Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାଇରାଲ୍‌ ହେଉଛି ଜର୍ମାନ ମହିଳା ସାଂସଦଙ୍କ ‘ସ୍ୱତନ୍ତ୍ର ଟି-ସାର୍ଟ’

ନୂଆଦିଲ୍ଲୀ: ହଂକଂ, ତିବ୍ଦତ ଏବଂ ତାଇୱାନରେ ଗଣତନ୍ତ୍ରର ପୁନରୁଦ୍ଧାର ଦାବିକୁ ସମର୍ଥନ କରି ଜର୍ମାନୀର ମହିଳା ସାଂସଦ ଡାନିଏଲା କ୍ଲକର୍ଟ ସୋସିଆଲ ମିଡିଆରେ ନିଜର ଏକ ଫଟୋ ସେୟାର କରିଛନ୍ତି। ଏହା ସହିତ ସେ ଏକ ପୋଷ୍ଟ ମଧ୍ୟ ଲେଖିଛନ୍ତି। ଫଟୋରେ ଜର୍ମାନ ସାଂସଦ ନାଲି ଟି-ସାର୍ଟ ପିନ୍ଧିଥିବାର…

ସୋମବାର ରାଷ୍ଟ୍ରପତି ବାଇଡେନ୍‌ ଏବଂ ପତ୍ନୀ ଜିଲ୍‌ ନେବେ ପ୍ରଥମ କରୋନା ଟିକା; ଆମେରିକା

ନୂଆଦିଲ୍ଲୀ: ଆମେରିକାରେ କରୋନା ଯୋଗୁଁ ପ୍ରତିଦିନ ୩୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି। କରୋନା ସଙ୍କଟ ଦେଇ ଗତି କରୁଥିବା ବିଶ୍ୱ‌ର ସର୍ବାଧିକ ପ୍ରଭାବିତ ଦେଶ ଆମେରିକାରେ ଏବେ ଆଶ୍ୱ‌ସ୍ତିକର ଖବର ସାମ୍‌ନାକୁ ଆସିଛି। ଆମେରିକାରେ ପିଫାଇଜରର କରୋନା ଟିକା ପରେ ବର୍ତ୍ତମାନ ମଡର୍ନା ଟିକାର…

କୋଟିଏ ପାର କଲା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କୋଟିଏ ଡେଇଁଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୫ହଜାର ୧୫୩ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା କୋଟିଏ ଅତିକ୍ରମ କରିଛି । ମହାମାରୀ ନେଲାଣି ୧ଲକ୍ଷ ୪୫ହଜାର ୧୩୬ ଜୀବନ । ଗତ ୨୪ ଘଣ୍ଟାରେ ମୃତ୍ୟୁବରଣ…

ବନ୍ଦ ହେଲା ଆଇକନିକ୍ ୱାଶିଂଟନ୍ ସ୍ମାରକୀ; ଆମେରିକା

ୱାଶିଂଟନ୍: ଆମେରିକାର ଆଭ୍ୟନ୍ତରୀଣ ବିଭାଗ ଶୁକ୍ରବାର ଦିନ କହିଛି ଯେ ୱାଶିଂଟନ୍ ସ୍ମାରକୀ ସାମୟିକ ଭାବେ ବନ୍ଦ ରଖାଯାଇଛି। ଉଲ୍ଲେଖ ଥାଉ କି, ଅନ୍ତରୀଣ ସଚିବ ଡେଭିଡ ବର୍ଣ୍ଣହାର୍ଟ ନିକଟରେ କରୋନା ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଛି। ଏହା ମଧ୍ୟରେ ସେ ୱାଶିଂଟନ୍ ସ୍ମାରକୀକୁ ଯାଇଥିଲେ।…

ଅଷ୍ଟ୍ରେଲିଆ ଆସି ଶିଶୁକୁ ଜନ୍ମ ଦେବାକୁ ବିରାଟ ଓ ଅନୁଷ୍କାଙ୍କୁ ଆମନ୍ତ୍ରଣ କଲେ ବ୍ରେଟ୍ ଲି

ନୂଆଦିଲ୍ଲୀ: ବିରାଟ କୋହଲୀ ଓ ଅନୁଷ୍କା ଶର୍ମାଙ୍କୁ ଅଷ୍ଟ୍ରେଲିଆ ଆସି ଶିଶୁକୁ ଜନ୍ମ ଦେବାକୁ ଆମନ୍ତ୍ରଣ କରିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟ୍ ଲି । ଏହା ସହ ବ୍ରେଟ୍ ଲି କହିଛନ୍ତି, ମିଷ୍ଟର କୋହଲୀଙ୍କୁ ସ୍ବାଗତ କରିବା ପାଇଁ ଅଷ୍ଟ୍ରେଲିଆବାସୀ ଆଗଭର । ବ୍ରେଟ୍ ଲି…

ବିହାରରୁ ଦିଲ୍ଲୀ ୧୧ ଦିନରେ ୧୦୦୦ କି.ମି. ସାଇକଲ ଯାତ୍ରା, କାହିଁକି ଜାଣନ୍ତୁ

୬୦ ବର୍ଷର ସତ୍ୟଦେବ ମାଞ୍ଝିଙ୍କ ମନୋବଳକୁ ମାନିବାକୁ ପଡିବ । ଏଇ ବୟସରେ ସେ ସାଇକଲରେ ଯାତ୍ରା କରିଛନ୍ତି, ୮-୧୦ କି.ମି. କି ୨୦-୨୫ କିମି ନୁହେଁ । ଏହି ବୃଦ୍ଧ ଜଣକ ୧ ହଜାର କିମିରୁ ଅଧିକ ଯାତ୍ରା କରିଛନ୍ତି । ବିହାରର ସିୱାନ ଜିଲ୍ଲାରୁ ସେ ଆସିଛନ୍ତି ଦିଲ୍ଲୀ । ଏଥିପାଇଁ ତାଙ୍କୁ ଲାଗିଛି ୧୧…

ଏନସିବି ନୋଟିସର ଉତ୍ତର ଦେଲେ କରଣ ଜୋହର

ମୁମ୍ବାଇ: ଫିଲ୍ମ ନିର୍ମାତା କରଣ ଜୋହର ଏନସିବି ନୋଟିସର ଜବାବ ଦେଇଛନ୍ତି । ପାର୍ଟିରେ କୌଣସି ଟ୍ରଗ୍ସ ବ୍ୟବହାର କରାଯାଇନଥିବା କହିଛନ୍ତି କରଣ ଜୋହର । ପାର୍ଟିରେ ଯେଉଁ ଭିଡିଓ କଥା କୁହାଯାଉଛି ସେଥିରେ ଡ୍ରଗ୍ସ ବ୍ୟବହାର ହୋଇନାହିଁ । ଏହା ସହ କରଣ ଜୋହର ପାର୍ଟି ସମ୍ବନ୍ଧୀୟ ଆଉ ଏକ ଭିଡିଓ…

ଟାଟା ଷ୍ଟିଲ୍ ବିଏସ୍‌ଏଲ୍‌କୁ ଶକ୍ତି ଓ ପରିବେଶ ଫାଉଣ୍ଡେସନ ବିଶ୍ୱ ସଷ୍ଟେନବିଲିଟି ପୁରସ୍କାର ୨୦୨୦

ନରେନ୍ଦ୍ରପୁର: ଟାଟା ଷ୍ଟିଲ ବିଏସ୍‌ଏଲ୍ ଜିତିଛି ସମ୍ମାନଜନକ ‘ଶକ୍ତି ଓ ପରିବେଶ ଫାଉଣ୍ଡେସନ ବିଶ୍ୱ ସଷ୍ଟେନବିଲିଟି ପୁରସ୍କାର ୨୦୨୦' । ପ୍ଲାଟିନମ୍ ବର୍ଗରେ ଟାଟା ଷ୍ଟିଲ ବିଏସ୍‌ଏଲ୍ ଏହି ପୁରସ୍କାର ହାସଲ କରିଛି । ଡିସେମ୍ବର ୧୬ ତାରିଖରେ ଭର୍ଚୁଆଲ୍ ପ୍ଲାଟଫର୍ମରେ ଆୟୋଜିତ ଏକାଦଶ ବିଶ୍ୱ…

ହାଥରସ କେସ୍‌: ଚାର୍ଜସିଟ ଦାଖଲ କଲା ସିବିଆଇ, ଗଣବଳାତ୍କାର ହୋଇଥିଲା

ଲକ୍ଷ୍ନୌ:  ଉତ୍ତରପ୍ରଦେଶର ହାଥରସ ଗଣବଳାତ୍କାର ଘଟଣାର ତଦନ୍ତ କରୁଥିବା ସିବିଆଇ ୪ ମାସ ପରେ ଶୁକ୍ରବାର ଚାର୍ଜସିଟ ଦାଖଲ କରିଛି । ୪ ଅଭିଯୁକ୍ତଙ୍କ ବିରୋଧରେ ଗଣବଳାତ୍କାର ଓ ହତ୍ୟା ସହ ଏସସି/ଏସସଟି ଆକ୍ଟ ଅନୁସାରେ ଦଫା ମଧ୍ୟ ଲଗାଯାଇଛି । ସେପ୍ଟମ୍ବର ୧୪ରେ ଜଣେ ୧୯ ବର୍ଷୀୟା ଦଳିତ ଯୁବତୀଙ୍କ…

କେଜ୍ରିୱାଲଙ୍କ ବିରୋଧରେ ପୋଲିସରେ ଏତଲା ଦେଲା ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଭାରତୀୟ ଜନତା ପାର୍ଟିର ଦିଲ୍ଲୀ ଶାଖା ପକ୍ଷରୁ ପୋଲିସରେ ଏତାଲା ଦିଆଯାଇଛି । କେଜ୍ରିୱାଲ ବିଧାନସଭାରେ କୃଷି ଆଇନକୁ ଚିରି ଆନ୍ଦୋଳନରତ କୃଷକମାନଙ୍କୁ ଉସୁକାଉଛନ୍ତି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି । ଏହା ଦ୍ୱାରା…