Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୨,୮୮୧; ମୃତ୍ୟୁ ସଂଖ୍ୟା ୧୦୧

ନୂଆଦିଲ୍ଲୀ: ଦେଶରେ ଧୀରେ ଧୀରେ କରୋନା ମାମଲାରେ କମିବାରେ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୨,୮୮୧ ଟି ନୂଆ ମାମଲା ରୁଜୁ ହୋଇଛି ଏବଂ ୧୦୧ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରତିଦିନ କରୋନା ରୋଗୀମାନେ ମଧ୍ୟ ସୁସ୍ଥ ହେଉଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୧୧,୯୮୭ ରୋଗୀ ଡିସଚାର୍ଜ ମଧ୍ୟ…

ବିଲରୁ ସନ୍ଦିଗ୍ଧ ଅବସ୍ଥାରେ ୩ ନାବାଳିକା ଉଦ୍ଧାର, ୨ ମୃତ, ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

କାନପୁର: ପୁଣି ଉତ୍ତରପ୍ରଦେଶ ଉନ୍ନାଓରେ ଦଳିତ ନାବାଳିକାଙ୍କ ମୃତ୍ୟୁ । ବୁଧବାର ଉନ୍ନାଓର ଅସୋହାର ଚାଷ ଜମିରୁ ୩ ଜଣ ନାବାଳିକା ସନ୍ଦିଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିଲେ । ସେଥି ମଧ୍ୟରୁ ୨ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଜଣଙ୍କ ଟିକିତ୍ସା କାନପୁର ରିଜେନ୍ସି ମେଡିକାଲରେ ଚାଲିଛି…

ଆରପାରିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ କ୍ୟାପ୍ଟେନ ସତୀଶ ଶର୍ମା

ନୂଆଦିଲ୍ଲୀ: ଆରପାରିରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କ୍ୟାପ୍ଟେନ ସତୀଶ ଶର୍ମାଙ୍କ ପରଲୋକ। ବୁଧବାର ରାତିରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ସେ କ୍ୟାନ୍ସର ରୋଗରେ ପୀଡିତ ଥିଲେ। ଏନେଇ କଂଗ୍ରେସ ନେତା ଜିତିନ…

କୃଷକ ନେତାଙ୍କ ହତ୍ୟା ଷଡଯନ୍ତ୍ର ରଚୁଛନ୍ତି ଖଲିସ୍ତାନୀ ଆତଙ୍କୀ

ନୂଆଦିଲ୍ଲୀ:କୃଷକ ଆନ୍ଦୋଳନ ମାଧ୍ୟମରେ ଖଲିସ୍ତାନୀ ଆତଙ୍କୀ ଦେଶରେ ଅଶାନ୍ତି ରଚିବା ପାଇଁ ଉଦ୍ୟମ କରୁଛନ୍ତି । କେନ୍ଦ୍ର ସରକାର ଓ କୃଷକମାନଙ୍କ ମଧ୍ୟରେ ଠିକ୍ ଭାବେ ବୁଝାମଣା ହୋଇପାରି ନ ଥିବାରୁ ଏବେ ବି ଆନ୍ଦୋଳନ ବଳବତର ରହିଛି । ଭାରତର ଗୋଇନ୍ଦା ସଂସ୍ଥା ର’ ଏବଂ ଆଇବି ସରକାରଙ୍କୁ ଆଉ ଏକ…

ଦେଶରେ ଗତ ୧୦ ବର୍ଷ ମଧ୍ୟରେ ପ୍ରାୟ ୫ ଲକ୍ଷ ପଶୁ ଅପରାଧର ଶିକାର ହୋଇଛନ୍ତି

ନୂଆଦିଲ୍ଲୀ: ଭାରତରେ ପଶୁମାନଙ୍କ ପ୍ରତି ହେଉଥିବା ହିଂସା ବିଷୟରେ ସଦ୍ୟତମ ରିପୋର୍ଟ ଅନୁଯାୟୀ, ୨୦୧୦ ରୁ ୨୦୨୦ ମଧ୍ୟରେ ପ୍ରାୟ ୫ ଲକ୍ଷ ପ୍ରାଣୀ ଅପରାଧର ଶିକାର ହୋଇଛନ୍ତି। ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଆନିମଲ୍ ପ୍ରୋଟେକସନ୍ ଅର୍ଗାନାଇଜେସନ୍ସ (FIAPO) ଏବଂ ଅଲ୍ କ୍ରିଏଟିଭ୍ ଗ୍ରେଟ୍ ଆଣ୍ଡ…

ଜାତିସଂଘ ସୁରକ୍ଷା ପରିଷଦର ପ୍ରମୁଖ ପ୍ରସଙ୍ଗ ଉପରେ ଘନିଷ୍ଠ ଭାବେ କାର୍ଯ୍ୟ କରିବେ ଭାରତ ଏବଂ ରୁଷିଆ

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦର ପ୍ରମୁଖ ପ୍ରସଙ୍ଗ ଉପରେ ଭାରତ ଏବଂ ରୁଷିଆ ଦୁଇ ଦେଶ ମଧ୍ୟରେ ସ୍ୱତନ୍ତ୍ର ତଥା ସୁବିଧାଜନକ ରଣନୀତିକ ଭାଗିଦାରୀକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବାକୁ ସହମତ ହୋଇଛନ୍ତି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ର ଏଜେଣ୍ଡା ଉପରେ ଥିବା ପ୍ରସଙ୍ଗଗୁଡିକ…

ପୁଣିଥରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତାଲିକାର ଶୀର୍ଷରେ ଜେଫ୍ ବେଯୋଶ୍

ନୂଆଦିଲ୍ଲୀ: ଆମାଜନ ସିଇଓ ଜେଫ୍ ବେଯୋଶ୍ ପୁଣିଥରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତାଲିକାର ଶୀର୍ଷକୁ ଆସିଛନ୍ତି । ଟେସ୍ଲା ସିଇଓ ଏଲନ୍ ମସ୍କଙ୍କୁ ପଛରେ ପକାଇ ଦେଇଛନ୍ତି । ଟେସ୍ଲା ଇନ୍ସ ସେୟର୍ସ ଖସିଯିବାରୁ ଏଲନ୍ ମସ୍କ ପ୍ରଥମ ସ୍ଥାନରୁ ଖସି ଦ୍ୱିତୀୟ ସ୍ଥାନକୁ ଆସିଛନ୍ତି ।  ବ୍ଲୁମବର୍ଗ…

ଏମ୍‌.ଜେ ଆକବର ଏବଂ ପ୍ରିୟା ରମାନି ‘ମିଠୁ’ ମାମଲା; ନିର୍ଦ୍ଦୋଷରେ ଖଲାସ ହେଲେ ପ୍ରିୟା ରମାନି

ନୂଆଦିଲ୍ଲୀ: ଏମ୍‌.ଜେ ଆକବର୍‌ଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିବା ତଥା ପୂର୍ବତନ ସାମ୍ବାଦିକଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ଅଭିଯୋଗରେ ଦିଲ୍ଲୀର ଏକ କୋର୍ଟ ବୁଧବାର ଦିନ ଏମ.ଆର ଆକବରଙ୍କ ମିଠୁ ମାମଲାରେ ରାୟ ପ୍ରକାଶ କରିଛନ୍ତି। କୋର୍ଟ ପୂର୍ବତନ ସାମ୍ବାଦିକା ପ୍ରିୟା…

ମଧ୍ୟପ୍ରଦେଶ ବସ୍ ଦୁର୍ଘଟଣା: ଆଉ ୪ ମୃତଦେହ ଉଦ୍ଧାର; ମୃତ୍ୟୁ ସଂଖ୍ୟା ୫୧ କୁ ବୃଦ୍ଧି

ନୂଆଦିଲ୍ଲୀ: ବୁଧବାର ସକାଳେ ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାର ବସ୍ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୫୧ କୁ ବୃଦ୍ଧି ପାଇଛି ବୋଲି ପୋଲିସ କହିଛି। ମଙ୍ଗଳବାର ଦିନ ୨୦ ଜଣ ମହିଳା ଏବଂ ଦୁଇ ଶିଶୁଙ୍କ ସମେତ ୪୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ମଙ୍ଗଳବାର ବିଳମ୍ବିତ ରାତିରେ…

୧୫ ବର୍ଷ ଝିଅର ବେକରୁ ବାହାରିଲା ୩.୫ କେଜିର ଟ୍ୟୁମର; ବେଙ୍ଗାଲୁରୁ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଥିବା ଏକ ଡାକ୍ତରଖାନାର ଡାକ୍ତରମାନେ ଏକ ବିରଳ ଏବଂ ସଫଳ ଅସ୍ତ୍ରୋପଚାର କରିଛନ୍ତି। ଏକ ୧୫ ବର୍ଷର ଝିଅଟିର ବେକରୁ ୩.୫ କିଲୋଗ୍ରାମର ଟ୍ୟୁମର ବାହାର କରିଛନ୍ତି। ଝିଅଟିର ବେକରୁ ଛାତି ପର୍ଯ୍ୟନ୍ତ ଲମ୍ବିଥିବା ଏହି ଟ୍ୟୁମର ଏକ ଦଶନ୍ଧିରୁ ଅଧିକ ସମୟ ଧରି ଝିଅର…