Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କଡକନାଥ କୁକୁଡା ଫାର୍ମ କରିବେ ଧୋନୀ !

ଝାଡଖଣ୍ଡ: ୨୦୧୯ କ୍ରିକେଟ ବିଶ୍ୱକପ ପରେ ଅବସର ନେଇଥିଲେ ମହେନ୍ଦ୍ର ସିଂ ଧୋନୀ । ହେଲେ ଏବେ ବି ଜାରି ରଖିଛନ୍ତି କ୍ରିକେଟ୍ ଖେଳ । ନିକଟରେ ଆଇପିଏଲରେ ତାଙ୍କ ପ୍ରଦର୍ଶନ ଏତେଟା ଭଲ ନଥିଲେ ବି ୨୦୨୧ରେ ସେ ହଳଦିଆ ଜର୍ସିରେ ପୁନର୍ବାର ନଜର ଆସିବେ । ତେବେ କ୍ରିକେଟ ଛଡା ଫାର୍ମିଂରେ ରୁଚି…

ଜେଏନୟୁ ଆଉ ଯୁବ ପିଢ଼ୀଙ୍କୁ ମୋଦିଙ୍କ ୧୦ ବାର୍ତା

ନୂଆଦିଲ୍ଲୀ: ବ୍ୟକ୍ତିଗତ ପସନ୍ଦ ଓ ରାଜନୀତି ଯୋଗୁ ଦୀର୍ଘଦିନ ଧରି ଜେଏନୟୁ କ୍ୟାମ୍ପସରେ ସ୍ୱାମୀ ବିବେକାନନ୍ଦ ମୂର୍ତି ଉନ୍ମୋଚିତ ନ ହୋଇ ପଡି ରହିଥିଲା । ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଏହା ଉନ୍ମୋଚିତ ହୋଇଛି । ଆସନ୍ତୁ ଜାଣିବା ହି ଭର୍ଚୁଆଲ କାର୍ଯ୍ୟକ୍ରମ ଜରିଆରେ…

ଜେଏନୟୁରେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଜବାହାର ଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତି ଉନ୍ମୋଚନ କରିଛନ୍ତି । ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୁବପିଢ଼ୀଙ୍କୁ ଆହ୍ୱାନ କରିବା ସହ ବିବେକାନନ୍ଦ ବତେଇଥିବା ମାର୍ଗରେ ଯିବା ପାଇଁ…

ପୁଣିଥରେ ବିବାହ କରିବେ ପ୍ରଭୁଦେବା !

ତେଲେଙ୍ଗାନା: ପ୍ରଥମେ ଅଭିନେତା ଓ ପରେ କୋରିଓଗ୍ରାଫର୍‌ରୁ ପାଲଟିଥିଲେ ନିର୍ଦ୍ଦେଶକ । ମୁକାବଲା ଭଳି ଅଲ୍ ଟାଇମ୍ ସୁପରହିଟ୍ ଗୀତରେ ଧମାକାଦାର ଡାନ୍ସ କରିଥିବା ପ୍ରଭୁଦେବା ପୁଣିଥରେ ଚର୍ଚ୍ଚାରେ । ହେଲେ ଏଥର ପ୍ରଫେସ୍ନାଲ ଲାଇଫ୍ ନୁହେଁ ବରଂ ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଏହି…

ଟ୍ରେନରେ ଆତସବାଜି ଓ ଫଟକା ପରିବହନ କରୁଥିଲେ ହେବ କାର୍ଯ୍ୟାନୁଷ୍ଠାନ; ପୂର୍ବତଟ ରେଳପଥର ସ୍ୱତନ୍ତ୍ର ଅଭିଯାନ

ଭୁବନେଶ୍ୱର: ଟ୍ରେନ୍ ଯାତ୍ରା ସମୟରେ ଦହନଶୀଳ ପଦାର୍ଥ ଯଥା ଫଟକା, ଗ୍ୟାସ୍ ସିଲିଣ୍ଡର, ଏସିଡ୍, ପେଟ୍ରୋଲ୍, କିରୋସିନି ଆଦି ଜ୍ୱଳନ୍ତ ତଥା ବିସ୍ଫୋରକ ଜିନିଷ ପରିବହନ କରିବା ଦଣ୍ଡନୀୟ ଅପରାଧ। ରେଳବାଇ ଅଧିନିୟମ, ୧୯୮୯ ଅନୁଯାୟୀ ଏଭଳି ଅପରାଧୀ ପାଇଁ ୩ ବର୍ଷ ସମ୍ପୃକ୍ତ ବ୍ୟକ୍ତି ୩ ବର୍ଷ…

ନିଜ ମୁଁହରେ ପ୍ଲାଷ୍ଟିକ ସର୍ଜରୀ କରାଇଥିବା ବଲିଉଡର ୭ ଆଗଧାଡ଼ିର ନାୟିକା…

ମୁମ୍ବାଇ: ନିଜ ରୂପରେ ଆହୁରି ଚମକ ତଥା ଶରୀରକୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ଅନେକ ବଲିଉଡ ତାରକା ମାନେ ପ୍ଲାଷ୍ଟିକ ସର୍ଜରୀ କରାଇଥାନ୍ତି। ଏହି ତାଲିକାରେ ଅଛନ୍ତି ବଲିଉଡର ୭ ଜଣ ଆଗଧାଡ଼ିର ଅଭିନେତ୍ରୀ। ଏମାନେ ଏକ ଭଲ ନାକ ଓ ଭରପୂର ଓଠ ପାଇବାକୁ କରିଛନ୍ତି ପ୍ଲାଷ୍ଟିକ ସର୍ଜରୀ…

ପରାଜୟ ସତ୍ୱେ ସରକାର ଗଠନ ପାଇଁ ଏବେ ବି ଆଶା କରୁଛି ଆରଜେଡି, ଆସନ୍ତୁ ଜାଣିବା ସମୀକରଣ

ପାଟନା: ବିହାରରେ ଏନଡିଏ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲେ ମଧ୍ୟ ମହାଗଠବନ୍ଧନ ଏବଂ ଆରଜେଡି ଏବେ ବି ସରକାର କରିବା ଆଶାରେ ରହିଛନ୍ତି । ପ୍ରଚ୍ଛଦପଟରେ ବିଭିନ୍ନ ଦଳ ସହ ଯୋଗାଯୋଗ ଚାଲିଛି । ତେବେ ଏହା ଏତେଟା ସହଜ ନୁହେଁ । ରାଜ୍ୟପାଳ ପ୍ରଥମେ ସଂଖ୍ୟାଗରିଷ୍ଠତା ଦଳକୁ ଡାକିବେ । କାରଣ…

ଭାରତକୁ ଫେରୁଛି ପବ୍‌ଜି

ନୂଆଦିଲ୍ଲୀ: ପବ୍‌ଜି ପ୍ରେମୀଙ୍କ ପାଇଁ ଖସି ଖବର । ପୁଣି ଫେରୁଛି ପବ୍‌ଜି । ଭାରତକୁ ବାହୁଡୁଛି ଲୋକପ୍ରିୟ ଗେମିଂ ଆପ୍ ପବ୍‌ଜି । ପବଜୀ ମୋବାଇଲ୍‌ ଗେମ୍‌ ଫେରିବା ନେଇ ସାଉଥ୍‌ କୋରିଆ କମ୍ପାନୀ ଘୋଷଣା କରିଛି। ତେବେ କେବଳ ଭାରତ ପାଇଁ ନୂଆ ଫିଚର ସହ ଗେମ୍‌ ଲଞ୍ଚ ହେବାକୁ ଥିବା ବେଳେ ଏଥର…

[ଭିଡିଓ] ଆମେରିକୀୟ ଗାୟିକା ମେରି ମିଲବେନ୍ ଗାଇଲେ ହିନ୍ଦୀ ଭଜନ !

ଭୁୁବନେଶ୍ୱର: ଜଣାଶୁଣା ଆମେରିକୀୟ ଗାୟିକା ମେରି ମିଲବେନ୍ । ଦୀପାବଳି ଅବସରରେ ଏହି ବିଦେଶୀ ଗାୟିକା ନିଜ କଣ୍ଠରେ ଏକ ହିନ୍ଦୀ ଭଜନକୁ ସଜାଇ ଚର୍ଚ୍ଚାକୁ ଆସିଛନ୍ତି । ଭଜନର ଲିରିକ୍ସ ଲାଇନ୍ ଓମ୍ ଜୟ ଜଗଦିଶ ହରେ ଥିବାବେଳେ ସୋସିଆଲ୍ ମିଡିଆରେ ଏହା ଭାଇରାଲ୍ ହୋଇଛି । ବୁଧବାର ଏହି ଭଜନକୁ…

ବିଜେପିର ବେଙ୍ଗଲ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ କନଭୟ ଉପରେ ଆକ୍ରମଣ

କୋଲକାତା: ନିର୍ବାଚନ ଉଷ୍ମତା ବଢ଼ିବା ପରେ ପଶ୍ଚିମବଙ୍ଗ ପୁଣି ସାଇଲେଂଟରୁ ଭାଓଲେଂଟ ହେଉଛି । ବିଜେପି ଓ ଟିଏମସି ନେତା ଏଥର ମୁହାଁ ମୁହିଁ ହେବା ଆରମ୍ଭ କରିଛନ୍ତି । ବିଜେପିର ବେଙ୍ଗଲ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଓ ଅନ୍ୟ ଦଳୀୟ ନେତାଙ୍କ କନଭୟ ଉପରେ ଆଜି ଜୋରଦାର ଆକ୍ରମଣ କରାଯାଇଛି ।…