Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ଆଣ୍ଟିଲିଆ’ ସମ୍ମୁଖରେ ବି‌ସ୍ଫୋରକ ଜବତ ଘଟଣାରେ ‘ଜୈଶ ଉଲ ହିନ୍ଦ’ର କୌଣସି ହାତ ନାହିଁ

ନୂଆଦିଲ୍ଲୀ: 'ଜୈଶ ଉଲ ହିନ୍ଦ' ଦ୍ୱାରା ପ୍ରକାଶିତ ଏକ ବାର୍ତ୍ତା ସେୟାର କରି କହିଛି ଯେ ମୁକେଶ ଅମ୍ବାନୀଙ୍କ ଘର ସମ୍ମୁଖରେ ରଖାଯାଇଥିବା ବିସ୍ଫୋରକ ସାମଗ୍ରୀ ରଖିବାରେ ଏହି ସଂସ୍ଥାର କୌଣସି ହାତ ନାହିଁ। ଏହାଛଡ଼ା ଅମ୍ବାନିଙ୍କୁ ମଧ୍ୟ କୌଣସି ଧମକପୂର୍ଣ୍ଣ ଚିଠି ମଧ୍ୟ ଦିଆଯାଇନାହିଁ।…

ଆଜିଠୁ କୋଭିଡ୍ ଟିକା ନେଉଛନ୍ତି ବରିଷ୍ଠ ନାଗରିକ

ଭୁବନେଶ୍ୱର: ଆଜିଠୁ ଦେଶବ୍ୟାପୀ ଆରମ୍ଭ ହୋଇଛି କୋଭିଡ୍ ଟିକାକରଣ ।  ପ୍ରଥମ ଥର ସାଧାରଣ ଲୋକଙ୍କୁ ଦିଆଯାଉଛି କରୋନା ଟିକା । ୬୦ବର୍ଷରୁ ଅଧିକ ଓ ବହୁବିଧ ରୋଗରେ ପୀଡ଼ିତ ୪୫ ବର୍ଷରୁ ଅଧିକ ଆକ୍ରାନ୍ତଙ୍କୁ ଟିକା ଦିଆଯାଉଛି । ସରକାରୀ ସେଣ୍ଟରରେ ଟିକା ମାଗଣା । ତେବେ ଘରୋଇ ହସ୍ପିଟାଲରେ ଟିକା…

ଆଜି ଏମ୍‌ସରେ କରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ ମୋଦୀ; ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ନେବାକୁ କଲେ ଅନୁରୋଧ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଆଜି ଯେ ଦିଲ୍ଲୀ ଏମ୍‌ସରେ କୋଭିଡ-୧୯ ଟିକା ଗ୍ରହଣ କରିଛନ୍ତି। ଏ ସଂପର୍କରେ ସେ ନିଜେ ଟ୍ୱିଟ୍ କରି ଜଣାଇଛନ୍ତି। ଟିକା ନେବା ପରେ ସେ ସମସ୍ତ ଡାକ୍ତର ଏବଂ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ବୈଜ୍ଞାନିକ ଏବଂ ଡାକ୍ତରଙ୍କ ଉଦ୍ୟମ…

ହସି ହସି ନଦୀକୁ ଡେଇଁ ଆତ୍ମହତ୍ୟା କଲେ ବିବାହିତ ମହିଳା, ମୃତ୍ୟୁ ପୂର୍ବରୁ ଭିଡିଓରେ ବଖାଣିଲେ ଦୁଃଖ

ଅହମ୍ମଦାବାଦ: ଗୁଜୁରାଟ ଅହମ୍ମଦାବାଦରେ ଜଣେ ବିବାହିତ ମହିଳା ସାବରମତୀ ନଦୀରେ ଡେଇଁ ଆତ୍ମହତ୍ୟା କରିଛନ୍ତି । ସେ ଆତ୍ମହତ୍ୟା କରିବା ପୂର୍ବରୁ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ଯେତିକି ଦିନ ବଞ୍ଚିଲି, ଖୁବ୍ ଆନନ୍ଦରେ ବଞ୍ଚିଲି । ଏବେ ସେ ନିଜକୁ…

ମିଆଁମାରରେ ବିକ୍ଷୋଭକାରୀଙ୍କ ଉପରକୁ ଗୁଳି,୫ ମୃତ

ୟେଙ୍ଗୁନ: ମିଆଁମାରର ସର୍ବ ବୃହତ ସହର ୟେଙ୍ଗୁନରେ ବିକ୍ଷୋଭକାରୀଙ୍କୁ ଘଉଡାଇବା ଲାଗି ପୋଲିସ ଗୁଳି ଚାଳନା କରିବା ସହ ଲୁହବୁହା ବାସ୍ପ ପ୍ରୟୋଗ କରିଛି । ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ସେପଟେ ଶିକ୍ଷକଙ୍କ ବିକ୍ଷୋଭ ବେଳେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା…

ଟିକଟକ୍ ଷ୍ଟାର ମୃତ୍ୟୁ ମାମଲା: ଇସ୍ତଫା ଦେଲେ ଶିବସେନା ନେତା ସଞ୍ଜୟ

ପୁଣେ: ଜଣେ ଟିକଟକ୍ ଷ୍ଟାରର ମୃତ୍ୟୁ ମାମଲାରେ ନାମ ଆସିବାରୁ ଚାପରେ ପଡି ମହାରାଷ୍ଟ୍ରର ପରିବେଶ ମନ୍ତ୍ରୀ ତଥା ଶିବସେନା ନେତା ସଞ୍ଜୟ ରାଠୋର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଫେବୃୟାରୀ ୮ରେ ହଡପସର ଅଂଚଳରେ ୨୨ ବର୍ଷୀୟା ପୂଜା ଚୌହ୍ୱାନ  ବାଲକୋନୀରୁ ଖସି ପଡି ମୃତ୍ୟୁବରଣ କରିଥିଲେ ।…

“ଭାରତ ଏବଂ ପାକିସ୍ତାନକୁ ପ୍ରକୃତ ଏବଂ ଭଲ ବନ୍ଧୁ ଭାବରେ ଦେଖିବା ମୋର ସ୍ୱପ୍ନ; ମଲାଲା ୟୁସୁଫଜାଇ

ନୂଆଦିଲ୍ଲୀ: ସୀମା ଏବଂ ବିଭାଜନ ଏସବୁ ପୁରୁଣା କଥା। ବର୍ତ୍ତମାନ ସମୟରେ ଭାରତ ଏବଂ ପାକିସ୍ତାନର ଲୋକମାନେ ଶାନ୍ତିରେ ବଞ୍ଚିବାକୁ ଚାହାଁନ୍ତି ବୋଲି ନୋବେଲ ବିଜେତା ମଲାଲା ୟୁସୁଫଜାଇ ରବିବାର ଦିନ କହିଛନ୍ତି। ସେ କହିଛନ୍ତି, ଯେ ଦୁଇ ଦେଶ “ଭଲ ବନ୍ଧୁ” ହୋଇ ରହିବା ତାଙ୍କର ସ୍ୱପ୍ନ। ସେ…

୬ ବର୍ଷ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ଋଷଭ

ଜାଲୌ: ଉତ୍ତରପ୍ରଦେଶ ଜାଲୌନରେ ରହୁଥିବା ୬ ବର୍ଷର ଶିଶୁ ଋଷଭ । ଏତେ କମ୍ ବୟସରେ ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ନିଜ ସ୍ଥାନ ଅକ୍ତିଆର କରିପାରିଛନ୍ତି। ଋଷଭ ଗଣିତରେ ୧ ରୁ ୧୦୦ ଯାଏଁ ସ୍କ୍ୱାୟାର ମୁହଁରେ ମନେ ଅଛି । ସେ ଅଙ୍କ ନ କଷି ବି ପୁରା ସ୍କ୍ୱାୟାର ଲେଖିପାରନ୍ତି । ମାତ୍ର ୪ ମିନିଟ୍…

ମାର୍ଚ୍ଚ ୧୪ ଯାଏ ବନ୍ଦ ରହିବ ପୁଣେର ସମସ୍ତ ଶିକ୍ଷାନୁଷ୍ଠାନ

ମୁମ୍ବାଇ: କରୋନାର ନୂଆ ଷ୍ଟ୍ରେନ୍‌ ଏବେ ଚିନ୍ତାର କାରଣ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ଅନେକ ସ୍ଥାନରେ ଲକ୍‌ଡାଉନ୍‌ ଏବଂ ସଟ୍‌ଡାଉନ୍‌ ଭଳି ପରିସ୍ଥିତି ମଧ୍ୟ ଉପୁଜିଲାଣି। କରୋନାର ବର୍ଦ୍ଧିତ ମାମଲାକୁ ନଜରରେ ରଖି ପୁଣେରେ ମାର୍ଚ୍ଚ ୧୪ ତାରିଖ ପର୍ଯ୍ୟନ୍ତ ରାତିର କର୍ଫ୍ୟୁ…

ଆଟାଂର୍କଟିକାରେ ନ୍ୟୁୟର୍କ ସହରଠାରୁ ବଡ ବରଫଚଟାଣରେ ସୃଷ୍ଟି ହୋଇଛି ଫାଟ !

ଲଣ୍ଡନ: ବ୍ରିଟିଶ ଆଟାଂର୍କଟିକା ସର୍ଭେ ଅନୁସାରେ ନ୍ୟୁୟର୍କ ସହରଠାରୁ ବଡ ଏକ ଆଇସବର୍ଗ ଏବେ ଫାଟିବାରେ ଲାଗିଛି । ୧୨୭୦ କିଲୋମିଟର ଲମ୍ବା ଏବଂ ୧୫୦ ମିଟର ଚୌଡା ଏହି ବରଫ ଚଟାଣ ମଝିରୁ ଦୁଇ ଭାଗ ହୋଇଯାଇଛି । ଏହା ଧିରେ ଧିରେ ପରସ୍ପରଠାରୁ ଅଲଗା ହେବାରେ ଲାଗିଛି ଯାହା କି ଏକ ଚିନ୍ତାର କାରଣ ।…