Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବରୁଣ-ନତାଶାଙ୍କ ବାହାଘର, ବଚ୍ଚନ ପରିବାରକୁ ମିଳିନି ନିମନ୍ତ୍ରଣ

ମୁମ୍ବାଇ : ବଲିଉଡ ଅଭିନେତା ବରୁଣ ଧୱନ ଓ ନତାଶା ଦଲାଲଙ୍କ ବାହାଘର ପ୍ରସ୍ତୁତି ଜୋରସୋରରେ ଚାଲିଛି । ଆଜି ଦୁହିଁଙ୍କ ସଂଗୀତ ସମାରୋହ ଅଛି। ଆସନ୍ତାକାଲି ଅର୍ଥାତ ୨୪ ତାରିଖରେ ବାହାଘର ଅଛି ।  ମହାରାଷ୍ଟ୍ର ଅଲିବଗରେ ବରୁଣ ଓ ନତାଶାଙ୍କ ହାତଗଣ୍ଠି ପଡିବ । ହୋଟେଲରେ ନତାଶାଙ୍କ ପରିବାର ଲୋକ…

କେନ୍ଦ୍ରକୁ ମମତାଙ୍କ ନିବେଦନ; ନେତାଜୀଙ୍କ ଜନ୍ମ ବାର୍ଷିକୀକୁ ଜାତୀୟ ଛୁଟି ଦିବସ ଘୋଷଣା କରାଯାଉ

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ଦିନ ତାଙ୍କ ଜନ୍ମ ବାର୍ଷିକୀରେ ସ୍ୱାଧୀନତା ସଂଗ୍ରାମୀ ନତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ ଜାନୁଆରୀ ୨୩ କୁ ଜାତୀୟ ଛୁଟିଦିନ ଭାବରେ ଘୋଷଣା କରିବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ସେ…

ପ୍ରଥମ ଥର ପାଇଁ ଗୋଟିଏ ଦିନରେ ୩ ଲକ୍ଷରୁ ଅଧିକ ଲୋକ କରିଛନ୍ତି ଟିକାକରଣ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଜାନୁଆରୀ ୧୬ ତାରିଖରୁ ପ୍ରଥମ ଥର ପାଇଁ କରୋନାଭାଇରସ୍ ରୋଗ କୋଭିଡ୍-୧୯ ବିରୋଧରେ ୩,୦୦,୦୦୦ ରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଇଥିଲା। ସରକାର କହିଛନ୍ତି ଯେ ଭାରତ ଏହାର କୋଭିଡ-୧୯ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ପ୍ରଥମ…

ଇଣ୍ଡିଆ ଚାଇନା ଟକ୍: ଆସନ୍ତାକାଲି ଉଭୟ ଦେଶ ମଧ୍ୟରେ ହେବ ନବମ ପର୍ଯ୍ୟାୟ କମାଣ୍ଡର ସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଏବଂ ଚୀନ୍ ମଧ୍ୟରେ ନବମ ପର୍ଯ୍ୟାୟ କମାଣ୍ଡର ସ୍ତରୀୟ ଅ‌ାଲୋଚନା ଅନୁଷ୍ଠିତ ହେବ। ଭାରତର ଚୁସୁଲ ସେକ୍ଟରର ଅପର ପାର୍ଶ୍ୱରେ ଥିବା ମୋଲଡୋରେ ଏହି ଆଲୋଚନା ହେବ। କଥାବାର୍ତ୍ତାର ମୁଖ୍ୟ ପ୍ରସଙ୍ଗ ହେଉଛି ପୂର୍ବ ଲଦାଖରେ ଚାଲିଥିବା ସାମରିକ ଉତ୍ତେଜନା। ଏହି…

ବାଇଡେନଙ୍କ ସୁରକ୍ଷା ଦାୟିତ୍ବରେ ଥିବା ୧୫୦ ଯବାନ କରୋନା ପଜିଟିଭ 

ଓ୍ୱାଶିଂଟନ : ବାଇଡେନଙ୍କ ସୁରକ୍ଷା ଦାୟିତ୍ବରେ ଥିବା ୧୫୦ ଯବାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଯବାନମାନେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ଥିଲେ । ଏନେଇ ୟୁଏସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।  ହ୍ବାଇଟ୍ ହାଉସ ବାହାରେ ଚେକ୍ ପଏଣ୍ଟ ଓ…

ଟ୍ରାନ୍ସଜେଣ୍ଡରଙ୍କ ନିରାପତ୍ତା, ପୁନର୍ବାସ ପାଇଁ ନୂଆ ନିର୍ଦ୍ଦେଶାବଳୀ ଦେଲା ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଟ୍ରାନ୍ସଜେଣ୍ଡରମାନଙ୍କର ନିରାପତ୍ତା, ପୁନର୍ବାସ ସମ୍ବନ୍ଧରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶାବଳୀ ଦେଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ୟୁନିଅନ ଅଞ୍ଚଳ ତଥା ରାଜ୍ୟର ସମସ୍ତ ମୁଖ୍ୟ ସଚିବଙ୍କୁ ଏକ ଚିଠି ଲେଖିଛନ୍ତି, ଯାହା…

ଭ୍ୟାପମ୍‌ ସ୍କାମ ମାମଲା: ଡାକ୍ତରଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

ଇନ୍ଦୋର: ଶୁକ୍ରବାର ଦିନ ଇନ୍ଦୋରର ସେଣ୍ଟ୍ରାଲ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ) ଭ୍ୟାପମ୍‌ ସ୍କାମ ମାମଲାରେ ଜଣେ ଡାକ୍ତରଙ୍କୁ ୫ ବର୍ଷ ଜେଲ ଓ ୧୦୦୦ ଟଙ୍କା ଜୋରିମାନାର ଦଣ୍ଡାଦେଶ ଶୁଣାଇଛନ୍ତି। ଅଭିଯୁକ୍ତ ଜଣଙ୍କ ବଦଳରେ ପ୍ରି-ମେଡିକାଲ ପରୀକ୍ଷା ଦେଉଥିବା ବେଳେ ଜାମିନ ପାଇବା ପରେ ସେ ଖସି…

ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରାଯାଇପାରେ ଏମ୍ସ ସ୍ଥାନାନ୍ତର

ରାଞ୍ଚି: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି । ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ କହିଛନ୍ତି- ବାପାଙ୍କ ଫୁସଫୁସରେ ପାଣି ଜମି ଯାଇଛି ଏବଂ ତାଙ୍କ ଚେହେରା ଫୁଲି ଯାଇଛି । ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେଉଥିବାରୁ…

ଦେଶରେ କରୋନାରୁ ସୁସ୍ଥ ହେଲେଣି ପାଖାପାଖି ୯୭% ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ହ୍ରାସ ପାଇଛି ଦୈନିକ କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା । ୨୦ ହଜାର ଭିତରେ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଦୁଇ ଶହରୁ କମ୍ ରହିଛି ଦୈନିକ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରେ ୮ଲକ୍ଷରୁ ଅଧିକ କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୧୪ହଜାର ୨୫୬…

ବିଶ୍ୱବ୍ୟାପୀ ୨୪ ଘଣ୍ଟାରେ ୬ ଲକ୍ଷ ୪୧ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦୁନିଆର ଅନେକ ଦେଶରେ କରୋନା ବିଲୋପୀକରଣ ପାଇଁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। କରୋନା ମାମଲାରେ କୌଣସି ବିଶେଷ ପ୍ରଭାବ ନଥିବାବେଳେ କରୋନାକୁ ପରାସ୍ତ କରିବାକୁ ସମସ୍ତ ପ୍ରୟାସ କରାଯାଉଛି। ଗତ ୨୪ ଘଣ୍ଟାରେ ସାରା ବିଶ୍ୱରେ ୬ ଲକ୍ଷ ୪୧ ହଜାର ୩୫୯ ନୂତନ ମାମଲା ପଞ୍ଜିକୃତ…