କିନ୍ତୁ ଲୋକେ ଏଥିପ୍ରତି ଧ୍ୟାନ ଦିଅନ୍ତି ନି । ଏହାପରେ ଗୋଟିଏ ସମୟ ଏମିତି ଆସେ ସେତେବେଳେ ଲୋକେ ପାଣି ଟୋପେ ପାଇଁ ଡହଳ ବିକଳ ହୁଅନ୍ତି । ଏମିତି କିଛି ଦୃଶ୍ୟ ପ୍ରତ୍ୟେକ ବର୍ଷ ଦେଖିବାକୁ ମିଳେ ମୁମ୍ବାଇରେ ।  ଜଳକଷ୍ଟ ଦୂର…

ଏଣିକି ଏହି ଦେଶ‌ରେ ସର୍ବସାଧାରଣ ସ୍ଥାନରେ ମୁସଲମାନ ମହିଳାମାନେ ଆଉ ପିନ୍ଧିପାରିବେନି ବୁର୍ଖା

ନୂଆଦିଲ୍ଲୀ: ଏଣିକି ସ୍ୱିଜରଲ୍ୟାଣ୍ଡର ସର୍ବସାଧାରଣ ସ୍ଥାନରେ ମୁସଲମାନ ମହିଳାମାନେ ବୁର୍ଖା ପିନ୍ଧିପାରିବେ ନାହିଁ। ସ୍ୱିଜରଲ୍ୟାଣ୍ଡରେ ମୁସଲମାନ ମହିଳାଙ୍କ ବୁର୍ଖା ପିନ୍ଧିବାକୁ ବାରଣ କରାଯାଇଛି। ଏହି ସମ୍ବନ୍ଧୀୟ ପ୍ରସ୍ତାବକୁ ଆଦେଶରେ ସାମାନ୍ୟ ପାର୍ଥକ୍ୟ ସହିତ ଅନୁମୋଦନ କରାଯାଇଥିଲା।…

ଶିକ୍ଷକଙ୍କୁ ବିବାହ କଲେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ

ନୂଆଦିଲ୍ଲୀ: ବିବାହ ବନ୍ଧନରେ ଆବଦ୍ଧ ହେଲେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ ମ୍ୟାକେଞ୍ଜି ସ୍କଟ। ସେ ଜଣେ ରସାୟନ ବିଜ୍ଞାନ ଶିକ୍ଷକଙ୍କୁ ପୁର୍ନବାର ବିବାହ କରିଛନ୍ତି। ଜୁଏଟ୍ ଦଶନ୍ଧି ଧରି ଜଣେ ଶିକ୍ଷକ ଭାବେ କାର୍ଯ୍ୟ କରିଆସୁଛନ୍ତି। ନିକଟରେ ଘରୋଇ ବିଦ୍ୟାଳୟରେ ରସାୟନ…

୨୦୧୯ରେ ୯୩ କୋଟି ୧୦ ଲକ୍ଷ ଟନ୍ ଖାଦ୍ୟ ନଷ୍ଟ ହୋଇଛି!

ନୂଆଦିଲ୍ଲୀ: ମିଳିତ ଜାତିସଂଘ ଦ୍ୱାରା ପ୍ରକାଶିତ ସର୍ବଶେଷ ଜାତିସଂଘର ଖାଦ୍ୟ ବର୍ଜ୍ୟବସ୍ତୁ ସୂଚକାଙ୍କ-୨୦୨୧ ଅନୁଯାୟୀ, ୨୦୧୯ରେ ସାରା ବିଶ୍ୱରେ ୯୩ କୋଟି ୧୦ ଲକ୍ଷ ଟନ୍ ଖାଦ୍ୟ ନଷ୍ଟ ହୋଇଛି। ଯାହାକି ସମୁଦାୟ ଉପଲବ୍ଧ ଖାଦ୍ୟର ୧୭ ପ୍ରତିଶତ ଅଟେ। ଏଥିରେ ଦର୍ଶାଯାଇଛି ଯେ ସର୍ବାଧିକ ୬୧…

ଜାଣନ୍ତୁ ଦିଲ୍ଲୀର ମହିଳା ଯୌନକର୍ମୀ ଓ ସେମାନଙ୍କ ପିଲାମାନଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିଥିବା ଏହି ମହିଳାଙ୍କ…

ନୂଆଦିଲ୍ଲୀ: ଜି.ବି ରୋଡ୍ ରାଜଧାନୀ ଦିଲ୍ଲୀର ସବୁଠାରୁ ବଡ ରେଡ୍‌ ଲାଇଟ୍‌ ଅଞ୍ଚଳ ଭାବେ ଜଣାଶୁଣା। ଏଠାରେ ଅନେକ ଚେହେରା ପଛରେ ଲୁଚି ରହିଛି ଯନ୍ତ୍ରଣାଭରା କାହାଣୀ। ଜିବି ରୋଡ୍‌ର ୭୭ଟି କୋଠରୀରେ ଏପର୍ଯ୍ୟନ୍ତ ଚାରି ହଜାରରୁ ଅଧିକ ମହିଳା ଏବଂ ଦେଢ ହଜାରରୁ ଅଧିକ ବାଳିକା ବାସ କରୁଛନ୍ତି।…

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳାମାନଙ୍କୁ ଏହି ଖାସ୍‌ ଉପହାର ଦେଲେ ନୀତା ଅମ୍ବାନୀ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରିଲାଏନ୍ସ ଫାଉଣ୍ଡେସନର ଚେୟାରମ୍ୟାନ୍ ନୀତା ଅମ୍ବାନୀ ମହିଳାମାନଙ୍କ ପାଇଁ ଏକ ଡିଜିଟାଲ୍ ପ୍ଲାଟଫର୍ମ 'ହର ସର୍କଲ୍' ଆରମ୍ଭ କରିଛନ୍ତି। ଏଥିରେ ମହିଳାଙ୍କ ପାଇଁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଉପଲବ୍ଧ ରହିବ। ପ୍ରତ୍ୟେକ ସର୍କଲ୍…

ଆଜି ପୁଣି ୧୮ ହଜାର ଉପରେ କରୋନା ସଂକ୍ରମଣ, ୯୮ ମୃତ

ନୂଆଦିଲ୍ଲୀ: ଦେଶରେ ବଢୁଛି ଦୈନିକ କରୋନା ସଂକ୍ରମଣ । ଲଗାତାର ତୃତୀୟ ଦିନରେ ଦେଶରୁ ଚିହ୍ନଟ ହୋଇଛନ୍ତି ୧୮ ହଜାରରୁ ଅଧିକ ପଜିଟିଭ୍ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୮ହଜାର ୫୯୯ ନୂଆ ଆକ୍ରାନ୍ତ । ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧କୋଟି ୧୨ଲକ୍ଷ ୨୯ହଜାର ୩୯୮କୁ…