Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚୀନ୍‌କୁ ନେଇ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ବଡ ବୟାନ; ଚୀନ୍ ସହ ଭାରତ ସମ୍ପର୍କ ବର୍ତ୍ତମାନ ସବୁଠାରୁ କଷ୍ଟସାଧ୍ୟ…

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଚୀନ୍ ସହ ଜାରି ରହିଥିବା ଉତ୍ତେଜନା ପ୍ରସଙ୍ଗରେ ଜୟଶଙ୍କର ଏକ ବଡ ବୟାନ୍‌ ଦେଇଛନ୍ତି। ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଚୀନ୍ ସହ ଭାରତ ସମ୍ପର୍କ ବର୍ତ୍ତମାନ ସବୁଠାରୁ କଷ୍ଟସାଧ୍ୟ ପର୍ଯ୍ୟାୟରେ ଅଛି। ଏକ ଅନୁଷ୍ଠାନର କାର୍ଯ୍ୟକ୍ରମର ବୈଦେଶିକ…

ଭାରତ ବାୟୋଟେକ ଗସ୍ତରେ ୬୪ ଟି ଦେଶର ବୈଦେଶିକ ମିଶନ ମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଆଜି ୬୪ ଟି ଦେଶର ବୈଦେଶିକ ମିଶନର ମୁଖ୍ୟଙ୍କ ସହ ଭାରତ ବାୟୋଟେକ ଏବଂ ବାୟୋଲୋଜିକାଲ ଇ ରେ ପହଞ୍ଚିଛି। ଏହି ଦୁଇଟି କମ୍ପାନୀ କରୋନା ଟିକା 'କୋଭାକ୍ସିନ୍' ଉପରେ କାମ କରୁଛନ୍ତି। ଟିକା ଉପରେ କାର୍ଯ୍ୟ କରୁଥିବା ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ…

ବିଦେଶୀ ଦେଶ ସହ ହୋଇଥିବା ଚୁକ୍ତିନାମାକୁ ବାତିଲ କରିବାକୁ ଅଷ୍ଟ୍ରେଲିଆ ସଂସଦରେ ବିଲ୍ ପାସ୍; ଚୀନ-ଅଷ୍ଟ୍ରେଲିଆ ମଧ୍ୟରେ…

ନୂଆଦିଲ୍ଲୀ: ମଙ୍ଗଳବାର ଅଷ୍ଟ୍ରେଲିଆ ସଂସଦରେ ଏକ ବିଲ୍ ପାରିତ ହୋଇଛି ଯେଉଁଥିରେ ବୈଦେଶିକ ନୀତି ଦର୍ଶାଇ ବିଦେଶୀ ଦେଶ ସହ ଚୁକ୍ତିନାମା ବାତିଲ ହୋଇପାରିବ। ଏହା ଅଷ୍ଟ୍ରେଲିଆ ଏବଂ ଚୀନ୍ ମଧ୍ୟରେ ତିକ୍ତତା ବଢାଇପାରେ ବୋଲି କୁହାଯାଉଛି। ଚୀନ୍ ପୂର୍ବରୁ ଚେତାବନୀ ଦେଇଥିଲା ଯେ ଏହି ନିୟମ…

ଆମେରିକା: ଏବେ ବି ପରାଜୟକୁ ଗ୍ରହଣ କରୁନାହାନ୍ତି ଟ୍ରମ୍ପ୍‌

ୱାଶିଂଟନ୍: ଖୁବ୍‌ ଶୀଘ୍ର ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଶପଥ ଗ୍ରହଣ କରିବେ। କିନ୍ତୁ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରାଜୟକୁ ଗ୍ରହଣ କରିନଥିବା ସୂଚନା ମିଳିଛି। ସେ ଏହି ପଦରେ ଜାରି ରହିବେ ବୋଲି ଦାବି କରିଛନ୍ତି। ବ୍ୟୟବହୁଳ ରାଷ୍ଟ୍ରପତି ନିର୍ବାଚନରେ…

ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ; ଏଣିକି କୋଭିଡ୍‌ ରୋଗୀଙ୍କ ଘର ବାହାରେ ଆଉ ଲାଗିବନି ପୋଷ୍ଟର

ନୂଆଦିଲ୍ଲୀ: କରୋନାକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ କୌଣସି ରାଜ୍ୟ କୋଭିଡ -୧୯ ରୋଗୀଙ୍କ ଘର ବାହାରେ ପୋଷ୍ଟର ଲଗାଇ ପାରିବେ ନାହିଁ। କେନ୍ଦ୍ର ସରକାରଙ୍କ ଗାଇଡଲାଇନରେ ପୂର୍ବରୁ ସେପରି କିଛି କୁହାଯାଇ ନାହିଁ। ପୋଷ୍ଟର…

ଟୁଇଟ୍ କରି ସୋନିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ଆଜି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ଜନ୍ମଦିନ। ଦଳର ନେତାଙ୍କ ଠାରୁ ଆରମ୍ଭ କରି ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି କଂଗ୍ରେସ ନେତାଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସୋନିଆ ଗାନ୍ଧୀଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି।…

କ୍ରିକେଟକୁ ଅଲବିଦା କହିଲେ ଟିମ୍ ଇଣ୍ଡିଆର ଏହି ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ୍

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଟିମ୍ ଇଣ୍ଡିଆର ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ୍ ପାର୍ଥିବ ପଟେଲ । ୧୮ ବର୍ଷର ଇଣ୍ଟରନ୍ୟାସନାଲ୍ କ୍ରିକେଟ କ୍ୟାରିୟରରେ ଦି ଏଣ୍ଡ କରିଛନ୍ତି । ଟେଷ୍ଟ, ଦିନିକିଆ ଓ ଟି-ଟ୍ୱେଣ୍ଟିରୁ ପାର୍ଥିବ ଅବସର ଘୋଷଣା କରିଛନ୍ତି । ଆଗକୁ…

ଅର୍ବାନ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସରେ ଓଡ଼ିଶା ଏକ ନମ୍ବର

ନୂଆଦିଲ୍ଲୀ: ଅର୍ବାନ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସରେ ସାରା ଦେଶରେ ଏକ ନମ୍ବର ସ୍ଥାନରେ ରହିଛି ଓଡ଼ିଶା । ପ୍ରଜା ଫାଉଣ୍ଡେସନ ପକ୍ଷରୁ ହୋଇଥିବା ସର୍ଭେରେ ଓଡ଼ିଶା ୧୦୦ ମାର୍କରୁ ୫୬.୮୬ ପ୍ରତିଶତ ମାର୍କ ପାଇ ପ୍ରଥମ ସ୍ଥାନରେ ରହିଛି । ରାଜଧାନୀ ଦିଲ୍ଲୀ ଓ ୨୮ ରାଜ୍ୟର ୪୦ ସହରରେ ଏହି ସର୍ଭେ…

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ନୂତନ ବ୍ୟାଗ୍‌ ପଲିସି; ଏଣିକି ସ୍କୁଲ୍‌ ପିଲାଙ୍କ ବ୍ୟାଗ୍‌ର ଓଜନ ୫ କେ.ଜିରୁ ଅଧିକ ହେବ…

ନୂଆଦିଲ୍ଲୀ: ସ୍କୁଲ ଛାତ୍ରଛାତ୍ରୀଙ୍କ ବ୍ୟାଗକୁ ନେଇ ଅନେକ ସମୟରେ ବିବାଦ ଉପୁଜିଥିବା ବେଳେ ସରକାର ଏହି ବିବାଦକୁ ଏବେ ଶେଷ କରି ଦେଇଛନ୍ତି। ଏ ବାବଦରେ ସରକାର ଏକ ନୂତନ ବ୍ୟାଗ ପଲିସି ପ୍ରସ୍ତୁତ କରିଛନ୍ତି। ସେହି ଅନୁଯାୟୀ, ସ୍କୁଲ ପିଲାମାନଙ୍କର ବ୍ୟାଗ୍‌ର ଓଜନ ଦଶ ପ୍ରତିଶତରୁ ଅଧିକ ହେବ…

କୃଷି ଆଇନ ପ୍ରସଙ୍ଗରେ ଆଜି ରାଷ୍ଟ୍ରପତିଙ୍କୁ ଭେଟିବେ ବିରୋଧୀ ଦଳ ପ୍ରତିନିଧି

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ ବିରୋଧୀ ଦଳଗୁଡ଼ିକର ପ୍ରତିନିଧି । ସଂଧ୍ୟା ୫ଟାରେ କୃଷି ଆଇନ ପ୍ରସଙ୍ଗରେ ଆଲୋଚନା କାର୍ଯ୍ୟକ୍ରମ ରହିଛି। କୋଭିଡ କଟକଣା ଯୋଗୁଁ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ୫ ଜଣଙ୍କୁ ଅନୁମତି ମିଳିଛି । ବିରୋଧୀଙ୍କ ମିଳିତ ପ୍ରତିନିଧି ଦଳରେ…