Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆତଙ୍କବାଦୀ ଆକ୍ରମଣରେ ୨ ସେନା ଆହତ; ଜମ୍ମୁ କାଶ୍ମୀର

ନୂଆଦିଲ୍ଲୀ: ବୁଧବାର ଜାମ୍ମୁ ଏବଂ ଦକ୍ଷିଣ କାଶ୍ମୀରର କୁଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଦୁଇ ଜଣ  ସୈନିକ ଆହତ ହୋଇଛନ୍ତି। ସନ୍ଦିଗ୍ଧ ଆତଙ୍କବାଦୀମାନେ ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାର ଶାମସିପୋରା ଅଞ୍ଚଳରେ ରାଜପଥରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିଲେ। ଖବର…

ଅତିରିକ୍ତ ୨୦ ନିୟୁତ ଡୋଜ୍ କରୋନା ଟିକା କ୍ରୟ କରିବ ବାଇଡେନ୍‌ ପ୍ରଶାସନ

ୱାଶିଂଟନ୍: କରୋନା ଦ୍ୱାରା ଅଧିକ ପ୍ରଭାବିତ ଦେଶ ଆମେରିକା ଆମେରିକା ଶୀର୍ଷରେ ରହିଛି। ଦେଶରେ ଏହି ଭୂତାଣୁ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୫ ନିୟୁତରୁ ଅଧିକ। ଏହି ସମୟରେ, ଆମେରିକାର ନୂତନ ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ କାର୍ଯ୍ୟକାଳର ପ୍ରଥମ ୧୦୦ ଦିନରେ ଟିକାକରଣର ଲକ୍ଷ୍ୟ ହାସଲ କରିବାର…

ବଜେଟ୍ ଅଧିବେଶନ ପୂର୍ବରୁ ଆଜିଠୁ ସାଂସଦ ଓ ସଂସଦ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଜାନୁଆରୀ ୨୯ ତାରିଖରୁ ଆରମ୍ଭ ହେବ । ବଜେଟ ଅଧିବେଶନ ପୂର୍ବରୁ ଆଜିଠୁ ସମସ୍ତ ସାଂସଦ, ସଂସଦ କର୍ମଚାରୀଙ୍କ କରୋନା ଟେଷ୍ଟ କରାଯିବ । କୋଭିଡ୍ ଟେଷ୍ଟ ଆଜି ଓ ଆସନ୍ତାକାଲି ୨ ଦିନ ଧରି କରାଯିବ । ସାଂସଦ ଚାହିଁଲେ ବାହାରେ ବି କରୋନା ପରୀକ୍ଷା କରାଇ ପାରିବେ ।…

ଏଣିକି ନିଜକୁ ସଜେଇପାରିବେ ମହିଳା ସେନା; ଆମେରିକା

ୱାଶିଂଟନ୍: ଆମେରିକାର ସେନାରେ ମହିଳାମାନଙ୍କୁ ବର୍ତ୍ତମାନ ନିଜକୁ ସଜାଇବାକୁ ଅନୁମତି ଦିଆଯାଇଛି। ସେନାର ମହିଳାମାନଙ୍କୁ ଲମ୍ବା କେଶ କିମ୍ବା ଲିପଷ୍ଟିକ୍ ଲଗାଇବାକୁ ବାରଣ କରାଯାଇଥିଲା, କିନ୍ତୁ ବର୍ତ୍ତମାନ ଆଉ ତାହା ହେବ ନାହିଁ। ପେଣ୍ଟାଗନ୍ ମଙ୍ଗଳବାର ଦିନ ଘୋଷଣା କରିଛି ଯେ ମହିଳା…

୧୪୩ଟି ସାଟେଲାଇଟକୁ ଫାଲକନ ୯ ରକେଟରେ ଉତକ୍ଷେପଣ କରି ସ୍ପେଶ୍ ଏକ୍ସର ରେକର୍ଡ

ମିଆମି: ଆମେରିକୀୟ ଘରୋଇ ମହାକାଶ ସଂସ୍ଥା ସ୍ପେଶ୍ ଏକ୍ସ ନୂଆ ରେକର୍ଡ ସୃଷ୍ଟି କରିଛି । ଫାଲକନ ୯ ରକେଟରେ ସର୍ବାଧିକ ସାଟେଲାଇଟ୍ ମହାକାଶକୁ ପଠାଇଛି ସ୍ପେଶ୍ ଏକ୍ସ । ଫ୍ଲୋରିଡାର କେପ୍ କାନାଭେରାଲରୁ ରକେଟ୍ ସଫଳତାର ସହ ଉତକ୍ଷେପଣ ହୋଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ତେବେ,…

ଆଜି ଜେଲରୁ ମୁକୁଳିବେ ଶଶିକଳା

ବେଙ୍ଗଳୁରୁ: ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିବଙ୍ଗତ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଶଶିକଳା ଆଜି ଜେଲରୁ ମୁକୁଳିବେ । ୪ ବର୍ଷ ହେଲା ଶଶିକଳା ଜେଲରେ ଅଛନ୍ତି । ଜାନୁଆରୀ ୨୦ ତାରିଖରେ ଶଶିକଳା କୋଭିଡ୍ ସଂକ୍ରମିତ ଜଣାପଡ଼ିବା ପରେ ତାଙ୍କର ଚିକିତ୍ସା ଏକ ହସ୍ପିଟାଲରେ କରାଯାଉଛି । ସେ…

ଦିଲ୍ଲୀ ଟ୍ରାକ୍ଟର ରାଲି ହିଂସାକୁ ନେଇ ୧୫ ଏଫଆଇଆର୍, ହିଂସା ପଛରେ ପଞ୍ଜାବର ଗ୍ୟାଙ୍ଗଷ୍ଟର ଲଖା !

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ହୋଇଥିବା ହିଂସାକୁ ନେଇ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ । ଆନ୍ଦୋଳନରତ କୃଷକଙ୍କ ଟ୍ରାକ୍ଟର ରାଲି ବେଳେ ପୋଲିସ ବି ଆକ୍ରମଣର ଶିକାର ହୋଇଥିଲା । ଏଥିରେ ୧୫୩ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଏହି ମାମଲାରେ ଏବେ ଆକ୍ସନ୍ ମୋଡରେ…

ଆର୍ଥିକ ଅଭିବୃଦ୍ଧି ହାରରେ ଭାରତଠାରୁ ପଛରେ ପଡ଼ିବେ ଚୀନ, ଫ୍ରାନ୍ସ: IMF

ନୂଆଦିଲ୍ଲୀ: ଅନ୍ତଃରାଷ୍ଟ୍ରୀୟ ମୁଦ୍ରାକୋଷ (IMF) ଭାରତୀୟ ଅର୍ଥ ବ୍ୟବସ୍ଥାକୁ ନେଇ ଭଲ ସଂକେତ ଦେଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ୨ ଅଙ୍କ ଛୁଇଁବ । ଆଇଏମଏଫ ଅନୁମାନ ଅନୁସାରେ ଦେଶର ଜିଡିପି ଅଭିବୃଦ୍ଧି ହାର ୧୧.୫ ପ୍ରତିଶତ ବଢ଼ିବ । କରୋନା ସଂକଟ କାଳରେ…

ଲାଲକିଲ୍ଲାରେ ଆଜି ପୋଲିସ-ଚାଷୀ ସଂଘର୍ଷର ସାଂଘାତିକ ଚିତ୍ର

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ବିଶେଷ କରି ଲାଲକିଲ୍ଲାରେ ଯେଉଁ ଅପ୍ରୀତିକର ଓ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଥିଲା, ଧୀରେ ଧୀରେ ତାର ଭିଜୁଆଲ ସାମ୍ନାକୁ ଆସୁଛି । କିଛି ସମୟ ପାଇଁ ଲାଲକିଲ୍ଲାକୁ ଆନ୍ଦୋଳନକାରୀ ଚାଷୀମାନେ ନିଜ ଅକ୍ତିଆରକୁ ନେଇଯାଇଥିଲେ କହିଲେ, କିଛି ଭୁଲ ହେବ ନାହିଁ ।…

୨୦୨୧ରେ ୧୧.୫% ରହିପାରେ ଦେଶର ଆର୍ଥିକ ଅଭିବୃଦ୍ଧି ହାର: ଆଇଏମଏଫ

ନୂଆଦିଲ୍ଲୀ : ଆଗାମୀ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥବ୍ୟବସ୍ଥା ଦ୍ରୁତ ଗତିରେ ଆଗକୁ ବଢିବ । ଦେଶର ଆର୍ଥିକ ଅଭିବୃଦ୍ଧି ରେକର୍ଡ ୧୧.୫ ପ୍ରତିଶତ ଗତିରେ ଆଗକୁ ବଢିବ । ମହାମାରୀ ମଧ୍ୟରେ ବଡ ଅର୍ଥ ବ୍ୟବସ୍ଥାରେ ଭାରତ ଏକମାତ୍ର ଦେଶ ଯିଏ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିବ ଏହା କହିଛି…