Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବନ୍ୟା ପ୍ରପୀଡିତଙ୍କ ପାଇଁ ୧.୫ କୋଟି ଦାନ କଲେ ବାହୁବଳୀ

ହାଇଦ୍ରାବାଦ: ବନ୍ୟା ପୀଡିତଙ୍କ ପାଇଁ ଆଗେଇ ଆସିଲେ ବାହୁବଳୀ । ବନ୍ୟା ଦ୍ୟାରା ପ୍ରଭାବିତ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି ସାଉଥ ସୁପରଷ୍ଟାର ପ୍ରଭାସ । ବନ୍ୟା ପ୍ରପୀଡିତଙ୍କ ପାଇଁ ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧.୫ କୋଟି ଟଙ୍କା ଦାନ କରିଛନ୍ତି । ଦକ୍ଷିଣ…

ଜିମ୍ବାୱେ ଜାତୀୟ କ୍ରିକେଟ୍ ଦଳର ଭାରତୀୟ କୋଚ୍‌ଙ୍କୁ ପାକିସ୍ତାନ ମନା !

ନୂଆଦିଲ୍ଲୀ: ପାକିସ୍ତାନରେ ଜିମ୍ବାୱେ କ୍ରିକେଟ ଦଳ ତିନୋଟି ଲେଖାଏଁ ଦିନିକିଆ ଓ ଟି୨୦ ସିରିଜ୍ ଖେଳିବ । ଅକ୍ଟୋବର ୩୦ରେ ପ୍ରତିଯୋଗୀତା ଆରମ୍ଭ ହେବାକୁ ଥିବାବେଳେ କରୋନା ମାହାମାରୀ ପାଇଁ ଦର୍ଶକଙ୍କୁ ମିଳିବନି ଷ୍ଟାଡିୟମରେ ପ୍ରବେଶ ଅନୁମତି । ମଙ୍ଗଳବାର ଜିମ୍ବାୱ୍ୱେ ଦଳ ପାକିସ୍ତାନରେ…

ଇସ୍ତଫା ଦେବେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ!

ଲଣ୍ଡନ:  ଗୋଟିଏ ଦେଶର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ତାଙ୍କ ବେତନକୁ ନେଇ ସନ୍ତୁଷ୍ଟ ନୁହନ୍ତି ଏବଂ ସେଥିରେ ତାଙ୍କ ଚଳିବା କଷ୍ଟକର ହୋଇପଡ଼ୁଛି। ତାଙ୍କ ନିକଟରେ ଚଳିବାକୁ ଟଙ୍କା ନାହିଁ। ରିପୋର୍ଟ ଅନୁଯାୟୀ, ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ ଯେତିକି ବେତନ ପାଉଛନ୍ତି…

ଆଫଗାନିସ୍ତାନ ସୁରକ୍ଷାକର୍ମୀଙ୍କ ଉପରେ ତାଲିବାନଙ୍କ ଆକ୍ରମଣ, ୨୫ ନିହତ

କାବୁଲ: ଆଫଗାନିସ୍ତାନରେ ସୁରକ୍ଷାକର୍ମୀଙ୍କ ଉପରେ ତାଲିବାନ ଆତଙ୍କବାଦି ସଂଗଠନ ବଡ ଧରଣର ଆକ୍ରମଣ କରିଛି । ଏଥିରେ ୨୫ ଆଫଗାନ ପୋଲିସକର୍ମୀ ନିହତ ହୋଇଛନ୍ତି । ଏବେ ବି ତଖାର ଅଂଚଳରେ ସୁରକ୍ଷାକର୍ମୀ ଓ ତାଲିବାନ ମଧ୍ୟରେ ସଂଘର୍ଷ ଜାରି ରହିଛି । ତେବେ କେତେ ଜଣ ଆତଙ୍କବାଦୀ ମରିଛନ୍ତି ଏହା…

କେବିସି ୧୨: ପ୍ରତିଯୋଗୀ ଜିତିଲେ ୧.୬ ଲକ୍ଷ ହେଲେ ମିଳିଲା ୫ ଲକ୍ଷ

ମୁମ୍ବାଇ: ଲୋକପ୍ରିୟ ରିୟାଲିଟି ସୋ କୌନ ବାନେଗା କରୋଡ଼ପତି (କେବିସି) ୧୨ ରେ ମୁମ୍ବାଇର ସ୍ୱରୂପା ଦେଶପାଣ୍ଡେ ଭାଗ ନେଇଥିଲେ। ତାଙ୍କର ସଂଘର୍ଷମୟ ଜୀବନୀ ପାଇଁ ଏହି ଶୋ’ର ହୋଷ୍ଟ ଅମିତାଭ ବଚ୍ଚନଙ୍କ ସମେତ ସମସ୍ତେ ତାଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ତାଙ୍କର ଏହି ଆଦର୍ଶ ଯାତ୍ରା ଅନ୍ୟମାନଙ୍କ…

କେନ୍ଦ୍ର କର୍ମଚାରୀଙ୍କୁ ସରକାରଙ୍କ ଦଶହରା ଭେଟି

ନୂଆଦିଲ୍ଲୀ: ପୂଜା ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ଦଶହରା ଭେଟି । ମୋଦୀ ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣା କରିଛନ୍ତି । କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ୩୦ ଲକ୍ଷ କର୍ମଚାରୀଙ୍କୁ ମିଳିବ ପୂଜା ବୋନସ । କେନ୍ଦ୍ର କ୍ୟାବିନେଟରେ ଏନେଇ ନିସ୍ପତ୍ତି ହୋଇଛି । ଏହି…

ପ୍ରେରଣା : ୯ ମାସ ପରିଶ୍ରମ କରି ୩୦୦ ମିଟର ସଡକ ନିର୍ମାଣ କଲେ୧୫୯ ପରିବାରର ମହିଳା

ଭିଲାଇ: ପୁନର୍ବାର ମହିଳା ଶକ୍ତି ଅସମ୍ଭବ ବୋଲି କିଛି ଶବ୍ଦ ନାହିଁ ପ୍ରମାଣିତ କରିପାରିଛନ୍ତି । ଏଠାରେ ଥିବା ଜଙ୍ଗଲମୟ ପରିବେଶରେ ପାହାଡ ଉପରେ ରହିଛି ମାଆ ଶୀତଳାଙ୍କ ମନ୍ଦିର । ମୂଖ୍ୟ ରାସ୍ତାଠାରୁ ଏହା ୩କିଲୋମିଟର ଦୂରରେ ଅବସ୍ଥିତ । ଭଲ ରାସ୍ତା ନ ଥିବାରୁ ଭକ୍ତମାନେ ନାନାପ୍ରକାର…

ଫ୍ଲୁ ଟିକା ନେଇ ପାଞ୍ଚ ଜଣଙ୍କର ମୃତ୍ୟୁ; ଦକ୍ଷିଣ କୋରିଆ

ଦକ୍ଷିଣ କୋରିଆ: ଦକ୍ଷିଣ କୋରିଆରେ ଫ୍ଲୁ ଟିକା ପ୍ରୟୋଗ କରିବା ପରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିବା ଘଟଣା ସାମ୍‌ନାକୁ ଆସିଛି। ଅଧିକାରୀ କହିଛନ୍ତି ଯେ ଗତ କିଛି ସପ୍ତାହ ମଧ୍ୟରେ ଏଭଳି ମୃତ୍ୟୁ ଘଟିଛି। ଏହା ପରେ ଟୀକାକରଣର ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଏଥିସହ ଅଧିକାରୀମାନେ ଏହା…

ଚୋର ଚମ୍ପଟ୍ ମାରିଥିଲା ଟ୍ରେନ୍‌ରେ, ପୋଲିସ ଧରିଲା ଫ୍ଲାଇଟ୍‌ରେ !

କର୍ଣ୍ଣାଟକ: ନାଟକୀୟ ଢଙ୍ଗରେ ପୋଲିସ ହାତରେ ଧରାପଡିଲା ଚୋର । ଚୋରି ହୋଇଥିଲା ସୁନା ଓ ହୀରା ଗହଣାଗାଣ୍ଠି । ଏକ ଲକରରେ ଗହଣା ଥିବାବେଳେ ଚୋର ଟ୍ରେନରେ ଖସିଯିବାକୁ ଚେଷ୍ଟା କରିଥିଲା । ହେଲେ ପୋଲିସ ଟ୍ରେନ୍‌ରେ ନୁହେଁ ବରଂ ଫ୍ଲାଇଟ୍‌ରେ ପିଛା କରି ଶେଷରେ ଚୋରକୁ ଗିରଫ କରିବାରେ ସଫଳ ହୋଇଛି ।…

ଏକାଥରେ ୩ କୋଟି ଲୋକଙ୍କୁ ଟୀକାକରଣ କରିବାକୁ ଭାରତ ପ୍ରସ୍ତୁତ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ 

ନୂଆଦିଲ୍ଲୀ: ଯଦି ଆଜି ଭାରତରେ କୋଭିଡ ଟିକା ଆସିଯାଏ ତେବେ ସରକାର ଅତି କମରେ ୩ କୋଟି ଲୋକଙ୍କୁ ଟୀକାକରଣ କରିବାକୁ ପ୍ରସ୍ତୁତ ରହିଥିବା ମଙ୍ଗଳବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଟୀକାକରଣ ପାଇଁ ପାଖାପାଖି ୩ କୋଟି ଲୋକ ଚିହ୍ନଟ…