Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏଣିକି କାଠରେ ନୁହେଁ ଗୋବର ଘସିରେ କରାଯିବ ଶବ ସତ୍କାର

ନୂଆଦିଲ୍ଲୀ : ଏଣିକି ଦିଲ୍ଲୀରେ କାଠ ବଦଳରେ ଗୋବର ଘସିରେ ହେବ ଶବଦାହ । ଦକ୍ଷିଣ ଦିଲ୍ଲୀ ମହାନଗର ନିଗମ(ଏସ୍‌ଡିଏମ୍‌ସି) ଅଧୀନରେ ଥିବା ଅଞ୍ଚଳରେ ଏଭଳି କରାଯିବ ଶବ ସତ୍କାର । ବିଜେପି ନେତୃତ୍ୱାଧୀନ ଏସଡିଏମସି ହାଉସରେ ଚଳିତ ସପ୍ତାହରେ ହୋଇଥିବା ଏକ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି…

ନିଆରା ଢଙ୍ଗରେ ପ୍ରଶଂସକଙ୍କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ବଲିଉଡ୍‌ ତାରକା

ନୂଆଦିଲ୍ଲୀ: ଦେଶରେ ମଙ୍ଗଳବାର ଦିନ ୭୨ ତମ ଗଣତନ୍ତ୍ର ଦିବସ ପାଳନ କରାଯାଉଛି। ତେଣୁ ସୋସିଆଲ ମିଡିଆରେ ଦେଶପ୍ରେମୀ ଗୀତ ଏବଂ ଗଣତନ୍ତ୍ର ଦିବସର ଚିତ୍ର ଭାଇରାଲ ହେବାରେ ଲାଗିଛି। କେବଳ ଏତିକି ନୁହେଁ ସୋସିଆଲ ମିଡିଆ ମାଧ୍ୟମରେ ବଲିଉଡ ତାରକାମାନେ ମଧ୍ୟ ନିଜ ପ୍ରଶଂସକଙ୍କୁ ଗଣତନ୍ତ୍ର ଦିବସ ପାଇଁ…

ଟ୍ରାକ୍ଟର ରାଲି ବେଳେ ସୀମାରେ ବ୍ୟାରିକେଡ୍ ଭାଙ୍ଗିଲେ, ଲୁହ ବୁହା ଗ୍ୟାସ୍ ପ୍ରୟୋଗ କଲା ପୋଲିସ

ନୂଆଦିଲ୍ଲୀ: ସିଂଘୁ, ଟିକରି ଏବଂ ଗାଜିଆବାଦ ବର୍ଡରରେ ଟ୍ରାକ୍ଟର ରାଲିକୁ ନେଇ ପୋଲିସ-ଆନ୍ଦୋଳନକାରୀ ଚାଷୀ ମୁହାଁମୁହିଁ ହୋଇଛନ୍ତି । ଆନ୍ଦୋଳନକାରୀ ପୋଲିସ୍ ବ୍ୟାରିକେଡ୍ ଭାଙ୍ଗି ଦିଲ୍ଲୀ ଭିତରକୁ ପ୍ରବେଶ ପାଇଁ ଉଦ୍ୟମ କରିଛନ୍ତି । ସ୍ଥିତି ଅଣାୟତ୍ତ ହେଉଥିବା ବେଳେ ପୋଲିସ ଗାଜିଆବାଦ ବର୍ଡରରେ…

ଗଣତନ୍ତ୍ର ଦିବସରେ ବେଙ୍ଗାଲୁରୁରେ ୧୨୫ଟି ଟ୍ରାକ୍ଟର ପ୍ରବେଶକୁ ଅନୁମତି ଦେଲା କର୍ଣ୍ଣାଟକ ପୋଲିସ

ନୂଆଦିଲ୍ଲୀ: ବେଙ୍ଗାଲୁରୁରେ କୃଷକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚେଷ୍ଟା କରିବା ପରେ କର୍ଣ୍ଣାଟକ ପୋଲିସ ସୋମବାର ଅପରାହ୍ନରେ ପ୍ରାୟ ୧୨୫ ଟି ଟ୍ରାକ୍ଟରକୁ ସହରରେ ଧାର୍ଯ୍ୟ ହୋଇଥିବା ଗଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରିବାକୁ ଅନୁମତି ଦେଇଛି। “ବିଭିନ୍ନ ଦିଗରୁ…

ଚୀନ ସହ ଉତ୍ତେଜନା ଯୋଗୁଁ ବଢ଼ିପାରେ ପ୍ରତିରକ୍ଷା ବଜେଟ୍ ପରିମାଣ

ନୂଆଦିଲ୍ଲୀ: ଭାରତକୁ ପାକିସ୍ତାନ ଓ ଚୀନ ସୀମାରେ ଉଭୟପଟୁ ପ୍ରତିବନ୍ଧକ ସାମନା କରିବାକୁ ପଡ଼ୁଛି । ଏଭଳି ସ୍ଥିତିରେ ସେନାକୁ ଆଧୁନକ ଅସ୍ତ୍ରଶସ୍ତ୍ର ଓ ସରଞ୍ଜାମ କିଣିବା ପାଇଁ କେତେକ ଯୋଜନା ଲାଗୁ କରିବାକୁ ପଡ଼ିପାରେ । ବିଶେଷଜ୍ଞଙ୍କ ଅନୁସାରେ ଚଳିତବର୍ଷ ବଜେଟରେ ପ୍ରତିରକ୍ଷାକୁ ମିଳିପାରେ…

୫୯ ଆପ୍ ଉପରେ ସ୍ଥାୟୀ ପ୍ରତିବନ୍ଧକ 

ନୂଆଦିଲ୍ଲୀ : ଟିକଟକ୍ ସହିତ ୫୯ଟି ଆପ ଉପରେ ସ୍ଥାୟୀ ପ୍ରତିବନ୍ଧକ । ଭାରତୀୟ ଇଲୋଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ଜ୍ଞାନ କୌଶଳ ମନ୍ତ୍ରଣାଳୟ ପକ୍ଷରୁ ଏସବୁ ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହାଦ୍ବାରା ଚାଇନାକୁ ବଡ ଝଟକା ଲାଗିଛି । ଅସ୍ଥାୟୀ ପ୍ରତିବନ୍ଧକ ହଟାଇ ଦିଆଯିବା ନେଇ…

ଜେଡିୟୁ ନେତାଙ୍କ ହତ୍ୟା ମାମଲାରେ ପୂର୍ବତନ ଆରଜେଡି ବିଧାୟକ କୁନ୍ତୀ ଦେବୀଙ୍କୁ ଆଜୀବନ କାରାଦଣ୍ଡ

ଗୟା: ବିହାରର ଗୟା ଜିଲ୍ଲାର ଏକ କୋର୍ଟ ପୂର୍ବତନ ଆରଜେଡି ବିଧାୟକ କୁନ୍ତୀ ଦେବୀଙ୍କୁ ଆଠ ବର୍ଷ ପୁରୁଣା ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୬ ଫେବୃଆରୀ ୨୦୧୩ ରେ ଅତିରିକ୍ତ ଜିଲ୍ଲା ତଥା ଅଧିବେଶନ ଜଜ୍ ସଙ୍ଗମ ସିଂ ସୋମବାର ଜେଡିୟୁ କାର୍ଯ୍ୟକର୍ତ୍ତା ସୁମିରକ ଯାଦବଙ୍କ…

ଭାରତୀୟ ସମ୍ବିଧାନ ଲେଖିବା ପାଇଁ ୬ ମାସ ଏବଂ ୨୫୪ ନିବ୍‌ ବ୍ୟବହୃତ ହୋଇଥିଲା

ନୂଆଦିଲ୍ଲୀ: ଭାରତର ସମ୍ବିଧାନ ହେଉଛି ବିଶ୍ୱର ସର୍ବବୃହତ ଲିଖିତ ସମ୍ବିଧାନ। ଭାରତୀୟ ସମ୍ବିଧାନରେ ୪୪୮ ପ୍ରବନ୍ଧ, ୧୨ କାର୍ଯ୍ୟସୂଚୀ ରହିଛି। ସମ୍ବିଧାନ ପ୍ରସ୍ତୁତ କରିବାକୁ ଦୁଇ ବର୍ଷ, ୧୧ ମାସ ୧୮ ଦିନ ଲାଗିଥିଲା। ଏଥି ସହିତ ସମ୍ବିଧାନ ଲେଖିବାକୁ ଛଅ ମାସ ସମୟ ଲାଗିଥିଲା। ବିଶେଷ କଥା ହେଉଛି…

ଗଣତନ୍ତ୍ର ଦିବସ ଅବସରରେ ଭାରତକୁ ଶୁଭେଚ୍ଛା ଜଣାଇଲେ ବ୍ରିଟେନ୍‌ ପିଏମ୍‌ ବୋରିସ୍‌ ଜନ୍‌ସନ୍‌

ଲଣ୍ଡନ: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଭାରତକୁ ଗଣତନ୍ତ୍ର ଦିବସ ପାଇଁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ କରୋନା ଭୂତାଣୁ ବିଶ୍ୱ ମହାମାରୀରୁ ମାନବିକତାକୁ ମୁକ୍ତ କରିବା ପାଇଁ ଦୁଇ ଦେଶ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଭାରତର ୭୨ ତମ ଗଣତନ୍ତ୍ର ଦିବସରେ ବୋରିସ୍‌ଙ୍କୁ ମୁଖ୍ୟ…

ତୈଳଦର ବୃଦ୍ଧିରେ ରେକର୍ଡ, ୧୦୦ ଟଙ୍କା ଡେଇଁଲା ପେଟ୍ରୋଲ୍

ଚଣ୍ଡିଗଡ଼: ତୈଳଦର ବୃଦ୍ଧିରେ ରେକର୍ଡ । ରାଜସ୍ଥାନରେ ପେଟ୍ରୋଲର ଲିଟର ପିଛା ମୂଲ୍ୟ ୧୦୦ ଟଙ୍କା ପାର୍ କରିଛି । ସୋମବାର ଶ୍ରୀଗଙ୍ଗାନଗରରେ ପ୍ରିମିୟମ୍ ପେଟ୍ରୋଲ ଦର ଲିଟର ପିଛା ୧୦୧ ଟଙ୍କା ୫୪ ପଇସା ରହିଛି । ସାଧାରଣ ପେଟ୍ରୋଲ ଦର ୯୭ ଟଙ୍କା ୬୯ ପଇସା ରହିଛି । ଦେଶରେ ପେଟ୍ରୋଲ ଓ ଡିଜେଲ…