Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନା ଟିକା ନେଇ ‌ପିଏମ୍‌ ମୋଦୀଙ୍କ ବଡ଼ ବୟାନ; କହିଲେ ଏହି ପ୍ରସଙ୍ଗକୁ ନେଇ ରାଜନୀତି ଚାଲିଛି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ କରୋନା ଭୂତାଣୁ ଟିକା ନେଇ ଏକ ବଡ଼ ବୟାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି ଟିକା କେବେ ଆସିବ, ଆମେ ସମୟ ସ୍ଥିର କରିପାରିବୁ ନାହିଁ, ଏହା ବୈଜ୍ଞାନିକମାନଙ୍କ ହାତରେ। ମଙ୍ଗଳବାର ଆଠଟି ରାଜ୍ୟର…

[ଭିଡିଓ] ବିଚ୍ ରାସ୍ତାରେ ବୁର୍ଖାପିନ୍ଧା ମହିଳାଙ୍କ ଆତଙ୍କରାଜ !

ନୂଆଦିଲ୍ଲୀ: ବିଚ୍ ରାସ୍ତାରେ ଖୁଲମ୍‌ଖୁଲା ବୁର୍ଖାପିନ୍ଧା ମହିଳାଙ୍କ ଆତଙ୍କରାଜ । ହାତରେ ଥିଲା ବନ୍ଧୁକ, ପାଟିରୁ ବାହାରୁଥିଲା ଅନବରତ ଅଶ୍ରାବ୍ୟ ଭାଷା । ତେବେ ଘଟଣା ଏତିକିରେ ଥମିନଥିଲା । କେବଳ ଧମକ ନୁହେଁ ବରଂ ମହିଳା ଜଣକ ଏକାଧିକ ରାଉଣ୍ଡ ଗୁଳିମାଡ ବି କରିଥିଲେ । ତେବେ ଏଥିରେ କେହି…

୨୮ ନଭେମ୍ବରରେ ପୁଣେସ୍ଥିତ ସେରମ୍‌ ଇନଷ୍ଟିଚ୍ୟୁଟ୍ ପରିଦର୍ଶନ କରିବେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ୨୮ ନଭେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ ପରିଦର୍ଶନ କରିବେ। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଭାରତରେ କୋଭିଶିଲ୍ଡ ନାମକ ଏକ ଟିକା ପରୀକ୍ଷା କରୁଥିବାବେଳେ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଏହି ଟିକା ଉତ୍ପାଦନକାରୀ ଏଷ୍ଟ୍ରୋଜେନିକା ଅନ୍ୟ…

ଫିଲ୍ମ “ବ୍ରହ୍ମାସ୍ତ୍ର” ରିଲିଜ୍ କରିବାକୁ ମନା କଲେ କରନ୍ ଜୋହର !

ମୁମ୍ବାଇ: ପ୍ରଥମ ଥର ପାଇଁ ଫିଲ୍ମ ବ୍ରହ୍ମାସ୍ତ୍ରରେ ଏକାଠି ଆସୁଛନ୍ତି ରଣବୀର କାପୁର ଓ ଆଲିୟା ଭଟ୍ଟ । ଅୟାନ ମୁଖାର୍ଜିଙ୍କ ଏହି ଫିଲ୍ମରେ ମେଗାଷ୍ଟାର ଅମିତାଭ ବଚ୍ଚନ, ନାଗାର୍ଜୁନ, ଡିମ୍ପଲ୍ କପାଡିଆ ଓ ମୌନୀ ରୟଙ୍କ ଭଳି ଜଣାଶୁଣା କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିବ । ପୂର୍ବରୁ ଏହି…

ପିଲିଭିଟ୍‌ ଟାଇଗର୍‌ ରିଜର୍ଭକୁ ମିଳିଲା ଅନ୍ତର୍ଜାତୀୟ ସମ୍ମାନ; ୧୦ ବର୍ଷ ପରିବର୍ତ୍ତେ ୪ ବର୍ଷରେ ବ୍ୟାଘ୍ରଙ୍କ…

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପିଲିଭିଟ୍ ଟାଇଗର ରିଜର୍ଭ (ପିଟିଆର) ଏବଂ ରାଜ୍ୟର ବନ ବିଭାଗ ୧୦ ବର୍ଷ ପରିବର୍ତ୍ତେ ୪ ବର୍ଷରେ ଟାଇଗର ଜନସଂଖ୍ୟାକୁ ଦ୍ୱିଗୁଣିତ କରି ପ୍ରଥମ ଥର ପାଇଁ ଆନ୍ତର୍ଜାତୀୟ ପୁରସ୍କାର ହାସଲ କରିଛନ୍ତି। ଦେଶର ୧୩ ଟି ଟାଇଗର ରେଞ୍ଜରେ ପିଟିଆର୍‌ ହେଉଛି ପ୍ରଥମ ଟାଇଗର…

ବିୟର ପିଇ ରେସ୍ତୋରାଁକୁ ୩୦୦୦ ଡଲାର୍‌ ଟିପ୍ସ ଦେଲେ ବ୍ୟକ୍ତି; କିନ୍ତୁ କାହିଁକି…..

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ, ଯେଉଁଠାରେ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି, ସେଠାରେ ମଧ୍ୟ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଏଭଳି ପରିସ୍ଥିତିରେ ଆମେରିକାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରେସ୍ତୋରାଁ…

ସମାଲୋଚନାର ଶିକାର ହେଲେ ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ଅଙ୍କିତା !

ମୁମ୍ବାଇ: ଜୁନ୍ ୧୪ରେ ସୁଶାନ୍ତଙ୍କ ରହସ୍ୟମୟ ମୃତ୍ୟୁ ସମସ୍ତଙ୍କୁ ଚମକାଇଦେଇଥିଲା । ତାଙ୍କ ମୃତ୍ୟୁକୁ ନେଇ ତଦନ୍ତ ଅନିଶ୍ଚିତତା ଘେରରେ ରହିଛି । ଅନ୍ୟପଟେ ରିଆ ଚକ୍ରବର୍ତ୍ତୀଙ୍କ ସମେତ ଅନେକ ଥର ଅଙ୍କିତା ଲୋଖଣ୍ଡେ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ । ହେଲେ ନିକଟରେ ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା…

ଅଂଶଙ୍କ ସହ ଆସୁଛନ୍ତି ଧ୍ୱନି ଭାନୁଶାଲି !

ମୁମ୍ବାଇ: ଏମର୍ଜିଂ ସିଙ୍ଗର କମ୍ ପରଫର୍ମର୍ ଧ୍ୱନି ଭାନୁଶାଲୀ । ନିଜ କ୍ୟାରିଅରରେ ସଫଳତାର ସହ ଆଗେଇ ଚାଲିଥିବା ଏହି କଳାକାର ଆଗାମୀ ଦିନରେ ଆଉ ଏକ ନୂଆ ପ୍ରୋଜେକ୍ଟରେ ନଜର ଆସିବେ । ନୂଆ ପ୍ରୋଜେକ୍ଟର ଟାଇଟଲ ରିଭିଲ୍ କରିନଥିଲେ ବି ଏହାର ସୁଟିଂ ଆରମ୍ଭ ହୋଇଥିବା ନେଇ ଖୋଦ ଧ୍ୱନି ସୋସିଆଲ୍…

ଇଣ୍ଟରନେଟ୍‌ରେ ଭାଇରାଲ୍ ” ଅରେ ୟାର୍ “

ନାଗପୁର: ଦେଶବ୍ୟାପୀ ଲକଡାଉନ୍‌ରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଖାସ୍ କରି ଦାଢି ଓ ଚୁଟି କାଟିବା ଭଳି ଅତ୍ୟାବଶକୀୟ ସେବାରୁ ବଂଚିତ ହୋଇ ଲୋକେ ନାନା ହଇରାଣ ହରକତ ହୋଇଥିଲେ । ତେବେ ଚୁଟି କାଟିବା ଭଳି ଘଟଣାକୁ ନେଇ ସୋସିଆଲ୍ ମିଡିଆରେ ଜଣେ କୁନି ପୁଅର ଭିଡିଓ ଭାଇରାଲ୍…

ବାରଣାସୀରେ ପୁନଃ ନିର୍ବାଚନ ଦାବିକୁ ପ୍ରତ୍ୟାଖ୍ୟାନ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ବାରାଣାସୀ ଲୋକସଭା ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନକୁ ଚ୍ୟାଲେଞ୍ଜ କରାଯାଇଥିବା ଏହି ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାରେ ବିଫଳ ହୋଇଥିବା ବିଏସଏଫ ବହିଷ୍କୃତ ସୈନିକ ତେଜ ବାହାଦୁର ଯାଦବ…