Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୨୦୩୫ ସୁଦ୍ଧା ପ୍ରଜନନ ହାର ୨.୩୭ ରୁ ୧.୭୩ କୁ ହ୍ରାସ ପାଇପାରେ; ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି ଯେ ୨୦୩୫ ସୁଦ୍ଧା ପ୍ରଜନନ ହାର ୨.୩୭ ରୁ ୧.୭୩ କୁ ହ୍ରାସ ପାଇବ ବୋଲି ଆଶା କରାଯାଉଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଶନିବାର କହିଛନ୍ତି ଯେ ୨୦୩୫ ସୁଦ୍ଧା ଭାରତରେ ପ୍ରଜନନ ହାର ୨.୩୭ ରୁ ୧.୭୩ କୁ ହ୍ରାସ ପାଇବ।…

ବିଧାନସଭା ନିର୍ବାଚନ ପାଇଁ ଟିଏମସି ଜାରି କଲା ଦଳୀୟ ସ୍ଲୋଗାନ

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଶାସକ ତୃଣମୂଳ କଂଗ୍ରେସ ଆରମ୍ଭ କଲା ଅଭିଯାନ । ବିଜେପିକୁ ଟକ୍କର ଦେବା ପାଇଁ ପ୍ରସ୍ତୁତ କରିଛି ରଣନୀତି । ବିଜେପିକୁ ମାତ୍ ଦେବାକୁ ଟିଏମସି ନିଜର ନିର୍ବାଚନ ସ୍ଲୋଗାନ ସାଙ୍ଗକୁ ନେତ୍ରୀ ମମତା ବାନାର୍ଜୀଙ୍କ ବଡ଼ ବଡ଼ ହୋର୍ଡିଂ ରାଜଧାନୀ…

ଇଂଲଣ୍ଡ ବିପକ୍ଷ ଟି-ଟ୍ବେଣ୍ଟି ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ : ଇଂଲଣ୍ଡ ବିପକ୍ଷ ଟି-ଟ୍ବେଣ୍ଟି ସିରିଜ୍‌ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ଆସନ୍ତା ମାର୍ଚ୍ଚ ୧୨ ତାରିଖରୁ ଭ୍ରମଣକାରୀ ଇଂଲଣ୍ଡ ଏବଂ ଘରୋଇ ଭାରତ ମଧ୍ୟରେ ଆରମ୍ଭ ହେବ ଟ୍ବେଣ୍ଟି ଟ୍ବେଣ୍ଟି ଟକ୍କର । ପ୍ରଥମ ଥର ପାଇଁ ଦଳରେ ସୂର୍ଯ୍ୟକୁମାର ଯାଦବ ଏବଂ ଇଶାନ୍ କିଶାନ୍‌ଙ୍କୁ ସୁଯୋଗ…

ଦାୟିତ୍ୱହୀନତା: ଦୁର୍ଘଟଣା ପରେ ରାସ୍ତାରେ ପଡି ରହିଲା ଶବ, ୪ଦିନ ପରେ କେବଳ ଜବତ ହେଲା ଭଙ୍ଗା ହାଡ

ରୀଭା: ମଧ୍ୟପ୍ରଦେଶର ରୀଭା ଅଂଚଳରେ ଦାୟିତ୍ୱହୀନତା ଓ ଅମାନବିକତାର ଆଉ ଏକ ନଗ୍ନ ରୂପ ଦେଖିବାକୁ ମିଳିଛି । ଫେବୃୟାରୀ ୧୭ରେ ଏଠାରେ ଏକ ଦୁର୍ଘଟଣାରେ ୭୫ ବର୍ଷୀୟ ସମ୍ପତଲାଲଙ୍କ ମୃତ୍ୟୁ ଘଟିଥିଲା । ରାସ୍ତାରେ ଶବ ପଡି ରହିଥିଲା ଏବେ ଏହା ଉପରେ ଗାଡି ଚଢ଼ି ଯାଉଥିଲା । ଏହି ବାଟ ଦେଇ ପୋଲିସ ଗାଡି…

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା ଏୟାର ଇଣ୍ଡିଆ ବିମାନ, ଅଳ୍ପକେ ବର୍ତ୍ତିଲେ ୬୪ ଯାତ୍ରୀ

ବିଜୟୱାଡା: ଗୋଟିଏ ବଡ଼ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ଏୟାର ଇଣ୍ଡିଆର ଏକ୍ସପ୍ରେସ ବିମାନ । ପ୍ରଥମେ ବିମାନଟିର ଯୋଗାଯୋଗ କଣ୍ଟ୍ରୋଲ ରୁମ୍‌ ସହ ବିଚ୍ଛିନ୍ନ ହୋଇଥିଲା । ଏହାପରେ ରନ୍‌ୱେରେ ଲ୍ୟାଣ୍ଡିଂ କରିବା ବେଳେ ବିମାନ ଗୋଟିଏ ବିଦ୍ୟୁତ ଖୁଣ୍ଟ ସହ ପିଟି ହୋଇଯାଇଥିଲା । ଏହି…

୨୦୨୦ରେ ଏୟାରଟେଲ, ୱି ଓଡ଼ିଶାରେ ୯ ଲକ୍ଷ ଗ୍ରାହକ ହରାଇଛନ୍ତି, ଜିଓ ଯୋଡିଛି ୧୯ଲକ୍ଷ: ଟ୍ରାଇ

ଭୁବନେଶ୍ୱର: ରିଲାଏନ୍ସ ଜିଓ ୨୦୨୦ ବର୍ଷରେ ଓଡ଼ିଶାରେ ୧୨ ମାସ ମଧ୍ୟରେ ୧୯ ଲକ୍ଷରୁ ଅଧିକ ମୋବାଇଲ ଗ୍ରାହକ ଯୋଗକରିଥିବା ବେଳେ ଏହି ସମୟରେ ଉଭୟ ଭାରତୀ ଏୟାରଟେଲ ଏବଂ ୱି (ଭୋଡାଫୋନ ଆଇଡିଆ) ପ୍ରତ୍ୟେକ ୯ଲକ୍ଷରୁ ଅଧିକ ଗ୍ରାହକ ହରାଇଥିବା ଭାରତର ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ…

ପ୍ରଥମ ଥର ମଣିଷକୁ ସଂକ୍ରମିତ କଲା ବାର୍ଡ ଫ୍ଲୁ H5N8

ନୂଆଦିଲ୍ଲୀ: ମଣିଷ ଶରୀରରେ H5N8 ଭୂତାଣୁ ଠାବ କରିଛନ୍ତି ବୈଜ୍ଞାନିକ । ବାର୍ଡ ଫ୍ଲୁ ଭୂତାଣୁ ମଣିଷ ଶରୀରକୁ ପ୍ରବେଶ କରିବା ମାମଲା ଋଷରୁ ସାମ୍ନାକୁ ଆସିଛି । ଏହାପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଆଲର୍ଟ ଜାରି କରିଛି । ସେପଟେ ଋଷ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି, ‘ବାର୍ଡ ଫ୍ଲୁ (H5N8)…

ଲାଲ୍ କିଲ୍ଲା ହିଂସା : ପୋଲିସ ଜାରି କଲା ଆଉ ୨୦୦ ଉପଦ୍ରବକାରୀଙ୍କ ଫଟୋ

ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସରେ ରାଜଧାନୀ ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ଜାରି ରହିଛି ପୋଲିସର ତଦନ୍ତ । ଲାଲ୍ କିଲ୍ଲାରେ ହୋଇଥିବା ଉପଦ୍ରବକୁ ନେଇ ଆକ୍ସନ ମୋଡ୍‌ରେ ଦିଲ୍ଲୀ ପୋଲିସ । ଅଭିଯୁକ୍ତଙ୍କୁ ଧରିବା ପାଇଁ ତଲାସି ଅଭିଯାନ ଜାରି ରଖିଛି ପୋଲିସ । ଏବେ ପୁଣି ଆଉ କିଛି…

ବଢ଼ିଲା ଅମିତାଭ ବଚ୍ଚନଙ୍କ ବଙ୍ଗଳାର ସୁରକ୍ଷା, ମୁତୟନ ହେଲେ ପୋଲିସ

ମୁମ୍ବାଇ: ବଲିଉଡ ଅଭିନେତା ଅମିତାଭଙ୍କ ମୁମ୍ବାଇ ସ୍ଥିତ ବାସଭବନର ସୁରକ୍ଷା ଶନିବାର କଡ଼ାକଡ଼ି କରାଯାଇଛି । ତାଙ୍କ ଘର ଆଗରେ ପୋଲିସ ପ୍ରହରା ବ୍ୟବସ୍ଥା ମଧ୍ୟ ହୋଇଛି । ତୈଳ ମୂଲ୍ୟ ବୃଦ୍ଧିକୁ ନେଇ ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପୋଟଲେଙ୍କ ବୟାନ ପରେ ପରେ ମୁମ୍ବାଇ ପୋଲିସ ଏହି ସୁରକ୍ଷା…

ଅଶାନ୍ତ ବେଲୁଚିସ୍ତାନରେ ପୁଣି ଆକ୍ରମଣ: ୫ ପାକ୍ ସେନା ନିହତ

କରଚୀ: ପାକିସ୍ତାନର ବେଲୁଚିସ୍ତାନରେ ଅଶାନ୍ତିର ନିଆଁ ଜଳିବାରେ ଲାଗିଛି । ଶନିବାର ପାକ୍ ସେନାଙ୍କ ଉପରେ ଆକ୍ରମଣ କରାଯାଇଛି । ଏଥିରେ ୫ ପାକ୍ ସେନା ମୃତ୍ୟୁବରଣ କରିଛନ୍ତି । ସପ୍ତାହକ ମଧ୍ୟରେ ଏ ଭଳି ୨ଟି ଆକ୍ରମଣ ସନ୍ଦିଗ୍ଧ ବ୍ୟକ୍ତିମାନେ କରିଛନ୍ତି । ସେମାନଙ୍କ ପରିଚୟ ସ୍ପଷ୍ଟ ହୋଇନି ।…