Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶଶିକଳାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ନୂଆଦିଲ୍ଲୀ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ତଥା ନେତା ଭି.କେ ଶଶିକଲାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନରନ୍ତର ଭାବେ ନଜର ରଖାଯାଇଛି। ଏ ନେଇ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା…

ମଝି ସମୁଦ୍ରରେ ବୋଟରେ ଲାଗିଲା ନିଆଁ

ରାମେଶ୍ୱରମ୍: ସମୁଦ୍ର ମଝିରେ ବୋଟରେ ହଠାତ ଲାଗିଲା ନିଆଁ । ହୁ ହୁ ଜଳିଲା ବୋଟ୍ । ପ୍ରବଳ ନିଆଁ ଓ ଧୂଆଁ ଉଠିଲା । ତାମିଲନାଡୁ ରାମେଶ୍ୱରମ୍ ପାମବାନ ସମୁଦ୍ର ମଝିରେ ଏଭଲି ଘଟଣା ଦେଖିବାକୁ ମିଳିଛି । ହଠାତ୍ ବୋଟରେ ଅଗ୍ନିକାଣ୍ଡ ହୋଇଥିଲା । ତେବେ ଏଥିରେ ବର୍ତ୍ତମାନ ସୁଦ୍ଧା ମୃତାହତ ନେଇ…

ବାଇଡେନ୍‌ ପ୍ରଶାସନ ବିରୋଧରେ ପ୍ରଥମ ପ୍ରମୁଖ ମକଦ୍ଦମା ଦାଏର କଲା ଟେକ୍ସାସ୍‌

ନୂଆଦିଲ୍ଲୀ: ଅଣ-ଦସ୍ତାବିଜିତ ପ୍ରବାସୀମାନଙ୍କୁ ଅଧିକାଂଶ ଦେଶରୁ ବିତାଡିତ କରିବା ପଦ୍ଧତିକୁ ଅସ୍ଥାୟୀ ଭାବେ ବନ୍ଦ କରିବାକୁ ଟେକ୍ସାସ୍ ଆମେରିକା ସରକାରଙ୍କ ନିକଟରେ ମକଦ୍ଦମା ଦାୟର କରିଛି। ରାଷ୍ଟ୍ରପତି ଜୋ ବାଇଡେନଙ୍କ କାର୍ଯ୍ୟକାଳର ଦୁଇ ଦିନ ମଧ୍ୟରେ ଚ୍ୟାଲେଞ୍ଜ କରୁଥିବା ପ୍ରଥମ ପ୍ରମୁଖ…

ବ୍ରିଟେନରେ ରହିବାକୁ ଆଉ ଏକ ବାଟ ଖୋଜୁଛନ୍ତି ମାଲ୍ୟା

ନୂଆଦିଲ୍ଲୀ: ବିଜୟ ମାଲ୍ୟା ବ୍ରିଟେନରେ ରହିବାକୁ ଅନ୍ୟ ଏକ ବାଟ ଖୋଜୁଛନ୍ତି। ଏଥିପାଇଁ ସେ ବ୍ରିଟେନର ଗୃହ ସଚିବ ପ୍ରୀତି ପଟେଲଙ୍କୁ ନିବେଦନ କରିଛନ୍ତି। ଶୁକ୍ରବାର ଦିନ ଲଣ୍ଡନର ବ୍ରିଟେନ ହାଇକୋର୍ଟରେ ମାଲ୍ୟାଙ୍କ ଦେବାଳିଆ ପ୍ରକ୍ରିୟା ଉପରେ ଶୁଣାଣି ବେଳେ ତାଙ୍କ ଆଇନ ପ୍ରତିନିଧୀ ଏହି…

ଆଜି ‘ପରାକ୍ରମ ଦିବସ’ ଉଦଘାଟନୀ ସମାରୋହରକୁ ସମ୍ବୋଧନ କରିବେ ପିଏମ୍‌ ମୋଦୀ

କୋଲକାତା: ନ‌େତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ଅବସରରେ ଆୟୋଜିତ ଅନେକ କାର୍ଯ୍ୟକ୍ରମରେ ଉଦ୍‌ଘାଟନ ତଥା ଅଂଶଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଶନିବାର କୋଲକାତାରେ ପହଞ୍ଚିଛନ୍ତି। ଭିକ୍ଟୋରିଆ ମେମୋରିଆଲ ହଲରେ ସଂନ୍ଧ୍ୟା ପ୍ରାୟ ୫ ଟା ଠାରୁ 'ପରାକ୍ରମ…

ବ୍ରାଜିଲକୁ ୨୦ ଲକ୍ଷ ଡୋଜ୍ କୋଭିଡ୍ ଭ୍ୟାକ୍ସିନ୍ ଦେଲା ଭାରତ

ନୂଆଦିଲ୍ଲୀ: ସହାୟତାର ହାତ ବଢ଼ାଇଲା ଭାରତ । ବ୍ରାଜିଲକୁ ଦେଲା କରୋନା ଭ୍ୟାକ୍ସିନର ୨୦ ଲକ୍ଷ ଡୋଜ୍ । ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଭାରତ, ବ୍ରାଜିଲକୁ କୋଭିଡ୍ ଭ୍ୟାକ୍ସିନ୍ ପଠାଇଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଜୟଶଙ୍କର ଲେଖିଛନ୍ତି- ବିଶ୍ୱର ଫାର୍ମାସୀ ଉପରେ ଭରସା ଅଛି ।…

ନେତାଜୀଙ୍କୁ ମନେ ପକାଉଛି ଦେଶ, ଜାଣନ୍ତୁ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନ ସଂଘର୍ଷର କାହାଣୀ…

ଭୁବନେଶ୍ୱର: ୧୮୯୭ ମସିହାରେ କଟକର ଏକ ବଙ୍ଗାଳି ପରିବାରରେ ଜନ୍ମଗ୍ରହଣ କରିଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ଆଜି ସମଗ୍ର ଦେଶ ନେତାଜୀଙ୍କ ୧୨୫ ତମ ଜୟନ୍ତୀ ପାଳନ କରୁଛି । ବ୍ରିଟିଶ୍ ବିରୋଧରେ ଭାରତର ସ୍ୱାଧୀନତା ଆନ୍ଦୋଳନକୁ ସ୍ମରଣ କଲେ ସମସ୍ତଙ୍କ ମନରେ ଆସେ ସୁଭାଷ ଚନ୍ଦ୍ର ବୋଷଙ୍କ ନାମ ।…

ସାବଧାନ: ରିଫଣ୍ଡ ପାଉଣା ଫେରସ୍ତ ପାଇଁ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡର ତଥ୍ୟ ରେଳବାଇ ମାଗେନାହିଁ

ଭୁବନେଶ୍ୱର: ରିଫଣ୍ଡ ପାଉଣା ଫେରସ୍ତ ପାଇଁ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡର ତଥ୍ୟ ରେଳବାଇ ମାଗେନାହିଁ ବୋଲି ପ୍ରକାଶ କରିଛି। ସୂଚନା ଅନୁଯାୟୀ କିଛି ଅସାଧୁ ବ୍ୟକ୍ତି ଫୋନ କଲ ମାଧ୍ୟମରେ ରେଳବାଇ ରିଫଣ୍ଡ ପାଉଣା ଫେରସ୍ତ ପାଇଁ ରେଳ ବ୍ୟବହାରକାରୀ ମାନଙ୍କ ଡେବିଟ୍/କ୍ରେଡିଟ୍ କାର୍ଡର…

ସେରମ୍ ଇନଷ୍ଟିଚ୍ୟୁଟରେ ଅଗ୍ନିକାଣ୍ଡ, ବିସିଜି ଓ ରୋଟାଭାଇରସ ଟିକା ଉତ୍ପାଦନ ଉପରେ ପ୍ରଭାବ

ପୁଣେର: ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରେ ଗୁରୁବାର ଦିନ ଅଗ୍ନିକାଣ୍ଡ ହେବା ଯୋଗୁଁ କମ୍ପାନୀର ବିପୁଳ କ୍ଷତି ଘଟିଛି। କମ୍ପାନୀର ସୂଚନା ଅନୁଯାୟୀ କରୋନା ଟିକା ଉତ୍ପାଦନରେ କିଛି ପ୍ରଭାବ ପଡିନଥିବା ବେଳେ ଏହି ଅଗ୍ନିକାଣ୍ଡ ବିସିଜି ଏବଂ ରୋଟା ଟିକା ଉତ୍ପାଦନରେ ଅଧିକ ପ୍ରଭାବିତ…

ବିରାଟ ଗାତରେ ପଡି ୬ ଶ୍ରମିକ ମୃତ 

ଗୌହାଟ୍ଟୀ : ମେଘାଳୟର ପୂର୍ବ ଜୈନ୍ତିଆ ହିଲ୍ସର ଗୋଟିଏ ଜଙ୍ଗଲରେ ବଡ ଧରଣର ଅଘଟଣ ଘଟିଛି । ଜଙ୍ଗଲ ମଧ୍ୟରେ ଥିବା ଗୋଟିଏ ୧୫୦ ଫୁଟ ଗଭୀର ଗାତରେ ପଡି  ୬  ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତ ଶ୍ରମିକଙ୍କ ଘର ଆସାମରେ ବୋଲି ଜଣାପଡିଛି ।  ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଜଙ୍ଗଲ ମଧ୍ୟରେ…