Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବଦଳିଯିବ କି ଜେଏନ୍‌ୟୁ ବିଶ୍ୱବିଦ୍ୟାଳୟର ନାମ?

ନୂଆଦିଲ୍ଲୀ:ବିଜେପି ସାଧାରଣ ସମ୍ପାଦକ ସିଟି ରବି ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ର ନାମ ପରିବର୍ତ୍ତନ କରି ସ୍ୱାମୀ ବିବେକାନନ୍ଦଙ୍କ  ନାମରେ ନାମିତ କରିବାକୁ ଦାବି କରିଛନ୍ତି। ଗତ କିଛି ବର୍ଷ ମଧ୍ୟରେ ସହର ଏବଂ ବିଶ୍ୱବିଦ୍ୟାଳୟର ନାମ ବଦଳାଇବା ପାଇଁ ଭାରତରେ ରାଜନୀତିରେ…

ଋଷିଆ ଆରମ୍ଭ କରିଛି ଦ୍ୱିତୀୟ କୋଭିଡ୍ -୧୯ ଟିକାର ପରବର୍ତ୍ତୀ ପଞ୍ଜୀକରଣ ପରୀକ୍ଷା

ମସ୍କୋ: କରୋନା ସଂକ୍ରମଣ ବିରୋଧରେ 'ଏପିଭାକୋରୋନା' ଟୀକାକରଣର ପରବର୍ତ୍ତୀ ପଞ୍ଜୀକରଣ ପରୀକ୍ଷା ଋଷିଆରେ ଆରମ୍ଭ ହୋଇଛି। ରିପୋର୍ଟ ଅନୁଯାୟୀ, ଗ୍ରାହକ ସୁରକ୍ଷା ଏବଂ କଲ୍ୟାଣ ବ୍ୟାପାର ପାଇଁ ଋଷିଆରେ ଫେଡେରାଲ୍ ସର୍ଭିସର ମୁଖ୍ୟ ଆନ୍ନା ପପୋଭା ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଅଗଷ୍ଟରେ…

ଦେଶରେ ୮୯ ଲକ୍ଷ କରୋନା ପଜିଟିଭ୍, ସୁସ୍ଥ ହେଲେଣି ୮୩ ଲକ୍ଷ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସୁସ୍ଥ ସଂଖ୍ୟା । ପ୍ରତିଦିନ ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ଆରୋଗ୍ୟ ଲାଭ କରୁଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୩୮ ହଜାର ୬୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ସୁସ୍ଥ ହୋଇଛନ୍ତି ୪୪ ହଜାର ୪୪ ହଜାର ୭୩୯ ସଂକ୍ରମିତ । ଦେଶରେ ମୋଟ୍…

ଦୁଇଟି ଟ୍ରକ ମଧ୍ୟରେ ଧକ୍କାରୁ ୯ ଜଣଙ୍କର ମୃତ୍ୟୁ, ୧୭ ଆହତ

ଭଦୋଦରା: ଗୁଜରାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଟ୍ରକ ମଧ୍ୟରେ ଧକ୍କା ହେବାରୁ ୯ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ହୋଇଛନ୍ତି ୧୭ ଜଣ । ଭଦୋଦରାରେ ଓ୍ୱାଘଡିଆ କ୍ରସିଂ ହାଇଓ୍ୱେରେ ଆଜି ସକାଳୁ ସକାଳୁ ଏହି ଦୁର୍ଘଟଣା ଘଟିଛି । ଆହତ ୧୭ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପାଇଁ…

ଫୋନ କରିଥିଲେ ଜୋ ବାଇଡେନ, ଶୁଭେଚ୍ଛା ଜଣାଇଲେ ମୋଦି: ଏସବୁ ପ୍ରସଙ୍ଗରେ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜୋ ବାଇଡେନଙ୍କ ପ୍ରଥମ ଫୋନ କଲ୍ । କଥା ହେଲେ ଦୁଇ ନେତା । ଆମେରିକାର ନିବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ବାଚନରେ ବିଜୟ ନେଇ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଦୁଇ…

ଭାରତର ଏହି ସ୍ଥାନରେ ତିଆରି ହେବାକୁ ଯାଉଛି ଉଚ୍ଚତମ ହନୁମାନ ମୂର୍ତ୍ତୀ

କର୍ଣ୍ଣାଟକ: ଆସ୍ଥା ଓ ଶ୍ରଦ୍ଧାରେ ଭରା ଆମ ଦେଶ ଭାରତ। ଭାରତୀୟ ସଂସ୍କୃତିର ବର୍ତ୍ତାବହ ସାଜିଛନ୍ତି ଏହାର ମନ୍ଦିର ସବୁ। ପ୍ରାୟତଃ ଆମ ଦେଶର ମନ୍ଦିର ଗୁଡିକ କିଛି ନା କିଛି କିମ୍ବଦନ୍ତୀକୁ ନିଜ ଭିତରେ ଚାପି ରଖିଥାନ୍ତି। ରାମାୟଣ ରେ ବର୍ଣ୍ଣିତ କିସ୍କିନ୍ଦା କଥା ପ୍ରାୟ ସଭିଙ୍କର ଉଣା…

ନାବାଳିକା ସହ ଯୌନ ସମ୍ପର୍କ ରଖିବା ଅଭିଯୋଗରେ ଗିରଫ ହେଲେ ଅଲିମ୍ପିକ୍ ସ୍ଵର୍ଣ୍ଣ ପଦକ ବିଜେତା କିପ୍ରୁଟୋ

ଭୁବନେଶ୍ୱର: ଗିରଫ ହେଲେ ଅଲିମ୍ପିକ୍ ର ସ୍ଵର୍ଣ୍ଣ ପଦକ ବିଜେତା କିପ୍ରୁଟୋ । ଜଣେ ନାବାଳିକା ସହ ଯୋୖନ ସମ୍ପର୍କ ରଖିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ତେବେ ଗିରଫ ର କିଛି ସମୟ ପରେ କିପ୍ରୁଟୋଙ୍କୁ ଜାମିନ ମଧ୍ୟ ମିଳିଯାଇଛି । ମାତ୍ର ଏବେ ବି ମାମଲା କୋର୍ଟରେ…

ମାସେ ପାଇଁ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଗ୍ରାହକ ଉଠାଇ ପାରିବେ ୨୫ ହଜାର ଟଙ୍କା, ଆଇବିଆଇ ଲଗାଇଲା କଟକଣା

ନୂଆଦିଲ୍ଲୀ: ପାର୍ବଣ ସିଜିନରେ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖରାପ ଖବର । ମାସେ ପାଇଁ ଟଙ୍କା ଉଠାଣ ଭପରେ କଟକଣା ଲଗାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଡିସେମ୍ବର ୧୬ ତାରିଖ ଯାଏ ଗ୍ରାହକ ୨୫ ହଜାରରୁ ଅଧିକ ଟଙ୍କା ଉଠାଇ ପାରିବେ ନାହିଁ। କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ନିର୍ଦ୍ଦେଶ…

ଓଦା କପଡ଼ାରେ ଚାର୍ଜ ହେଉଛି ମୋବାଇଲ୍ ଫୋନ୍

ତ୍ରିପୁରା: ପଢିବାକୁ ଅବିଶ୍ୱାସ ଲାଗୁଥିଲେ ବି ସତ । ଓଦା କପଡାରେ ଚାର୍ଜ ହେଉଛି ମୋବାଇଲ, ଜଳୁଛି ଏଲ୍‌ଇଡି ଲାଇଟ୍ । ଏଭଳି କଳ୍ପନାକୁ ସତ କରି ଦେଖାଇଛନ୍ତି ତ୍ରିପୁରାର ଜଣେ ଇଂଜିନିଅର । ଏହି ଦକ୍ଷତା ତଥା ଉଦ୍ଭାବନ ପାଇଁ ତାଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନ ପୁରଷ୍କୃତ…

ଭାରତୀୟ ସେନାଙ୍କ ଉପରେ ଚୀନ ମାଇକ୍ରୋୱେଭ ଅସ୍ତ୍ରର ବ୍ୟବହାର କରିଥିଲା !

ଲଦାଖ: ଭାରତ-ଚୀନ ବିବାଦର ସମାଧାନର ସୂତ୍ର ଏ ପର୍ଯ୍ୟନ୍ତ ବାହାରି ପାରି ନାହିଁ । ଏହା ମଧ୍ୟରେ ଚୀନର ରେନମ୍ୟାନ ୟୁନିଭରସିଟି ସ୍କୁଲ ଅଫ ଇଂଟରନ୍ୟାଶନାଲ ଷ୍ଟଡିଜର ଆସୋସିଏଟ ଡିନ୍ ପ୍ରଫେସର ଜିନ କେନରଙ୍ଗ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଚୀନ ମାଇକ୍ରୋୱେଭ ଅସ୍ତ୍ର ବ୍ୟବହାର କରି…