Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୁରୁଣା ଫଟୋ ସେୟାର୍‌ କରି ଇନ୍ଦିରା ଗାନ୍ଧୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପୂର୍ବତନ ଆଇପିଏସ୍‌ ଅଧିକାରୀ କିରଣ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ବହୁ ବଡ ନେତା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ୧୦୩ ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପୂର୍ବତନ ଆଇପିଏସ୍ ଅଧିକାରୀ କିରଣ ବେଦୀ ଶ୍ରୀମତି ଗାନ୍ଧୀଙ୍କ  ସହିତ ନିଜର ଏକ ପୁରୁଣା ଫଟୋ ସେୟାର କରି ପୂର୍ବତନ…

ପଶ୍ଚିମବଙ୍ଗ ନିର୍ବାଚନ: ଟିଏମସି ସହ ଏକତ୍ର ଲଢ଼ିବା ପାଇଁ ପ୍ରସ୍ତାବ ଦେଲା ଏଆଇଏମଆଇଏମ

କୋଲକାତା: ବିହାର ନିର୍ବାଚନରେ ଭଲ ଫଳାଫଳ କରିବା ପରେ ଏଆଇଏମଆଇଏମ ଏବେ ଆଖି ପକାଇଛି ପଶ୍ଚିମବଙ୍ଗ ନିର୍ବାଚନ ଉପରେ । ଏହାର ଅଧ୍ୟକ୍ଷ ଅସଦୁଦ୍ଦିନ ଓୱାଇସ ଏବେ ଟିଏମସି ସହ ଏକତ୍ର ନିର୍ବାଚନ ଳଢ଼ିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଟିଏମସି ମୁଖ୍ୟ ତଥା ପ୍ରଧାନମନ୍ତ୍ରୀ ମମତା ବାନାର୍ଜି ଏ ନେଇ…

ଟେସଲା ମୁଖ୍ୟ ଏଲନ୍ ମସ୍କ ଏବେ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ: କରୋନା ମହାମାରୀ ହେତୁ ଗୋଟିଏ ପଟେ ଅନେକ ବ୍ୟବସାୟରେ ବ୍ୟାପକ କ୍ଷତି ହୋଇଛି, ଅନ୍ୟ ପଟେ ଅନେକ ବ୍ୟବସାୟ ମଧ୍ୟ ଏଥିରୁ ଉପକୃତ ହୋଇଛନ୍ତି। ଅନେକ କମ୍ପାନୀ ଅଛି ଯାହା କରୋନା ମହାମାରୀ ହେତୁ ବହୁ କ୍ଷତି ସହ ଚାଲିଛି। ଏଭଳି ପରିସ୍ଥିତିରେ ସ୍ପେସ୍ ଏକ୍ସ ଏବଂ ଟେସଲାର ମୁଖ୍ୟ ଏଲନ୍…

ଆଜି ବେଙ୍ଗାଲୁରୁ ଟେକ୍ ସମ୍ମିଳନୀ ୨୦୨୦ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ବାଙ୍ଗାଲୋର ଟେକ୍ ସମ୍ମିଳନୀ ୨୦୨୦ (ବିଟିଏସ୍ ୨୦୨୦) ର ଉଦଘାଟନ କରିବେ। ଏହି ବିଶେଷ କାର୍ଯ୍ୟକ୍ରମରେ, ନୂତନ ଟେକ୍ନୋଲୋଜି ସହିତ ମହାମାରୀ ପରେ ଆସୁଥିବା ପ୍ରମୁଖ ଆହ୍ବାନ ଉପରେ ଆଲୋଚନା କରାଯିବ। ୧୯ ରୁ…

ପ୍ରଭାବଶାଳୀ ନେତୃତ୍ୱର ଉଦାହରଣ ଦେଇ ନିଆରା ଢଙ୍ଗରେ ଜେଜେମାଙ୍କୁ ମନେ ପକାଇଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ତାଙ୍କ ପ୍ରିୟ ଜେଜେମା ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ୧୦୩ତମ ଜନ୍ମଦିନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀମତି ଇନ୍ଦିରା ଗାନ୍ଧୀ ୧୯ ନଭେମ୍ବର ୧୯୧୭ରେ ଜନ୍ମଗ୍ରହଣ କରିଥିଲେ। ରାହୁଲ ଗାନ୍ଧୀ ତାଙ୍କ ଟ୍ୱିଟର…

ଦେଶରେ ବଢିଲା: ଦିନକରେ ୪୫,୫୭୬ କରୋନା ଆକ୍ରାନ୍ତ, ୫୮୫ ମୃତ

ନୂଆଦିଲ୍ଲୀ: ଶୀତ ଦିନ ଆସିଲାଣି । ଦେଶରେ ବଢିଲାଣି କରୋନା କାୟା । ୩୦ ହଜାର ୪୦ ହଜାର ତଳକୁ ଦୈନିକ କେସ୍ କମିଥିଲା । ଏବେ ପୁଣି ଥରେ ବଢୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ୪୫ ହଜାର ୫୭୬ ନୂଆ ଆକ୍ରାନ୍ତ । ଦେଶରେ ମୋଟ୍ ପଜିଟିଭ୍ କେସ୍ ୮୯ ଲକ୍ଷ ୫୮ ହଜାର ୪୮୪କୁ…

କରୋନା କାୟାରେ ଦିଲ୍ଲୀ: ଦିନକରେ ରେକର୍ଡ ୧୩୧ ମୃତ ଓ ୭୪୮୬ ପଜିଟିଭ୍, ସର୍ବଦଳୀୟ ବୈଠକ ଡାକିଲେ ଜେକ୍ରିଓ୍ୱାଲ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନାର ତୃତୀୟ ଲହର । ମହାମାରୀ ମାଡ଼ି ମାଡ଼ି ଚାଲିଛି । ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲି ଯାଉଛି ଭାଇରସ୍ । ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ଦିଲ୍ଲାରେ ରେକର୍ଡ ୧୩୧ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହି ସମୟରେ ସଂକ୍ରମିତ…

ଆଇସୋଲେସନରେ ସଲମାନ ଖାନ

ମୁମ୍ୱାଇ: ଆଇସୋଲେସନରେ ବଲିଉଡ୍ ଅଭିନେତା ସଲମାନ ଖାନ । ତାଙ୍କର ତିନି ଜଣ କର୍ମଚାରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ସେ ପୃଥକବାସରେ ଥିବା ଜଣା ପଡିଛି । ସଂକ୍ରମିତ କର୍ମଚାରୀଙ୍କ ମଧ୍ୟରେ ଅଛନ୍ତି ଜଣେ ଡ୍ରାଇଭର । ସେମାନେ ଚିକିତ୍ସା ପାଇଁ ବମ୍ବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।…

ଜମ୍ମୁ କଶ୍ମୀରରେ ଏନକାଉଣ୍ଟର, ୪ ଆତଙ୍କବାଦୀ ନିପାତ

ଶ୍ରୀନଗର: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ଆତଙ୍କବାଦୀ । ଟ୍ରକରେ ଆସୁଥିବା ଆତଙ୍କୀଙ୍କୁ ନିପାତ କରିଛନ୍ତି ସୁରକ୍ଷାବାହିନୀ । ଜମ୍ମୁ କଶ୍ମୀର ଜାତୀୟ ରାଜପଥ ନାଗରୋଟା ବାନ ଟୋଲପ୍ଲାଜା ନିକଟରେ ଗୁଳିବିନିମୟ ହୋଇଥିଲେ । ଗୁଇନ୍ଦା ସୂଚନା ଆଧାରରେ ଟୋଲ ପ୍ଲାଜାରେ ନିକଟରେ ନାକାବନ୍ଦୀ…

ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଜାଣନ୍ତୁ ସଂକ୍ଷେପରେ କିଛି…

ନୂଆଦିଲ୍ଲୀ: ଆଇରନ୍ ଲେଡି ଅଫ୍ ଇଣ୍ଡିଆ ଭାବରେ ବେଶ୍ ଜଣାଶୁଣା ଇନ୍ଦିରା ଗାନ୍ଧୀ। ଯିଏକି ଭାରତୀୟ ଇତିହାସ‌ର‌େ ଶକ୍ତିଶାଳୀ ପ୍ରଧାନମନ୍ତ୍ରୀ ଭାବରେ ପରିଗଣିତ ମଧ୍ୟ ହୋଇଥିଲେ। ୧୯୧୭ ମସିହା ନଭେମ୍ବର ୧୯ ତାରିଖରେ ଜନ୍ମଗ୍ରହଣ କରିଥି‌ଲେ ଇନ୍ଦିରା ଗାନ୍ଧୀ। ସେ ଦୀର୍ଘ ୧୫ ବର୍ଷ ଧରି…