Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲ୍ୟାଣ୍ଡ ଆଟାକ୍ ଭର୍ସନ ସୁପରସୋନିକ୍ କ୍ରୁଜ ମିସାଇଲ୍ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଭାରତକୁ ଆଉ ଏକ ସଫଳତା । ଲ୍ୟାଣ୍ଡ ଆଟାକ୍ ଭର୍ସନର ସୁପରସୋନିକ କ୍ରୁଜ ମିସାଇଲ୍‌ ବ୍ରହ୍ମୋସର ଆଜି ସଫଳ ପରୀକ୍ଷଣ ହୋଇଛି । ସକାଳ ୧୦ଟାରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରୁ ଉତକ୍ଷେପଣ କରାଯାଇଥିଲା । ଅନ୍ୟ ଏକ ଦ୍ୱୀପରେ ସଫଳତାର ସହ ଟାର୍ଗେଟ…

ମହାରାଷ୍ଟ୍ର ରାଜନୀତିରେ ହଲଚଲ, ଫଡନାଭିସ କହିଲେ ଖୁବ୍ ଶୀଘ୍ର ସରକାର ଗଠନ କରିବୁ

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୀତି ହଲଚଲ ଜୋର ଧରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମଙ୍ଗଳବାର ଖୁବ୍ ଶୀଘ୍ର ସରକାର ଗଠନ କରାଯିବ ବୋଲି କହିଛନ୍ତି । ମହାରାଷ୍ଟ୍ର ବିକାଶ ଅଗାଡି ସରକାର ଉପରେ ଜନତା ଅସନ୍ତୁଷ୍ଟ ଅଛନ୍ତି । ସରକାର ପତନ ପରେ ଆମେ ଏହାକୁ ଗଠନ କରିବୁ ବୋଲି…

ଚୀନ୍‌ରେ ଖୋଲିଛି ଏକ ନିଆରା ବୁକ୍‌ ଷ୍ଟୋର୍‌; ହ୍ୟାରି ପୋଟର୍‌ ଭଳି କାଳ୍ପନିକ ଦୁନିଆକୁ ପ୍ରଦର୍ଶନ କରୁଛି ଏହି…

ନୂଆଦିଲ୍ଲି: ଯଦି ଆପଣ ଉଭୟ ହ୍ୟାରି ପୋଟର୍ ପୁସ୍ତକ ଏବଂ ଚଳଚ୍ଚିତ୍ରର ପ୍ରଶଂସକ, ତେବେ ଆପଣ ସାମଞ୍ଜସ୍ୟ ଦେଖିବାକୁ ମିଳିବ। ଚାଇନାର ସିଚୁଆନ୍‌ରେ ହ୍ୟାରି ପୋଟର୍ ଭଳି କାଳ୍ପନିକ ଦୁନିଆକୁ ପ୍ରଦର୍ଶନ କରିବା ପାଇଁ ଏକ ନୂତନ ବୁକ୍‌ ଷ୍ଟୋର୍‌ ଖୋଲାଯାଇଛି। ଏହାକୁ ଜେ.କେ ରୋଲିଙ୍ଗଙ୍କ କାଳ୍ପନିକ…

ଆମେରିକା; ଜାତୀୟ ସୁରକ୍ଷା ଦଳ ଘୋଷଣା କଲେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌

ୱାଶିଂଟନ୍: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଗତକାଲି ତାଙ୍କର ଜାତୀୟ ସୁରକ୍ଷା ଦଳ ଘୋଷଣା କରିଛନ୍ତି ଯେଉଁଥିରେ ତିନିଜଣ ମହିଳା ସାମିଲ୍‌ ଅଛନ୍ତି। ପ୍ରଥମ ଥର ପାଇଁ ଜଳବାୟୁରେ ଏକ ସ୍ୱତନ୍ତ୍ର ଦୂତଙ୍କୁ ଜାତୀୟ ସୁରକ୍ଷା ପରିଷଦରେ ସାମିଲ୍‌ କରାଯିବ। ବାଇଡେନ୍‌…

ଶେଷରେ ହ୍ୱାଇଟ ହାଉସ ଛାଡ଼ିବାକୁ ସଙ୍କେତ ଦେଲେ ଡୋନାଲ୍ଡ ଟ୍ରମ୍ପ

ଓ୍ୱାଶିଂଟନ୍: ଶେଷରେ ମାନିଲେ ଡୋନାଲ୍ଡ ଟ୍ରମ୍ପ । ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଶାସନ କ୍ଷମତା ହସ୍ତାନ୍ତର କରିବାକୁ ପ୍ରସ୍ତୁତ ହୋଇଛନ୍ତି । ସେ ମାନିଛନ୍ତି ଯେ, ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କ୍ଷମତା ହସ୍ତାନ୍ତର କରିବାର ପ୍ରକ୍ରିୟା ଔପଚାରିକ ଭାବରେ ଆରମ୍ଭ…

ଦେଶରେ କମିଲା: ୨୪ ଘଣ୍ଟାରେ ୩୭,୯୭୫ କରୋନା ଆକ୍ରାନ୍ତ, ୪୮୦ ମୃତ

ନୂଆଦିଲ୍ଲୀ: ଦେଶରେ ପୁଣି କମିଛି ଦୈନିକ କରୋନା କେସ୍ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୭ ହଜାର ୯୭୫ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯୧ ଲକ୍ଷ ୭୭ ହଜାର ୮୪୧କୁ ବୃଦ୍ଧି ପାଇଛି । ଦୈନିକ ମୃତ୍ୟୁସଂଖ୍ୟା ବି ଖସିଛି । ଦିନକରେ ପ୍ରାଣ…

କୋଭିଡ୍ ସ୍ଥିତି ଓ ଟିକା ବିତରଣ ନେଇ ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦୀପାବଳି ପରେ ଦେଶର ବିଭିନ୍ନ ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ଶୀତ ଋତୁ ଥିବାରୁ ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିପାରେ । ବିଭିନ୍ନ ରାଜ୍ୟରେ କୋଭିଡ ସ୍ଥିତି କିପରି ରହିଛି, ଆଜି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ…

ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ‘ନିଭାର’, କାଲି କରିବ ହିଟ୍

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଡିପ ଡିପ୍ରେସନ୍ ନେଇଛି ସାମୁଦ୍ରିକ ଝଡ଼ ‘ନିଭାର’ର ରୂପ ନେଇଛି । ଆଗକୁ ଅଧିକ ଘନୀଭୂତ ହେବ । ସାଇକ୍ଲୋନିକ ଷ୍ଟର୍ମ ଏବେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ତାମିଲନାଡୁ ଓ ପୁଡୁଚେରୀ ମୁହାଁ ହୋଇଛି । ଆଗାମୀ ୧୨ ଘଣ୍ଟାରେ ସିଭଅର…

ଆଜି ମକା ଦିବସ

ପ୍ରତି ବର୍ଷ ନଭେମ୍ବର‌ ୨୪ରେ ପାଳନ କରାଯାଏ ‘ମକା ଦିବସ’। ସାରା ବିଶ୍ବର ଲୋକେ ମକା ଖାଇବାକୁ ବେଶ୍‌ ପସନ୍ଦ କରିଥାନ୍ତି। ଏହାଛଡ଼ା ଅଧିକାଂଶ ଗୃହପାଳିତ ତୃଣଭୋଜୀ ପ୍ରାଣୀ ମଧ୍ୟ ଏହା ଖାଆନ୍ତି। ଏହା ଏକ ପୁଷ୍ଟିକର ଖାଦ୍ୟ। ଶୀତଦିନେ ପ୍ରବଳ ଥଣ୍ତା ପଡ଼ୁଥିବା ଅଞ୍ଚଳରେ ଏହା ହେଉଛି ଏକ ପ୍ରମୁଖ…

ଉତ୍ତର ଭାରତରେ ଖସୁଛି ପାରଦ; ଦିଲ୍ଲୀରେ ୧୭ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ସ୍ଥାନରେ ପାରଦ ଖସିଛି। ଏହାଫଳରେ ଥଣ୍ଡା ମଧ୍ୟ ବଢିଛି। ଦିଲ୍ଲୀରେ ଗତ ୧୭ ବର୍ଷର ରେକର୍ଡ଼ କାଟିଛି ସର୍ବନିମ୍ନ ତାପମାତ୍ରା। ନଭେମ୍ବରରେ ନୂଆଦିଲ୍ଲୀର ତାପମାତ୍ରା ୬.୩ ଡିଗ୍ରି ସେଲ୍‌ସିୟସକୁ ଖସି ଆସିଛି। ଯାହା କି ଗତ ୧୭ ବର୍ଷ…