Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କୋଲକାତାରେ ଓୱେସୀ ନିର୍ବାଚନ ରାଲୀଙ୍କୁ ନାଁ

କୋଲକତା: ଅସାଉଦ୍ଦିନ ଓୱେସୀ ଏବଂ ତାଙ୍କ ପାର୍ଟି ଏଆଇଏମଆଇଏମକୁ ଗୁରୁବାର ଝଟକା ଲାଗିଛି । ପଶ୍ଚିମବଙ୍ଗ ନିର୍ବାଚନ ପରିପ୍ରେକ୍ଷୀରେ ସେ ରାଲୀ କରିବାକୁ ଚାହୁଁଥିଲେ ମଧ୍ୟ କୋଲକତା ପୋଲିସ ଏଥିପାଇଁ ଅନୁମତି ଦେଇ ନାହାନ୍ତି । କୋଲକାତାର ମେତିଆବ୍ରୁଜରେ ଓୱେସୀଙ୍କ ରାଲି ହେବାକୁ ଥିଲା । ୧୦ ଦିନ…

ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

ବାଲେଶ୍ୱର: ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ । ଦୁଇ ରାଜ୍ୟର ଅଧିକାରୀ ଏନେଇ ଆଲୋଚନା ଜାରି ରଖିଛନ୍ତି । ପଶ୍ଚିମବଙ୍ଗର ପଶ୍ଚିମ ମେଦିନପୁର ଜିଲ୍ଳା କାର୍ଯ୍ୟାଳୟରେ ଏହି ବୈଠକ ଚାଲିଛି । ବୈଠକରେ ବାଲେଶ୍ୱର ଏଡିଏମ, ଉପ-ଜିଲ୍ଲାପାଳ, ସହକାରୀ ଉପ-ଜିଲ୍ଲାପାଳ,…

କରୋନା ଟିକାର ଦ୍ବିତୀୟ ଡୋଜ ନେଇ ସ୍ବାସ୍ଥ୍ୟବିଭାଗର କ୍ଲର୍କ ମୃତ୍ୟୁ

ବାରୱାନି: ବାରୱାନି ଜିଲ୍ଲାରେ କରୋନା ଟିକାର ଦ୍ବିତୀୟ ଡୋଜ ନେବା ପରେ ୬୦ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ରଜନୀ ସେନ୍। ଯିଏକି ମଧ୍ୟପ୍ରଦେଶ ସ୍ୱାସ୍ଥ୍ୟ ବିଭାଗରେ ଜଣେ କିରାଣୀ ଭାବେ କାର୍ଯ୍ୟରତ ଥିଲେ। ଜିଲ୍ଲାପାଳ ଶିବରାଜ ସିଂ ବର୍ମା ତାଙ୍କ ମୃତ୍ୟୁର ପ୍ରକୃତ…

ପୁଣି ବଢ଼ିଲା ସଂକ୍ରମଣ: ଦେଶରେ ଦିନକରେ ୧୬ ହଜାର ପଜିଟିଭ୍, ୧୩୮ ମୃତ

ନୂଆଦିଲ୍ଲୀ: ଦେଶରେ ପୁଣି କାୟା ବିସ୍ତାର କରିଛି କରୋନା । ୧୫ ହଜାର ପାର କରିଛି ଦୈନିକ ସଂକ୍ରମଣ । ପୁଣି ଥରେ ଶହେ ପାର କରିଛି ଦୈନିକ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୬ହଜାର ୭୩୮ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୧୦ଲକ୍ଷ ୪୬ହଜାର…

ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଦୁଇ ଯବାନ ସହିଦ, ଜଣେ ଗୁରୁତର

ନାରାୟଣପୁର(ଛତିଶଗଡ): ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ୨ଟି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ । ଏଥିରେ ୨ଜଣ ଯବାନ ସହିଦ ହୋଇଛନ୍ତି । ଗୁରୁତର ଅଛନ୍ତି ଜଣେ ଯବାନ । ମାଓ ବିରୋଧୀ ଅପରେସନ ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ଏହି ଘଟଣା…

ଆଜି ମୋଦିଙ୍କ ପଡୁଚେରୀ ଓ ତାମିଲନାଡୁ ଗସ୍ତ; ଲୋକାର୍ପିତ କରିବେ ବିଭିନ୍ନ ପ୍ରକଳ୍ପ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ତାମିଲନାଡୁ ଓ ପୁଡୁଚେରୀ ଗସ୍ତରେ ଯିବା ନେଇ ସୂଚନା ରହିଛି । ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ଅନେକ ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ବୋଲି ଜଣାପଡିଛି। ପୁଡୁଚେରୀ ବିଜେପି ସଭାପତିଙ୍କ କହିବାନୁସାରେ, ସକାଳ ୧୦ଟା…

ପଶ୍ଚିମବଙ୍ଗ ନିର୍ବାଚନ: ରାଜନୀତିରେ ଯୋଗ ଦେଲେ ଦୁଇ କ୍ରିକେଟର

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ବୁଧବାର ଦୁଇ କ୍ରିକେଟର ରାଜନୀତିରେ ଯୋଗ ଦେଇଛନ୍ତି । ମନୋଜ ତିୱାରୀ ତୃଣମୂଳ କଂଗ୍ରେସର ହାତ ଧରିଥିବା ବେଳେ ପୂର୍ବତନ ପେସ ବୋଲର ଅଶୋକ ଦିଣ୍ଡା ବିଜେପିରେ ମିଶିଛନ୍ତି । ନିକଟରେ କ୍ରିକେଟରୁ ଅବସର ଘୋଶଣା କରିଥିବା ଦିଣ୍ଡା କେନ୍ଦ୍ର ମନ୍ତ୍ରୀ ବାବୁଲ…

ବିଧାନସଭା ନିର୍ବାଚନ ପୂର୍ବରୁ ଆସାମକୁ ‘ଅଶାନ୍ତ’ ଘୋଷଣା କଲେ ରାଜ୍ୟପାଳ, ୬ ମାସ ପାଇଁ ଲାଗୁ ହେଲା AFSPA

ଗୌହାଟୀ : ଆସନ୍ତା ଏପ୍ରିଲ-ମେ ମାସରେ ଆସାମରେ ହେବ ବିଧାନସଭା ନିର୍ବାଚନ । କିନ୍ତୁ ଏହା ପୂର୍ବରୁ ରାଜ୍ୟପାଳ ଜଗଦୀଶ ମୁଖୀ ଆସାମକୁ ଫେବୃଆରୀ ୨୭ରୁ ଆଗାମୀ ୬ ମାସ ଲାଗି ‘ଅଶାନ୍ତ ଅଞ୍ଚଳ’ ଘୋଷଣା କରିଛନ୍ତି । ଏ ନେଇ ଏକ ଅଧିସୂଚନା ଜାରି ହୋଇଥିବା ବେଳେ, ସଶସ୍ତ୍ର ବଳ (ସ୍ବତନ୍ତ୍ର କ୍ଷମତା)…

ଚାଲାକ ଚୀନ ରୁତୋଗରେ ନିର୍ମାଣ କରୁଛି ସୈନ୍ୟ ଶିବିର

ଲଦାଖ: ଚାଲାକ ଚୀନ ତାର ଷଡଯନ୍ତ୍ର ଜାରି ରଖିଛି । ଗୋଟିଏ ପଟେ ଶାନ୍ତି ପାଇଁ ଉଦ୍ୟମ କରୁଥିବା ଅଭିନୟ କରୁଥିବା ବେଳେ ଅନ୍ୟ ପଟେ ସୀମାରେ ସୈନ୍ୟ ଠୁଳ କରିବାରେ ଲାଗିଛି । ଉପଗ୍ରହ ଦ୍ୱାରା ଉତୋଳିତ ଚିତ୍ରରୁ ଜଣାପଡିଛି ପୂର୍ବ ଲଦାଖରୁ ଯେଉଁ ସୈନ୍ୟମାନଙ୍କୁ ଚୀନ ହଟାଇଛି ସେମାନଙ୍କୁ ରୁତୋଗରେ…

ଅନନ୍ତନାଗ ଜିଲ୍ଲାରେ ସୁରକ୍ଷା ବାହିନୀ-ଆତଙ୍କବାଦୀ ମୁହାଁମୁହିଁ: ୨ ଆତଙ୍କବାଦୀ ନିିହତ

ଶ୍ରୀନଗର:ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଏନକାଉଣ୍ଟର । ସୁରକ୍ଷା ବାହିନୀ ସହ ଆଜି ହୋଇଥିବା ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଯେଉଁମାନଙ୍କ ପରିଚୟ ମିଳିପାରିିନାହିଁ।  ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା…