Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନେପାଳରେ ବଡ ଧରଣର ରାଜନୈତିକ ସଙ୍କଟ, ସରକାର ଭାଙ୍ଗିଲା

କାଠମାଣ୍ଡୁ: ଚୀନକୁ ସମର୍ଥନ କରିବା ଏବଂ ଭାରତ ବିରୋଧୀ ହେବା ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ପାର୍ଟି ମଧ୍ୟରେ ବାରମ୍ବାର ବିରୋଧର ସାମ୍ନା କରିବାରୁ ସେ ସଂସଦ ଭଙ୍ଗ ପାଇଁ ପ୍ରସ୍ତାବ ଦେଇଥିଲେ । ଫଳରେ ନେପାଳରେ ରବିବାର ବଡ ଧରଣର ରାଜନୈତିକ…

ସରିଥିଲା ନିର୍ବନ୍ଧ, କେବେ ହେବ ବିବାହ ?

ନୂଆଦିଲ୍ଲୀ: ବିବାହ ପାଇଁ କ୍ରିକେଟର୍‌ଙ୍କ ପସନ୍ଦ ଟକେ ନିଆରା । କିଏ ଅଭିନେତ୍ରୀଙ୍କ ହାତ ଧରିଛନ୍ତି ତ କିଏ ନିଜ ବାନ୍ଧବୀ ତ ଆଉ କିଏ ଘର ଲୋକଙ୍କ ପସନ୍ଦ ଉପରେ ବିଶ୍ୱାସ ଦେଖାଇଛନ୍ତି । ହେଲେ ୟୁଜବେନ୍ଦ୍ର ଚହଲଙ୍କ ନିର୍ବନ୍ଧ ଖବର ଅନେକଙ୍କୁ ଚମକାଇଦେଇଥିଲା । ଉଭୟ ୟୁଜବେନ୍ଦ୍ର ଓ ଦାନ୍ତ…

ଦ କପିଲ ଶର୍ମା ସୋ’ରୁ ଛୁଟି ନେବେ କମେଡି କିଙ୍ଗ କପିଲ୍

ମୁମ୍ବାଇ: କମେଡି କିଙ୍ଗ କପିଲଙ୍କୁ କିଏ ବା ନଜାଣେ । କମେଡି ସହ କପିଲ ଅଭିନୟ ଦୁନିଆରେ ବି ପ୍ରବେଶ କରିଛନ୍ତି । ଅଭିନୟ ଦୁନିଆରେ ତାଙ୍କର କ୍ୟାରିୟର ଏତେଟା ସଫଳ ହୋଇନଥିଲେ ବି କମେଡି ଦୁନିଆରେ କିନ୍ତୁ ସେ ଆଜି ବି ବାଦଶାହ । ଶୁଣିବାକୁ ମିଳିଛି କପିଲ ନିଜ ସୋରୁ କିଛି ସମୟ ପାଇଁ ଛୁଟି ନେବେ…

୨୧ ଡିସେମ୍ବରରେ ଦେଖାଯିବ ମହାଜାଗତିକ ଦୃଶ୍ୟ: ୪୦୦ ବର୍ଷ ପରେ ଖୁବ୍ ନିକଟତର ହେବେ ବୃହସ୍ପତି ଓ ଶନି

ୱାଶିଂଟନ: ୨୦୨୦ରେ ଗୋଟିଏ ପରେ ଗୋଟିଏ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳୁଛି । ଧୂମକେତୁର ଆଲୋକ ବର୍ଷା ଠାରୁ ଆରମ୍ଭ କରି ଉଲକାପିଣ୍ଡ ଖସିବା ଏବଂ ନୂତନ ଗ୍ରହରେ ମ୍ୟାଗ୍ନେଟ ୱେଭର ସୂଚନା ଆସିସାରିଛି । ଏବେ ୪୦୦ ବର୍ଷ ପରେ ବୃହସ୍ପତି ଓ ଶନି ଗ୍ରହ ପରସ୍ପର ଅତି ନିକଟତର ହେବାକୁ ଯାଉଛନ୍ତି ।…

[ଭିଡ଼ିଓ] ଅବ୍ଦୁଲ୍ କଲାମଙ୍କୁ ପୂଜା କରୁଥିବା ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା

କୋଚି: ମାତ୍ର କିଛିଦିନ ପୂର୍ବରୁ ସାମ୍ନାକୁ ଆସିଥିଲା ଏକ ସନ୍ତୋଷଜନକ ଭିଡିଓ । ଭିଡିଓଟି ଭାଇରାଲ୍ ବି ହୋଇଥିଲା । ଏଥିରେ ଜଣେ ବୟସ୍କ ବ୍ୟକ୍ତି କୋଚିର ମରିନ୍ ଡ୍ରାଇଭ ନିକଟରେ ଥିବା ଭାରତରତ୍ନ ଡ.ଅବ୍ଦୁଲ କଲାମଙ୍କ ପ୍ରତିମୂର୍ତ୍ତୀକୁ ପୂଜା କରିବାରେ ଦେଖିବାକୁ ମିଳିଥିଲା । ବ୍ୟକ୍ତି ଜଣକ…

ଜାଣନ୍ତୁ ସାଧାରଣ ମଣିଷରୁ ‘ଅକ୍ସିଜେନ୍‌ ମ୍ୟାନ୍‌’ ସାଜିଥିବା ଗୌରବଙ୍କ କାହାଣୀ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା ମହାମାରୀ ସହିତ ସଂଘର୍ଷ ଜାରି ରଖିଛି। ଏଭଳି ପରିସ୍ଥିତିରେ ଅନେକ ଲୋକ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି। ସେହିଭଳି ଜଣେ ଉଦାର ମନୋଭାବ ଥିବା ବ୍ୟକ୍ତି ହେଉଛନ୍ତି ବିହାରର ଗୌରବ ରାୟ। କରୋନା କାଳରେ ସେ…

ଆଗାମୀ ୬ ମାସ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ; ଉଦ୍ଧବ ଠାକରେ

ମୁମ୍ବାଇ: କରୋନାକୁ ଏଡାଇବା ପାଇଁ ସାରା ବିଶ୍ୱରେ ଟିକା ପରୀକ୍ଷା ଦ୍ରୁତ ଗତିରେ ଚାଲିଛି। ଅନ୍ୟପକ୍ଷରେ, ସତର୍କତା ଭାବରେ କରୋନାକୁ ଏଡାଇବା ପାଇଁ ଅଧିକାଂଶ ଦେଶରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏହି କ୍ରମରେ ଆଜି ମହାରାଷ୍ଟ୍ରରେ ଆସନ୍ତା ୬ ମାସ ପାଇଁ ମାସ୍କ ପିନ୍ଧିବା…

କରୋନା: ମହିଳାଙ୍କ ତୁଳନାରେ ପୁରୁଷଙ୍କ ମୃତ୍ୟୁ ଆଶଙ୍କା ୩୦ ପ୍ରତିଶତ ଅଧିକ

ନୂଆଦିଲ୍ଲୀ: କରୋନା କବଳରେ ସାରା ବିଶ୍ବ। ଏପର୍ଯ୍ୟନ୍ତ ୭ କୋଟିରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଲେଣି। ଏଥି ସହିତ ୧୬ ଲକ୍ଷରୁ ଅଧିକ ଲୋକ କରୋନା ଯୋଗୁ ପ୍ରାଣ ହରାଇସାରିଲେଣି। ଏକ ନୂତନ ଅଧ୍ୟୟନରେ ଜଣାପଡ଼ିଛି ଯେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ମଧ୍ୟରେ କରୋନା ମୃତ୍ୟୁ ହେବାର ଆଶଙ୍କା ୩୦…

୫୦ ପାଇଲଟ୍‌ଙ୍କ ଲାଇସେନ୍ସ ବାତିଲ କଲେ ପାକିସ୍ତାନ ସରକାର

ଇସଲାମାବାଦ: ପାକିସ୍ତାନ ସରକାର ୫୦ ପାଇଲଟଙ୍କ ଲାଇସେନ୍ସ ବାତିଲ କରିଛନ୍ତି। ବାସ୍ତବରେ ଏହି ସମସ୍ତ ପାଇଲଟଙ୍କୁ ନକଲି ତଥ୍ୟରୁ ଲାଇସେନ୍ସ ମିଳିଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ଏହି ପ୍ରସଙ୍ଗରେ ଅଧିକାରୀମାନେ କିପରି ନକଲି ଲାଇସେନ୍ସ ପାଇଛନ୍ତି ତାହା ଅନୁସନ୍ଧାନ କରିବେ? ଏହି ଘଟଣା…

କାବୁଲରେ ବଡ଼ ଧରଣର ବୋମା ବିସ୍ଫୋରଣ; ୯ମୃତ ୨୦ରୁ ଅଧିକ ଆହତ

କାବୁଲ: ଆଫଗାନିସ୍ତାନର କାବୁଲରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି। ରବିବାର ଦିନ PD5 ଅଞ୍ଚଳରେ ହୋଇଥିବା ବିସ୍ଫୋରଣରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଜଣ ଆହତ ହୋଇଛନ୍ତି। ବର୍ତ୍ତମାନ ଏହା ଏକ ଦୁର୍ଘଟଣା କିମ୍ବା ବୋମା ବିସ୍ଫୋରଣ ବୋଲି ଅନୁସନ୍ଧାନ କରାଯାଉଛି।…