Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବାଇଡେନ୍ ପ୍ରଶାସନରେ ମହିଳାଙ୍କ ରାଜୁତି

ୱାଶିଂଟନ୍: ଜନସଂଖ୍ୟାର ଅର୍ଦ୍ଧେକ ଆମେରିକା ପ୍ରଶାସନ ଦ୍ୱାରା ପରିଚାଳିତ ବୋଲି କହିଲେ ଭୁଲ୍‌ ହେବ ନାହିଁ। ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନରେ ମହିଳାଙ୍କ ଅଂଶଗ୍ରହଣ ପୂର୍ବ ତୁଳନାରେ ଅଧିକ। ବାଇଡେନ ପ୍ରଶାସନରେ ମହିଳାମାନଙ୍କୁ ବିଶେଷ ଧ୍ୟାନ ଦିଆଯାଇଛି।…

ତାମିଲନାଡୁରେ ବିଜେପି, ଏଆଇଏଡିଏମକେ ଯୁଗଳବନ୍ଦୀ

ନୂଆଦିଲ୍ଲୀ:୨୦୨୧ର ଏପ୍ରିଲ କିମ୍ବା ମେ ମାସରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ହୋଇପାରେ । ଏ ନେଇ ରାଜନୈତିକ ଦଳଗୁଡିକ ସେମାନଙ୍କ ଅଙ୍କକଷା ଆରମ୍ଭ କରିଛନ୍ତି । ବିଜେପି ପଲା ଏହି ଅଂଚଳଗୁଡିକରେ ଦୁର୍ବଳ ଥିବାରୁ ଆଂଚଳିକ ଦଳ ଏଆଇଏଡିଏମକେ ସହ ଏକତ୍ର ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତି ନେଇଛି…

ମୋଦିଙ୍କ ମନ୍ କି ବାତ୍: ‘ଗଣତନ୍ତ୍ର ଦିବସରେ ତ୍ରିରଙ୍ଗାକୁ ଅପମାନ ଦେଖି ସାରା ଦେଶ ଦୁଃଖିତ’

ନୂଆଦିଲ୍ଲୀ: ୨୦୨୧ର ପ୍ରଥମ ମନ୍ କି ବାତ କହିଛନ୍ତି ପ୍ରଧାନମନ୍ତ୍ରୀ । ରେଡିଓରେ ମନର କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ଘଟଣା ଉପରେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଗଣତନ୍ତ୍ର ଦିବସରେ ତ୍ରିରଙ୍ଗାର ଅପମାନକୁ ନେଇ ସାରା ଦେଶ ଦୁଃଖିତ ।…

ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେଲେ ଦାଦା

କୋଲକାତା: କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ଏବଂ ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ରବିବାର ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଅବଶ୍ୟ, ପରବର୍ତ୍ତୀ କିଛି ଦିନ ପାଇଁ ତାଙ୍କୁ ଘରେ ବିଶ୍ରାମ ନେବାକୁ ପଡିବ।ଏହାସହିତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ନିୟମକୁ…

କୋଭିଡ କଟକଣା ଭିତରେ ଏବେ ହାଉସଫୁଲ୍ ହେବ ସିନେମା ହଲ୍

ନୂଆଦିଲ୍ଲୀ: ଭାରତରେ ସିନେମା ପ୍ରେମୀଙ୍କ ପାଇଁ ଖୁସି ଖବର। ଏବେ ହାଉସଫୁଲ୍ ହେବାକୁ ଯାଉଛି ସିନେମା ହଲ୍ ଓ ଥିଏଟର। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସୂଚନାନୁସାରେ ଫେବୃଆରୀ ୧ରୁ ସାରା ଦେଶରେ ୧୦୦ ପ୍ରତିଶତ କ୍ଷମତାରେ ସିନେମା ହଲ୍ ଗୁଡିକ ଖୋଲିବାକୁ ଅନୁମତି ମିଳିଛି। ଏନେଇ କେନ୍ଦ୍ର ନୂଆ…

ଫେବୃଆରୀ ୧ ରୁ ଏହିସବୁ କ୍ଷେତ୍ରରେ ହୋଇପାରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ଫେବୃଆରୀ ୧ ରୁ ଏଟିଏମ୍ ୱିଥ୍‌ଡ୍ରାଲ୍‌ ଏବଂ ଅନ୍ୟାନ୍ୟ ନିୟମରେ ଲୋକମାନେ କିଛି ପରିବର୍ତ୍ତନର ସମ୍ମୁଖୀନ ହେବେ। ଗ୍ୟାସ ସିଲିଣ୍ଡରର ମୂଲ୍ୟ: ତେଲ ମାର୍କେଟିଂ କମ୍ପାନୀଗୁଡିକ ସୋମବାର ଠାରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ସଂଶୋଧନ କରିବେ ବୋଲି ଆଶା କରାଯାଉଛି। ଜାନୁଆରୀ ମାସରେ…

ଫେବୃଆରୀ ୨ରେ ସରକାର ଏବଂ କୃଷକଙ୍କ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା

ନୂଆଦିଲ୍ଲୀ: ସିଙ୍ଘୁ ସୀମାରେ କୃଷକଙ୍କ ପ୍ରଦର୍ଶନ କେନ୍ଦ୍ର ସରକାର ଆଣିଥିବା କୃଷି ନିୟମ ବିରୁଦ୍ଧରେ ୬୭ ତମ ଦିନରେ ପହଞ୍ଚିଛି। ସିଙ୍ଘୁ ସୀମାରେ (ଦିଲ୍ଲୀ-ହରିୟାଣା ସୀମା) ପ୍ରଶାସନ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି। ଏଥି ସହିତ, ଅବରୋଧ ହ୍ରାସ କରିବାକୁ ଫେବୃଆରୀ ୨ ରେ କୃଷକ ଏବଂ କେନ୍ଦ୍ର…

ଏୟାର ମାର୍ଶଲ ରାଜେଶ କୁମାର ହେବେ ନୂତନ ମୁଖ୍ୟ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର

ନୂଆଦିଲ୍ଲୀ: ଏୟାର ମାର୍ଶଲ ରାଜେଶ କୁମାର ରବିବାର ଅର୍ଥାତ୍‌ ଜାନୁଆରୀ ୩୧ରୁ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର ନୂତନ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ସୂଚନା ମିଳିଛି। ସେ ଏୟାର ମାର୍ଶଲ ଏନଏସ ଧିଲନ୍‌ଙ୍କ ସ୍ଥାନ ଗ୍ରହଣ କରିବେ। ଏୟାର ମାର୍ଶଲ ଏନଏସ ଧିଲନ୍‌ ରବିବାର ଦିନ…

ଦେଶରୁ ୨୪ ଘଣ୍ଟାରେ ୧୩,୦୫୨ କରୋନା ପଜିଟିଭ୍, ୧୨୭ ମୃତ

ନୂଆଦିଲ୍ଲୀ: ଦେଶରେ ୧ କୋଟି ୭ ଲକ୍ଷରୁ ଅଧିକ ବ୍ୟକ୍ତି କରୋନା ସଂକ୍ରମିତ ରହିଛନ୍ତି। ଗତ ୨୪ ଘଣ୍ଟାରେ ସାରା ଦେଶରୁ ନୂଆ ୧୩ ହଜାର ୦୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ସୁସ୍ଥ ହୋଇଛନ୍ତି ୧୩ ହଜାର ୯୬୫ ଆକ୍ରାନ୍ତ। ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧ କୋଟି ୦୭ ଲକ୍ଷ ୪୬…

ମହାରାଷ୍ଟ୍ରରେ ମୃଦୁ ଭୂକମ୍ପ ଅନୁଭୂତ, ଜାଣନ୍ତୁ ତୀବ୍ରତା କେତେ

ମୁମ୍ବାଇ: ମହାରାଷ୍ଟ୍ରରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ରାଜ୍ୟର ହିଙ୍ଗୋଳି ଅଞ୍ଚଳରେ ଭୂକମ୍ପର କେନ୍ଦ୍ର ରହିଥିବା ବେଳେ ରିକ୍ଟର୍ ସ୍କେଲରେ ତୀବ୍ରତା ୩.୨ ରହିଥିବା ରେକର୍ଡ଼ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ନ୍ୟାସନାଲ୍ ସେଣ୍ଟର ଅଫ୍ ସିସମୋଲୋଜି। ବିଭାଗର ସୂଚନାନୁଯାୟୀ, ବିଳମ୍ବିତ…