Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବର୍ଜ୍ୟ ପ୍ଲାଷ୍ଟିକ ବ୍ୟବହାର କରି ତିଆରି ହେଲା ସଡ଼କ

ଅଗରତାଲା: ପରିବେଶ ପାଇଁ ପ୍ଲାଷ୍ଟିକ ବିପଦପୂର୍ଣ୍ଣ । ତଥାପି ଆମେ ଦୈନନ୍ଦିନ ଜୀବନରେ ଖୁବ୍ ପ୍ଲାଷ୍ଟିକ ବ୍ୟବହାର କରି ଏଣେତେଣେ ଫୋପାଡ଼ି ଦେଉ । ଆଉ ଯାହାକି ସହଜରେ ନଷ୍ଟ ହୁଏନାହିଁ ବରଂ ପରିବେଶ ଦୂଷିତ କରେ । ଅଦରକାରୀ ବର୍ଜ୍ୟ ପ୍ଲାଷ୍ଟିକକୁ ନେଇ ନିଆରା ପଦକ୍ଷେପ ନେଇଛି ତ୍ରିପୁରା ।…

ଆଜିଠୁ ଜେଇଇ ମେନ୍ ପରୀକ୍ଷା, ଅନଲାଇନ୍ ମୋଡ଼ରେ ଏକଜାମ୍

ଭୁବନେଶ୍ୱର: ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠୁ ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହେଉଛି ଜେଇଇ ମେନ୍ । ନ୍ୟାସନାଲ୍ ଟେଷ୍ଚିଂ ଏଜେନ୍ସୀ(ଏନଟିଏ) ଏହାର ପରିଚାଳନା କରୁଛି । ଦେଶରେ ମୋଟ୍ ୩୩୧ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି । ଏହି ପ୍ରବେଶିକା ଆସନ୍ତା ୧୬ ତାରିଖ ଯାଏ…

ରାଜସ୍ଥାନ ଯୋଧପୁରରେ ମାସେ ଯାଏ ଲାଗିଲା କର୍ଫ୍ୟୁ

ରାଜସ୍ଥାନ : ଦେଶରେ ପୁଣି ବୃଦ୍ଧି ପାଉଛି ମହାମାରୀ କରୋନା ଭାଇରସ୍‌ ସଂକ୍ରମଣ । ମହାରାଷ୍ଟ୍ର, କେରଳ ଭଳି ବିଭିନ୍ନ ରାଜ୍ୟରେ ଏବେ କରୋନା ପୁଣି ନିଜର କାୟା ବିସ୍ତାର କରିବାରେ ଲାଗଛି । ଯାହାକୁ ନେଇ ଦେଶର ଅନ୍ୟ ରାଜ୍ୟରେ ଦେଖାଦେଲାଣି ଭୟ । ରାଜସ୍ଥାନ ଯୋଧପୁରରେ ସଂକ୍ରମଣ ବ୍ୟାପୁଥିବାରୁ…

ଲଭଗୁରୁ ମଟୁକନାଥ ଜୟରାମପୁରରେ ଖୋଲିବେ ପ୍ରେମ ବିଦ୍ୟାଳୟ

ଜୟରାମପୁର:ଲଭଗୁରୁ ଭାବେ ଖ୍ୟାତି ଅର୍ଜନ କରିଥିବା ପ୍ରଫେସର ମଟୁକନାଥ ଜନ୍ମସ୍ଥାନ ଜୟରାମପୁରରେ ଏକ ପ୍ରେମ ବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତି ନେଇଛନ୍ତି । ଏହାର ନାମ ଓଶୋ ଇଂଟରନ୍ୟାଶନାଲ ସ୍କୁଲ ରହିବ ଏବଂ ଏହା ଚଳିତ ବର୍ଷ ଏପ୍ରିଲରୁ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି । ଦୁନିଆର ସବୁଠାରୁ…

ଲାଲକିଲ୍ଲାରେ ଚଢ଼ି ଖଣ୍ଡା ବୁଲାଇଥିବା ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ : ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲି ସମୟରେ ଦିଲ୍ଲୀ ଲାଲକିଲ୍ଲାରେ ହୋଇଥିବା ହିଂସା ଘଟଣାରେ ଆଉ ଜଣେ ଗିରଫ ହୋଇଛି । ଗିରଫ ଅଭିଯୁକ୍ତ ହେଲା ଯଶପ୍ରୀତ ସିଂହ । ସେ ଲାଲ୍ କିଲ୍ଲା ଉପରକୁ ଚଢ଼ିବା ସହିତ ଖଣ୍ଡା ବୁଲାଇଥିଲା । ଆଜି ଯଶପ୍ରୀତକୁ ଗିରଫ କରିବାରେ ସଫଳ ହୋଇଛି ଦିଲ୍ଲୀ…

ନ୍ୟାଶନାଲ ହେରାଲ୍ଡ ମାମଲା: ସୋନିଆ, ରାହୁଲଙ୍କୁ ନୋଟିସ

ନୂଆଦିଲ୍ଲୀ: ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ଏହି ମାମଲାରେ ସୋମବାର ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ସେମାନଙ୍କୁ ନୋଟିସ ଜାରି କରାଯାଇଛି । ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀଙ୍କ ଆବେଦନ ଆଧାରରେ ଏହି ନୋଟିସ…

କଙ୍ଗୋରେ ଇଟାଲି ରାଷ୍ଟ୍ରଦୂତଙ୍କ ସମେତ ବଡିଗାର୍ଡ ଏବଂ ଡ୍ରାଇଭରଙ୍କୁ ହତ୍ୟା

କଙ୍ଗୋ : କଙ୍ଗୋରେ ଇଟାଲିର ରାଷ୍ଟ୍ରଦୂତଙ୍କୁ ବିଭତ୍ସ ହତ୍ୟା କରାଯାଇଛି । ଇଟାଲି ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଲୁକା ଅତାନାସିଓଙ୍କ ସମେତ ୩ ଜଣଙ୍କୁ ହତ୍ୟା କରାଯାଇଛି । ୟୁଏନର କାର୍କେଡ୍‌ରେ ଅତାନାସିଓ କଙ୍ଗୋ ଯାତ୍ରା କରୁଥିବା ବେଳେ ଏଭଳି ଘଟଣା ଘଟିଛି । କଙ୍ଗୋ…

ଗୁଜରାଟର ୨ ଖାଲି ପଡିଥିବା ରାଜ୍ୟସଭା ସିଟ୍ ହାତେଇଲା ବିଜେପି

ନୂଆଦିଲ୍ଲୀ:ଗୁଜରାଟର ଖାଲି ପଡିଥିବା ୨ଟି ଯାକ ରାଜ୍ୟସଭା ସିଟ୍ ବିଜେପି ହାତେଇଛି । ଦିନେଶଚନ୍ଦ୍ର ଜେମାଲଭାଇ ଓ ରାମାଭାଇ ହରଜିବାଇ ଯଥାକ୍ରମେ ଅନବାଦିୟା ଓ ମୋକାରିୟାରୁ ସହଜରେ ରାଜ୍ୟସଭାକୁ ଯାଇପାରିଛନ୍ତି । କଂଗ୍ରେସ ନେତା ଅହମ୍ମଦ ପଟେଲ ଓ ବିଜେପିର ଗଣପତରାୟ ଭରଦ୍ୱାଜଙ୍କ ମୃତ୍ୟୁ ପରେ ଏହି…

ଏଥର କୁମ୍ଭମେଳାରେ ହଜିବେନି ଲୋକେ: ପୋଲିସର ନୂଆ ଯୋଜନା

ହରିଦ୍ୱାର: ପ୍ରସିଦ୍ଧ କୁମ୍ଭମେଳାରେ ପ୍ରବଳ ଭିଡ ଯୋଗୁଁ ଲୋକେ ନିଜ ପରିବାରଠୁ ବିଛିନ୍ନ ହୋଇଯାଆନ୍ତି ଓ ବର୍ଷ ବର୍ଷ ଧରି ନିଜ ପରିବାରକୁ ଭେଟି ପାରନ୍ତିନି । କିନ୍ତୁ ଏଥର କୁମ୍ଭମେଳାରେ ଏମିତି ହେବନି । ଏଥର କୁମ୍ଭମେଳା ପାଇଁ ପୋଲିସ ନୂଆ ଯୋଜନା ପ୍ରସ୍ତୁତ କରିଛି ଯେପରି ବୟସ୍କ ଓ ଶିଶୁ ନିଜ…

ପ୍ରଭୁ ଶ୍ରୀରାମଙ୍କ ନାଁରେ ନାମିତ ହେବ ଅଯୋଧ୍ୟା ବିମାନବନ୍ଦର; ୟୁପି ସରକାର

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣାଧୀନ ବିମାନବନ୍ଦରର ନାମ ପ୍ରଭୁ ଶ୍ରୀରାମଙ୍କ ନାମରେ ନାମିତ କରାଯିବ। ବିମାନବନ୍ଦରର ନାମ 'ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ବିମାନବନ୍ଦର' ରଖାଯିବ। ସୋମବାର ଉତ୍ତରପ୍ରଦେଶ ବିଧାନସଭାରେ ଉପସ୍ଥାପିତ ବଜେଟରେ ଏଥିପାଇଁ ୧୦୧ କୋଟି ଟଙ୍କା ପ୍ରଦାନ କରାଯାଇଛି।…