Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତୀୟ ସେନାଙ୍କ ଉପରେ ଚୀନ ମାଇକ୍ରୋୱେଭ ଅସ୍ତ୍ରର ବ୍ୟବହାର କରିଥିଲା !

ଲଦାଖ: ଭାରତ-ଚୀନ ବିବାଦର ସମାଧାନର ସୂତ୍ର ଏ ପର୍ଯ୍ୟନ୍ତ ବାହାରି ପାରି ନାହିଁ । ଏହା ମଧ୍ୟରେ ଚୀନର ରେନମ୍ୟାନ ୟୁନିଭରସିଟି ସ୍କୁଲ ଅଫ ଇଂଟରନ୍ୟାଶନାଲ ଷ୍ଟଡିଜର ଆସୋସିଏଟ ଡିନ୍ ପ୍ରଫେସର ଜିନ କେନରଙ୍ଗ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଚୀନ ମାଇକ୍ରୋୱେଭ ଅସ୍ତ୍ର ବ୍ୟବହାର କରି…

କାର୍ତ୍ତିକଙ୍କ ପାଇଁ ଫିଲ୍ମ ନିର୍ମାଣ କରିବେ କିଙ୍ଗଖାନ୍ ଶାହରୁଖ !

ମୁମ୍ବାଇ: ବଲିଉଡର ବାଦଶାହ ଶାହରୁଖ ଖାନ । ତାଜା ସ୍ଥିତିରେ ନିଜେ କୌଣସି ଫିଲ୍ମରେ ଅଭିନେତା ପାଇଁ ସାଇନ୍ କରିନାହାନ୍ତି । ହେଲେ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ପାଇଁ ନିର୍ମାଣ କରିବେ ରୋମାଣ୍ଟିକ୍ କମେଡି ମୁଭି । ଫିଲ୍ମର ଟାଇଟଲ ଫିକ୍ସ ହୋଇନଥିଲେ ବି କାର୍ତ୍ତିକ ଅଭିନୟ କରିବା ନେଇ ହଁ…

ଇଣ୍ଟରନେଟ୍‌ରେ ଭାଇରାଲ୍ ଦିବ୍ୟେନ୍ଦୁଙ୍କ ବିଛୁଆ ଟ୍ରାକ୍ !

ମୁମ୍ବାଇ: ୱେବ୍ ସିରିଜ୍ ମିର୍ଜାପୁର ପରେ ମୁନ୍ନା ଓରଫ ଦିବ୍ୟେନ୍ଦୁଙ୍କ ଆଗାମୀ ପଦାର୍ପଣକୁ ଚାହିଁ ବସିଛନ୍ତି ଦର୍ଶକ । ଏହି ଚାହିଦାକୁ ଆଖି ଆଗରେ ରଖି କ୍ରାଇମ୍ ଥ୍ରୀଲର ୱେବ୍ ସିରିଜ୍ ବିଛୁ କା ଖେଲରେ ଆସୁଛନ୍ତି ଦିବ୍ୟେନ୍ଦୁ ଶର୍ମା । କିଛିଦିନ ପୂର୍ବରୁ ଏହାର ଟ୍ରେଲର୍ ଧମାଲ ମଚାଇଥିଲା ।…

ନାଟକୀୟ ଢଙ୍ଗରେ ଧରାପଡିଲେ ୧୧ ନକଲି ଯବାନ

ଆସାମ: ପାଖରେ ନଥିଲା କୌଣସି ପରିଚୟ ପତ୍ର । ହେଲେ ୪ଜଣ ପିନ୍ଧି ବୁଲୁଥିଲେ ଭାରତୀୟ ସେନାର ପୋଷାକ । ସନ୍ଦିଗ୍ଧ ଅବସ୍ଥାରେ ଗୌହାଟି ଏୟାରପୋର୍ଟ ନିକଟରେ ୪ଜଣ ବ୍ୟକ୍ତି ଭାରତୀୟ ସେନାର ନକଲି ପୋଷାକ ପିନ୍ଧି ଚକ୍କର କାଟୁଥିବାବେଳେ ସେମାନଙ୍କୁ ଗିରଫ କରିଛି ଆସାମ ପୋଲିସ । ସୋମବାର ରାତିରେ…

ବିଲୁପ୍ତ ପ୍ରଜାତିର ପ୍ରାଣୀକୁ ବଂଚାଇବା ପାଇଁ ୨୦ ଲକ୍ଷ ଟଙ୍କାର ଲାଂଚ ନେଲେନି ବନ୍ୟ ବିଭାଗ କର୍ମଚାରୀ

ଗୌହାଟୀ: ଏବେ ବି ଭଲ ମଣିଷ ଦୁନିଆରେ ଅଛନ୍ତି । ତାହା ପୁନର୍ବାର ପ୍ରମାଣିତ ହୋଇଛି ଆସାମରେ । ଏଠାରେ ବିଲପ୍ତ ପ୍ରଜାତି ଟୋକେ ଗେକୋ (ଝିଟିପିଟି ଶ୍ରେଣୀର)କୁ ଶିକାରୀ ମାନେ ଧରି ନେଇ ଯାଉଥିଲେ । ଏହା ଦେଖି ବନ୍ୟ ବିଭାଗ କର୍ମଚାରୀ ଜୟନ୍ତ କେ ଦାସ ସେମାନଙ୍କ ସହ ମୁକାବିଲା କରିଥିଲେ । ଟୋକେ…

କେମିତି ଅଛନ୍ତି ବଜରଙ୍ଗୀ ଭାଇଜାନର ମୁନ୍ନି ?

ମୁମ୍ବାଇ: ସଲମାନ ଖାନଙ୍କ ଫଲ୍ମ ବଜରଙ୍ଗୀ ଭାଇଜାନର ବହୁଚର୍ଚ୍ଚିତ ଚରିତ୍ର ମୁନ୍ନି ଓରଫ ହର୍ଷାଲି ମଲହୋତ୍ରା । ୨୦୧୫ରେ ଏହି ଶିଶୁ କଳାକାର ନିଜ ନଟଖଟି ଅନ୍ଦାଜରେ ଦର୍ଶକଙ୍କ ମନ ମୋହିବାରେ ସଫଳ ହୋଇଥିଲେ । ଫିଲ୍ମ ବଜରଙ୍ଗୀ ଭାଇଜାନ ରିିଲିଜ୍ ହେବାର ପାଖାପାଖି ୫ବର୍ଷ ହୋଇଥିଲାବେଳେ ଆସନ୍ତୁ…

ନଭେମ୍ବର ୧୯ରୁ ବନ୍ଦ ହେବ ବଦ୍ରିନାଥ ଧାମ

ନୂଆଦିଲ୍ଲୀ: ନଭେମ୍ବର ୧୯ରୁ ବନ୍ଦ ହେବ ପ୍ରଭୁ ବଦ୍ରିନାଥଙ୍କ ଧାମ। ଏନେଇ ଲାଗି ରହିଛି ଶ୍ରଦ୍ଧାଳୁଙ୍କ ଦର୍ଶନ। ସୂଚନା ଅନୁଯାୟୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ସହ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ବାବା ବଦ୍ରିନାଥଙ୍କୁ ଦର୍ଶନ କରିଛନ୍ତି ।…

ବିର୍ଜୁ ମହାରାଜଙ୍କ ସମେତ ବହୁ ବିଶିଷ୍ଟ କଳାକାରଙ୍କୁ ସରକାରୀ ଘର ଖାଲି କରିବାକୁ ନୋଟିସ ପଠାଇଲେ ସରକାର

ନୂଆଦିଲ୍ଲୀ: ପଦ୍ମଶ୍ରୀ ସମ୍ମାନିତ ଭାରତୀ ଶିବାଜୀ ଏବଂ ପଣ୍ଡିତ ବିର୍ଜୁ ମହାରାଜଙ୍କ ସମେତ ବହୁ ବିଶିଷ୍ଟ କଳାକାରଙ୍କୁ ଦିଆଯାଇଥିବା ସରକାରୀ ଘର ଖାଲି କରିବାକୁ ସରକାର ଏକ ନୋଟିସ ପଠାଇଛନ୍ତି। ଏଭଳି ପରିସ୍ଥିତିରେ ସୋମବାର ଦିନ କଳାକାରମାନେ କହିଛନ୍ତି ଯେ ସେମାନେ ସରକାରଙ୍କ ଏହି ନୋଟିସକୁ…

ସରିଲା ନିର୍ବନ୍ଧ, ଖୁବଶୀଘ୍ର ବିବାହ କରିବେ ଏହି ବିସ୍ଫୋରକ କ୍ରିକେଟର୍ !

ଭୁବନେଶ୍ୱର: ବିସ୍ପୋରକ ୱେଷ୍ଟଇଣ୍ଡିଜ୍ କ୍ରିକେଟର୍ ନିକୋଲାସ ପୁରନ୍ । ନିକଟରେ ଏହି କ୍ରିକେଟର ଆଇପିଏଲରେ ଧୁଆଁଧାର ବ୍ୟାଟିଂ ଜରିଆରେ ବୋଲରଙ୍କ ମୁଣ୍ଡ ନୁଆଁଇଥିଲେ । ହେଲେ ଆଜି ଏହି କ୍ରିକେଟର ଜଣକ ନିଜ ପ୍ରେମିକା ଆଗରେ ମୁଣ୍ଡ ମୁଆଁଛନ୍ତି । ଦୀର୍ଘ ବର୍ଷର ପ୍ରେମିକା କ୍ୟାଥରିନା…

ଆଗାମୀ ଆର୍ଥିକ ଯୋଜନା ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌

ୱାଶିଂଟନ୍: ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ କରୋନା ମହାମାରୀର ପ୍ରଭାବରୁ ଦେଶକୁ ଉଦ୍ଧାର କରିବା ପାଇଁ ତାଙ୍କର ଅର୍ଥନୈତିକ ଯୋଜନା ପ୍ରକାଶ କରିଛନ୍ତି। ସ୍ୱଚ୍ଛ ଉର୍ଜା, ନିଯୁକ୍ତି ସୃଷ୍ଟି ଏବଂ ନୂତନ ପ୍ରଯୁକ୍ତିବିଦ୍ୟାରେ ବିନିଯୋଗ ଉପରେ ବାଇଡେନ୍‌ ଅଧିକ ଗୁରୁତ୍ୱ ଦେବେ।…