Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଉତ୍ତରପ୍ରଦେଶରେ ଲଭ ଜିହାଦ ଉପରେ ଅଧ୍ୟାଦେଶ ପାସ୍‌

ଲକ୍ଷ୍ନୌ: ଉତ୍ତରପ୍ରଦେଶ କ୍ୟାବିନେଟରେ ଲଭ ଜିହାଦ ଉପରେ ଆସିଥିବା ଅଧ୍ୟାଦେଶ ପାସ୍ ହୋଇଛି । ଯୋଗୀ ଆଦିତ୍ୟନାଥ ସରକାର ଲଭ ଜିହାଦ ଉପରେ ନୂତନ ନିୟମ ଆଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଜୋର ଜବରଦସ୍ତ ଓ ମିଛ କହି ଧର୍ମ ପରିବର୍ତନ କରାଇଥିଲେ ଦୋଷୀକୁ ୧ରୁ ୫ ବର୍ଷ ଜେଲଦଣ୍ଡାଦେଶ ରହିଛି ।…

ସମ୍ଭାବ୍ୟ ବାତ୍ୟା ‘ନିଭାର’କୁ ଦୃଷ୍ଟିରେ ରଖି ରାଜ୍ୟରେ ଛୁଟି ଘୋଷଣା

ହାଇଦ୍ରାବାଦ: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ବାତ୍ୟାରେ ପରିଣତ ହୋଇଛି। ନଭେମ୍ବର ୨୫ ତାରିଖରେ ଏହା ତାମିଲନାଡୁର ମାଲାପୁରମ୍ ଏବଂ ପୁଡୁଚେରୀର କରାଇକାଲ୍ ଉପକୂଳ ଦେଇ ବାତ୍ୟା 'ନିଭାର' ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଅଧିକ ପଢନ୍ତୁ-ବଙ୍ଗୋପସାଗରରେ ବଳ ଗୋଟାଉଛି…

ପରଲୋକରେ ଯୋଦ୍ଧା ଆକବର ଅଭିନେତା !

ନୂଆଦିଲ୍ଲୀ: ଆଉ ନାହାଁନ୍ତି ବରିଷ୍ଠ ଅଭିନେତା ଓ ଥିଏଟର ବ୍ୟକ୍ତିତ୍ୱ ବିଶ୍ୱ ମୋହନ ବଡୋଲା । ବୟସାଧିକ ଓ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଗତକାଲି ରାତିରେ ତାଙ୍କର ନିଧନ ଘଟିଛି । ଏହି ପୁରୁଖା କଳାକାର ଅନେକ ଫିଲ୍ମ, ଟିଭି ସିରିଜ୍ ଓ ଖାସ କରି ଥିଏଟର ସହ ଜଡିତ ଥିଲେ । ଚର୍ଚ୍ଚିତ ଅଭିନେତା…

ନିୟମ ଭାଙ୍ଗି ବିଦେଶୀ ଯୁବତୀଙ୍କ ଜୀବନ ବଂଚାଇଲା ଭାରତୀୟ ହସ୍ପିଟାଲ !

ଠାକୁରପୁର: ଏକ ହୃଦୟସ୍ପର୍ଶୀ ଘଟଣାକୁ ନେଇ ସାମ୍ନାକୁ ଆସିଛି କୋଲକାତାର ଠାକୁରପୁର କ୍ୟାନ୍ସର ହସ୍ପିଟାଲ । ହସ୍ପିଟାଲ ନିମୟ ଭାଙ୍ଗି ବଂଚାଇଲେ ବିଦେଶୀ ଯୁବତୀଙ୍କ ଜୀବନ । ଏହି ଘଟଣା ଯେତିକି ଅନନ୍ୟ, ଡାକ୍ତରଙ୍କ ମହାନତା ସେତିକି ଅବର୍ନନୀୟ । ଠାକୁରପୁର କ୍ୟାନ୍ସର୍ ହସ୍ପିଟାଲ ନିୟମ…

ଚୀନର‌େ ‌କେହି ଗରିବ ନାହାଁନ୍ତି !

ବେଜିଂ: ଭାରତ, ପାକିସ୍ଥାନ, ଆମେରିକା ଏବଂ ଋଷ ସମେତ ବିଶ୍ୱର ଅନେକ ପ୍ରମୁଖ ଦେଶ ବର୍ତ୍ତମାନ ସମୟରେ କରୋନା ମହାମାରୀର ଶିକାର ହୋଇଛନ୍ତି। ଏଭଳି ସମୟରେ ଚୀନ ଦାବି କରିଛି ଯ‌େ ଦେଶରେ ଆଉ କେହି ଗରିବ ନାର୍ହଁନ୍ତି। ଏହାପୂର୍ବରୁ ୨୦୧୩ ମସିହାରେ ଚୀନ‌ର‌େ ତିନୋଟି ଜିଲ୍ଲା ମଧ୍ୟରୁ ପ୍ରତ୍ୟେକ…

ଟିମ୍ ଇଣ୍ଡିଆର ନୂଆ ଜର୍ସି ପିନ୍ଧିଲେ ଶିଖର ଧୱନ୍‌

ଭୁବନେଶ୍ୱର: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆର ନୂଆ ଜର୍ସି ଦେଖାଇଲେ ଓପନର୍ ଶିଖର ଧୱନ୍ । ଭାରତୀୟ ଦଳ ଟେଷ୍ଟ ମ୍ୟାଚ୍ ସିରିଜ୍ ପୂର୍ବରୁ ୩ଟି ଦିନିକିଆ ଓ ଟି୨୦ ମ୍ୟାଚ୍‌ରେ କଙ୍ଗାରୁ ଦଳ ସହ ମୁହାଁମୁହିଁ ହେବ । ତେବେ ତା ପୂର୍ବରୁ ସାମ୍ନାକୁ ଆସିଛି ଟିମ୍…

ଜାନୁଆରୀରେ ଆରମ୍ଭ ହେବ ସ୍ପୁଟନିକ୍-୫ ଭ୍ୟାକସିନ୍ ଡେଲିଭରୀ, କେତେ ରହିବ ମୂଲ୍ୟ ?

ନୂଆଦିଲ୍ଲୀ: ସାରା ବିଶ୍ବରେ କରୋନା ସଂକ୍ରମଣ ଲଗାତର ବଢିବାରେ ଲାଗିଛି । ଏପରିସ୍ଥିତିରେ ସମସ୍ତଙ୍କ ନଜର ଭ୍ୟାକସିନ୍ ଉପରେ ରହିଛି । କେବେ ମାର୍କେଟକୁ ଆସିବ ଟିକା ? ଟିକାର ମୂଲ୍ୟ କେତେ ରହିବ? ଏସବୁ ପ୍ରଶ୍ନ ଏବେ ଲୋକଙ୍କ ମନରେ ରହିଛି । ଏପରି ସ୍ଥିତିରେ ଋଷର ସ୍ପୁଟନିକ୍-୫ ଭ୍ୟାକସିନକୁ ନେଇ…

ମରୁଭୂମିରେ ଠାବ ହେଲା ରହସ୍ୟମୟ ଧାତୁ ଖମ୍ବ !

ଭୁବନେଶ୍ୱର: ବର୍ଷ ୨୦୨୦ର ଅପ୍ରତ୍ୟଶିତ ଯାତ୍ରା ଏବେ ବି ଜାରି ରହିଛି । କରୋନା ମହାମାରୀ ପରେ ବି ଅନେକ ରହସ୍ୟମୟ ରୋଗ ବିଶ୍ୱରେ ଦେଖାଦେଇଛି । ହେଲେ ଏଠି ଆମେ କେଉଁ ରୋଗ ବିଷୟରେ ନୁହେଁ ବରଂ ଏକ ଧାତୁ ଖମ୍ବ ବିଷୟରେ ଚର୍ଚ୍ଚା କରୁଛୁ । ଜାଣି ଆଶ୍ଚର୍ଯ୍ୟ ହେବେ ମରୁଭୂମିରେ ଏକ ବିରାଟକାୟ ଧାତୁ…

ସରକାରଙ୍କ ଆଉ ଏକ ଡିଜିଟାଲ ଷ୍ଟ୍ରାଇକ, ୪୩ଟି ମୋବାଇଲ ଆପ୍ ବ୍ୟାନ୍

ନୂଆଦିଲୀ: ଚୀନ ଉପରେ ମୋଦି ସରକାରଙ୍କ ଆଉ ଏକ ଡିଜିଟାଲ ଷ୍ଟ୍ରାଇକ । ବ୍ୟାନ୍ ହେଲା ଆଉ ୪୩ଟି ମୋବାଇଲ ଆପ୍ । ଦେଶର ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ସୂଚନା ପ୍ରଯୁକ୍ତି ଆଇନର ଧାରା ୬୯ଏ ଅନୁସାରେ ସରକାର ବ୍ୟାନ୍ କରିଛନ୍ତି । ଏହି ଆପ ଗୁଡିକ ଦେଶର…

ଗୁଜରାଟ ସୀମାରେ ପାକିସ୍ତାନ ନେଭିର ଅଭ୍ୟାସ

ଅହମ୍ମଦାବାଦ: ଆରବ ସାଗରରେ ଭାରତୀୟ ସୀମା ନିକଟରେ ପାକିସ୍ତାନ ନେଭି ଜୋରଦାର ଅଭ୍ୟାସ କରିଛି । ୫ ଯୁଦ୍ଧ ଜାହଜ ଓ ଗୋଟିଏ ହେଲିକପ୍ଟର ଏଥିରେ ସାମିଲ ହୋଇଥିଲେ । ଭାରତର ଏଜେନ୍ସି ଓ ସୁରକ୍ଷାବଳ ଏଥିନେଇ ଅବଶ୍ୟ ସତର୍କ ଥିଲେ । ଅବଶ୍ୟ ପାକିସ୍ତାନ ସୀମା ଉଲ୍ଲଂଘନ କରିବାର ଦୁଃସାହସ କରି ନ ଥିଲା ।…