Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଟ୍ରାକ୍‌ଟର ରାଲିକୁ ପ୍ରତ୍ୟାହାର କଲେ ଚାଷୀ ସଂଗଠନ, ଜାରି ରହିବ ଶାନ୍ତିପୂର୍ଣ୍ଣ ଧାରଣା

ନୂଆଦିଲ୍ଲୀ: ଚାଷୀ ସଂଗଠନର ଟ୍ରାକ୍‌ଟର ରାଲି ପାଇଁ ଆଜି ଗଣତନ୍ତ୍ର ଦିବସରେ ରାଜଧାନୀ ନୂଆଦିଲ୍ଲୀରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବା ପରେ ଏହି ଟ୍ରାକ୍‌ଟର ରାଲିକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ଚାଷୀ ସଂଗଠନ । ସଂଯୁକ୍ତ କିଷାନ ମୋର୍ଚ୍ଚା କହିଛି, ଟ୍ରାକ୍‌ଟର ରାଲିକୁ…

ହିଂସାକାଣ୍ଡ ପରେ ସ୍ୱାଭାବିକ ହେଲା ରାଜଧାନୀ ଦିଲ୍ଲୀ

ନୂଆଦିଲ୍ଲୀ : ସାଡଧାରଣତନ୍ତ୍ର ଦିବସରେ ଅଶାନ୍ତ ହୋଇ ପଡ଼ିଥିବା ଜାତୀୟ ରାଜଧାନୀ ଦିଲ୍ଲୀରେ ସ୍ୱାଭାବିକ ହୋଇଛି ସ୍ଥିତି । କୃଷି ଆଇନକୁ ବିରୋଧ କରି ଚାଷୀମାନେ ଟ୍ରାକ୍ଟର ରାଲି ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲା । ପୋଲିସ ଲାଠିଚାର୍ଜ କରିବା ସହ ଲୁହାବୁହା ଗ୍ୟାସ ପ୍ରୟୋଗ କରିଥିଲା ।…

ଗଣତନ୍ତ୍ର ଦିବସରେ ମୋଦି ପିନ୍ଧିଥିବା ପଗଡି ତାଙ୍କୁ କିଏ ଉପହାର ଦେଇଥିଲା ଜାଣନ୍ତି ?

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିନ୍ଧିଥିବା ପଗଡିକୁ ନେଇ ଏବେ ଚର୍ଚ୍ଚା । ସେ ଏକ ସ୍ୱତନ୍ତ୍ର ପ୍ରକାର ପଗଡି ପିନ୍ଧିଥିବାରୁ ଏହି ଚର୍ଚ୍ଚା ହେଉଛି । ଏହି ପଗଡିଟି ସେ ଉପହାର ସ୍ୱରୂପ ପାଇଛନ୍ତି । ଲାଲ ରଙ୍ଗର ଏହି ପଗଡିରେ ହଳଦିଆ ରଙ୍ଗର ଡଟ୍ ଥିଲା,…

ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ହେବେ ପ୍ରତିଷ୍ଠିତ ଆଇଟି କମ୍ପାନୀର ମାଲିକ : ସମାଜ ପାଇଁ ନିଜକୁ କରିଛନ୍ତି…

ଚେନ୍ନାଇ : ତାମିଲନାଡୁର ଉଦ୍ୟୋଗପତି ଶ୍ରୀଧର ଭେମ୍ବୁଙ୍କୁ ସମ୍ମାନସୂଚକ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରିବା ପାଇଁ ଘୋଷଣା କରାଯାଇଛି । ସମାଜ ପ୍ରତି ନିଷ୍ଠାପର ସେବା ଏବଂ ନିଜର ଉତ୍ସର୍ଗୀକୃତ ମନୋଭାବ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ । ଶ୍ରୀଧରଙ୍କର ବିଭିନ୍ନ ଦେଶରେ ବ୍ୟବସାୟିକ…

ହ୍ୟାକର୍‌ଙ୍କ କବଜାରେ ଫେସବୁକର କୋଟି କୋଟି ୟୁଜରଙ୍କ ଡାଟା, ଏବେ ହ୍ୟାକରଙ୍କ ନୂଆ ଟାର୍ଗେଟ ଟେଲିଗ୍ରାମ

ନୂଆଦିଲ୍ଲୀ : ଏବେ ହ୍ୟାକରଙ୍କ ନୂୂଆ ଟାର୍ଗେଟ ହେଉଛି ଟେଲିଗ୍ରାମ । ୨ ବର୍ଷ ପୂର୍ବେ ଫେସବୁକର କୋଟି କୋଟି ଗ୍ରାହକଙ୍କ ଡାଟା ଚୋରି ହୋଇଥିଲା । ଏବେ ପୁଣିଥରେ ସେହି ଗ୍ରାହକଙ୍କୁ ଟାର୍ଗେଟ କରୁଛନ୍ତି ହ୍ୟାକର । ଅଭିଯୁକ୍ତମାନେ ଫେସବୁକ ଗ୍ରାହକଙ୍କ କଣ୍ଟାକ୍ଟ ବିବରଣୀକୁ ଆସେସ କରୁଛନ୍ତି ।…

ଦିଲ୍ଲୀରେ ରାତି ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ

ନୂଆଦିଲ୍ଲୀ : ଆଜି ଗଣତନ୍ତ୍ର ଦିବସରେ ଦିଲ୍ଲୀରେ କୃଷକ ଟ୍ରାକ୍ଟର ରାଲି କରିଥିଲେ । ରାଲିରେ ହୋଇଥିବା ହିଂସା ପରେ ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳରେ ଇଣ୍ଟରନେଟ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଆଜି ରାତି ୧୨ଟା ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ କରାଯାଇଛି । ଦିଲ୍ଲୀର ଉତ୍ତର ଜିଲ୍ଲା ଆଡକୁ…

ଜାତିସଂଘ ସଂସ୍କାରରେ ଅଯଥା ବିଳମ୍ବକୁ ଭାରତର ସମାଲୋଚନା; ସ୍ୱଚ୍ଛ ଆଲୋଚନା ପାଇଁ ଆହ୍ୱାନ

ନୂଆଦିଲ୍ଲୀ: ଜାତିସଂଘର ସଂସ୍କାର ପାଇଁ ଆନ୍ତରିକ ବୁଝାମଣାର ଅଯଥା ବିଳମ୍ବକୁ ଭାରତ ସମାଲୋଚନା କରିଛି ଏବଂ ବିଶ୍ବ ସଂସ୍ଥା ତଥା ସୁରକ୍ଷା ପରିଷଦରେ ସମସାମୟିକ ଆହ୍ୱାନର ମୁକାବିଲା କରିବାରେ ସକ୍ଷମ ହେବା ପାଇଁ ଅଧିକ ଖୋଲା ଏବଂ ସ୍ୱଚ୍ଛ ଆଭିମୁଖ୍ୟ ଆହ୍ୱାନ କରିଛି। ସମାନ ପ୍ରତିନିଧିତ୍ୱ ତଥା…

ବାଇଡେନ ପ୍ରଶାସନ ଅଧୀନରେ ଚୀନ୍ ଉପରେ ନୂଆ ଚାପ; ଆମେରିକା-ଚୀନ୍ ମଧ୍ୟରେ ଜାରି ରହିବ ବାଣିଜ୍ୟ ଯୁଦ୍ଧ

ବେଜିଂ: ବାଇଡେନ ପ୍ରଶାସନ ଅଧୀନରେ ଆମେରିକା-ଚୀନ୍ ବାଣିଜ୍ୟ ଯୁଦ୍ଧ ମଧ୍ୟ ଜାରି ରହିବ। ଅର୍ଥନୀତିଜ୍ଞମାନେ କହିଛନ୍ତି ଯେ ଆମେରିକାର ନୂତନ ରାଷ୍ଟ୍ରପତି ଜୋ ବାଇଡେନ ବର୍ତ୍ତମାନ ଚୀନ୍ ପ୍ରସଙ୍ଗରେ କୌଣସି ଦୃଷ୍ଟି ଦେବେ ନାହିଁ କାରଣ ସେ କରୋନା ଭୂତାଣୁ ଏବଂ ଅର୍ଥନୀତି ଉପରେ ଧ୍ୟାନ ଦେବାକୁ…

ଜାତୀୟ ପତାକା ଉତ୍ତୋଳନ ସହ ଆରମ୍ଭ ହେଲା ଅଯୋଧ୍ୟାରେ ମସ୍‌ଜିଦ୍‌ ନିର୍ମାଣ କାର୍ଯ୍ୟ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ମସ୍‌ଜିଦ୍‌ ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ କରି ମସଜିଦ୍ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି । ଏହାସହ ବୃକ୍ଷରୋପଣ ମଧ୍ୟ କରାଯାଇଛି । ‘ଇଣ୍ଡୋ-ଇସ୍‌ଲାମିକ୍‌ କଲ୍‌ଚରାଲ୍‌ ଫାଉଣ୍ଡେସନ୍‌’…

କୃଷକଙ୍କ ଟ୍ରାକ୍ଟର ରାଲି ହିଂସାତ୍ମକ ରୂପ ନେଇଥିବାରୁ ଅନେକ ଦିଲ୍ଲୀ ମେଟ୍ରୋ ଷ୍ଟେସନ ବନ୍ଦ

ନୂଆଦିଲ୍ଲୀ: ମେଟ୍ରୋ ରେଳ ନିଗମ (ଡିଏମଆରସି) ମଙ୍ଗଳବାର ଦିନ ଜାତୀୟ ରାଜଧାନୀରେ ତିନୋଟି ବିବାଦୀୟ କୃଷି ଆଇନ ବିରୋଧରେ କୃଷକଙ୍କ ଟ୍ରାକ୍ଟର ପଦଯାତ୍ରା ବନ୍ଦ ହୋଇଥିବାରୁ ଅନେକ ମେଟ୍ରୋ ଷ୍ଟେସନ ବନ୍ଦ କରିବାକୁ ଘୋଷଣା କରିଛି। କୃଷକମାନେ ସେମାନଙ୍କ ନେତାଙ୍କ ସହ ଦିଲ୍ଲୀ ପୋଲିସ ସହ ସହମତ…