Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନୂଆ ଲକର ନିୟମ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଆରବିଆଇକୁ ୬ ମାସ ମହଲତ

ନୂଆଦିଲ୍ଲୀ: ବ୍ୟାଙ୍କ ଗୁଡିକରେ ନୂଆ ଲକର ନିୟମ ଆଣିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ୬ମାସ ମଧ୍ୟରେ ନିୟମ ପ୍ରସ୍ତୁତ କରିବାକୁ ଆରବିଆଇକୁ ମହଲତ ଦିଆଯାଇଛି। ସୁପ୍ରିମକୋର୍ଟ କହିଛନ୍ତି ଯେ ବ୍ୟାଙ୍କ ଗୁଡିକ ହେଉଛନ୍ତି ଲୋକଙ୍କ ସମ୍ପତ୍ତିର ଜଗୁଆଳି। ୟୁନାଇଟେଡ୍…

ଲାଲୁଙ୍କୁ ମିଳିଲାନି ଜାମିନ

ରାଞ୍ଚି : ପୁଣି ନିରାଶ ହେଲେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବ । କାରଣ ଲାଲୁଙ୍କୁ ଏଥର ବି ମିଳିଲାନି ଜାମିନ । ଦୁମକା କୋଷାଗାର ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଗୋଖାଦ୍ୟ ଦୁର୍ନୀତି…

ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର ଅସୁସ୍ଥ, ଦିଲ୍ଲୀ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର ଶ୍ବାସକ୍ରିୟା କରିବାରେ କଷ୍ଟ ଅନୁଭବ କରିବା ପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଏନେଇ ପ୍ରଜ୍ଞା ଠାକୁରଙ୍କ…

ମୁମ୍ବାଇରେ ଲାଗୁ ହେଲା ୩୬ ଘଣ୍ଟିଆ କର୍ଫ୍ୟୁ

ମୁମ୍ବାଇ : ପୁଣି ଚିନ୍ତା ବଢ଼ାଇଲା କରୋନା ଭାଇରସ୍‌ । ଭ୍ୟାକସିନ ମିଳିବା ପରେ ଚାଲିଛି ଟିକାକରଣ । ହେଲେ ମହାମାରୀ କରୋନା ମହାରାଷ୍ଟ୍ର ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି । ରାଜ୍ୟରେ ଲଗାତର ଭାବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଉଦ୍ଧବ ଠାକରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି…

ଅମିତ ଶାହାଙ୍କ ବିରୋଧରେ ମାନହାନୀ କେସ୍‌ କଲେ ମମତାଙ୍କ ପୁତୁରା

କୋଲକାତା: ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିରୋଧରେ ମମତା​‌ ବାନାର୍ଜୀଙ୍କ ପୁତୁରା ମାନହାନୀ ମକଦ୍ଦମା କରିଛନ୍ତି । ଏହି ମାମଲାରେ ଶୁଣାଣି କରିବା ସହ ଏମପି-ଏମଏଲଏଙ୍କ ସ୍ବତନ୍ତ୍ର କୋର୍ଟ ଅମିତ ଶାହାଙ୍କୁ ୨୨ ଫେବୃଆରୀରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ।…

ବ୍ୟାଙ୍କ ଘରୋଇକରଣ ଲାଗି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବ୍ୟାଙ୍କ ୟୁନିୟନଙ୍କ ବିରୋଧ, ମାର୍ଚ୍ଚ ୧୦ରେ ସଂସଦ…

ନୂଆଦିଲ୍ଲୀ: ବ୍ୟାଙ୍କ ଘରୋଇକରଣ ଲାଗି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବ୍ୟାଙ୍କ ୟୁନିୟନମାନେ ବିରୋଧ କରିଛନ୍ତି । ଏଥିପାଇଁ ସାରା ଦେଶରେ ବ୍ୟାଙ୍କ କର୍ମଚାରୀମାନେ ବିଭିନ୍ନ ରାଜ୍ୟର ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହା ସତ୍ତ୍ୱେ ଯଦି ସରକର ନିଷ୍ପତ୍ତି ପ୍ରତ୍ୟାହାର ନ କରନ୍ତି…

କାର୍‌ରେ ଡ୍ରଗ୍ସ ଆଣୁଥିବା ଅଭିଯୋଗରେ ବିଜେପି ଯୁବ ନେତ୍ରୀଙ୍କୁ ଗିରଫ କଲା ପୋଲିସ୍

କୋଲକାତା: କାର୍‌ରେ କୋକିନ୍‌ ଆଣୁଥିବା ବେଳେ ବିଜେପି ଯୁବ ନେତ୍ରୀ ଗିରଫ । ଗିରଫ ନେତ୍ରୀଙ୍କ ନାଁ ପାମେଲା ଗୋସ୍ୱାମୀ । ସେ ନିଜ କାର୍‌ରେ କୋକିନ୍ ନେଇଯାଉଥିବା ବେଳେ ତାଙ୍କୁ ଗିରଫ କରିଛି କୋଲକାତା ପୋଲିସ୍ । ଏଥିସହିତ ପାମେଲାଙ୍କ ବନ୍ଧୁ ପ୍ରବୀର କୁମାର ଦେଙ୍କୁ ମଧ୍ୟ କୋଲକାତାର ନ୍ୟୁ…

ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ, ପାଇଲଟ୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁର୍ଘଟଣାରୁ ବର୍ତ୍ତିଲେ ୧୦୪ ଯାତ୍ରୀ

ତିରୁବନନ୍ତପୁରମ୍‌:ଶାରଜାହରୁ କାଲୀକଟ ଯିବାକୁ ଥିବା ଏୟାର ଇଣ୍ଡିଆ ବିମାନ ତିରୁବନନ୍ତପୁରମ୍‌ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି । ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ବିମାନଟି ଜରୁରୀ ଅବତରଣ କରିଥିବା ସୂଚନା ମିଳିଛି । ତେବେ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ…

ଶତ୍ରୁ ସଂହାର କରିବ ହେଲିନା ମିସାଇଲ୍‌, ରାଜସ୍ଥାନରେ ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ସରକାରଙ୍କ ଆତ୍ମନିର୍ଭର ଭାରତ ଅଭିଯାନର ସଫଳତାରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି । ହେଲିକପ୍ଟର୍‌ରୁ କ୍ଷେପଣ କରାଯାଉଥିବା ଅତ୍ୟାଧୁନିକ ଏଣ୍ଟି-ଟ୍ୟାଙ୍କ ଗାଇଡେଡ୍‌ ମିସାଇଲ୍ ହେଲିନାକୁ ରାଜସ୍ଥାନରେ ସଫଳ ପରୀକ୍ଷଣ କରାଯାଇଛି । ପୋଖରାନ୍‌ରେ ହୋଇଥିବା ଏହି ପରୀକ୍ଷଣରେ ହେଲିନା…

ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ବୈଦ୍ୟୁତିକ ଯାନ ବ୍ୟବହାର ବାଧ୍ୟତାମୂଳକ ହେବା ଉଚିତ; ନିତିନ ଗଡକରୀ

ନୂଆଦିଲ୍ଲୀ: ପରିବହନ ମନ୍ତ୍ରୀ ନିତିନ ଗଡକରୀ ଶୁକ୍ରବାର ଦିନ ସରକାରୀ ମନ୍ତ୍ରଣାଳୟ ଏବଂ ବିଭାଗର ସମସ୍ତ ଅଧିକାରୀଙ୍କ ପାଇଁ ବୈଦ୍ୟୁତିକ ଯାନ ବ୍ୟବହାରକୁ ବାଧ୍ୟତାମୂଳକ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି। ପରିବାରମାନଙ୍କୁ ରନ୍ଧନ ଗ୍ୟାସ କିଣିବା ପାଇଁ ସହାୟତା ଦେବା ପରିବର୍ତ୍ତେ…