Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମିଳିଲା କ୍ୟାବିନେଟ ମଞ୍ଜୁରୀ; ବଳାତ୍କାର ପାଇଁ ଏହି ରାଜ୍ୟରେ ମିଳିବ ଫାଶୀ ଦଣ୍ଡ

ମୁମ୍ବାଇ: ସମାଜରେ ମହିଳାଙ୍କ ପ୍ରତି ବଢୁଥିବା ଯୌନ ନିର୍ଯାତନାକୁ ଦୃଷ୍ଟିରେ ରଖି କଡା ପଦକ୍ଷେପ ନେଉଛନ୍ତି ମହାରାଷ୍ଟ୍ର ସରକାର। ମହାରାଷ୍ଟ୍ର (ମହାରାଷ୍ଟ୍ର) ସରକାର ଏଭଳି ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି ଯେଉଁଥିରେ ବଳାତ୍କାର ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ହେବ। ଏହି ବିଲ୍ କୁ…

ଆଜି ନୂଆ ସଂସଦ ଭବନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆଜି ନୂତନ ସଂସଦ ଭବନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାଢ଼େ ୧୨ଟା ବେଳେ ଭୂମି ପୂଜନ ରହିଛି । ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରାୟ ଦୁଇ ଶହ ଅତିଥି । ବିଭିନ୍ନ ରାଜନୈତିକ ଦଳର ନେତା, କେନ୍ଦ୍ର ମନ୍ତ୍ରୀ ଏବଂ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଯୋଗ ଦେବେ…

କର‌ୋନା ଟିକା ନ‌େଲ‌େ ପ୍ରଥମ ଓଡିଆ

ଲଣ୍ଡନ: ପ୍ରଥମ ଓଡିଆ ଭାବ‌େ କର‌ୋନା ଟିକା ‌ନ‌େଇଛନ୍ତି ବ୍ରିଟ‌େନରେ ସ୍ବାସ୍ଥ୍ୟର୍କମୀ ଭାବ‌େ କାର୍ଯ୍ୟରତ ଡ. ଶୈଳେଶ ମିଶ୍ର। ସୂଚନା ଅନୁଯାୟୀ ଗତ ମଙ୍ଗଳ ବାର ଠାରୁ ବ୍ରିଟ‌େନର‌େ ଫାଇଜର ଟିକାକରଣ ଆରମ୍ଭ ହ‌ୋଇଥିବା ବ‌େଳେ ଡ. ଶୈଳେଶ ମିଶ୍ରଙ୍କୁ ଏହି ଟିକା ଦିିଆଯାଇଛି। ଏନେଇ…

ଧରାଶାୟୀ ହେବ ଶତ୍ରୁ ଦେଶର ଡ୍ରୋନ୍: ଭାରତୀୟ ନୌସେନାକୁ ମିଳିବ ସ୍ମାଶ-୨୦୦୦ ପ୍ଲସ

ନୂଆଦିଲ୍ଲୀ: ଶତ୍ରୁର ଡ୍ରୋନକୁ ମାତ୍ ଦେବା ପାଇଁ ଭାରତୀୟ ନୌସେନା ଇସ୍ରାଏଲରୁ ଅସ୍ତ୍ରଶସ୍ତ୍ର ଅର୍ଡର କରିଛି । ଏହା ଆଣ୍ଟି ଡ୍ରୋନ୍ ଅସ୍ତ୍ର କମ୍ପ୍ୟୁଟରାଇଜିଡ୍ ଫାୟାର କଣ୍ଟ୍ରୋଲ ଓ ଇଲେକ୍ଟ୍ରୋ ଫାୟାର ଅପ୍ଟିକ୍ ସାଇଟ୍ ପ୍ରଣାଳୀରେ ପ୍ରସ୍ତୁତ ଏକ ଲେସ୍ । ଏହା ବନ୍ଧୁକ ଓ ରାଇଫଲ ଉପରେ ଫିଟ୍…

୧୦ ସେକେଣ୍ଡରେ ଧ୍ୱଂସ ୧୪୪ ମହଲା ବିଲ୍ଡିଂ, ବିଶ୍ୱ ରେକର୍ଡ ସ୍ଥାପନ

ଭୁବନେଶ୍ୱର: ପୁନରୁଦ୍ଧାର ପାଇଁ ଏକାଧିକ ମହଲା ବିଶିଷ୍ଟ ବିଲ୍ଡିଂକୁ ଧ୍ୱଂସ କରିବା କିଛି ନୂଆ ଘଟଣା ନୁହେଁ । ହେଲେ ମାତ୍ର ୧୦ ସେକେଣ୍ଡରେ ସଂପୂର୍ଣ୍ଣ ନିୟନ୍ତ୍ରଣର ସହ ୧୪୪ ମହଲା ବିଶିଷ୍ଟ ବିଲ୍ଡିଂକୁ ଧ୍ୱଂସ କରିବା ଏତେଟା ସହଜ ନୁହେଁ । ତେବେ ଏପରି ଏକ ଜଟିଳ ଯୋଜନା ଆବୁଧାବିରେ ସଫଳତାର…

କ’ଣ ସେରମ ଓ ଭାରତ ବାୟୋଟେକ୍ ଟିକାକୁ ମିଳିନାହିଁ ମଞ୍ଜୁରୀ ? ସରକାର ଦେଲେ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଅନେକ ଦେଶରେ ଟୀକାକରଣ ଆରମ୍ଭ ହୋଇସାରିଲାଣି । ଭାରତରେ କରୋନାକୁ ମାରିବା ପାଇଁ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଓ ଭାରତ ବାୟୋଟେକ ଟିକା ପ୍ରସ୍ତୁତ ହୋଇ ରହିଛି । ଏହା ଭିତରେ ଖବର ଆସି ପହଞ୍ଚିଥିଲା କି, କୋଭିଡ୍-୧୯ ଭ୍ୟାକସିନର ଜରୁରୀକାଳୀନ ବ୍ୟବହାର…

ସରକାରଙ୍କ ସଂଶୋଧିତ ପ୍ରସ୍ତାବକୁ ଚାଷୀଙ୍କ ପ୍ରତ୍ୟାଖ୍ୟାନ: ସାରା ଦେଶରେ ହେବ ଧାରଣା, ପ୍ରତିବାଦ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସଂଶୋଧିତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଚାଷୀ । ଏହା ପରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ଅମିତ ଶାହଙ୍କୁ ଭେଟିବାକୁ ପହଞ୍ଚିଛନ୍ତି । ଗୃହମନ୍ତ୍ରୀଙ୍କ ସହ କୃଷି ମନ୍ତ୍ରୀ ଆଲୋଚନା କରୁଛନ୍ତି । ଆସନ୍ତା ୧୨ ତାରିଖରେ…

AK Vs AK: ବର୍ଦ୍ଦି ପିନ୍ଧ ସୀମା ଲଙ୍ଘିଲେ ଅନିଲ କପୁର! ଆପତ୍ତି ଜଣାଇଲା ବାୟୁସେନା, ସିନ୍ ହଟାଇବାକୁ ଦାବି

ନୂଆଦିଲ୍ଲୀ: ଅଭିନେତା ଅନିଲ କପୁରଙ୍କ ଆଗାମୀ ପ୍ରୋଜେକ୍ଟ  AK Vs AK । ଏଥିରେ ମୁଖ୍ୟ ଭୁମିକାରେ ଅଛନ୍ତି ଅନିଲ କପୁର । ରିଲିଜ୍ ହୋଇଥିବା ଟ୍ରେଲରରେ ତାଙ୍କୁ ବାୟୁସେନା ଅଧିକାରୀଙ୍କ ୟୁନିଫର୍ମରେ ଦେଖିବାକୁ ମିଳିଛି । ଏହି ସିନକୁ ନେଇ ଭାରତୀୟ ବାୟୁସେନା ଆପତ୍ତି ଜଣାଇଛି । ସିନକୁ ଫିଲ୍ମରୁ…

ମୋଦୀ କ୍ୟାବିନେଟ: ଆତ୍ମନିର୍ଭର ଭାରତ ନିଯୁକ୍ତି ଯୋଜନାକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଦେଶରେ ନିଯୁକ୍ତି ବୃଦ୍ଧି ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ମାସରେ ଆତ୍ମନିର୍ଭର ଭାରତ ପ୍ୟାକେଜ୍ ୩.୦ ଅଧୀନରେ ଆତ୍ମନିର୍ଭରଶୀଳ ଭାରତ ନିଯୁକ୍ତି ଯୋଜନା ଘୋଷଣା କରିଥିଲେ। ବୁଧବାର କେନ୍ଦ୍ର କ୍ୟାବିନେଟ ଏହାକୁ ଅନୁମୋଦନ କରିଛି। ବୁଧବାର କ୍ୟାବିନେଟର ଏହି ନିଷ୍ପତ୍ତି…

କେନ୍ଦ୍ର କ୍ୟାବିନେଟ୍‌: ଦେଶ ପାଇଁ ପିଏମ୍‌ ୱାଇ-ଫାଇକୁ ଅନୁମୋଦନ; ଖୋଲିବ ୧ କୋଟି ଡାଟା କେନ୍ଦ୍ର

ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହା ପରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର, ରବି ଶଙ୍କର ପ୍ରସାଦ ଏବଂ ସନ୍ତୋଷ ଗାଙ୍ଗୱାର କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା…