Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହୋଲି ଛୁଟିରେ ବିହାର ଆସୁଥିବା ଲୋକଙ୍କର ଷ୍ଟେସନ ଓ ବିମାନବନ୍ଦରରେ ହେବ କରୋନା ଯାଞ୍ଚ

ପାଟନା: ବୃଦ୍ଧି ପାଉଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ବିହାର ସରକାର ଆଲର୍ଟ ହୋଇଯାଇଛନ୍ତି । ସଂକ୍ରମିତଙ୍କୁ ଚିହ୍ନଟ କରିବାକୁ ସବୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ମାସ୍କ ବ୍ୟବହାର କରିବା ଓ ସାମାଜିକ ଦୂରତା ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ହୋଲି ଛୁଟିରେ…

ଦେଶକୁ ସୁସ୍ଥ ରଖିବା ପାଇଁ ସରକାର ଏକାସାଙ୍ଗରେ ଚାରୋଟି ଦିଗରେ କାର୍ଯ୍ୟ କରୁଛନ୍ତି; ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର କହିଛନ୍ତି ଯେ ତାଙ୍କ ସରକାର ଦେଶରେ ସ୍ୱାସ୍ଥ୍ୟସେବା ପାଇଁ ଏକ ସାମଗ୍ରିକ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ଏବଂ କେବଳ ଚିକିତ୍ସା ଉପରେ ନୁହେଁ ବରଂ ସୁସ୍ଥତା ଉପରେ ମଧ୍ୟ ଧ୍ୟାନ ଦେଉଛନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରରେ ୟୁନିୟନ ବଜେଟର…

ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସୀକୁ ନେଇ ପୁଣିଥରେ ଚର୍ଚ୍ଚା

ନୂଆଦିଲ୍ଲୀ: ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସୀ । ନୂଆ ପ୍ରାଇଭେସି ପଲିସୀ ଅନୁସାରେ ୟୁଜର୍ସ ଯଦି ସର୍ତ୍ତ ନ ମାନନ୍ତି ତାହେଲେ ୟୁଜର୍ସଙ୍କ ଆକାଉଣ୍ଟ ବନ୍ଦ କରିଦିଆଯିବ । ଏହି ସର୍ତ୍ତ ସ୍ୱୀକାର କରିବା ପରେ ୟୁଜର୍ସ ପୁଣିଥରେ ପୂର୍ବଭଳି ହ୍ୱାଟ୍ସଆପ ବ୍ୟବହାର କରିପାରିବେ । ହ୍ୱାଟ୍ସଆପ୍…

ଟୁଲ୍କିଟ୍ ମାମଲା: ଦିଶା ରବିଙ୍କ ଜାମିନ ଆବେଦନ ଉପରେ ଆଜି ରାୟ ଦେ‌ଇପାରନ୍ତି କୋର୍ଟ

ନୂଆଦିଲ୍ଲୀ: ଟୁଲ୍କିଟ୍ ମାମଲାରେ ଦିଲ୍ଲୀ ପୋଲିସ ଗିରଫ କରିଥିବା ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କ ଜାମିନ ଆବେଦନ ଉପରେ ଦିଲ୍ଲୀ କୋର୍ଟ ଆଜି ରାୟ ଶୁଣାଇବାର ସମ୍ଭାବନା ରହିଛି। ଦିଲ୍ଲୀ ପୋଲିସ ଅଭିଯୋଗ କରିଛି ଯେ ଭାରତକୁ ବଦନାମ କରିବା ଏବଂ ଲୋକଙ୍କ ମଧ୍ୟରେ ଭୁଲ ତଥ୍ୟ ବିସ୍ତାର କରିବା…

ଉତ୍ତରାଖଣ୍ଡ ଋଷିଗଙ୍ଗା ମୁହାଣକୁ ଚଉଡା କଲେ ବିଶେଷଜ୍ଞଙ୍କ ଟିମ୍

ଡେରାଡୁନ: ଉତ୍ତରାଖଣ୍ଡ ଚମୋଲିରେ ପ୍ରକୃତିର ତାଣ୍ଡବ ପରେ ପୁଣିଥରେ ଆଉ ଏକ ବିପଦ ନେଇ ଆଶଙ୍କା କରାଯାଉଛି । ୩୦ ଜଣିଆ ଏକ୍ସପର୍ଟଙ୍କ ଏକ ଟିମ ଋଷିଗଙ୍ଗା ନଦୀର ମୁହାଣକୁ ପାଖାପାଖି ୧୫ ଫୁଟ ଚଉଡା କରିଛନ୍ତି ।  ଏହି ଟିମରେ ଭାରତୀୟ ଭୁବୈଜ୍ଞାନିକ ସର୍ବେକ୍ଷଣ ଓ ୟୁଏସଏସିର ୪-୪ ବୈଜ୍ଞାନିକ…

ରାମ ମନ୍ଦିର ନିର୍ମାଣ ଲାଗି ୧.୧୧ ଲକ୍ଷ ଟଙ୍କା ଦାନ କଲେ ଜେଡିୟୁ ଜାତୀୟ ସଭାପତି ଆରସିପି ସିଂ

ନୂଆଦିଲ୍ଲୀ: ଜେଡିୟୁ ଜାତୀୟ ସଭାପତି ଆରସିପି ସିଂ ସୋମବାର ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ୧.୧୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ସୋମବାର ସନ୍ଧ୍ୟାରେ ବିହାର ବିଜେପି ସଭାପତି ସଞ୍ଜୟ ଜୈସୱାଲ କିଛି ଆରଏସଏସ ଅଧିକାରୀଙ୍କ ସହ ପାଟନାରେ ଆରସିପି ସିଂଙ୍କୁ ଭେଟି ରାମ…

ତୈଳ ଦର ବୃଦ୍ଧି ସାମୟିକ, ଖୁବଶୀଘ୍ର ସୁଧାର: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଦେଶରେ ତୈଳ ଦର ବୃଦ୍ଧି ସାମୟିକ । ଶୀଘ୍ର ସ୍ଥିତି ସ୍ୱାଭାବିକ ହେବ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଉପରେ ପ୍ରତିକ୍ରିୟାରେ ଏହି ସୂଚନା ଦେଇଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ବିଶ୍ୱବଜାରରେ ତୈଳ ଉତ୍ପାଦନ ହ୍ରାସ ପାଇଛି । ଆମେରିକାରେ ତୈଳ…

କୋଇଲା ଚୋରା ଚାଲାଣ ମାମଲା: ରୁଜିରାଙ୍କୁ ପଚରାଉଚରା ପାଇଁ ବାସଭବନ ପହଞ୍ଚିଲା ସିବିଆଇ

ନୂଆଦିଲ୍ଲୀ: କୋଇଲା ଚୋରା ଚାଲାଣ ମାମଲାରେ ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ପଚରାଉଚରା କରିବା ପାଇଁ ସିବିଆଇ ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ବାସଭବନରେ ମଙ୍ଗଳବାର ପହଞ୍ଚିଛନ୍ତି। ଅଭିଷେକ ବାନାର୍ଜୀ ହେଉଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ…

ଏଣିକି ଆଗ୍ରହୀ ଯୁବକମାନଙ୍କୁ ଅନ୍‌ଲାଇନ୍‌ରେ କ୍ରିକେଟ ଶିଖାଇବେ ସଚିନ

ମୁମ୍ବାଇ: ଭାରତୀୟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ଲାଇଭ୍ ଇଣ୍ଟରାକ୍ଟିଭ୍ କ୍ଲାସ୍ ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଯାହା କ୍ରିକେଟ୍‌ ଏକାଡେମୀର ଶିକ୍ଷାର୍ଥୀମାନଙ୍କ ପାଇଁ ଉପଲବ୍ଧ ହେବ। କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ତେନ୍ଦୁଲକରଙ୍କ ସହ…

ଦୁଇ ସପ୍ତାହ ମଧ୍ୟରେ ଆସିବ କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ ସାମର୍ଥ୍ୟ ତଥ୍ୟ; ଭାରତ ବାୟୋଟେକ୍‌

ନୂଆଦିଲ୍ଲୀ: ସୋମବାର ଏକ ସମ୍ମିଳନୀରେ ଭାରତ ବାୟୋଟେକ୍ କହିଛି ଯେ ପ୍ରଥମ ସ୍ବଦେଶୀ କରୋନା ଟିକା କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ସାମର୍ଥ୍ୟ ତଥ୍ୟ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ବାହାରକୁ ଆସିବାର ସମ୍ଭାବନା ରହିଛି। ଭାରତ ବାୟୋଟେକ୍ ଏବଂ ଇଣ୍ଡିଆନ୍ କାଉନସିଲ୍ ଅଫ୍…