Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଖୁଣ୍ଟରେ ପିଟିହେଲା ଏୟାର ଇଣ୍ଡିଆ ବିମାନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବିଜୟୱାଡା: ଦୋହାରୁ ପ୍ରାୟ ୬୪ ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଶନିବାର ଦିନ ବିଜୟୱାଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ ଏୟାରପୋର୍ଟରେ ଅବତରଣ ବେଳେ କାରଣରୁ ନିୟନ୍ତ୍ରଣ ହରାଇ ଏକ ପୋଲ୍ କୁ ଧକ୍କା…

ଚମୋଲି ତପୋବନ ସୁଡ଼ଙ୍ଗରେ ଉଦ୍ଧାର କାର୍ଯ୍ୟ ଜାରି, ଆଉ ୫ ମୃତଦେହ ଉଦ୍ଧାର

ଡେରାଡୁନ୍: ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାରେ ବରଫ ପାହାଡ଼ ଧସି ଭୟଙ୍କର ଜଳ ପ୍ରଳୟକୁ ଦୁଇ ସପ୍ତାହ ବିତିଲାଣି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଉ ସୁଡ଼ଙ୍ଗ ଭିତରୁ ଗୋଟିଏ ପରେ ଗୋଟିଏ ମୃତଦେହ ମିଳିବାରେ ଲାଗିଛି । ତପୋବନ ଓ ରୈଣୀ ଅଞ୍ଚଳରୁ ଶହେରୁ ଅଧିକ ଲୋକ ନିଖୋଜ ଥିବା କୁହାଯାଉଛି…

ଦେଶରେ ବଢୁଛି ଦୈନିକ କରୋନା କେସ୍, ଗତକାଲି ଅପେକ୍ଷା ଆଜି ୨% ଅଧିକ ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ପୁଣି ଭାଇରସ୍ ଭୟ । ହଠାତ୍ ବଢିଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୪ହଜାର ୨୬୪ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ୨ପ୍ରତିଶତ ଅଧିକ ସଂକ୍ରମିତ ହୋଇଛନ୍ତି । ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧କୋଟି…

ଆଜି ବିଜେପି ଜାତୀୟ ଅଧିକାରୀଙ୍କ ବଡ଼ ବୈଠକ; ନିର୍ବାଚନୀ ରାଜ୍ୟ ପାଇଁ ମୋଦୀ ଦେବେ ବିଜୟ ମନ୍ତ୍ର

ନୂଆଦିଲ୍ଲୀ: ରବିବାର ଦିନ ନୂଆଦିଲ୍ଲୀରେ ବିଜେପି ଜାତୀୟ ଅଧିକାରୀଙ୍କ ଏକ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିବେ। ଏହି ବୈଠକ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହା ପୂର୍ବରୁ ଶନିବାର ଦିନ ବିଜେପି କିଛି ପ୍ରମୁଖ ସାଂଗଠନିକ ବୈଠକ କରିଥିଲା। ଏହି ବୈଠକରେ ବିଜେପି…

୧୬ ଘଣ୍ଟା ଚାଲିଲା ଭାରତ-ଚୀନ୍ କମାଣ୍ଡର ସ୍ତରୀୟ ବୈଠକ, ବିବାଦୀୟ ଅଞ୍ଚଳରୁ ସେନା ପ୍ରତ୍ୟାହାର ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦକୁ ନେଇ ଶନିବାର ଦିନ ୧୦ଟାରୁ ବସିଥିବା ଦଶମ ପର୍ଯ୍ୟାୟ ବୈଠକ ରାତି ୨ଟାରେ ସରିଛି । ୧୬ ଘଣ୍ଟାର କମାଣ୍ଡର ସ୍ତରୀୟ ବୈଠକରେ ବିବାଦୀୟ କ୍ଷେତ୍ରରୁ ସୈନ୍ୟ ଅପସାରଣ ଉପରେ ଗୁରୁତ୍ୱ ଦିଆଯାଇଥିବା ସୂଚନା ମିଳିଛି । ସେନା ସୂତ୍ର ଅନୁସାରେ- ଉଭୟ ପଟର…

କୁମ୍ଭ ମେଳା; ଏଥର ‘ଶାହି ସ୍ନାନ’ ଦିନରେ ଭିଆଇପିମାନଙ୍କୁ ଦିଆଯିବନି ସ୍ୱତନ୍ତ୍ର ସୁରକ୍ଷା

ନୂଆଦିଲ୍ଲୀ: ହରିଦ୍ୱାରରେ ଆସନ୍ତା ଏପ୍ରିଲ୍‌ ୧ରେ ଆରମ୍ଭ ହେବାକୁ ଥିବା ଆଗାମୀ କୁମ୍ଭ ମେଳା ସମୟରେ 'ଶାହି ସ୍ନାନ' ଦିନରେ କୁମ୍ବ ମେଲା ଅଞ୍ଚଳରେ କୌଣସି ଭିଆଇପିଙ୍କୁ ସ୍ୱତନ୍ତ୍ର ସୁରକ୍ଷା ଦିଆଯିବ ନାହିଁ। ଯଦି ଭିଭିଆଇପିମାନେ ଏହି ବିଶେଷ ଦିନରେ ଗଙ୍ଗାରେ ପବିତ୍ର ବୁଡ଼ ପକାଇବାକୁ…

ରିଲାଏନ୍ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋରରେ ମିଳିବ ନୂଆ ସାମସଙ୍ଗ ଗାଲାକ୍ସି ଏଫ୍ ୬୨

ନୂଆଦିଲ୍ଲୀ: ରିଲାଏନ୍ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋରରେ ଏବେ ନୂଆ ସାମସଙ୍ଗ ଗାଲାକ୍ସି ଏଫ୬୨ ଉପଲବ୍ଧ ହେବ। ଏହା ଫେବୃୟାରୀ ୨୨ ରୁ ଆରମ୍ଭ ହେବାକୁ ଯାଉଛି। ଗ୍ରାହକ ମାନେ ଏହି ନୂତନ ସାମସଙ୍ଗ ସ୍ମାର୍ଟ ଫୋନକୁ ରିଲାଏନ୍ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋର ଗୁଡିକରୁ କିଣିିପାରିବେ । ନୂଆ …

ବିଜେପି ନେତା ଗିରଫ, ବାଂଲାଦେଶରୁ ଆସି ବେଆଇନ୍ ଭାବେ ଭାରତରେ ରହୁଥିବା ଅଭିଯୋଗ

ମୁମ୍ବାଇ: ୨୦୧୯ ଓ ୨୦୨୦ରେ ସଂଶୋଧିତ ନାଗରିକ ଆଇନକୁ ନେଇ ବେଶ୍ ବିରୋଧ ଦେଖିବାକୁ ମିଳିଥିଲା । କେନ୍ଦ୍ର ସରକାର ସିଏଏକୁ ସମର୍ଥନ କରି କହିଥିଲେ- ଏହି ଆଇନ୍ ଦ୍ୱାରା ଅବୈଧ ଭାବେ ରହୁଥିବା ବାଂଲାଦେଶୀ ଲୋକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଦେଶରୁ ବାହାର କରାଯାଇ ପାରିବ । ମୁମ୍ବାଇରୁ ଜଣେ…

କରୋନା ଟିକାକରଣ; ଏପର୍ଯ୍ୟନ୍ତ ଦିଆଯାଇଛି ୧.୦୮ କୋଟି ଡୋଜ; ୧୨ ଟି ରାଜ୍ୟରେ ୭୫ ପ୍ରତିଶତ ସ୍ୱାସ୍ଥ୍ୟ କର୍ମୀଙ୍କୁ…

ନୂଆଦିଲ୍ଲୀ: କରୋନା ଭୂତାଣୁ ବିରୋଧରେ ଟିକାକରଣ ଅଭିଯାନରେ ଦେଶରେ ଏପର୍ଯ୍ୟନ୍ତ ୧.୦୮ କୋଟି ଟିକା ଦିଆଯାଇଛି। ଶନିବାର ଦିନ ଦିଆଯାଇଥିବା ୧.୮୬ ଲକ୍ଷ ଡୋଜ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। କେନ୍ଦ୍ର ଯୁଗ୍ମ ସ୍ୱାସ୍ଥ୍ୟ ସଚିବ…

ଫେସ୍‌ବୁକ୍‌ ବିରୋଧରେ ଅନ୍‌ଲାଇନ୍‌ ଠକେଇ ଅଭିଯୋଗର ତଦନ୍ତ କରିବାକୁ ଜମ୍ମୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ହାଇକୋର୍ଟ ୟୁଟି କ୍ରାଇମ ଶାଖାକୁ ଫେସବୁକ୍ ଇଣ୍ଡିଆ ଅନ୍ଲାଇନ୍ ସର୍ଭିସେସ୍ ଏବଂ ଅନ୍ୟ ୭ ଜଣଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକରଣ କରିବାକୁ ଏବଂ ସେମାନଙ୍କ ବିରୋଧରେ ଅନଲାଇନ୍ ଠକେଇ ଅଭିଯୋଗର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ପେଶାଲ ରେଲୱେ…