Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏଲଜେପିର ଏକମାତ୍ର ଏମଏଲସି ବିଜେପିରେ ମିଶିଲେ

ପାଟନା: ଲୋକ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ ଚିରାଗ ପାସୱାନଙ୍କୁ ସୋମବାର ଶକ୍ତ ଧକ୍କା ଲାଗିଛି । ଦଳର ଏକମାତ୍ର ଏମଏଲସି ନୂତନ ସିଂ ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ପ୍ରଦେଶ ଅଧ୍ୟକ୍ଷ ସଞ୍ଜୟ ଜୟସୱାଲ ଓ ବିହାର ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରୀ ନୀରଜ ସିଂ ବବଲୁଙ୍କ ଉପସ୍ଥିତିରେ ସେ ଦଳରେ…

ରାଜଧାନୀର ଲେଡି ଡନ ବସିରନ୍, ରହିଛି ୧୧୩ ଅପରାଧିକ ମାମଲା

ନୂଆଦିଲ୍ଲୀ:  ଦେଶରେ ଏମିତି ଜଣେ କୁଖ୍ୟାତ ମମି ଲେଡି ଡନ ଅଛନ୍ତି ଯାହାର ବୟସ ବର୍ତ୍ତମାନ ୬୫ ବର୍ଷ । ବୃଦ୍ଧାବସ୍ଥାରେ ବି ତାଙ୍କର ଦବଦବା ରହିଛି । ଏହି ଲେଡି ଡନଙ୍କ ଘର ରାଜଧାନୀ ଦିଲ୍ଲୀରେ ।  କମ୍ ବୟସରେ ତାଙ୍କର ବାହାଘର ହୋଇଥିଲା। ବାହାଘର ପରେ ସ୍ୱାମୀ ସହ ଆଗ୍ରାରୁ ଦିଲ୍ଲୀକୁ ପଳେଇ…

ଟୁଲ୍କିଟ୍ ମାମଲା: ଏକ ଦିନିଆ ପୋଲିସ ହେପାଜତକୁ ଗଲେ ଦିଶା

ନୂଆଦିଲ୍ଲୀ: ଗ୍ରେଟା ଥନବର୍ଗ ଟୁଲ୍କିଟ୍ ମାମଲାରେ ସୋମବାର ଦିନ ଦିଲ୍ଲୀର ଏକ କୋର୍ଟ ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ଏକ ଦିନିଆ ପୋଲିସ ହେପାଜତକୁ ପଠାଇ ଦେଇଛନ୍ତି। ୨୨ ବର୍ଷିୟା ଦିଶାଙ୍କୁ ପାଞ୍ଚ ଦିନିଆ ହେପାଜତ ପାଇଁ ଦିଲ୍ଲୀ ପୋଲିସର ଅନୁରୋଧକୁ ପଟିଆଲା ହାଉସ କୋର୍ଟ…

ଭୀମା କୋରେଗାଁଓ ହିଂସା: ବାରବାରା ରାଓଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଭୀମା କୋରୋଗାଁଓ ହିଂସା ମାମଲାରେ ସୋମବାର ୮୧ ବର୍ଷୀୟ ବାରବାରା ରାଓଙ୍କୁ ଅଢ଼େଇ ବର୍ଷ ପରେ ଜାମିନ ମିଳିଛି । ୫୦,୦୦୦ ପର୍ସନାଲ ବଣ୍ଡ ଏବଂ ୬ ମାସ ପର୍ଯ୍ୟନ୍ତ ମୁମ୍ବାଇ ନ ଛାଡି ଯିବା ପାଇଁ ନିର୍ଦ୍ଦେଶ ସହ ତାଙ୍କୁ ଏହି ସର୍ତମୂଳକ ଜାମିନ ମିଳିଛି । ନକ୍ସଲଙ୍କ ସହ ସମ୍ପର୍କ ରଖିବା…

ଚାରି ସପ୍ତାହ ପାଇଁ ସ୍ଥଗିତ ରହିଲା ହାସ୍ୟ ଅଭିନେତା କୁନାଲ କାମ୍ରାଙ୍କ ଶୁଣାଣି

ନୂଆଦିଲ୍ଲୀ: ନ୍ୟାୟପାଳିକା ବିରୋଧରେ ହୋଇଥିବା କଳଙ୍କିତ ଟ୍ୱିଟକୁ ନେଇ ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା କୁନାଲ କାମ୍ରାଙ୍କ ପ୍ରତି ଅବମାନନା ଶୁଣାଣିକୁ ସୁପ୍ରିମକୋର୍ଟ ସୋମବାର ଚାରି ସପ୍ତାହ ପାଇଁ ସ୍ଥଗିତ ରଖିଛନ୍ତି। ଜଷ୍ଟିସ୍ ଅଶୋକ ଭୂଷଣ ଏବଂ ଆର ଏସ୍ ରେଡ୍ଡୀଙ୍କୁ ନେଇ ଏକ ଖଣ୍ଡପୀଠରେ…

କୃଷି ଆଇନକୁ ନେଇ ମୋଦୀ ସରକାରଙ୍କ ଉପରେ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ: କେରଳରେ ନିଜ ନିର୍ବାଚନମଣ୍ଡଳୀକୁ ଦୁଇ ଦିନିଆ ଗସ୍ତରେ ଆସିଥିବା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କହିଛନ୍ତି ଯେ ଭାରତୀୟ କୃଷକମାନେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ସମଗ୍ର ବିଶ୍ୱ ଦେଖିପାରେ କିନ୍ତୁ କେନ୍ଦ୍ର ସେମାନଙ୍କ ଯନ୍ତ୍ରଣା ବୁଝିବାରେ ଅସମର୍ଥ। “ଆମର ପପ୍…

ଦାଦ୍ରା ଓ ନଗର ହାବେଳି ସାଂସଦଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ଆଶଙ୍କା

ମୁମ୍ବାଇ: ମୁମ୍ବାଇର ଏକ ହୋଟେଲରୁ ଦାଦ୍ରା ଓ ନଗର ହାବେଳିର ସାଂସଦ ମୋହନ ଡେଲକରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୁମ୍ବାଇର ମେରାଇନ୍‌ ଡ୍ରାଇଭରେ ଥିବା ଏକ ହୋଟେଲରୁ ମୋହନ ଡେଲକରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନ୍ୟୁଜ୍‌ ୧୮ରେ ପ୍ରକାଶିତ ଖବର ଅନୁସାରେ ସାଂସଦଙ୍କ ମୃତଦେହ ଗ୍ରିନ୍‌ ହୋଟେଲରୁ…

ଚାଲିଥିଲା ଜୁମ୍ କଲ୍ ମିଟିଂ…

ଭୁବନେଶ୍ୱର: କରୋନା ପାଇଁ ଲକ୍‌ଡାଉନ୍ ପରଠୁ ଲୋକେ ଅନଲାଇନ୍ ମିଟିଂ ଉପରେ ନିର୍ଭର କରିଆସୁଛନ୍ତି । ଜୁମ୍ ଠାରୁ ଆରମ୍ଭ କରି ଗୁଗଲ୍ ମିଟ୍ ଓ ଅନେକ ଆପ୍ଲିକେସନ୍ ଜରିଆରେ ଜାରି ରହିଛି ଭିଡିଓ କଲ୍ ମିଟିଂ । ହେଲେ ଏହି ଅନ୍‌ଲାଇନ୍ ମିଟିଂ ଆରମ୍ଭ ହେବା ପରଠୁ ବେଶ କିଛି ମଜାଳିଆ ଘଟଣା ବି ପ୍ରତିଦିନ…

ଉନ୍ନାଓ ମାମଲା: ମିଥ୍ୟା ଖବର ପ୍ରଚାର ଅଭିଯୋଗରେ ଆଠଟି ଟ୍ୱିଟର ହ୍ୟାଣ୍ଡେଲ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ଗତ ସପ୍ତାହରେ ଉନ୍ନାଓରେ ଦୁଇ ଝିଅଙ୍କ ମୃତ୍ୟୁ ଘଟଣାରେ ମିଥ୍ୟା ଖବର ପ୍ରଚାର କରୁଥିବା ଅଭିଯୋଗରେ ଆଠଟି ଟ୍ୱିଟର ହ୍ୟାଣ୍ଡେଲ ବିରୋଧରେ ଏଫଆଇଆର ଦାଖଲ କରାଯାଇଛି ବୋଲି ପୋଲିସ କହିଛି। ଟ୍ୱିଟର ହ୍ୟାଣ୍ଡେଲରେ ବରିଷ୍ଠ ସାମ୍ବାଦିକ ବରଖା ଦତ୍ତଙ୍କ ନେତୃତ୍ୱରେ ନ୍ୟୁଜ୍ ପୋର୍ଟାଲ୍…

ପୁଡୁଚେରୀ: ଇସ୍ତଫା ଦେଲେ ସିଏମ୍ ଭି.‌ ନାରାୟଣସ୍ୱାମୀ

ପୁଡୁଚେରୀ: ସୋମବାର ପୁଡୁଚେରୀରେ ରାଜନୈତିକ ଅସ୍ଥିରତା ମଧ୍ୟରେ କଂଗ୍ରେସ ସରକାରଙ୍କ କ୍ଷମତା ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି, ତିନିଜଣ ମନୋନୀତ ସଦସ୍ୟଙ୍କ ବିଶ୍ବାସ ପ୍ରସ୍ତାବରେ କୌଣସି ସ୍ଥାନରେ ଭୋଟ୍ ଦେବାର ଅଧିକାର ନାହିଁ।…