Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲାଲ ସଙ୍କେତରେ ସେନସେକ୍ସ, ନିଫ୍ଟି କାରବାର ହ୍ରାସ

ନୂଆଦିଲ୍ଲୀ:ସେୟାର ବଜାରରେ ଫ୍ଲାଟ୍ ଆରମ୍ଭ । ସେୟାର ବଜାରରେ କାରବାର ଲଗାତାର ଭାବେ ହ୍ରାସ ପାଇବାରେ ଲାଗିଛି । ଚଳିତ ସପ୍ତାହର ଆରମ୍ଭରେ ବିଏସଇ ସେନସେକ୍ସ ୫୨ ହଜାର ପାର କରିବା ପରେ ପରବର୍ତ୍ତି ଦିନମାନଙ୍କରେ ଲଗାତାର ଭାବେ ହ୍ରାସ ପାଇବାରେ ଲାଗିଛି ।  ଶୁକ୍ରବାର କାରବାରର ଶେଷ ଦିନରେ…

ମଣିଷଙ୍କ ନିକଟରେ କରୋନା ବିସ୍ତାର କରିବାର ଏକ ପ୍ରମୁଖ କାରଣ ହୋଇପାରେ ଠେକୁଆ; ‘ହୁ’

ନୂଆଦିଲ୍ଲୀ: ମହାମାରୀର ମୂଳ ଅନୁସନ୍ଧାନ କରୁଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ଚାଇନାର ଉହାନ ବଜାରରେ ବିକ୍ରି ହୋଇଥିବା ବ୍ୟାଜର୍ ଏବଂ ଠେକୁଆ ଯୋଗୁ କରୋନାଭାଇରସ୍ ମାନବଙ୍କ ନିକଟକୁ ବିସ୍ତାର କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଇପାରେ।…

କରୋନା ସହ ଲଢିବା ପାଇଁ କରୋନିଲ୍ ହେଉଛି ପ୍ରଥମ ପ୍ରମାଣ ଭିତ୍ତିକ ଔଷଧ; ପତଞ୍ଜଳି

ନୂଆଦିଲ୍ଲୀ: ଶୁକ୍ରବାର ଦିନ ହରିଦ୍ୱାର ସ୍ଥିତ ପତଞ୍ଜଳି ଆୟୁର୍ବେଦ କହିଛି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପ୍ରମାଣୀକରଣ ଯୋଜନା ଅନୁଯାୟୀ କରୋନିଲ ବର୍ତ୍ତମାନ ଆୟୁଷ ମନ୍ତ୍ରଣାଳୟରୁ ପ୍ରମାଣପତ୍ର ଗ୍ରହଣ କରିଛନ୍ତି। କୋଭିଡ-୧୯ ସହିତ ଲଢିବା ପାଇଁ ଏହା ହେଉଛି ପ୍ରଥମ ପ୍ରମାଣ ଭିତ୍ତିକ…

ଶ୍ରୀନଗରରେ ପୋଲିସ ଟିମ୍ ଉପରେ ଆତଙ୍କବାଦୀ ଆକ୍ରମଣ,୨ ପୋଲିସ କର୍ମୀ ସହିଦ

ଶ୍ରୀନଗର: ଜମ୍ମୁ-କାଶ୍ମୀର ଶ୍ରୀନଗରରେ ପୁଣି ଆତଙ୍କବାଦୀ ଆକ୍ରମଣ । ଶ୍ରୀନଗରରେ ବାରାଜୁଲ୍ଲା ଅଞ୍ଚଳରେ ପୋଲିସ ପାଟ୍ରୋଲିଂ ଟିମ୍ ଉପରେ ଆତଙ୍କବାଦୀମାନେ ଗୁଳିମାଡ କରିଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ୨ ପୋଲିସ କର୍ମୀ ସହିଦ ହୋଇଛନ୍ତି । ଗୁଳିମାଡ଼ର ପୁରା ଭିଡିଓ ସିସିଟିଭିରେ କଏଦ ହୋଇଛି ।…

ଟୁଲ୍କିଟ୍ ଷଡଯନ୍ତ୍ର ମାମଲା: ଆଜି କୋର୍ଟରେ ହାଜର ହେବେ ଦିଶା ରବି

ନୂଆଦିଲ୍ଲୀ: କୃଷକଙ୍କ ଆନ୍ଦୋଳନ ସହ ଜଡିତ 'ଟୁଲ୍କିଟ୍' ଷଡଯନ୍ତ୍ର ମାମଲାରେ ଗିରଫ ହୋଇଥିବା ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବି ଶୁକ୍ରବାର ଦିନ ପଟିଆଲା କୋର୍ଟରେ ହାଜର ହେବେ। ଆଶା କରାଯାଉଥିବା ଶୁଣାଣିର ଫଳାଫଳ ସ୍ଥିର କରିବ ଯେ ବେଙ୍ଗାଲୁରୁର ୨୨ ବର୍ଷୀୟ ଜଳବାୟୁ କାର୍ଯ୍ୟକର୍ତ୍ତାଙ୍କୁ…

ଦୁଃଖଦ ଘଟଣା : ୧୫ ଦିନ ତଳେ ନିର୍ବନ୍ଧ ହୋଇଥିବା ମୂକବଧୀର ଯୋଡିଙ୍କ ମୃତଦେହ ଉଦ୍ଧାର

ସୁରଟ: ସୁରଟର ନାନପୁରା ଅଂଚଳରେ ଏକ ଦୁଃଖଦ ଘଟଣା ଘଟିଛି । ୧୫ ଦିନ ତଳେ ନିର୍ବନ୍ଧ ସମ୍ପନ୍ନ ହୋଇଥିବା ଏକ ମୁକବଧୀର ଯୋଡିଙ୍କ ମୃତଦେହ ବାଥରୁମରୁ ଉଦ୍ଧାର ହୋଇଛି । ଉଭୟ ଫେସବୁକ ମାଧ୍ୟମରେ ପରସ୍ପର ନିକଟତର ହେବା ସହ ପ୍ରେମରେ ପଡିଥିଲେ । ଉଭୟଙ୍କ ବିବାହ ଏପ୍ରିଲରେ ହେବାକୁ ଥିଲା । ୨୧ ବର୍ଷୀୟ…

ବିଧାୟକଙ୍କ ଦରବୃଦ୍ଧି ପ୍ରତିବାଦ; ସାଇକେଲରେ ବିଧାନସଭା ଆସିଲେ, ଚୂଲ୍ଲା ଟେକି ଆଣିଲେ

ପାଟଣା: ଲଗାତାର ଭାବେ ବଢ଼ି ଚାଲିଛି ପେଟ୍ରୋଲ-ଡିଜେଲ ସହ ଏଲପିଜି ଦର । ଯାହାର ପ୍ରଭାବ ପଡ଼ିଛି ସିଧା ଖାଉଟିଙ୍କ ଉପରେ । ପେଟ୍ରୋଲଜାତ ପଦାର୍ଥର ଅହେତୁକ ଦରବୃଦ୍ଧିକୁ ନେଇ ରାଜନୀତି ବି ଆରମ୍ଭ ହୋଇଯାଇଛି । ସରକାର ବିଧାୟକମାନଙ୍କ ଲାଗି ଗାଡ଼ି ସହ ତେଲଖର୍ଚ୍ଚ ଯୋଗାଇ ଦେଉଛନ୍ତି । ଦରବୃଦ୍ଧି…

ଦୋଷୀ ନିର୍ଦ୍ଧାରଣ କରିବାରେ ଲିଙ୍ଗ, ବୟସ, ବୃତି ପ୍ରାସଙ୍ଗିକତାର ଆବଶ୍ୟକତା ନାହିଁ: ଶାହ

ନୂଆଦିଲ୍ଲୀ: ଅପରାଧର ଦୋଷ ନିର୍ଦ୍ଧାରଣ କରିବାରେ ବୟସ, ଲିଙ୍ଗ, ବୃତି କିମ୍ବା ଜାତିର ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର କହିଛନ୍ତି । ଟୁଲକିଟ ମାମଲାରେ ଗିରଫ ହୋଇଥିବା କ୍ଲାଇମେଟ ଆକ୍ଟିଭିଷ୍ଟ ଦିଶା ରବିଙ୍କ ସପକ୍ଷରେ ଯୁକ୍ତି ବାଢ଼ୁଥିବା ବିରୋଧୀଙ୍କୁ…

ଆସନ୍ତାକାଲି ଭାରତ ଏବଂ ଚୀନ୍ ମଧ୍ୟରେ ହେବ ଦଶମ ପର୍ଯ୍ୟାୟ ଆଲୋଚନା

ନୂଆଦିଲ୍ଲୀ: ଶନିବାର ଦିନ ଭାରତ ଏବଂ ଚୀନ୍ ମଧ୍ୟରେ ଦଶମ ପର୍ଯ୍ୟାୟ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା କରାଯିବ। ଏବଂ ଅନ୍ୟ ଜରୁରୀ ପ୍ରସଙ୍ଗ ସମ୍ପର୍କରେ ମଧ୍ୟ ଆଲୋଚନା କରାଯିବ। ମୋଲଡୋରେ LAC ର ଚୀନ୍ ପାର୍ଶ୍ୱରେ ଆଲୋଚନା ଅନୁଷ୍ଠିତ ହେବ।

ଉତ୍ତରାଖଣ୍ଡ ବିପର୍ଯ୍ୟୟ; ୬୦ ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ବନ୍ୟା ପ୍ରଭାବିତ ଚାମୋଲି ଜିଲ୍ଲାରୁ ଉଦ୍ଧାରକାରୀମାନେ ୬୧ ଟି ମୃତଦେହ ଉଦ୍ଧାର କରିଥିବା ନେଇ ଅଧିକାରୀମାନେ ଶୁକ୍ରବାର ଦିନ କହିଛନ୍ତି। ଜିଲ୍ଲା ମାଜିଷ୍ଟ୍ରେଟ୍ କହିଛନ୍ତି ଯେ ୩୪ ଟି ମୃତଦେହ ଚିହ୍ନଟ କରାଯାଇଛି। ଭଦୋରିଆ କହିଛନ୍ତି, "... ତାପୋବନରେ ଥିବା…