Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏନସିବି ନୋଟିସର ଉତ୍ତର ଦେଲେ କରଣ ଜୋହର

ମୁମ୍ବାଇ: ଫିଲ୍ମ ନିର୍ମାତା କରଣ ଜୋହର ଏନସିବି ନୋଟିସର ଜବାବ ଦେଇଛନ୍ତି । ପାର୍ଟିରେ କୌଣସି ଟ୍ରଗ୍ସ ବ୍ୟବହାର କରାଯାଇନଥିବା କହିଛନ୍ତି କରଣ ଜୋହର । ପାର୍ଟିରେ ଯେଉଁ ଭିଡିଓ କଥା କୁହାଯାଉଛି ସେଥିରେ ଡ୍ରଗ୍ସ ବ୍ୟବହାର ହୋଇନାହିଁ । ଏହା ସହ କରଣ ଜୋହର ପାର୍ଟି ସମ୍ବନ୍ଧୀୟ ଆଉ ଏକ ଭିଡିଓ…

ଟାଟା ଷ୍ଟିଲ୍ ବିଏସ୍‌ଏଲ୍‌କୁ ଶକ୍ତି ଓ ପରିବେଶ ଫାଉଣ୍ଡେସନ ବିଶ୍ୱ ସଷ୍ଟେନବିଲିଟି ପୁରସ୍କାର ୨୦୨୦

ନରେନ୍ଦ୍ରପୁର: ଟାଟା ଷ୍ଟିଲ ବିଏସ୍‌ଏଲ୍ ଜିତିଛି ସମ୍ମାନଜନକ ‘ଶକ୍ତି ଓ ପରିବେଶ ଫାଉଣ୍ଡେସନ ବିଶ୍ୱ ସଷ୍ଟେନବିଲିଟି ପୁରସ୍କାର ୨୦୨୦' । ପ୍ଲାଟିନମ୍ ବର୍ଗରେ ଟାଟା ଷ୍ଟିଲ ବିଏସ୍‌ଏଲ୍ ଏହି ପୁରସ୍କାର ହାସଲ କରିଛି । ଡିସେମ୍ବର ୧୬ ତାରିଖରେ ଭର୍ଚୁଆଲ୍ ପ୍ଲାଟଫର୍ମରେ ଆୟୋଜିତ ଏକାଦଶ ବିଶ୍ୱ…

ହାଥରସ କେସ୍‌: ଚାର୍ଜସିଟ ଦାଖଲ କଲା ସିବିଆଇ, ଗଣବଳାତ୍କାର ହୋଇଥିଲା

ଲକ୍ଷ୍ନୌ:  ଉତ୍ତରପ୍ରଦେଶର ହାଥରସ ଗଣବଳାତ୍କାର ଘଟଣାର ତଦନ୍ତ କରୁଥିବା ସିବିଆଇ ୪ ମାସ ପରେ ଶୁକ୍ରବାର ଚାର୍ଜସିଟ ଦାଖଲ କରିଛି । ୪ ଅଭିଯୁକ୍ତଙ୍କ ବିରୋଧରେ ଗଣବଳାତ୍କାର ଓ ହତ୍ୟା ସହ ଏସସି/ଏସସଟି ଆକ୍ଟ ଅନୁସାରେ ଦଫା ମଧ୍ୟ ଲଗାଯାଇଛି । ସେପ୍ଟମ୍ବର ୧୪ରେ ଜଣେ ୧୯ ବର୍ଷୀୟା ଦଳିତ ଯୁବତୀଙ୍କ…

କେଜ୍ରିୱାଲଙ୍କ ବିରୋଧରେ ପୋଲିସରେ ଏତଲା ଦେଲା ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଭାରତୀୟ ଜନତା ପାର୍ଟିର ଦିଲ୍ଲୀ ଶାଖା ପକ୍ଷରୁ ପୋଲିସରେ ଏତାଲା ଦିଆଯାଇଛି । କେଜ୍ରିୱାଲ ବିଧାନସଭାରେ କୃଷି ଆଇନକୁ ଚିରି ଆନ୍ଦୋଳନରତ କୃଷକମାନଙ୍କୁ ଉସୁକାଉଛନ୍ତି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି । ଏହା ଦ୍ୱାରା…

ପ୍ରଧାନମନ୍ତ୍ରୀଙ୍କ ବାରଣାସୀ ଅଫିସ୍ ବିକ୍ରି ନେଇ olxରେ ବିଜ୍ଞାପନ, ୪ ଗିରଫ

ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରଣାସୀ ଅଫିସ୍ ସାଢେ ୭ କୋଟିରେ ବିକ୍ରି ପାଇଁ olxରେ ଦିଆଯାଇଥିଲା ବିଜ୍ଞାପନ । ଏହା ପରେ ଆରମ୍ଭ ହୋଇଥିଲା ଚର୍ଚ୍ଚା । କ’ଣ ସତରେ ପ୍ରଧାନମନ୍ତ୍ରୀ ମୋଦି ବାରଣାସୀ ଅଫିସ୍ ବିକ୍ରି କରୁଛନ୍ତି ? olxରେ ବିଜ୍ଞାପନ ଦେଇ କ’ଣ ଅଫିସ୍ ବିକ୍ରି…

ବେଙ୍ଗଲ ପଲଟିକାଲ ଡ୍ରାମା : ଶୁଭେନ୍ଦୁଙ୍କ ଇସ୍ତଫା ଗ୍ରହଣ କଲେନି ବାଚସ୍ପତି

କୋଲକାତା: ବେଙ୍ଗଲ ନିର୍ବାଚନ ଯେତେ ପାଖଉଛି ସେତେ ଡ୍ରାମା ଦେଖିବାକୁ ମିଳୁଛି । ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେଇଥଲେ ମଧ୍ୟ ବିଧାନସଭା ବାଚସ୍ପତି ବିମନ ବାନାର୍ଜୀ ଏହାକୁ ଗ୍ରହଣ କରି ନାହାନ୍ତି । ବର୍ତମାନ ପରିସ୍ଥିତିରେ ଇସ୍ତଫା ଗ୍ରହଣ କରାଯିବା ସମ୍ଭବପର…

ସୈଫଙ୍କ ସହ ଅଭିନୟକୁ କାହିଁକି ମନା କଲେ ଆମିର ଖାନ ?

ମୁମ୍ବାଇ: ବହୁଦିନ ଧରି ଶୁଣିବାକୁ ମିଳିଥିଲା ଏକାଠି ଅଭିନୟ କରିବେ ସୈଫ ଅଲ୍ଲି ଖାନ ଓ ଆମିର ଖାନ । ଗୋଟିଏ ହିନ୍ଦୀ ରିମେକ ପ୍ରୋଜେକ୍ଟରେ ନଜର ଆସିବେ ଦୁଇ ସୁପରଷ୍ଟାର । ହେଲେ ଏବେ ଏହି ଖବରରେ ଯବନକା ପକାଇଛନ୍ତି ମିଷ୍ଟର ପରଫେକ୍ସନିଷ୍ଟ ଆମିର । କାହିଁକି ନା ଫିଲ୍ମରେ ଅଭିନୟ କରିବାକୁ ଆମିର…

ଆଇସିଏମ୍ଆର ମୁଖ୍ୟଙ୍କୁ କରୋନା, ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର)ର ମୁଖ୍ୟ ଡକ୍ଟର ବଳରାମ ଭାର୍ଗଭ ଶୁକ୍ରବାର ଦିନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜି ନ୍ୟୁଜ୍ ରିପୋର୍ଟ ମୁତାବକ ତାଙ୍କୁ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ରେ ଭର୍ତ୍ତି କରାଯାଇଛି।…

ପ୍ରଥମ ଥର ସୌରଜଗତ ବାହାରେ ଥିବା ଗ୍ରହରୁ ମିଳିଲା ରେଡିଓ ସଙ୍କେତ

ୱାଶିଂଟନ:ବୈଜ୍ଞାନିକମାନଙ୍କୁ ଶୁକ୍ରବାର ବଡ ସଫଳତା ମିଳିଛି । ପ୍ରଥମ ଥର ପାଇଁ ସୌରଜଗତ ବାହାରେ ସ୍ଥିତ ଏକ ଗ୍ରହରୁ ରେଡିଓ ସଙ୍କେତ ମିଳିଛି । ନେଦରଲାଣ୍ଡ ସ୍ଥିତ ଲୋ ଫ୍ରିକ୍ୟୁଏନ୍ସି ଆରେର ବ୍ୟବହାର କରି ଟାଉ ବୁଟ୍ସ ପ୍ରଣାଳୀରେ ଏହି ସଙ୍କେତକୁ ଧରାଯାଇ ପାରିଛି । ସୌରଜଗତଠାରୁ ୫୧…

ବଲିଉଡରେ ଡେବ୍ୟୁ କରିବେ ୟୁଟ୍ୟୁବର୍ କେରି ମିନାଟି

ମୁମ୍ବାଇ: ୟୁଟ୍ୟୁବର୍ କେରି ମିନାଟିଙ୍କ କଥା କିଏ ବା ନ ଜାଣେ । ଜଣେ ପ୍ରଖ୍ୟାତ ୟୁଟ୍ୟୁବର୍ ଭାବେ ସେ କେବଳ ଭାରତ ନୁହେଁ ବରଂ ବିଦେଶରେ ବି ବେଶ ଜଣାଶୁଣା । ସୋସିଆଲ ମିଡିଆରେ ସବୁବେଳେ ରୋକଠୋକ କଥା କହୁଥିବା କିମ୍ବା ଲୋକଙ୍କୁ ସମାଲୋଚନା କରୁଥିବା କେରି ମିନାଟି ଓରଫ ଅଜୟ ନାଗର ଖୁବଶୀଘ୍ର…