Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସମାଲୋଚକଙ୍କୁ କଡା ଜବାବ ଦେଲେ ଭାରତ ବାୟୋଟେକ୍ ଏମଡି କ୍ରିଷ୍ଣା ଏଲ୍ଲା

ନୂଆଦିଲ୍ଲୀ: ଭାରତ ବାୟୋଟେକ୍ କରୋନା ଟିକା କୋଭାକ୍ସିନକୁ ଜରୁରୀ ବ୍ୟବହାର ପାଇଁ DCGI ଅନୁମତି ଦେବାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ। ଏହାପରେ ଆଜି ସମାଲୋଚକ ଙ୍କୁ କଡାଗଣ୍ଡା ଜବାବ ଦେଇଛନ୍ତି ଭାରତ ବାୟୋଟେକ ଏମଡି କ୍ରିଷ୍ଣା ଏଲ୍ଲା। ସେ କହିଛନ୍ତି, ବିଶ୍ବବ୍ୟାପୀ ଲୋକଙ୍କୁ ଟିକା ଉପଲବ୍ଧ…

ହାଇକୋର୍ଟକୁ ଗଲା ରିଲାଏନ୍ସ ଜିଓ, ଜାଣନ୍ତୁ କାରଣ କ’ଣ…

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆରଆଇଏଲ) ପକ୍ଷରୁ ତାହାର ସହଯୋଗୀ କମ୍ପାନୀ ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ (ଆରଜେଆଇଏଲ) ଜରିଆରେ ପଞ୍ଜାବ ଓ ହରିଆଣା ହାଇକୋର୍ଟରେ ଏକ ମାମଲା ଦାଏର କରାଯାଇଛି। ଏକ ପିଟିସନ ମାଧ୍ୟମରେ ସରକାରୀ କତ୍ତୃପକ୍ଷଙ୍କ ତୁରନ୍ତ ହସ୍ତକ୍ଷେପ ଦ୍ୱାରା…

କରୋନା କାଳରେ ପ୍ରଥମ ଥର ଘଟିଲା ଏହି ୮ ଘଟଣା

ନୂଆଦିଲ୍ଲୀ: କରୋନା ମହାମାରୀ ଆମକୁ ଅନେକ ନୂଆ କଥା ଶିଖାଇଛି ଓ ଦେଖାଇଛି । ଆସନ୍ତୁ ଜାଣିବା ଏପରି କିଛି ଘଟଣା ଯାହା ଆମେ ପ୍ରଥମ ଥର କରୋନ କାଳରେ ଜାଣିବାକୁ ପାଇଲେ । ହଜ ଯାତ୍ରା ବନ୍ଦ: ପ୍ରଥମ ଥର ପାଇଁ ହଜ ଯାତ୍ରା ବନ୍ଦ ହୋଇଛି । ଆଧୁନିକ ଇତିହାସରେ ଏହା ପ୍ରଥମ ଘଟଣା । ମଣିଷ ଶରୀରରେ…

ମୋଟା ଅଙ୍କର ବିଜ୍ଞାପନ ହାତେଇଲେ ଧୋନୀଙ୍କ ଲାଡଲି ଜିଭା

ରାଞ୍ଚି: ଭାରତର ପୂର୍ବତନ କ୍ରିକେଟର୍ ଧୋନୀଙ୍କ ଲାଡଲି ଜିଭା । ଦେଶରେ ଚର୍ଚ୍ଚିତ ଷ୍ଟାର୍‌କିଡ୍ ତାଲିକାରେ ସେ ଅନ୍ୟତମ । ୫ ବର୍ଷୀୟ ଜିଭାଙ୍କର ୧.୮ ମିଲିଅନ୍ ସୋସିଆଲ ମିଡିଆ ଫଲୋଅର୍ସ ଥିବାବେଳେ ନିକଟରେ ସେ ହାତେଇଛନ୍ତି ଏକ ମୋଟା ଅଙ୍କର ବିଜ୍ଞାପନ । ବଢୁଥିବା ପପୁଲାରିଟି ପାଇଁ ଜିଭା…

ବେନାମୀ ସମ୍ପତ୍ତି ମାମଲାରେ ପଚରାଉଚରା ପାଇଁ ରବର୍ଟ ଭଦ୍ରାଙ୍କ କାର୍ଯ୍ୟାଳୟ ପହଞ୍ଚିଛି ଆୟକର ବିଭାଗ

ନୂଆଦିଲ୍ଲୀ: ବେନାମୀ ସମ୍ପତ୍ତି ସହ ଜଡିତ ଏକ ମାମଲାରେ ପଚରାଉଚରା ପାଇଁ ଆଜି ଆୟକର ବିଭାଗର ଏକ ଟିମ୍ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ସୂଚନାନୁସାରେ, ବିକାନେର ଏବଂ ଫରିଦାବାଦ ଜମି ଦୁର୍ନୀତିରେ ଆୟକର ବିଭାଗ…

ହ୍ରିତିକଙ୍କୁ ପ୍ରୀତି ଜିଣ୍ଟାଙ୍କ ୱେବ୍ ସିରିଜ୍ ଭେଟି !

ମୁମ୍ବାଇ: ହ୍ରିତିକଙ୍କୁ ନେଇ ସାମ୍ନାକୁ ଆସିଲା ବଡ ଖବର । ଖୁବଶୀଘ୍ର ଗ୍ରୀକ୍ ଗଡ୍ ଓରଫ ହ୍ରିତିକ୍ ଡିଜିଟାଲ୍ ପ୍ଲାଟଫର୍ମରେ ପାଦ ଦେବାକୁ ଯାଉଛନ୍ତି । ତେବେ ଏଥିପାଇଁ ସେ ଭାରତ ନୁହେଁ ବରଂ ବିଦେଶରୁ ଅଫର୍ ପାଇଛନ୍ତି । ଶୁଣିବାକୁ ଅଜବ ଲାଗୁଥିଲେ ବି ବିଦେଶରୁ ଅଫର ପାଇ ହ୍ରିତିକ ୱେବ୍…

ଏବେ ଟିକା ନେବେନି ସିଏମ୍‌ ଶିବରାଜ ସିଂ ଚୌହାନ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ସେ ପ୍ରଥମେ କରୋନା ଟିକା ଗ୍ରହଣ କରିବେ ନାହିଁ। ବାକି ଲୋକମାନେ କରୋନା ଟିକା ନେବା ପରେ ସେ କରୋନା ଟିକା ଗ୍ରହଣ କରିବେ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ କରୋନା ଟିକା ପାଇଁ ସମସ୍ତ ଲୋକ ନିଜସ୍ୱ…

ଦେଶରେ ଅଚାନକ ହେଉଛି ପକ୍ଷୀମାନଙ୍କ ରହସ୍ୟମୟ ମୃତ୍ୟୁ; ଚିନ୍ତାରେ ସରକାର

ନୂଆଦିଲ୍ଲୀ: ଦେଶରେ ପ୍ରବାସୀ ପକ୍ଷୀମାନଙ୍କ ଅଚାନକ ଏବଂ ରହସ୍ୟମୟ ଭାବେ ମୃତ୍ୟୁ ହେଉଥିବା ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି। ସମ୍ପ୍ରତି ଅନେକ ରାଜ୍ୟରେ ପକ୍ଷୀଙ୍କ ରହସ୍ୟମୟ ମୃତ୍ୟୁ ପ୍ରଶାସନର ଚିନ୍ତା ବଢାଇ ଦେଇଛି। ପକ୍ଷୀମାନଙ୍କ ମୃତ୍ୟୁ ପଛରେ ବାର୍ଡ ଫ୍ଲୁ ହେବା ନେଇ ଆଶଙ୍କା କରାଯାଉଛି।…

‘ଅଲିବାବା ଗ୍ରୁପ୍’ ମାଲିକ ଜ୍ୟାକ୍ ମା ନିଖୋଜ

ନୂଆଦିଲ୍ଲୀ: ଏସିଆର ଅନ୍ୟତମ ଧନୀ ବ୍ୟକ୍ତି, ଅଲିବାବା ଗ୍ରୁପ୍ ମାଲିକ ଜ୍ୟାକ୍ ମା ବର୍ତ୍ତମାନ ନିଖୋଜ ହୋଇଯାଇଥିବା ଖବର ସାମ୍‌ନାକୁ ଆସିଛି। ସେ କେଉଁଠାରେ ଅଛନ୍ତି ତାହା କାହାକୁ ଜଣା ନାହିଁ। ବର୍ତ୍ତମାନ ଏହି ବିଷୟ ଏବେ ଅଧିକ ରହସ୍ୟ ଘେରକୁ ଟାଣି ହୋଇଯାଇଛି। ଖବର ଅନୁଯାୟୀ, ଗତ ଦୁଇମାସ…

ଆମେ ଦୁନିଆର ସବୁଠୁ ବଡ ଟିକାକରଣ କାର୍ଯ୍ୟକ୍ରମ ଆଡକୁ ଗତି କରୁଛୁ; ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ 'ନ୍ୟାସନାଲ ଆଟୋମିକ୍ ଟାଇମସ୍କେଲ୍' ଏବଂ 'ଇଣ୍ଡିଆନ୍ ଡାଇରେକ୍ଟିଭ୍ ମ୍ୟାଟେରିଆଲ୍' ଦେଶକୁ ଉତ୍ସର୍ଗ କରିଛନ୍ତି ଏବଂ ଜାତୀୟ ପରିବେଶ ମାନକ ଲାବୋରେଟୋରୀର ଶିଳାନ୍ୟାସ କରିଛନ୍ତି। ପିଏମଏମ ମୋଦୀ ଭିଡିଓ କନଫରେନ୍ସିଂ…