Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏକାସାଙ୍ଗେ ଆର୍ଜେଣ୍ଟିନା ଏବଂ ଋଷିଆରେ ଭୂକମ୍ପ ଅନୁଭୂତ; ରିକ୍ଟର ସ୍କେଲ୍‌ରେ ତୀବ୍ରତା ୬ରୁ ଅଧିକ

ନୂଆଦିଲ୍ଲୀ: ଆର୍ଜେଣ୍ଟିନା ଏବଂ ଋଷିଆରେ ବଡ଼ ଧରଣର ଭୂକମ୍ପର କମ୍ପନ ଅନୁଭୂତ ହୋଇଛି। ଉଭୟ ଦେଶରେ ଭୂକମ୍ପର ତୀବ୍ରତା ରିଚ୍ଟର ସ୍କେଲରେ ୬ ରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଏଥି ସହିତ, ଉଭୟ ଭୂକମ୍ପ ମଧ୍ୟରେ ସମାନତା ମଧ୍ୟ ଥିଲା ଯେ ଉଭୟ ଭୂକମ୍ପ ଏକ ସମୟରେ ଆସିଥିଲା। ତେବେ ବର୍ତ୍ତମାନ…

ଧୀରେ ଧୀରେ ଭାରତ ସହ ଆମେରିକାର ବନ୍ଧୁତା ଦୃଢ ହେବାରେ ଲାଗିଛି; ଇଭାଙ୍କା ଟ୍ରମ୍ପ୍‌

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ତଥା ହ୍ୱାଇଟ୍‌ ହାଉସର ପରାମର୍ଶଦାତା ଇଭାଙ୍କା ଟ୍ରମ୍ପ ଭାରତ ବିଷୟରେ ତାଙ୍କ ସ୍ମୃତି ବାଣ୍ଟିଛନ୍ତି। ଇଭାଙ୍କା ୨୦୧୭ରେ ଗ୍ଲୋବାଲ୍ ଉଦ୍ୟୋଗୀ ସମ୍ମିଳନୀରେ ଭାଗ ନେବାକୁ ଭାରତ ଆସିଥିଲେ, ଯେଉଁଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଆଗାମୀ ୧୨ ଘଣ୍ଟାରେ ବଙ୍ଗୋପସାଗରରେ ସୃଷ୍ଟି ହେବ ସାମୁଦ୍ରିକ ଝଡ଼

ନୂଆଦିଲ୍ଲୀ: ବଙ୍ଗାପସାଗରରେ ସୃଷ୍ଟି ହେବ ସାମୁଦ୍ରିକ ଝଡ଼ । ଦକ୍ଷିଣପୂର୍ବ ବଙ୍ଗୋପସାଗରେ ସୃଷ୍ଟି ଡିପ୍ରେସନ ଅଧୀକ ଘନୀଭଊତ ହୋଇ ଡିପ ଡିପ୍ରେସନରେ (ଗଭୀର ଅବପାତ) ପରିଣତ ହୋଇଛି । ଆଗାମୀ ୧୨ ଘଣ୍ଟାରେ ନେବ ସାଇକ୍ଲୋନିକ ଷ୍ଟର୍ମ (ସାମୁଦ୍ରିକ ଝଡ଼) ରୂପ । ଗତ ୬ ଘଣ୍ଟା ହେବ ଏହା ପଶ୍ଚିମ…

ଦିନକରେ ଦେଶରୁ ୩୧ ହଜାର କରୋନା ପଜିଟିଭ୍, ୪୧ ହଜାର ସୁସ୍ଥ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିଲେ ବି ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି । ନୂଆ ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ସୁସ୍ତ ହେଉଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୧ହଜାର ୧୧୮ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯୪ଲକ୍ଷ ୬୨ହଜାର ୮୧୦କୁ…

ଦିଲ୍ଲୀରେ ଶୀତ ଭାଙ୍ଗିଲା ୭୧ ବର୍ଷର ରେକର୍ଡ

ନୂଆଦିଲ୍ଲୀ: ପ୍ରବଳ ଥଣ୍ଡାରେ ଥରୁଛି ଉତ୍ତର ଭାରତ । ଦେଶ ରାଜଧାନୀ ଦିଲ୍ଲୀରେ ହାଡ଼ଭଙ୍ଗା ଶୀତ । ନଭେମ୍ବର ମାସରେ ଜାଡ଼ ଭାଙ୍ଗିଛି ୭୧ବର୍ଷର ରେକର୍ଡ । ଚଳିତ ମାସରେ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୧୦.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା…

ତେଜୁଛି କୃଷକ ଆନ୍ଦୋଳନ: ଆଜି ଆଲୋଚନା ପାଇଁ ଡାକିଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ: ରାଜରାସ୍ତାରେ ଦେଶର ଅନ୍ନଦାତା । ନୂଆ କୃଷି ବିଲକୁ ବିରୋଧ କରିବା ସହ ନିଜ ହକ ପାଇଁ ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଛନ୍ତି ହଜାର ହଜାର କୃଷକ । ଦାବି ପୂରଣ ନେହେଲେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ସଫା ସଫା ଶୁଣାଇ ଦେଇଛନ୍ତି । ଅଡୁଆରେ ପଡିଥିବା କେନ୍ଦ୍ର ସରକାର ଆଜି କୃଷକଙ୍କ…

ବଲାଙ୍ଗିର ସୁନ୍ଦରୀ ଶୁଭଶ୍ରୀ ପିନ୍ଧିଲେ ଫେମିନା ମିସ୍ ଇଣ୍ଡିଆ ଓଡ଼ିଶା ମୁକୁଟ

ଭୁବନେଶ୍ୱର: ବଲାଙ୍ଗୀର ଝିଅ ଶୁଭଶ୍ରୀ ରାୟଗୁରୁ ଜିତିଲେ ଭିଏଲସିସି ଫେମିନା ମିସ୍ ଇଣ୍ଡିଆ ଓଡିଶା ୨୦୨୦ ଟାଇଟଲ। ଏହି ଟାଇଟଲ୍ ସହିତ ସେ VLCC ଫେମିନା ମିସ୍ ଇଣ୍ଡିଆର ଟପ୍ -୩୧ ରେ ସ୍ଥାନ ପାଇଛନ୍ତି । ଏବେ ସେ ଟପ୍ ୧୫ରେ ସ୍ଥାନ ପାଇବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ହୋଇଥିବା ୩୦…

ସ୍ୱାମୀଙ୍କ ଅଭିଯୋଗ; ନିଜ ୪ ଝିଅଙ୍କ ଗଳାକାଟି ହତ୍ୟା କଲେ ପତ୍ନୀ

ମେୱାତ: ୪ ଝିଅର ବେକ କାଟି ମାଆର ଆତ୍ମହତ୍ୟା ଉଦ୍ୟମ। କଥାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ହରିୟାଣାର ମେୱାତ୍‌ ଜିଲ୍ଲାରେ। ସୂଚନାନୁସାରେ, ଏଠାରେ ଜଣେ ମା’ ଫରମିନା ନିଜ ୪ ଝିଅଙ୍କ ଗଳା କାଟି ହତ୍ୟା କରିଛି। ଏହା ପଛର କାରଣ ମଧ୍ୟ ଅତି…

ଆଜି ବିଶ୍ୱ ଏଡ଼ସ୍ ଦିବସ

ଭୁବନେଶ୍ୱର: ଏଡ଼ସ୍ (ଆକ୍ୱାଡ଼ ଇମୁ୍ୟନ୍ ଡେ଼ଫିସିଏନ୍ସି ସିଣ୍ଡ୍ରୋମ୍) ନାଁ ଶୁଣିଲେ ମନ ଭୟରେ ଥରିଉଠେ ।ଏଡ଼ସ୍ ଡ଼ର ସଭିଙ୍କୁ  । ଗର୍ଭସ୍ଥ ଶିଶୁଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ  । ବୈଜ୍ଞାନିକମାନେ ମଧ୍ୟ ଏଯାଏଁ ଏଡ଼ସ୍ ନିରାକରଣ ପାଇଁ ମେଡ଼ିସିନ୍ ଆବିଷ୍କାର କରିବାରେ ସଫଳତା…

ଶ୍ରୀଲଙ୍କା ଜେଲରେ କରୋନା ବ୍ୟାପିବା ଗୁଜବ: ୮ ମୃତ, ୫୦ ଆହତ

କଲମ୍ବୋ:କରୋନା ମହାମାରୀ ବ୍ୟାପିବା ଗୁଜବରେ ଶ୍ରୀଲଙ୍କାର ମହାରା ଜେଲରେ ଦଙ୍ଗା ପରିସ୍ଥିତି ଉପୁଜିଥିଲା । କୈଦୀମାନେ ପରସ୍ପର ସହ ସଂଘର୍ଷରେ ମାତି ଯାଇଥିଲେ । ଏହା ଭୟାବହ ସଂଘର୍ଷରେ ୮ ଜଣ ମୃତ୍ୟୁବରଣ କରିଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ରିପୋର୍ଟ ମୁତାବକ ଜେଲରେ କରୋନା…