Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନୂତନ ରାଜନୈତିକ ଯାତ୍ରା ପାଇଁ ପ୍ରସ୍ତୁତ ଅଭିନେତ୍ରୀ ଉର୍ମିଳା; ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ତାଙ୍କର ନୂଆ ରାଜନୈତିକ ଯାତ୍ରା ଆରମ୍ଭ କରିଛନ୍ତି। ଉର୍ମିଳା ମାତୋଣ୍ଡକର ବର୍ତ୍ତମାନ ଶିବସେନାରେ ଯୋଗ ଦେଇଛନ୍ତି। ଶିବସେନା ମୁଖ୍ୟ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ଉର୍ମିଲା ମାତୋଣ୍ଡକର ଶିବସେନାରେ…

୧୦ ଟଙ୍କାରେ ମିଳୁଛି ଜୀବନ ଶିକ୍ଷା !

ମୁମ୍ବାଇ: ମଣିଷର ସବୁଠୁ ଘନିଷ୍ଠ ବନ୍ଧୁ ହେବାର ପ୍ରଥମ ଦାବିଦାର ହେଉଛି ବହି । ତେବେ ଆଜି ବହିର ସ୍ଥାନକୁ ମୋବାଇଲ୍ ଫୋନ୍ ମାଡି ବସିଛି । ହେଲେ ବହି ଯାହା ଆମକୁ ଶିକ୍ଷା ଦେଇଛି ତାହା ଆଉ କେହି ଦେଇପାରିବେ ନାହିଁ । ଏ କଥାକୁ ଆପଣ ବି ଅମାନ୍ୟ କରିପାରିବେ ନାହିଁ । ମୁମ୍ବାଇର ଜଣେ ବ୍ୟକ୍ତି…

ବଚ୍ଚନ ପ୍ରେମରେ ପାଗଳ ଅଭିନେତ୍ରୀ ଜ୍ୟାକଲିନ୍

ମୁମ୍ବାଇ: ସତରେ ଯେମିତି ଅଭିନେତ୍ରୀ ଜାକଲିନ୍ ଫର୍ନାଣ୍ଡିଜ୍ ବଚ୍ଚନ ପ୍ରେମରେ ପାଗଳ ହୋଇଯାଇଛନ୍ତି । ତେବେ ଏଠି ଆମେ ଅମିତାଭ କି ଅଭିଷେକ ବଚ୍ଚନଙ୍କ କଥା ଲେଖିନୁ । ବରଂ ଅକ୍ଷୟ କୁମାରଙ୍କ ଅପକମିଂ ଫିଲ୍ମ ବଚ୍ଚନ ପାଣ୍ଡେ କଥା ଉଲ୍ଲେଖ କରିଛୁ । ସଜିଦ ନାଡିଆଡୱାଲାଙ୍କ ଆଗାମୀ ଆକ୍ସନ୍ କମଡି…

ସାଉଥ୍ ସୁପରଷ୍ଟାର ବିକ୍ରମ୍‌ଙ୍କୁ ବୋମାମାଡ ଧମକ !

ଚେନ୍ନାଇ: ରିଲ୍ ଲାଇଫ୍‌ରେ ବଡବଡ ବିସ୍ଫୋରଣ କରୁଥିବା ଅଭିନେତା ବିକ୍ରମ ଚିୟାଁଙ୍କୁ ମିଳିଛି ରିୟଲ୍ ଲାଇଫରେ ବୋମାମାଡ ଧମକ । ଜଣେ ଅଜଣା ବ୍ୟକ୍ତି ତାଙ୍କ ଘରକୁ ବୋମାମାଡରେ ଉଡାଇଦେବା ଭଳି ଧମକ ଦେବା ପରେ ଚାଂଚଲ୍ୟ ଖେଳିଯାଇଛି । ଖବର ପାଇ ବିକ୍ରମଙ୍କ ଘରେ ପହଂଚି ପୋଲିସ ତଦନ୍ତ ଆରମ୍ଭ କରିଛି…

ଏକାଠି ଆସୁଛନ୍ତି ମନୋଜ ବାଜପାୟୀ, ନିନା ଓ ସାକ୍ଷୀ ତନୱର !

ମୁମ୍ବାଇ: ତିନି ପୁରୁଖା କଳାକାରଙ୍କୁ ନେଇ ସାମ୍ନାକୁ ଆସିବ ଥ୍ରୀଲର୍ ଫିଲ୍ମ "ଡାଏଲ୍‌- ୧୦୦" । ସୋନୀ ପିକ୍‌ଚର୍ସ ବ୍ୟାନର୍ ତଳେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମରେ ମନୋଜ ବାଜପାୟୀ, ନିନା ଗୁପ୍ତା ଓ ସାକ୍ଷୀ ତନୱରଙ୍କ ଭଳି ଜଣାଶୁଣା କଳାକାର ନଜର ଆସିବେ । Excited to announce my…

ଲାହୋର ହେଉଛି ଦୁନିଆର ସବୁଠାରୁ ପ୍ରଦୂଷିତ ସହର; ଦିଲ୍ଲୀ ଦ୍ୱିତୀୟ

ନୂଆଦିଲ୍ଲୀ: ବିଶ୍ୱର ପ୍ରଦୂଷିତ ସହର ତାଲିକାରେ ପାକିସ୍ତାନର ଲାହୋର ପ୍ରଥମ ସ୍ଥାନରେ ରହିଛି। ଭାରତର ରାଜଧାନୀ ନୂଆଦିଲ୍ଲୀ ହେଉଛି ବିଶ୍ୱର ଦ୍ୱିତୀୟ ପ୍ରଦୂଷିତ ସହର। ଆମେରିକାର ବାୟୁ ଗୁଣବତ୍ତା ସୂଚକାଙ୍କ ଦୁନିଆର ସବୁଠାରୁ ପ୍ରଦୂଷିତ ସହରଗୁଡିକର ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକା…

କେମିତି ଅଛନ୍ତି ବଲିଉଡର ସାମ୍‌ରି ?

ମୁମ୍ବାଇ: ଦିନ ଥିଲା ବଲିଉଡରେ ଗୋଟିଏ ପରେ ଗୋଟିଏ ହରର ଫିଲ୍ମ ରିଲିଜ ହେଉଥିଲା । ଖାସ କରି ରାମ୍‌ସେ ବ୍ରଦର୍ସଙ୍କ ପ୍ରଡକ୍ସନ ହାଉସ୍ ହରର ଫିଲ୍ମ ନିର୍ମାଣ କରି ଖୁବ ଟଙ୍କା ଛାପିଥିଲା । ସେହି ହରର୍ ଫିଲ୍ମ ସେକ୍ଟରରେ ସାମରୀ ନାମକ ଏକ କିର୍ଦାର ସବୁଠୁ ଅଧିକ ଚର୍ଚ୍ଚା ସାଉଣ୍ଟିଥିଲା । ଏହି…

ଭାରତୀୟ ନୌସେନାର ଶକ୍ତି ବୃଦ୍ଧି; ବ୍ରହ୍ମୋସ୍‌ର ଆଣ୍ଟି-ସିପ୍‌ ସଂସ୍କରଣର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଭାରତୀୟ ନୌସେନା ମଙ୍ଗଳବାର ଦିନ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ଆଣ୍ଟି-ସିପ୍‌ ସଂସ୍କରଣକୁ ସଫଳତାର ସହ ପରୀକ୍ଷା କରିଛି। ଏହି ପରୀକ୍ଷା ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ କରାଯାଇଥିଲା। ଏହାପୂର୍ବରୁ ୨୪ ନଭେମ୍ବରରେ, ଭୂପୃଷ୍ଠରୁ ସୁପରସୋନିକ୍ କ୍ରୁଜ୍…

ଆଜି ସକାଳେ ଉତ୍ତରାଖଣ୍ଡରେ ଭୂକମ୍ପ ଅନୁଭୂତ; ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ରହିଛି ୩.୯

ନୂଆଦିଲ୍ଲୀ: ମଙ୍ଗଳବାର ସକାଳେ ଉତ୍ତରାଖଣ୍ଡରେ ଭୂକମ୍ପ ଅନୁଭୂତ ହୋଇଥିଲା। ସକାଳ ୯.୪୧ରେ ହରିଦ୍ୱାର ନିକଟରେ କମ୍ପନ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୯ ଥିଲା। କୌଣସି ପ୍ରକାରର ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ସୂଚନା ପ୍ରକାଶ ପାଇ ନାହିଁ। ଏହାପୂର୍ବରୁ…

ଏସସିଓରେ ଚୀନ୍‌ର ଉଚ୍ଚାଭିଳାଷୀ ‘ୱାନ୍ ବେଲ୍ଟ, ୱାନ୍ ରୋଡ୍’ ପ୍ରକଳ୍ପକୁ ସମର୍ଥନ କରିବାକୁ ମନା କରିଛି…

ନୂଆଦିଲ୍ଲୀ: ସୋମବାର ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଭାରତ ପୁଣି ଚୀନ୍‌ର ଉଚ୍ଚାଭିଳାଷୀ 'ୱାନ୍ ବେଲ୍ଟ, ୱାନ୍ ରୋଡ୍' (ଓବିଓଆର୍‌) ପ୍ରକଳ୍ପକୁ ବିରୋଧ କରିଛି। (ଓବିଓଆର୍‌) ପ୍ରକଳ୍ପର ଏକ ଅଂଶ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର ଦେଇ ଯାଇଥିବା…