Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୫୫ ବର୍ଷ ପରେ ଭାରତରୁ ବାଂଲାଦେଶକୁ ଗଡ଼ିବ ଟ୍ରେନ୍, ୧୭ ତାରିଖରେ ଉଦଘାଟନ କଲେ ମୋଦି-ହସିନା

ନୂଆଦିଲ୍ଲୀ : ଦୀର୍ଘ ୫୫ ବର୍ଷ ଅପେକ୍ଷାର ଅନ୍ତ ହେବ । ଭାରତ-ବାଙ୍ଗଲାଦେଶ ମଧ୍ୟରେ ପୁଣି ଥରେ ଆରମ୍ଭ ହେବ ସୀମା ପାର ରେଳ ସେବା । ଆସନ୍ତା ୧୭ତାରିଖରେ ପଶ୍ଚିମବଙ୍ଗର ହଲଦିବାରୀ ଓ ବାଂଲାଦେଶର ଚିଲହାଟି ମଧ୍ୟରେ ରେଳ ମାର୍ଗର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଂଲାଦେଶ…

ମହାକବି ତଥା ଲେଖକ ସୁବ୍ରମଣ୍ୟମ ଭାରତୀଙ୍କ ଆଜି ୧୩୮ ତମ ଜୟନ୍ତୀ; ଅନ୍ତର୍ଜାତୀୟ ଭାରତୀ ମହୋତ୍ସବକୁ ସମ୍ବୋଧିତ କରିବେ…

ନୂଆଦିଲ୍ଲୀ: ଆଜି ପ୍ରସିଦ୍ଧ ତାମିଲ୍‌ କବି ତଥା ଲେଖକ ସୁବ୍ରମଣ୍ୟମ ଭାରତୀଙ୍କ ୧୩୮ ତମ ଜନ୍ମ ବାର୍ଷିକୀ। ସ୍ୱାଧୀନତା ଆନ୍ଦୋଳନରେ ମହାକବି ସୁବ୍ରମଣ୍ୟମ ଅଙ୍ଗାଙ୍ଗୀ ଭାବେ ଜଡିତ ଥିଲେ। ତାଙ୍କ ରଚନାରୁ ଅନୁପ୍ରାଣିତ ହୋଇ ଦକ୍ଷିଣ ଭାରତର ବହୁ ସଂଖ୍ୟକ ଲୋକ ଏହି ଆନ୍ଦୋଳନରେ ସାମିଲ୍‌ ହୋଇଥିଲେ।…

ଚାଷୀଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ନିଜ ଜିଦରେ ଅଟଳ ଅଛନ୍ତି କୃଷକ ସଂଗଠନ । କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ତଥାପି ସରକାର ବିକଳ୍ପ ରାସ୍ତା ବାହାର କରିବାକୁ ଉଦ୍ୟମ ଚଳାଇଛନ୍ତି । ଏଭଳି ସ୍ଥିତିରେ ଆନ୍ଦୋଳନରୁ ଓହରିବାକୁ ଚାଷୀଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।…

ସୁପ୍ରିମକୋର୍ଟରେ ପହଞ୍ଚିଲା ଚାଷୀ ଆନ୍ଦୋଳନ, ନୂଆ କୃଷି ଆଇନକୁ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନ ଚଳାଇଥିବା ଆନ୍ଦୋଳ ୧୬ ଦିନରେ ପହଞ୍ଚିଛି । ସରକାର ଦାବି ପୂରଣ ନକରିବା ଯାଏ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ସଫା ସଫା ଶୁଣାଇ ଦେଇଛନ୍ତି କୃଷ୍କ ସଂଗଠନ । ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏବେ…

ଦେଶବ୍ୟାପୀ ଚାଲିଛି ଡାକ୍ତରଙ୍କ ର୍ଧମଘଟ; ଜାଣନ୍ତୁ କ’ଣ ରହିଛି କାରଣ

ନୂଆଦିଲ୍ଲୀ: ଆୟୁର୍ବେଦ ଛାତ୍ରଛାତ୍ରୀ ମାନଙ୍କୁ ଅସ୍ତ୍ରୋପଚାର କରିବା ପାଇଁ ଦିଆଯାଇଥିବା ଅନୁମତି ବିରୋଧରେ ଶୁକ୍ରବାର ଦିନ ସାରା ଦେଶରେ ଡାକ୍ତର ମାନ‌େ ଧର୍ମଘଟକୁ ଓହ୍ଲାଇଛନ୍ତି। ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ)ର ନେତୃତ୍ୱରେ ଏହି ବିରୋଧ ପ୍ରର୍ଦଶନ କରାଯାଉଥିବା ବଳେ‌େ ସମସ୍ତ…

ଦେଶରେ ୩୦ ହଜାର ତଳକୁ ଖସିଲା ଦୈନିକ କର‌ୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କର‌ୋନା ସଂକ୍ରମଣ ସଂଖ୍ୟା କମୁଥିବା ବେଳେ ଦିନକର‌େ ୩୦ ହଜାରରୁ କମ୍ ପଜିଟିଭ ଚିହ୍ନଟ ହ‌ୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ ଦିନକର‌େ ୨୯ ହଜାର ୩୯୮ କରୋନା ସଂକ୍ରମିତ ଚିହ୍ନଟ ହ‌ୋଇଥିବା ବେଳେ…

ଭାରତ ଓ ଉଜବେକିସ୍ତାନ ମଧ୍ୟର‌େ ଆଜି ଭର୍ଚୁଆଲ୍ ସମ୍ମିଳନୀ

ନୂଆଦିଲ୍ଲୀ: କୋଭିଡ ପରବର୍ତ୍ତୀ ବିଶ୍ୱ ଓ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରିବା ପାଇଁ ଭାରତ ଏବଂ ଉଜବେକିସ୍ତାନ ମଧ୍ୟର‌େ ଶୁକ୍ରବାର ଦିନ ଏକ ଭର୍ଚୁଆଲ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉଜବେକିସ୍ତାନର ରାଷ୍ଟ୍ରପତି ଶବକାଟ…

ଦେଶରେ ହେଲାଣି ୧୫ କୋଟି କରୋନା ଟେଷ୍ଟ, ମାତ୍ର ୧୦ ଦିନରେ ଏକ କୋଟି ନମୁନା ପରୀକ୍ଷା

ନୂଆଦିଲ୍ଲୀ: କରୋନା ମୁକାବିଲା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଭାରତ । ବର୍ତ୍ତମାନ ସୁଦ୍ଧା ଦେଶରେ ୧୫କୋଟି ନମୁନା ପରୀକ୍ଷା ହୋଇସାରିଲାଣି । ଗତ ୧୦ ଦିନରେ ଏକ କୋଟିରୁ ଅଧିକ ଟେଷ୍ଟ କରାଯାଇଛି । ମୋଟ୍ ୧୫ କୋଟି ୭ ଲକ୍ଷ ୫୯ ହଜାର ୭୨୬ ନମୁନା ପରୀକ୍ଷା କରାଯାଇଥିବା ସ୍ବାସ୍ଥ୍ୟ…

ବାହାଘରରୁ ହେଲା କରୋନା! ଚାଲିଗଲା ବରର ଜୀବନ, ପରିବାରର ୯ ଜଣ ପଜିଟିଭ୍

ଉତ୍ତରପ୍ରଦେଶ: ବିବାହକୁ ହୋଇଥିଲା ମାତ୍ର ୧୦ ଦିନ । ପତ୍ନୀକୁ ଏକାକରି ଆରପାରିବୁ ଚାଲିଗଲେ ସ୍ବାମୀ । କରୋନା ଯୋଗୁ ହେଲା ମୃତ୍ୟୁ । ପରିବାରର ଅନ୍ୟ ୯ ଜଣ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଏପରି ଖବର ଆସିଛି ଉତ୍ତରପ୍ରଦେଶ ଫିରୋଜାବାଦରୁ । ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ମାତ୍ର ୧୦…

ଭାରତର ନାଭଆଇସିକୁ ଆଇଏମଓ ମାନ୍ୟତା

ନୂଆଦିଲ୍ଲୀ:ଭାରତ ଦ୍ୱାରା ସମ୍ପୂର୍ଣ୍ଣ ନିଜସ୍ୱ ଜ୍ଞାନକୌଶଳରେ ପ୍ରସ୍ତୁତ ନାଭଆଇସିକୁ ଇଂଟରନ୍ୟାଶନାଲ ମାରୀଟାଇମ ଓର୍ଗାନାଇଜେଶନ (ଆଇଏମଓ) ମାନ୍ୟତା ମିଳିଛି । ଫଳରେ ଆମେରିକା, ରୁଷିଆ ଓ ଚୀନ ସହିତ ଭାରତ ସମକକ୍ଷ ହୋଇପାରିଛି । ଆମେରିକା ଜିପିଏସ ପ୍ରସ୍ତୁତ କରିଥିବା ବେଳେ ରୁଷରେ ଗ୍ଲୋନେସ ଓ…