Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମଧ୍ୟପ୍ରଦେଶ ବସ୍ ଦୁର୍ଘଟଣା: ଆଉ ୪ ମୃତଦେହ ଉଦ୍ଧାର; ମୃତ୍ୟୁ ସଂଖ୍ୟା ୫୧ କୁ ବୃଦ୍ଧି

ନୂଆଦିଲ୍ଲୀ: ବୁଧବାର ସକାଳେ ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାର ବସ୍ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୫୧ କୁ ବୃଦ୍ଧି ପାଇଛି ବୋଲି ପୋଲିସ କହିଛି। ମଙ୍ଗଳବାର ଦିନ ୨୦ ଜଣ ମହିଳା ଏବଂ ଦୁଇ ଶିଶୁଙ୍କ ସମେତ ୪୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ମଙ୍ଗଳବାର ବିଳମ୍ବିତ ରାତିରେ…

୧୫ ବର୍ଷ ଝିଅର ବେକରୁ ବାହାରିଲା ୩.୫ କେଜିର ଟ୍ୟୁମର; ବେଙ୍ଗାଲୁରୁ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଥିବା ଏକ ଡାକ୍ତରଖାନାର ଡାକ୍ତରମାନେ ଏକ ବିରଳ ଏବଂ ସଫଳ ଅସ୍ତ୍ରୋପଚାର କରିଛନ୍ତି। ଏକ ୧୫ ବର୍ଷର ଝିଅଟିର ବେକରୁ ୩.୫ କିଲୋଗ୍ରାମର ଟ୍ୟୁମର ବାହାର କରିଛନ୍ତି। ଝିଅଟିର ବେକରୁ ଛାତି ପର୍ଯ୍ୟନ୍ତ ଲମ୍ବିଥିବା ଏହି ଟ୍ୟୁମର ଏକ ଦଶନ୍ଧିରୁ ଅଧିକ ସମୟ ଧରି ଝିଅର…

୧୩୦ କୋଟି ଭାରତୀୟଙ୍କ ଆକାଂକ୍ଷା ସରକାରଙ୍କୁ ଶୀଘ୍ର ଗତି କରିବାକୁ ପ୍ରେରିତ କରୁଛି; ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ନ୍ୟାସନାଲ ଆସୋସିଏସନ୍ ଅଫ୍ ସଫ୍ଟୱେର୍ ଆଣ୍ଡ ସର୍ଭିସ୍ କମ୍ପାନୀ (ନାସସ୍କୋମ୍) ର ଟେକ୍ନୋଲୋଜି ଏବଂ ଲିଡରସିପ୍ ଫୋରମ୍ (NTLF) କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହା ହେଉଛି ଏକ ସମୟ…

ବର୍ଷେ ପରେ ସାମ୍ନାକୁ ଆସିଲେ କିମ୍ ଜୋଙ୍ଗ୍ ଉନଙ୍କ ପତ୍ନୀ 

ନୂଆଦିଲ୍ଲୀ: ପାଖାପାଖି ବର୍ଷେ ନିଖୋଜ ରହିବା ପରେ ବର୍ତ୍ତମାନ ସାମ୍ନାକୁ ଆସିଛନ୍ତି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନଙ୍କ ପତ୍ନୀ । ରି ସୋଲଜୁ ସ୍ୱାମୀ କିମ ଜୋଙ୍ଗ ଉନଙ୍କ ସହ ନଜର ଆସିଛନ୍ତି ।  ଉତ୍ତର କୋରିଆରେ ପୂର୍ବତନ ଶାସକ କିମ ଜୋଙ୍ଗ-୨ଙ୍କ ଜନ୍ମଦିନକୁ ‘ଡେ ଅଫ ଦ…

ମାନବିକ ଅଧିକାରର ଉଲ୍ଲଂଘନକୁ ନେଇ ଚୀନ୍‌କୁ ବାଇଡେନଙ୍କ କଡା ଚେତାବନୀ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଙ୍ଗଳବାର ଦିନ ହଂକଂରେ ମାନବ ଅଧିକାର ଉଲ୍ଲଂଘନ ତଥା ଜିନଜିଆଙ୍ଗରେ ଉଇଗୁରୁଙ୍କ ବିରୋଧରେ ଚୀନ୍‌କୁ ଚେତାବନୀ ଦେଇଛନ୍ତି। ଆମେ ମାନବିକ ଅଧିକାର ପାଇଁ ଛିଡା ହେବା ଆବଶ୍ୟକ ବୋଲି ବାଇଡେନ କାର୍ଯ୍ୟଭାର ଗ୍ରହଣ କରିବା ପରେ ତାଙ୍କର ପ୍ରଥମ ଟାଉନ…

ପ୍ରଥମଥର ଫାଶୀ ପାଇବେ କୌଣସି ମହିଳା, ସାତ ଜଣ ସମ୍ପର୍କୀୟଙ୍କୁ କୁରାଢୀରେ ହାଣି କରିଥିଲେ ନିର୍ମମ ହତ୍ୟା

ମଥୁରା: ସ୍ୱାଧୀନ ଭାରତରେ ପ୍ରଥମ ଥର କୌଣସି ମହିଳା କଏଦୀ ଫାଶୀ ପାଇବାକୁ ଯାଉଛନ୍ତି । ଆଜି ପର୍ଯ୍ୟନ୍ତ କୌଣସି ମହିଳାଙ୍କୁ ଫାଶୀ ଦିଆଯାଇନାହିଁ । ଏବେ କିନ୍ତୁ ଏହି କଥାରେ ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି ।  ଉତ୍ତରପ୍ରଦେଶର ମଥୁରା ସ୍ଥିତ ଅମରୋହ ଅଞ୍ଚଳର ଘଟଣା । ସେଠାକାର ସବନମ ନାମକ…

ଭାରତରେ କରୋନାର ନୂଆ ଷ୍ଟ୍ରେନ୍, ଜାଣନ୍ତୁ କେତେ ମାରାତ୍ମକ…

ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣ ହ୍ରାସ ପାଉଥିବା ବେଳେ ଭୂତାଣୁର ନୂଆ ରୂପ ସାମ୍ନାକୁ ଆସିଛି । କରୋନାର ନୂଆ ଷ୍ଟ୍ରେନ୍ ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲରୁ ଫେରିଥିବା ଲୋକଙ୍କ ଠାରେ ଚିହ୍ନଟ ହୋଇଛି । ୪ ଜଣଙ୍କ ଠାରେ ଦକ୍ଷିଣ ଆଫ୍ରିକା ଓ ଜଣଙ୍କ ଠାରେ ବ୍ରାଜିଲ୍ ଭାରିଆଣ୍ଟ ମିଳିଛି ।…

ଡାକ୍ତରଖାନାରେ ଭର୍ତ୍ତି ହେଲେ ଆତ୍ମଘୋଷିତ ଗଡ୍‌ମ୍ୟାନ ଅସାରାମ ବାପୁ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଛାତି ଯନ୍ତ୍ରଣା, ଅସ୍ଥିରତା, ଆଣ୍ଠୁରେ ଅସ୍ୱାଭାବିକତା ଏବଂ ଅନ୍ୟାନ୍ୟ ଅସୁସ୍ଥତା ଅନୁଭବ କରିବା ପରେ ଆତ୍ମଘୋଷିତ ଗଡମ୍ୟାନ ଅସାରାମ ବାପୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବଳାତ୍କାର ମାମଲାରେ ସେ ଯୋଧପୁର କେନ୍ଦ୍ରୀୟ ଜେଲରେ ଆଜୀବନ କାରାଦଣ୍ଡ…

ମହାରାଷ୍ଟ୍ର ସରକାରଙ୍କ ଚେତାବନୀ; ରାଜ୍ୟରେ ପୁଣି ହୋଇପାରେ ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ କରୋନାଭାଇରସ୍ ସଂଖ୍ୟା ଗତ ଦୁଇ ସପ୍ତାହ ମଧ୍ୟରେ ବୃଦ୍ଧି ପାଇଥିବାରୁ ରାଜ୍ୟ ସଭା ତଥା ଲୋକଙ୍କ ଗତିବିଧି ଉପରେ କିଛି ପ୍ରତିବନ୍ଧକ ସୃଷ୍ଟି କରିଛି। ଯଦି ଆବଶ୍ୟକ ଅନୁଭବ ହୁଏ ତେବେ ପୁଣି ଥରେ ଲକ୍‌ଡାଉନ୍‌ ଭଳି ପରିସ୍ଥିିତି ଉପୁଜିବ ବୋଲି ରାଜ୍ୟ ସରକାର ଚେତାବନୀ…

ପୁଡୁଚେରୀର ଉପରାଜ୍ୟପାଳ ପଦରୁ ହଟିବା ପରେ କ’ଣ ରହିଛି କିରଣ ବେଦୀଙ୍କ ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଗତକାଲି କିରଣ ବେଦୀଙ୍କୁ ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦରୁ ହଠାତ୍ ହଟାଇ ଦିଆଯାଇଥିଲା। ଦୀର୍ଘ ଦିନ ଧରି ଶାସକ କଂଗ୍ରେସ ତାଙ୍କୁ ହଟାଇବାକୁ ଦାବି କରିଆସୁଥିଲା। ଅନେକ ପ୍ରସଙ୍ଗରେ କିରଣ ବେଦୀ ଏବଂ ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ରାଷ୍ଟ୍ରପତି ଭବନ…