Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୁନଃନିର୍ମାଣ ପାଇଁ ୧୪ ଦିନ ବନ୍ଦ ରହିବ ପୁଣେ ବିମାନବନ୍ଦର

ପୁଣେ : ପୁଣେ ବିମାନବନ୍ଦରରୁ ୧୪ ଦିନ ଉଡ଼ିବନି ବିମାନ । ରନ୍‌ଓ୍ବେ ପୁନଃନିର୍ମାଣ ହେବାକୁ ଥିବାରୁ ଏପ୍ରିଲ୍‌ ୨୬ରୁ ମେ’ ୯ ଯାଏ ପୁଣେ ବିମାନବନ୍ଦରରୁ ଉଡ଼ିବନି ବିମାନ। ଏନେଇ ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ମିଳିଛି। ସେହିପରି ୧୪ ଦିନ ବିମାନ ଉଡ଼ାଣ ପ୍ରଭାବିତ ହେବା ନେଇ ସ୍ପଷ୍ଟ…

୧ ଲକ୍ଷ ୩୦ ହଜାର କୋଟିରେ ୧୧୪ ଲଢ଼ୁଆ ବିମାନ କିଣିବ ଭାରତୀୟ ବାୟୁ ସେନା

ନୂଆଦିଲ୍ଲୀ: ଭାରତର ଦୁଇ ପଡୋଶୀ ପାକିସ୍ତାନ ଏବଂ ଚୀନ ସର୍ବଦା ଶତ୍ରୁ ଆଚରଣ କରୁଥିବାରୁ ଏଥିନେଇ କେନ୍ଦ୍ର ସରକାର ସୀମାରେ ସୁରକ୍ଷା ବ୍ୟବସ୍ଥା କଡା କଡି କରୁଛନ୍ତି । ୧ ଲକ୍ଷ ୩୦ ହଜାର କୋଟି ବ୍ୟୟରେ ଭାରତୀୟ ବାୟୁସେନା ୧୧୪ଟି ଲଢ଼ୁଆ ବିମାନ କିଣିବା ପାଇଁ ନିଷ୍ପତି ନେଇଛି । ଏଥିନେଇ ଖୁବ୍…

ଫେବୃଆରୀ ୭ରେ ପଶ୍ଚିମବଙ୍ଗରେ ୪ଟି ବିକାଶ ମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର : ଆସନ୍ତା ଫେବୃଆରୀ ୭ରେ ପଶ୍ଚିମବଙ୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ହଳଦିଆ ଠାରେ ଏକ ବିଶାଳ କାର୍ଯ୍ୟକ୍ରମରେ ଯୋଗଦେଇ ୪ ହଜାର ୭୦୦ କୋଟି ମୂଲ୍ୟର ୪ଟି ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏନେଇ ଏକ ସାମ୍ବାଦିକ…

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଲାଡେନ ଫଣ୍ଡିଂ କରୁଥିଲେ !

କରାଚୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରୀଫଙ୍କୁ ଅଲକାଏଦା ଆତଙ୍କବାଦୀର ମୁଖ୍ୟ ଓସାମା ବିନ୍ ଲାଡେନଙ୍କୁ ପଣ୍ଡିଂ କରୁଥିଲେ । ଆମେରିକାରେ ରହୁଥିବା ପାକିସ୍ତାନର ପୂର୍ବତନ ରାଜଦୂତ ଅବିଦା ହୁସୈନ ଏହା କହିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି । ଲାଡେନ ସେ ସମୟରେ…

ଏଣିକି ଶହେ ପ୍ରତିଶତ ଦର୍ଶକରେ ଖୋଲିବ ସିନେମା ହଲ୍

ନୂଆଦିଲ୍ଲୀ : ଏଥର ଶହେ ପ୍ରତିଶତ ଦର୍ଶକରେ ଖୋଲିବ ସିନେମା ହଲ୍‌ । କରୋନା ଯୋଗୁ ଗତ ବର୍ଷ ମାର୍ଚ୍ଚ ମାସରୁ ହଲ୍ ସବୁ ବନ୍ଦ ରହିଥିବା ବେଳେ, ଗତ ଅକ୍ଟୋବରରୁ ୫୦ ପ୍ରତିଶତ ଦର୍ଶକରେ ଏହା ଖୋଲିଥିଲା। ହେଲେ ଏବେ ସିନେମା ହଲରେ ଜମିବ ଦର୍ଶକଙ୍କ ଭିଡ । କାରଣ, ହଲ୍‌ରେ ଦର୍ଶକ ସଂଖ୍ୟା…

କରୋନା ଟିକା ନେବା ପରେ ତୃତୀୟ ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ; ତେଲେଙ୍ଗାନା

ନୂଆଦିଲ୍ଲୀ: ତେଲେଙ୍ଗାନାର ଅନ୍ୟ ଜଣେ ସ୍ୱାସ୍ଥ୍ୟ କର୍ମୀ ଯିଏକି ଚଳିତ ମାସ ଆରମ୍ଭରେ କୋଭିଡ-୧୯ ଟିକା ଦିଆଯାଇଥିଲା। ଜାନୁଆରୀ ୧୬ ରେ ଭାରତ ବିଶ୍ୱର ସର୍ବବୃହତ ଟୀକାକରଣ ଆରମ୍ଭ କରିବା ପରଠାରୁ ରାଜ୍ୟରେ ଏହା ହେଉଛି ତୃତୀୟ ଘଟଣା। ମୃତକଙ୍କ ଜଣକ ୫୫ ବର୍ଷ ବୟସ୍କା ମହିଳା ସ୍ୱାସ୍ଥ୍ୟ କର୍ମୀ…

୧.୩ ଲକ୍ଷ କୋଟିରେ ୧୧୪ ଲଢ଼ୁଆ ବିମାନ କିଣିବାକୁ IAFର ପ୍ରସ୍ତୁତି

ନୂଆଦିଲ୍ଲୀ: ଆହୁରି ମଜ୍‌ଭୁତ ହେବ ଭାରତୀୟ ବାୟୁସେନା । ୧.୩ ଲକ୍ଷ କୋଟି ଟଙ୍କାର ୧୧୪ ଲଢ଼ୁଆ ବିମାନ କ୍ରୟ କରିବାକୁ ଯୋଜନା କରିଛି ଆଇଏଏଫ୍‌। ଆଗାମୀ ଏରୋ ଇଣ୍ଡିଆ ସମୟରେ ୮୩ ଏଲସିଏ ତେଜସ୍ ମାର୍କ ୧ଏ ବିମାନ କ୍ରୟ ଉପରେ ମୋହର ବାଜିବା ପରେ ଭାରତୀୟ ବାୟୁସେନା ଏବେ ମଲ୍ଟିରୋଲ୍‌ ଲଢ଼ୁଆ ବିମାନ…

ଖାସ ଅନ୍ଦାଜରେ ପ୍ରୀତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଯୁବରାଜ

ମୁମ୍ବାଇ : ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କର ଆଜି ୪୬ତମ ଜନ୍ମଦିନ । ସୋସିଆଲ୍ ମିଡ଼ିଆରେ ଜନ୍ମଦିନ ଅବସରରେ ପ୍ରୀତି ଜିଣ୍ଟାଙ୍କୁ ତାଙ୍କ ପ୍ରଶଂସକ ଓ ସେଲିବ୍ରିଟି ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ପ୍ରୀତିଙ୍କ ନିକଟ ବନ୍ଧୁ ତଥା କିଙ୍ଗ୍ସ ଇଲେଭେନ୍ ପଞ୍ଜାବର ପୂର୍ବତନ…

ଯାତ୍ରୀଙ୍କ ୨୦ ଲକ୍ଷ ଟଙ୍କାର ଗହଣା ବ୍ୟାଗ ଫେରାଇ ଦେଲେ ଅଟୋ ଡ୍ରାଇଭର, ପୋଲିସ କଲେ ସମ୍ମାନିତ 

ଚେନ୍ନାଇ:ଚେନ୍ନାଇର ଜଣେ ଅଟୋ ଡ୍ରାଇଭର ସଚ୍ଚୋଟତର ପରିଚୟ ଦେଇଛନ୍ତି । ଅଟୋ ଡ୍ରାଇଭର ଶ୍ରବଣ କୁମାର ଜଣେ ଯାତ୍ରୀଙ୍କ ୨୦ ଲକ୍ଷ ଟଙ୍କାର ଗହଣା ବ୍ୟାଗ୍ ଫେରାଇ ଦେଇଛନ୍ତି । ଶ୍ରବଣଙ୍କ ସଚ୍ଚୋଟତା ପାଇଁ ଚେନ୍ନାଇ ପୋଲିସ ତାଙ୍କୁ ସମ୍ମାନିତ କରିଛି । ପାଲ ବ୍ରାଇଟ୍ ନାମକ ଜଣେ ବ୍ୟକ୍ତି ନିଜର…

ଅନଶନ ନିଷ୍ପତିରୁ ଓହରିଲେ ଆନ୍ନା ହଜାରେ, ସାମାନରେ ସମାଲୋଚନା

ମୁମ୍ବାଇ: କୃଷି ଆଇନକୁ ବିରୋଧ କରି ସମାଜସେବୀ ଆନ୍ନା ହଜାରେ ଅନଶନରେ ବସିବେ ବୋଲି ଘୋଷଣା କରିଥିଲେ । ତେବେ ରବିବାର ସେ ଏହି ନିଷ୍ପତିରୁ ଓହରି ଯାଇଛନ୍ତି । ଦେବେନ୍ଦ୍ର ଫଡନାଭିସ ଓ ରାଷ୍ଟ୍ରମନ୍ତ୍ରୀ କୈଳାସ ଚୌଧୁରୀଙ୍କ ସହ ଆଲୋଚନା ପରେ ସେ ଏହି ନିଷ୍ପତି ବଦଳାଇଥିବା ଅନୁମାନ କରାଯାଉଛି ।…