Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଭ୍ୟନ୍ତରୀଣ କନ୍ଦଳ ଓ ସଂକଟ ଦୂର କରିବାରୁ କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କ ସହ ସୋନିଆଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: କଂଗ୍ରେସ ଭିତରେ ଗୋଷ୍ଠୀ କନ୍ଦଳ ଦୂର ସହ ସଂଗଠନକୁ ସୁଦୃଢ଼ କରିବା ନେଇ ସୋନିଆ ଗାନ୍ଧିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ଦିଲ୍ଲୀ ୧୦ ଜନପଥ ସ୍ଥିତ ସୋନିଆ ଗାନ୍ଧିଙ୍କ ବାସଭବନରେ ଅନୁଷ୍ଠିତ ହୋଇଛି ଏହି ବୈଠକ । ଏଥିରେ ଅସନ୍ତୁଷ୍ଟ ୨୩ ଜଣ ବରିଷ୍ଠ ନେତାଙ୍କ ସହ ବିଭିନନ୍ ପ୍ରସଙ୍ଗରେ…

ହ୍ୱାଇଟ୍ ହାଉସ୍‌ର ସହକାରୀ ପ୍ରେସ୍‌ ସଚିବ ହେଲେ ଭାରତୀୟ ବଂଶୋଦ୍ଭବ ବେଦାନ୍ତ ପଟ୍ଟେଲ

ୱାଶିଂଟନ୍: ଯୁକ୍ତରାଷ୍ଟ୍ରର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଭାରତୀୟ ଆମେରିକୀୟ ବେଦାନ୍ତ ପଟେଲଙ୍କୁ ସହକାରୀ ପ୍ରେସ ସଚିବ ଭାବେ ଘୋଷଣା କରିଛନ୍ତି। ପଟେଲ ବର୍ତ୍ତମାନ ବାଇଡେନ୍‌ ଇଣ୍ଟିଗ୍ରାଲର ବରିଷ୍ଠ ମୁଖପାତ୍ର ଏବଂ ବାଇଡେନ୍‌ ଅଭିଯାନର ଏକ ଅଂଶ ମଧ୍ୟ ରହିଛନ୍ତି। ସେଠାରେ ସେ…

ଟେଷ୍ଟ ଇତିହାସରେ ଭାରତର ସବୁଠୁ ଖରାପ ପ୍ରଦର୍ଶନ, କେହି ଜଣେ ବି କରି ପାରିଲେନି ୧୦ ରନ୍

ଆଡିଲେଡ୍: ଟେଷ୍ଟ ଇତିହାସରେ ଭାରତର ସବୁଠୁ ଖରାପ ବ୍ୟାଟିଂ । ଗୋଟିଏ ଇନିଂସରେ ସର୍ବନିମ୍ନ ସ୍କୋର କରିଛି ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଛି ଭାରତ । ମାତ୍ର ୩୬ ରନରେ ଦଳ ଫିଙ୍ଗି ଦେଇଛି ସମସ୍ତ ୧୦ଟି ଓ୍ୱିକେଟ ।…

ମାସ୍କ ନ ପିନ୍ଧି ସେଲ୍‌ଫି ନେବା ଚିଲିନ୍‌ ରାଷ୍ଟ୍ରପତିଙ୍କୁ ପଡ଼ିଲା ମହଙ୍ଗା

ସାଣ୍ଟିଆଗୋ: ଚିଲିନ୍‌ ରାଷ୍ଟ୍ରପତି ସେବାଷ୍ଟିଆନ୍ ପିନେରା କରୋନା ମହାମାରୀ ସମୟରେ ମାସ୍କ ବିନା ସମୁଦ୍ର କୂଳରେ ସେଲଫି ନେବା ମହଙ୍ଗା ପଡିଛି। ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ନିୟମ ଭାଙ୍ଗିବା ପାଇଁ ରାଷ୍ଟ୍ରପତିଙ୍କୁ ୩୫୦୦ ଆମେରିକୀୟ ଡଲାର ଜୋରିମାନା ଦେବାକୁ ପଡିବ। ସର୍ବସାଧାରଣ…

ଭାଇରାଲ୍‌ ହେଉଛି ଜର୍ମାନ ମହିଳା ସାଂସଦଙ୍କ ‘ସ୍ୱତନ୍ତ୍ର ଟି-ସାର୍ଟ’

ନୂଆଦିଲ୍ଲୀ: ହଂକଂ, ତିବ୍ଦତ ଏବଂ ତାଇୱାନରେ ଗଣତନ୍ତ୍ରର ପୁନରୁଦ୍ଧାର ଦାବିକୁ ସମର୍ଥନ କରି ଜର୍ମାନୀର ମହିଳା ସାଂସଦ ଡାନିଏଲା କ୍ଲକର୍ଟ ସୋସିଆଲ ମିଡିଆରେ ନିଜର ଏକ ଫଟୋ ସେୟାର କରିଛନ୍ତି। ଏହା ସହିତ ସେ ଏକ ପୋଷ୍ଟ ମଧ୍ୟ ଲେଖିଛନ୍ତି। ଫଟୋରେ ଜର୍ମାନ ସାଂସଦ ନାଲି ଟି-ସାର୍ଟ ପିନ୍ଧିଥିବାର…

ସୋମବାର ରାଷ୍ଟ୍ରପତି ବାଇଡେନ୍‌ ଏବଂ ପତ୍ନୀ ଜିଲ୍‌ ନେବେ ପ୍ରଥମ କରୋନା ଟିକା; ଆମେରିକା

ନୂଆଦିଲ୍ଲୀ: ଆମେରିକାରେ କରୋନା ଯୋଗୁଁ ପ୍ରତିଦିନ ୩୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି। କରୋନା ସଙ୍କଟ ଦେଇ ଗତି କରୁଥିବା ବିଶ୍ୱ‌ର ସର୍ବାଧିକ ପ୍ରଭାବିତ ଦେଶ ଆମେରିକାରେ ଏବେ ଆଶ୍ୱ‌ସ୍ତିକର ଖବର ସାମ୍‌ନାକୁ ଆସିଛି। ଆମେରିକାରେ ପିଫାଇଜରର କରୋନା ଟିକା ପରେ ବର୍ତ୍ତମାନ ମଡର୍ନା ଟିକାର…

କୋଟିଏ ପାର କଲା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କୋଟିଏ ଡେଇଁଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୫ହଜାର ୧୫୩ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା କୋଟିଏ ଅତିକ୍ରମ କରିଛି । ମହାମାରୀ ନେଲାଣି ୧ଲକ୍ଷ ୪୫ହଜାର ୧୩୬ ଜୀବନ । ଗତ ୨୪ ଘଣ୍ଟାରେ ମୃତ୍ୟୁବରଣ…

ବନ୍ଦ ହେଲା ଆଇକନିକ୍ ୱାଶିଂଟନ୍ ସ୍ମାରକୀ; ଆମେରିକା

ୱାଶିଂଟନ୍: ଆମେରିକାର ଆଭ୍ୟନ୍ତରୀଣ ବିଭାଗ ଶୁକ୍ରବାର ଦିନ କହିଛି ଯେ ୱାଶିଂଟନ୍ ସ୍ମାରକୀ ସାମୟିକ ଭାବେ ବନ୍ଦ ରଖାଯାଇଛି। ଉଲ୍ଲେଖ ଥାଉ କି, ଅନ୍ତରୀଣ ସଚିବ ଡେଭିଡ ବର୍ଣ୍ଣହାର୍ଟ ନିକଟରେ କରୋନା ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଛି। ଏହା ମଧ୍ୟରେ ସେ ୱାଶିଂଟନ୍ ସ୍ମାରକୀକୁ ଯାଇଥିଲେ।…

ଅଷ୍ଟ୍ରେଲିଆ ଆସି ଶିଶୁକୁ ଜନ୍ମ ଦେବାକୁ ବିରାଟ ଓ ଅନୁଷ୍କାଙ୍କୁ ଆମନ୍ତ୍ରଣ କଲେ ବ୍ରେଟ୍ ଲି

ନୂଆଦିଲ୍ଲୀ: ବିରାଟ କୋହଲୀ ଓ ଅନୁଷ୍କା ଶର୍ମାଙ୍କୁ ଅଷ୍ଟ୍ରେଲିଆ ଆସି ଶିଶୁକୁ ଜନ୍ମ ଦେବାକୁ ଆମନ୍ତ୍ରଣ କରିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟ୍ ଲି । ଏହା ସହ ବ୍ରେଟ୍ ଲି କହିଛନ୍ତି, ମିଷ୍ଟର କୋହଲୀଙ୍କୁ ସ୍ବାଗତ କରିବା ପାଇଁ ଅଷ୍ଟ୍ରେଲିଆବାସୀ ଆଗଭର । ବ୍ରେଟ୍ ଲି…

ବିହାରରୁ ଦିଲ୍ଲୀ ୧୧ ଦିନରେ ୧୦୦୦ କି.ମି. ସାଇକଲ ଯାତ୍ରା, କାହିଁକି ଜାଣନ୍ତୁ

୬୦ ବର୍ଷର ସତ୍ୟଦେବ ମାଞ୍ଝିଙ୍କ ମନୋବଳକୁ ମାନିବାକୁ ପଡିବ । ଏଇ ବୟସରେ ସେ ସାଇକଲରେ ଯାତ୍ରା କରିଛନ୍ତି, ୮-୧୦ କି.ମି. କି ୨୦-୨୫ କିମି ନୁହେଁ । ଏହି ବୃଦ୍ଧ ଜଣକ ୧ ହଜାର କିମିରୁ ଅଧିକ ଯାତ୍ରା କରିଛନ୍ତି । ବିହାରର ସିୱାନ ଜିଲ୍ଲାରୁ ସେ ଆସିଛନ୍ତି ଦିଲ୍ଲୀ । ଏଥିପାଇଁ ତାଙ୍କୁ ଲାଗିଛି ୧୧…