Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଜିଠୁ ଆରମ୍ଭ ଏଫ୍ଏଟିଏଫ୍‌ର ତିନିଦିନିଆ ବୈଠକ ; ଏଥର ବ୍ଲାକ୍‌ ଲିଷ୍ଟ୍‌ରୁ ହଟିବ କି ପାକିସ୍ତାନ?

ନୂଆଦିଲ୍ଲୀ: ଆଗାମୀ ଦିନରେ ପାକିସ୍ତାନର ସମସ୍ୟା ବଢିପାରେ  ବୋଲି ଆଶଙ୍କା କରାଯାଉଛି। ଫାଇନାନ୍‌ସିଆଲ୍‌ ଆକ୍ସନ୍ ଟାସ୍କ ଫୋର୍ସ (FATF) ର ତିନି ଦିନିଆ ଭର୍ଚୁଆଲ୍ ବୈଠକ ଆଜିଠୁ ଆରମ୍ଭ ହେବାକୁ ଯାଉଛି। ଏହି ବୈଠକରେ ପାକିସ୍ତାନର ଭବିଷ୍ୟତ ଉପରେ ନିଷ୍ପତ୍ତି ନିଆଯିବ। ଏହି ବୈଠକରେ…

୫ଜି ପାଇଁ ଜିଓ ଓ କ୍ୱାଲ୍‌କମ୍‌ର ମିଳିତ ଉଦ୍ୟମ ଘୋଷଣା

ମୁମ୍ବାଇ/ଭୁବନେଶ୍ୱର: କ୍ୱାଲ୍‌କମ ଟେକ୍ନୋଲୋଜିସ୍ ଓ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ) ତଥା ଏହାର ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ ସଂସ୍ଥା ରାଡିସିସ୍ କର୍ପୋରେସନ ସହଯୋଗରେ ଭର୍ଚୁଆଲାଇଜଡ୍ ଆର୍‌ଏଏନ୍ ସହିତ ୫ଜି ସଲ୍ୟୁସନ୍ ଭିତ୍ତିକ ଏକ ଓପନ୍ ଓ ଇଟଂରଅପରେବଲ୍ ଇଟଂରଫେସ୍ ସମ୍ବଳିତ ବ୍ୟବସ୍ଥା…

ହାତୀ ଉପରେ ଚଢିଗଲା ଟ୍ରେନ୍‌, ଇଞ୍ଜିନ ସିଜ୍ କଲା ବନବିଭାଗ

ଗୁୱାହାଟୀ: ହାତୀକୁ ହତ୍ୟା ଅଭିଯୋଗରେ ଟ୍ରେନ୍ ଇଂଜିନକୁ ସିଜ କରିଛି ଆସାମ ବନବିଭାଗ । ପ୍ରଥମ ଥର ପାଇଁ ଆସାମରେ ଏଭଳି ଏକ ଘଟଣା ଘଟିଛି । ଆସାମର ଲମଡିଙ୍ଗ ରିଜର୍ଭ ଫରେଷ୍ଟ ଅଂଚଳ ଦେଇ ଯାଇଥିବା ଟ୍ରାକରେ ଏହି ଦୁର୍ଘଟଣା ଘଟିଛି । ସଂପୃକ୍ତ ଅଂଚଳ ଦେଇ ମାଲବାହୀ ଟ୍ରେନଟି ଯାଉଥିବା ବେଳେ ଗୋଟିଏ…

କରୋନା ମହାମାରୀ ମଧ୍ୟରେ ଓଡିଶାରେ ବୃଦ୍ଧି ପାଇଛି ବେକାରୀ ହାର !

ଭୁବନେଶ୍ୱର: କୋଭିଡ ମହାମାରୀ ମଧ୍ୟରେ ଓଡିଶାରେ ବୃଦ୍ଧି ପାଇଛି ବେକାରୀ ହାର। ଏନେଇ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (CMIE) ର ​​ଏକ ସର୍ଭେ ରିପୋର୍ଟରେ କୁହାଯାଇଛି। ସର୍ଭେ ଅନୁଯାୟୀ, ଅଗଷ୍ଟରେ ରାଜ୍ୟରେ ବେକାରୀ ହାର ୧.୪% ଥିଲା, ସେପ୍ଟେମ୍ବରରେ ଏହି ହାର ୨.୧% ଛୁଇଁଛି।…

‘ଶେରନୀ’ରେ ଆସୁଛନ୍ତି ବିଦ୍ୟା ବାଲାନ, ସୁଟିଂ ଆରମ୍ଭ

ମଧ୍ୟପ୍ରଦେଶ: କରୋନା ମହାମାରୀ ଭିତରେ ସୁଟିଂ ସେଟକୁ ଫେରିଛନ୍ତି ଅଭିନେତ୍ରୀ ବିଦ୍ୟା ବାଲାନ । ହେଲେ ସୁଟିଂ ଆରମ୍ଭ କରିବା ପୂର୍ବରୁ ବିଦ୍ୟା କରିଛନ୍ତି ସ୍ୱତନ୍ତ୍ର ପୂଜା । ବ୍ଲାକ ସାର୍ଟ ଓ ଡେନିମ ଜିନ୍ସ ପିନ୍ଧିଥିବା ବିଦ୍ୟାଙ୍କ ମୁହଁରେ ରହିଛି ମାସ୍କ । ସୁଟିଂ ସେଟରେ କ୍ରୁ ମେମ୍ବର ପିପିଇ…

କୋଲକାତା ଦୁର୍ଗାପୂଜାରେ ଏବର୍ଷ ହେବନି ସିନ୍ଦୁର ଖେଳ

କୋଲକାତା: କୋଭିଡ୍ କଟକଣା ଭିତରେ ଏବର୍ଷ କୋଲକାତାରେ ଦୁର୍ଗାପୂଜା ହେବ । ହେବନି ସିନ୍ଦୁର ଖେଳ । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି କୋଲକାତା ହାଇକୋର୍ଟ । ସେହିପରି ପୂର୍ବରୁ ମଣ୍ଡପ ଅଞ୍ଚଳକୁ ନୋ ଭିଜିଟର ଜୋନ୍ କରିବାକୁ ଦେଇଥିବା ନିର୍ଦ୍ଦେଶର ପୁନର୍ବିଚାର କରିଛନ୍ତି କୋର୍ଟ । ସର୍ତ୍ତ…

ଆସନ୍ତା ବର୍ଷ ଆଇସ୍‌କ୍ରିମ୍‌ ସହିତ ହ୍ୱାଇଟ୍ ହାଉସ୍‌ରେ ଜନ୍ମ ଦିନ ପାଳନ କରିବା; ଜୋ ବିଡେନ୍‌

ଆମେରିକା: ଯୁକ୍ତରାଷ୍ଟ୍ରରେ ଡେମୋକ୍ରାଟିକ୍ ପାର୍ଟିର ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସଙ୍କୁ ମଙ୍ଗଳବାର ୫୬ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ହ୍ୱାଇଟ୍ ହାଉସରେ ତାଙ୍କର ପରବର୍ତ୍ତୀ ଜନ୍ମଦିନ ପାଳନ କରିବା…

ବିହାର ଭୋଟରଙ୍କୁ କଂଗ୍ରେସର ପ୍ରତିଶ୍ରୁତି, କ୍ଷମତାକୁ ଆସିଲେ ମାସିକ ୧୫ଶହ ଟଙ୍କା ବେରୋଜଗାରୀ ଭତ୍ତା

ପାଟନା: ବିଧାନସଭା ନିର୍ବାଚନ ପାଇଁ ବିହାର ରାଜନୀତି ସରଗରମ । ସରକାରକୁ ଆସିଲେ ନିଯୁକ୍ତି ନମିଳିବା ଯାଏ ମାସିକ ୧୫ ଶହ ଟଙ୍କା ଲେଖାଏ ବେରୋଜଗାରୀ ଭତ୍ତା ଦେବ କଂଗ୍ରେସ । ପ୍ରଥମ କ୍ୟାବିନେଟ୍ ବୈଠକରେ ୧୦ ଲକ୍ଷ ନିଯୁକ୍ତି ନେଇ ଫୈସଲା ନିଆଯିବ । ବିହାର ଭୋଟରଙ୍କୁ ଏହି ଦଳ ପ୍ରତିଶ୍ରୁତି ଦେଇଛି…

କରାଚି ବିସ୍ଫୋରଣ; ଏପର୍ଯ୍ୟନ୍ତ ୩ ମୃତ ୧୫ ଆହତ

କରାଚି: ପଡୋଶୀ ଦେଶ ପାକିସ୍ତାନରେ କରାଚିରେ ଏକ ବଡ଼ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଏପର୍ଯ୍ୟନ୍ତ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ ଏହି ବିସ୍ଫୋରଣ ଗୁଲଶାନ-ଇ-ଇକବାଲରେ ମସ୍କାନ ଚୋରାଙ୍ଗିର ଦୁଇ ମହଲା କୋଠାରେ ଘଟିଛି। ତେବେ ବ୍ଲାଷ୍ଟ…

ଗୁଗୁଲ୍‌ ବିରୋଧରେ ମାମଲା ରୁଜୁ କଲେ ଆମେରିକା ସରକାର

ୱାଶିଂଟନ୍: ଆମେରିକା ସରକାର ଗୁଗୁଲ ବିରୋଧରେ ମକଦ୍ଦମା ଦାୟର କରିଛନ୍ତି। ନ୍ୟାୟ ବିଭାଗ ପକ୍ଷରୁ ଦାଖଲ ହୋଇଥିବା ଏହି ଅଭିଯୋଗରେ ଲୋକପ୍ରିୟ ଆଇଟି କମ୍ପାନୀ ଅନ୍‌ଲାଇନ୍‌ ପ୍ରତିଯୋଗିତା ମାଧ୍ୟମରେ ଗ୍ରାହକମାନଙ୍କ ସ୍ୱାର୍ଥକୁ କ୍ଷତି ପହଞ୍ଚାଇବା ପାଇଁ ଏହାର ପ୍ରାଧାନ୍ୟର ଅପବ୍ୟବହାର କରୁଥିବାର…